October 18, 2025

Odia Express

Here, There and Everywhere

ଏବେ ଜାଣିରଖନ୍ତୁ ଧଳା ଆଉ ଅସୁନ୍ଦର ଦାଢୀକୁ ଆମେ କିପରି କଳା କରି ପାରିବା – ଦେଖାଯିବ ସୁନ୍ଦର ଓ କଳା..

1 min read

ଆଜିକାଲି ସାଧାରଣତଃ କମ ବୟସର ପୁଅ ମାନଙ୍କ ଭିତରେ ବହୁତ ଶିଘ୍ର ଦାଢ଼ି ଆସିବାରେ ଲାଗିଲାନି।ଆଉ ଏହା ଆସିବାର ମୁଖ୍ୟ କାରଣ ହେଲା ହରମୋନ,ଏହା ଏମିତି ଏକ ଜିନିଷ ଯାହା ଭିତରେ ଅଧିକ ଥିବ ତାକୁ ଅଳ୍ପ ବୟସରେ ଦାଢ଼ି ଓ ନିଶ ଆସିବାକୁ ଲାଗେ।ସାଧାରଣତଃ ଯାହାପାଖରେ ହରମୋନ ଅଧିକ ଥାଏ ତାଙ୍କୁ ପ୍ରାୟ ୧୬-୧୭ ବୟସରୁ ଦାଢ଼ି ଆସିବାକୁ ଲାଗେ।ଆଉ ଏହାକୁ ପୁରୁଷତ୍ୱର କାରଣ ବୋଲି କୁହାଯାଏ।

ଆଉ ବହୁତ ଛୁଆଙ୍କ ପାଖରର ଦାଢ଼ି ଆସିନ ଥିବାରୁ ଏମାନେ ତାଙ୍କୁ ଦେଖି ବହୁତ ଇର୍ଷା କରନ୍ତି।ଆଉ ଭିନ୍ନ ଭିନ୍ନ ମାର୍ଗ ଆପଣେଇଥାନ୍ତି ନିଜର ଦାଢ଼ି ଉଠେଇବା ପାଇଁ ଯେମିତି କିଏ କିଏ ସେଭିଙ୍ଗ କ୍ରିମ ଲଗେଇ ବ୍ଲେଡ଼ ବା ରେଜରରେ କାଟିବାକୁ ଲାଗେ ଯେମିତି ଅଧିକ ଦାଢ଼ି ଆସିବ।ତାପରେ ଆଉ କେହି କେହି ଭିନ୍ନ ଭିନ୍ନ ପ୍ରାକୃତିକ ଉପାୟ ଆପଣାନ୍ତି ଯେମିତି ପିଆଜ ଘଷିବା ଏହି ଭଳି ଭିନ୍ନ ଭିନ୍ନ ଉପାୟ ମାନ ଆପଣେଇ ଥାନ୍ତି।ତାପରେ ଆଉ କେତେଜଣ ବଜାରରେ ବିକ୍ରି ହେଉଥିବା ରାସାୟନିକ ପଦାର୍ଥର ମଧ୍ୟ ବ୍ୟବହାର କରନ୍ତି।

ଆଉ ତାଙ୍କର ଦାଢ଼ି ଆସିବା ଦ୍ୱାରା ସେମାନେ ଏହାକୁ ବାରମ୍ଭାର କାଟିବାକୁ ଲାଗନ୍ତି ଯେତେ କାଟିଲେ ମଧ୍ୟ ଏହା ଉଠି ବାରେ ଲାଗେ ଓ ବାର ବାର ଏହି ଭଳି ହେବା ଦ୍ୱାରା ଏମିତି ଦିନ ଆସେ ବୟସ ପୂର୍ବରୁ ସେମାନଙ୍କ ଦାଢ଼ି ପାଚିଯାଏ।ଆଉ ସେ ସମାଜରେ ନିଜକୁ ଲଜ୍ଜିତ ମନେ କରନ୍ତି।ଆଉ ଏହି ଦାଢ଼ି ପାଚିବାର ଭିନ୍ନ ଭିନ୍ନ କାରଣ ରହିଛି ଯେମିତି ଶରୀରରେ ଭିଟାମିନର ଅଭାବ ହେବା ବା ଆମେ ଖାଉଥିବା ଖାଦ୍ୟ ଆମ ଶରୀରରକୁ ପ୍ରଚୁର ପରିମାଣରେ ଭିଟାମିନ ଯୋଗେଇ ନପାରିବା।ଆଉ ବିଭିନ୍ନ ପ୍ରକାରର ରାସାୟନିକ କ୍ରିମ ପ୍ରୟୋଗ ଦ୍ୱାରା ମଧ୍ୟ ଆମ ଦାଢ଼ି ପାଚିଥାଏ।

ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର କଲର ବିକ୍ରି ହେଉଛି ଯାହାକୁ ଲଗେଇ ଆମେ ଆମ ଦାଢୀକୁ କଳା କରି ପାରିବା କିନ୍ତୁ ବହୁତ ଲୋକ କଳା କରିବା ଦ୍ୱାରା ତାଙ୍କ ଚର୍ମକୁ ଏହା ସୁହାଏ ନାହିଁ ଓ ତାଙ୍କ ଚର୍ମରେ ସଂକ୍ରମଣ ହୋଇଥାଏ।ସେଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ପ୍ରାକୃତିକ ଉପାୟ ଯାହାଦ୍ୱାର ଆପଣ ଏହାକୁ ବ୍ୟବହାର କରି ଆପଣଙ୍କ ଦାଢୀକୁ ଆପଣ କଳା କରିପାରିବେ ଆଉ ମନେରଖନ୍ତୁ ଏହାର କୌଣସୀ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।ତେବେ ଆସନ୍ତୁ ଜାଣିବା ଏଥିରେ ଵ୍ୟଵହୃତ ହେଉଥିବା ଜିନିଷ ଓ ଏହାକୁ କିପରି ପ୍ରସ୍ତୁତ କରିବା।

ଆମକୁ ଏଠାରେ ନବାର ଅଛି ପିଜୁଳି ପତ୍ର ଓ ଏହା ଭିତରୁ ୧୧-୧୨ ଟି ପିଜୁଳି ପତ୍ର ନେବେ।ତାପରେ ତାକୁ ଭଲ ଭବାରେ ଧୋଇନେବେ ଓ ଏହାକୁ ନେବେ ଓ ଗୋଟେ ପାତ୍ରରେ ରଖିବେ ଓ ପାଣି ପକେଇ ସେ ପତ୍ରକୁ ଭଲ ଭବାରେ ଫୁଟେଇ ବାକୁ ଲାଗିବେ।ଆପଣ ୧୫-୨୦ ମିନିଟ ଏ ପତ୍ରକୁ ସିଝେଇ ସାରିବା ପରେ ସେ ପତ୍ରକୁ ଭଲ ଭବାରେ ଛାଣି ଅଲଗା କରି ନେବେ।ତାପରେ ସେ ପାଣିକୁ ଥଣ୍ଡା ହେବାକୁ ଦେବେ, ତାଭିତରେ ଗୋଟେ ଚାମୁଚ ଏରେଣ୍ଡିର ତେଲ ବା କ୍ୟାଷ୍ଟ୍ର ଅଏଲ ମିଶେଇବେ ଓ ତାକୁ ଚାମୁଚ ସାହାଯ୍ୟ ରେ ଭଲ ଭାବାରେ ଗୋଳେଇ ନେବେ।

ଏବେ କ୍ୟାଷ୍ଟ୍ର ଅଏଲକୁ ଭଲ ଭାବରେ ଚାମୁଚ ସାହାଯ୍ୟ ରେ ମିଶେଇ ସାରିବା ପରେ ଆପଣ ସେଥିର କଳା ଜିରାର ତେଲକୁ ଗୋଟେ ଚାମୁଚ ପକେଇ ତାକୁ ଚାମୁଚ ସାହାଯ୍ୟରେ ଭଲ ଭବାରେ ମିଶେଇବେ।ତାପରେ ନେବେ ଗୋସ ବେରୀ ତେଲ ନେବେ ଗୋଟେ ଚାମୁଚ ସେ ମିଶ୍ରଣରେ ପକେଇ ଚାମୁଚ ସାହାଯ୍ୟରେ ଭଲ ଭାବାରେ ମିଶେଇ ନେବେ।ତାପରେ ଆପଣ ଗାଧେଇବା ପୂର୍ବରୁ ଏହାକୁ ପାଚିଥିବା ଧଳା ଦାଢ଼ି ଉପରେ ଲଗେଇବେ ଓ ଏହାକୁ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦେବେ।ତାପରେ ଘଣ୍ଟେ ପରେ ଆପଣ ସାମ୍ପୁ ସହାଯ୍ୟ ରେ ନିଜ ଦାଢୀକୁ ଧୋଇନେବେ।ଏହାକୁ ଆପଣ ସପ୍ତାହରେ ୨-୩ ଥର କରିବେ।ଆଉ ଅଧିକ ଶିଘ୍ର ଫଳ ପାଇବା ପାଇଁ ସପ୍ତାହରେ ୩-୪ ଥର କରିବେ।

Leave a Reply

Your email address will not be published. Required fields are marked *