June 20, 2025

Odia Express

Here, There and Everywhere

ସଜନା ଗଛର ଗୋଟିଏ ଚାମଚ ଗୁଣ୍ଡ ଖାଇଲେ କିଡ଼ନୀ,ହାର୍ଟ,ଡାଏବେଟିସ,ମୋଟାପା ପରି ଅନେକ ରୋଗର ହେଇଯିବ ସମାଧାନ..

1 min read

ଏହାର ଗୋଟେ ଚାମୁଚ ଗୁଣ୍ଡ କିଡ୍ନୀ,ପାକସ୍ଥଳି,ହୃଦୟ,ରକ୍ତଚାପ, କୋଲଷ୍ଟ୍ରଲ,ମଧୁମେହ,କର୍କଟ ଆଉ ମୋଟାପଣ ଭଳି କେତେକ ରୋଗର ରାମବାଣ ଉପାୟ ଅଟେ।କଣ ଆପଣ ସବୁବେଳେ ସୁସ୍ଥ ରହିବାକୁ ଚାହୁଁଛନ୍ତି କଣ ଚାହୁଁଛନ୍ତି ଆପଣଙ୍କୁ କେବେ କୌଣସି ସମସ୍ୟା ନହେଉ ଆପଣ ସବୁବେଳେ ଉର୍ଯା ଓ ଭରପୁର ଭାବରେ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଏ ଗଛ ଆପଣଙ୍କ ପାଇଁ ଭଗବାନ ହିଁ ବନେଇଛନ୍ତି।ତାହେଲେ ଆସନ୍ତୁ ଜାଣିବା ସେ ଗଛର ନାମ କଣ ଏହି ଗଛର ନାମ ହେଉଛି ମୋରିଙ୍ଗା ନା ସଜନା ଗଛ।

ଏହା ଦକ୍ଷିଣ ଏସିଆର ଗୋଟେ ଯାଦୁକର ଗଛ ଅଟେ,ଯାହାର ବ୍ୟବହାର ପର୍ମ୍ପରାଗତ ଆଉ ଚିକିତ୍ସା ପ୍ରଣାଳୀରେ ହୋଇଥାଏ।ଏହା ଆଣ୍ଟିଅକ୍ସିଡାଣ୍ଟ ରେ ପରିପୁର୍ଣ୍ଣ ହୋଇଥାଏ।ଆଜି ଆମେ ଏଠାରେ ଆପଣଙ୍କୁ କହିବୁ ସଜନା ଦ୍ୱାରା ହେଉଥିବା ଚମତ୍କାର ବିଷୟରେ।ସଜନା କୁ ସ୍ୱର୍ଗର ଗଛ କୁହାଯାଏ।ଏହି ଗଛର ଛାଲ ଓ ପତ୍ରରେ ବହୁତ ପରିମାଣରେ ଭିଟାମିନ ଥାଏ।ଗୋଟେ ଛୋଟ କପ ଚା ୫୭% ଭିଟାମିନ ଦେଇଥାଏ।ଆଉ ଭିଟାମିନ ବି-୧୬ ର ୧୯%ଥାଏ,ଭିଟାମିନ-ଏ ର ୯%,ପ୍ରୋଟିନ ୨ ଗ୍ରାମ,ଭିଟାମିନ-ସିର ୧୨%,ଭିଟାମିନ-ବି୨ ର ୧୧%,ଆଇରନ ୧୧%,ମ୍ୟାଗ୍ନେସିୟମ ୮% ମିଳିଥାଏ।

ଆମ ହାଡ଼ ଗୁଡିକର ଟାଣ ହେବା ପାଇଁ,ବା ଯେଉଁ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ହେଉଛି ସେଥିପାଇଁ ଏହି ସଜନା ଗଛ ଆମ ପାଇଁ ବହୁତ ଉପକାରୀ ହୋଇଥାଏ।କର୍କଟ ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ,କର୍କଟ ସେଲକୁ ନବଢ଼ିବାରେ ସାହାଯ୍ୟ କରିଥାଏ।ଏମାନେ କୋଶିକା ପାଇଁ ରକ୍ଷଣାତ୍ମକ ଚାଦର ପ୍ରସ୍ତୁତ କରିଥାନ୍ତି।ସଜନା ମୂଳର ରସ କାଢି ଗୁଡ଼ ସହିତ ସେବନ କରିବା ଦ୍ୱାରା ଆମକୁ ମୁଣ୍ଡ ବିନ୍ଧାରୁ ରକ୍ଷା ମିଳିଥାଏ।ଏହାର ନିୟମିତ ସେବନ ଦ୍ୱାରା ଆଖିର ଶକ୍ତିକୁ ବଢେ଼ଇବ।ଏହାର ପତ୍ରର ରସ କାଢି ଆଖିରେ ଲଗେଇ ପାରିବେ।ଥଣ୍ଡା,ଜ୍ଵର,ଛାତିରେ କଫ ଜମିବା ଭଳି ସମସ୍ୟା ପାଇଁ ଏହାର ସୁପ ପ୍ରସ୍ତୁତ କରି ପିଲେ ଆମ ଶରୀର ପାଇଁ ଲାଭ କାରୀ ହୋଇଥାଏ।

ଏହାର ଫଳରେ ଥିବା ଫାଇବର ଆମକୁ କବ୍ଜ ସମସ୍ୟାରୁ ରକ୍ଷା ଦେଇଥାଏ।ଉଚ୍ଚରକ୍ତ ଚାପ,କୋଳେଷ୍ଟ୍ରଲ,ମଧୁମେହ ପାଇଁ ସଜନା ଗଛ ପତ୍ର ନିୟମିତ ସେବନ କରିବା ଦ୍ୱାରା ରକ୍ତଚାପ କମେଇ ଥାଏ।ଏଥିରେ ଉପସ୍ଥିତ ଭିଟାମିନ-ସି ଖରାପ କୋଳେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିଥାଏ।ସଜନା ଗଛ ଫଳର ସୁପ ଖାଇବା ଦ୍ୱାରା ବୈବାହିକ ଜୀବନ ଖୁସିରେ କଟିଥାଏ।ଆଜ୍ମା ରୋଗର ସମସ୍ୟା ପାଇଁ ସଜନା ଗଛର ସୁପ ବହୁତ ଭଲ ହୋଇଥାଏ।ସଜନା ଗଛର ସୁପ ରକ୍ତ ସଫା କରିଥାଏ।ଚେହେରାରେ ଦାଗ ଓ ବ୍ରଣ ହୋଇନଥାଏ।ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଭଲ ହୋଇଥାଏ।

ଏହାର ପତ୍ରକୁ ଛାଇରେ ସୁଖେଇ ଗୋଟେ ଚାମୁଚ ଦିନରେ ଦୁଇ ଥର ଖାଇବାର ଅଧଘଣ୍ଟା ପୂର୍ବରୁ ସେବନ କରିବା ଦ୍ୱାରା ମଧୁମେହରେ ବହୁତ ଭଲ ଲାଭ ମିଳିଥାଏ।କିଡ୍ନୀ ରୋଗୀ ପାଇଁ ସଜନା ପତ୍ର ଓ ଫଳ ବହୁତ ଲାଭ ଦାୟୀ ହୋଇଥାଏ।ମୋଟାପଣ ପାଇଁ ସଜନାର ୧୧ ଟି ପତ୍ରର ଚା ବନେଇ ଅଧା ଲେମ୍ବୁ ଚୁପୁଡି ଏହାକୁ ପିବା ଦ୍ବାରା ମୋଟାପଣ କମିଥାଏ।ବୃଦ୍ଧପଣକୁ ଅଟକାଇଥାଏ,ଆଖିର ରଶ୍ମି ବଢ଼େଇଥାଏ,ରୋଗ ପ୍ରତିରୋଧକ ସମସ୍ୟା ବଢ଼େଇଥାଏ।ସଜନା ପତ୍ର,ଛେଲି,ଫଳ,ଫୁଲ,ଚେର ଆଦିକୁ ଆଣି ସୁଖେଇ ଗୁଣ୍ଡ କରି ଚୂର୍ଣ୍ଣ ପ୍ରସ୍ତୁତ କରି ନେବେ ଏହି ଗୁଣ୍ଡ ପାକସ୍ଥଳୀ ପାଇଁ ବହୁତ ଭଲ ହୋଇଥାଏ।

ଏହାର ଭିନ୍ନ ଭିନ୍ନ ପ୍ରକାରର ସେବନ କରି ପାରିବା ଯେମିତି ଏହାର ଫଳ ଆସିଲେ ଏହାକୁ ତରକାରୀ ଓ ଭାଜି ଖାଇ ପାରିବା।ଯେତେବେଳେ ଫଳ ଆସିନଥାଏ ଏହାର ପତ୍ରକୁ ସୁଖେଇ ଏହାକୁ ଗୁଣ୍ଡ କରି ସକାଳ ସନ୍ଧ୍ୟାରେ ଖାଇବେ।ଆଉ ନହେଲେ ଏହାର ସତେଜ ୧୧ ଟି ପତ୍ରର ଚା ବନେଇ ପି ପାରିବେ।ଏହାର ଛେଲିକୁ କାଢ଼ା ବନେଇ ପି ପାରିବେ।

Leave a Reply

Your email address will not be published. Required fields are marked *