June 21, 2025

Odia Express

Here, There and Everywhere

ମାତ୍ର ୩ ଦିନ ବ୍ୟବହାର କରିକି ଦେଖନ୍ତୁ ଆପଣଙ୍କ ପାକସ୍ଥଳୀ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ..

1 min read

ପାକସ୍ଥଳୀ ଆମ ଶରୀରର ଏକ ମହତ୍ୱ ପୁର୍ଣ୍ଣ ଅଙ୍ଗ ହୋଇଥାଏ।ଯାହା ରକ୍ତକୁ ଶୁଦ୍ଧ କରିବା ଓ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ।ଏଥିରେ ଥିବା ବାଇଲ ଯୁସ ଦ୍ୱାରା ଆମ ଖାଦ୍ୟ ହଜମ ହୋଇଥାଏ।ଆମର ବହୁତ ଖରାପ ଅଭ୍ୟାସ ଯେମିତି ବେସି ତେଲିଆ ଓ ଫାଷ୍ଟ ଫୁଡ଼ ଆମକୁ ରୋଗରେ ପକେଇଥାଏ।ଆଉ ଶାରୀରିକ କସରତ ନକରିବା ଦରକାରରୁ ଅଧିକ ଧୂମ୍ରପାନ କରିବା।ଆଉ ମଦ ପିବା ଭଳି ଖରାଓ ଅଭ୍ୟାସ ପାଇଁ ଆମ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।

ଅଧିକ ପ୍ରଭାବ ପଡିବା କାରଣରୁ ଲିଭର ଖରାପ ପଦାର୍ଥକୁ ଶରୀରରୁ ବାହାରକୁ ବାହାର କରି ପାରି ନଥାଏ।ଶରୀରର ଖରାପ ପଦାର୍ଥକୁ ବାହାର କରିବା ପାଇଁ ଆପଣ ଗୋଟେ ବିଶେଷ ପାନୀୟର ସାହାଯ୍ୟ ନେଇ ପାରିବେ।ଏହି ପାନିୟ ତିଆରି ହୋଇଥାଏ ଖିସମିଶରୁ ଏହାକୁ ମାତ୍ର ୩ ଦିନ ବ୍ୟବହାର କରିବା ଦ୍ୱାରା ଆମ ଶରୀରର ସବୁ ପ୍ରକାରର ଆବର୍ଜନାକୁ ଏହା ବାହାର କରିଥାଏ।ଏହାକୁ ତିଆରି କରିବା ବହୁତ ସହଜ ହୋଇଥାଏ।ଖିସମିଶ ପାଣିରେ ଭରପୁର ମାତ୍ରାରେ ଭିଟାମିନ ଓ ଭରପୁର ମାତ୍ରରେ ମିନେରାଲସ ଥାଏ।ଯାହା ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭ କାରୀ ହୋଇଥାଏ।

ଏହା ଉର୍ଜାର ଭରପୁର କମ ଫ୍ୟାଟ ଫୁଡ଼ ଅଟେ।ଏଥିରେ ଭରପୁର ମାତ୍ରରେ ଆଇରନ,କ୍ୟାଲ୍ସିୟମ ଓ ଭିଟାମିନ ଥାଏ।ଏହାକୁ ପାଣିରେ ବୁଡ଼େଇବା ଦ୍ୱାରା ଏହାର ଲାଭ ଆହୁରି ବଢ଼ିଯାଏ।ଆପଣ ଏ ପାଣିର ସବୁଦିନ ଖାଲି ପେଟରେ ଏହାକୁ ପିବା ଦ୍ୱାରା ଆମ ଶରୀରକୁ ବହୁତ ଲାଭ ଦେଇଥାଏ।ଆପଣଙ୍କୁ ଏହି ପାନୀୟ ବନେଇବା ପାଇଁ ଆପଣଙ୍କୁ ୨ କପ ପାଣି ଓ ୧୫୦ ଗ୍ରାମ ଖିସମିଶ ଦରକାର ପଡ଼ିଥାଏ।

ଗାଢ଼ା ରଙ୍ଗର ୧୫୦ ଗ୍ରାମ ଖିସମିଶ ନେବେ ଆଉ ଖିସମିଶ ନେଲା ବେଳେ ଧ୍ୟାନ ରଖିବେ ଏ ଖିସମିଶ ଗିଡିକ ଯେପରି ବେଶୀ ଫୁଲି ନଥିବ କି ବେଶୀ ସୁଖୀ ନଥିବ।ସମ୍ପୂର୍ଣ୍ଣ ଭାବରେ ଭଲ ଓ ଠିକ ଥିବ।ଏହାକୁ ଭଲ ଭବାରେ ପାଣିରେ ଧୋଇ ସଫା କରି ନେବା।ତାପରେ ଏହାକୁ ଫୁଟିବାକୁ ଛାଡି ଦେବେ।ଯେତେବେଳେ ପାଣି ଫୁଟିବାକୁ ଲାଗିବ ଆପଣ ୫୦ ଗ୍ରାମ କିସମିଶ ପକେଇ ଦେବେ।୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦେବେ,ତାପରର ଏହାକୁ ଆଞ୍ଚରୁ ଓଲହେଇ ରାତିସାରା ସେମିତି ଛାଡି ଦେବେ।

ସକାଳୁ ଆପଣଙ୍କ ପାନୀୟ ପ୍ରସ୍ତୁତ ହୋଇଯିବ ଓ ଆପଣ ଏହି ଭଳି ୩ ଦିନ ପର୍ଯ୍ୟନ୍ତ କରିବେ।ସକାଳୁ ଖାଲି ପେଟରେ ନିଜ ନିତ୍ୟକର୍ମ ସାରି ଦେଇ ଖାଇବାର ୩୦ ମିନିଟ ପୂର୍ବରୁ ଆପଣ ଏହି ପାଣିକୁ ପିବାର ଅଛି।ଆଉ ଖିସମିଶ କୁ ଏହା ଭିତରୁ ଛାଣି ଅଲଗା କରିବାର ଅଛି।ଏବେ ଆପଣ ଏ ପାଣିକୁ ପିନେବେ ଓ ଖିସମିଶକୁ ଚୋବେଇ ଚୋବେଇ ଖାଇ ନେବେ।ଏହାକୁ କେବଳ ୩ ଦିନ ବ୍ୟବହାର ପରେ ଆପଣଙ୍କ ପାକସ୍ଥଳୀରେ ଜମାଥିବା ସବୁ ପ୍ରକାରର ଅସନା ପଦାର୍ଥ ବାହାରକୁ ଚାଲି ଆସିବ।ଖିସମିଶ ପାଣିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରର ସେଲ କୁ ସ୍ଵସ୍ଥ କରି କ୍ୟାନ୍ସର ଭଳି ଭୟାନକ ରୋଗରୁ ଆମକୁ ରକ୍ଷାକରିଥାଏ।

ଖିସମିଶ ପାଣିରେ ଆମିନୋ ଏସିଡ ଥାଏ,ଯାହା ଆମର ଦୁର୍ବଳତା ଓ ଥକାପଙ୍କୁ ଦୁର କରିଥାଏ।ଏଥିରେ ଭିଟାମିନ-ଏ ବିଟା କ୍ୟାରୋଟିନ ଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।ଏହା ଦ୍ୱାରା ଆପଣଙ୍କ ଆଖିରେ ଥିବା ସମସ୍ୟା ସବୁକୁ ଦୁର କରିଥାଏ।ଏହା ଆମ ଶରୀରରେ ମେଟାବୋଲିଯିମ ବଢ଼େଇ ଆମ ଶରୀରକୁ ପତଳା ଓ ସୁସ୍ଥ ରଖିଥାଏ।ଏଥିରେ ଯଥେଷ୍ଟ ପରିମାଣରେ କ୍ୟାଲସିୟମ ଥାଏ ଯାହା ଆମ ହାଡ଼କୁ ଟାଣ କରିଥାଏ।ଆମକୁ ଗଣ୍ଠି ବାତ,ଗ୍ୟାସ,ରକ୍ତହୀନତା ଭଳି ରୋଗକୁ ଦୁର କରିଥାଏ।

Leave a Reply

Your email address will not be published. Required fields are marked *