June 27, 2025

Odia Express

Here, There and Everywhere

ଘରେ ଏହି ସ୍ଥାନରେ ରଖନ୍ତୁ କଇଁଛ ଆପଣଙ୍କ ପଇସା ବଢ଼ି ବାକୁ ଲାଗିବ…

ନିଜ ଘରେ ଧନ ବୃଦ୍ଧି କରିବାକୁ କିଏ ଚାହିଁ ନଥାଏ,ଆଉ ସମସ୍ତେ ଇଛା କରନ୍ତି କିପରି ସେମାନଙ୍କ ଘର ଧନ ଧନ୍ୟରେ ପରି ପୂର୍ଣ୍ଣ ରହିବ ଡେ ବିଷୟରେ ଚିନ୍ତା କରନ୍ତି।ଆଉ ସେଥିପାଇଁ ଭିନ୍ନ ଭିନ୍ନ ଉପାୟ ମଧୁ ନିଜ ଘରେ ସେମାନେ କରିଥାନ୍ତି।ସେମାନେ ଇଚ୍ଛା କରନ୍ତି କିପରି ମା ଲକ୍ଷ୍ମୀ ଆମ ଉପରେ ନରାଗି ଆମ ଉପରେ ଧନର ବର୍ଷା କରିବେ ସେ ବିଷୟରେ ବିଚାର କରି ଏହି କାମ କରିଥାନ୍ତି।ଆଉ ଆଜି ଆମେ ଆପଣଙ୍କୁ ଆଜି ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଶୁଣି ନିଶ୍ଚିନ୍ତ ଭବାରେ ଆଶ୍ଚର୍ଯ୍ୟ ହେବେ।

ଘରେ ଏହି ସ୍ଥାନରେ ରଖନ୍ତୁ ଏହି କଇଁଛକୁ ଯାହାଦ୍ୱାରା ଆପଣଙ୍କ ଘର ସୁନ୍ଦର ଓ ସୁଖମୟ ହୋଇଯିବ।ଆଉ ଏ କଇଁଛକୁ ଏହି ସ୍ଥାନରେ ରଖିଲେ ଏତେ ପଇସା ବର୍ଷିବାକୁ ଲାଗିବ ଆପଣ ବିଶ୍ୱାସ କରି ପାରିବେ ନାହିଁ କେବଳ ଏତିକି ଆପଣଙ୍କୁ ଗୋଟେ ଭଲ ସ୍ଥାନରେ ଏ କଇଁଛର ମୂର୍ତ୍ତିକୁ ରଖି ଆପଣ ଛାଡି ଦେବେ।ଆଉ ଏହି ମୂର୍ତ୍ତୀ ତାର ପ୍ରଭାବ ଆପେ ଆପେ ଦେଖେଇବାକୁ ଲାଗିବ।ଏହା ସ୍ୱୟଂ ଜ୍ୟୋତିଷ ଶାସ୍ତ୍ରରେ ବର୍ଣିତ ଅଛି।

ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛିକି ଏହି କଇଁଛ ଧାର୍ମିକ ରୂପରେ ଅତ୍ୟନ୍ତ ସ୍ୱଭାଗ୍ୟ ସାଳି ଅଟେ।ଆଉ ଏହା ମଧ୍ୟ ଧାର୍ମିକ ତୁଳନାରେ ବହୁତ ଲାଭ ଦାୟୀ ଅଟନ୍ତି।ବାସ୍ତୁ ଶାସ୍ତ୍ର ଅନୁସାରେ ଏହି କଇଁଛ ବହୁତ ଲାଭ ପ୍ରଦାନ କାରୀ ହୋଇଥାଏ।କଇଁଛର ଚିତ୍ର ହେଉ ଅବା କଇଁଛର ମୂର୍ତି ଯାହା ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ।ଏହା ଆପଣଙ୍କ ଘରେ ନକାରାତ୍ମକ ଉର୍ଯାକୁ ବାହାରକୁ ଫୋପାଡ଼ି ଘର ସାରା ସକାରାତ୍ମକ ଉର୍ଯା ଭରି ଦେଇଥାଏ।

ଘରେ ଏହାକୁ ରଖିବା ଦ୍ୱାରା ସବୁବେଳେ ଆମକୁ ଶୁଭ ଫଳ ମିଳିଥାଏ।ଆପଣ ବେପାର କରୁଥିଲେ ବେପାରରେ ବହୁତ ଲାଭ ହୋଇଥାଏ,ଆପଣ ପାଠ ପଢୁଥିଲେ ଆପଣଙ୍କ ପାଠ ପଢ଼ାରେ ଧ୍ୟାନ ବୃଦ୍ଧି ହୋଇଥାଏ।ଆଉ ଆପଣଙ୍କୁ ବିଭିନ୍ନ କ୍ଷେତ୍ରେରେ ସାହାଯ୍ୟ କରିଥାଏ।ଆଉ ଚାକିରି କ୍ଷେତ୍ରରେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ପଦ ଉନ୍ନତି ପ୍ରାପ୍ତ ହୋଇଥାଏ।ଏହାକୁ ସଠିକ ଦିଗରେ ରଖିଲେ ଏହାର ବହୁତ ଲାଭ ହୋଇଥାଏ

ଜାଣନ୍ତୁ କଇଁଛକୁ ନିଜ ସାଥି ବନେଇଲେ କିପରି ଆପଣଙ୍କ ଭାଗ୍ୟର ଉନ୍ନତି ହେବ।ବେପାର କାର୍ଯ୍ୟରେ ବା ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ବେପାରରେ ଲାଭ ହେଉ ତାହେଲେ ଆପଣ କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ।ସେ ଚିତ୍ର ହେଉ ଅବା ମୁର୍ତ୍ତୀ ପୁରାଣ ଅନୁସାରେ ଏହାକୁ ଉତ୍ତର ଦିଗରେ ହିଁ ରଖାଯାଇଥାଏ।ଉତ୍ତର ଦିଗରେ କଇଁଛ ରହିବାକୁ ଦିଅ ଧନ ଓ ବେପାରରେ ବୃଦ୍ଧି ହେବ।ସଂସାରରେ ଯେତେ ପ୍ରକାରର ପ୍ରାଣୀ ମିଳିଥାନ୍ତି ସେମାନଙ୍କ ଭିତରେ କଇଁଛର ବୟସ ଆବୁଠାରୁ ଅଧିକ ହୋଇଥାଏ।ଯେମିତି ଯେମିତି କଇଁଛର ଆକାର ବିଢ଼ିଥାଏ ସେମିତି ସେମିତି ତାର ଆକାର ବଢିବାକୁ ଲାଗିଥାଏ।ସେଥିପାଇଁ କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ।

କଇଁଛର ଉପର ଭାଗ କଠୋର ହେବା ଦ୍ୱାରା ସେ ସ୍ଥାୟୀତ୍ୱ ଦେଇଥାଏ।ବିପରୀତ ପରିସ୍ଥିତି ଆସିଲେ ସେ ନିଜେ ନିଜକୁ ଢାଙ୍କି ନିଏ।ଆଉ ଯେତେବେଳେ ପରିସ୍ଥିତି ଅନୁକୂଳ ହୁଏ ସେ ପୁନର୍ବାର ସକ୍ରିୟ ହୋଇଥାଏ।ସେଥିପାଇଁ ଆମ ଘରେ ଆମେ କଇଁଛକୁ ରଖି ଜୀବନ ବଞ୍ଚିବାର ସଠିକ ଉପାୟ ଆମେ ଜାଣି ପାରିବା।ଆସନ୍ତୁ ଜାଣିବା କଇଁଛକୁ କେମିତି ଓ କିପରି ରଖିବେ।ଧାତୁର ତିଆରି କଇଁଛକୁ ପାଣି ଭର୍ତ୍ତୀ ହୋଇଥିବା ଗିନାରେ ଆପଣ ଏ କଇଁଛକୁ ପକେଇ ନେବେ।ତାପରେ ସେ ଗିନାକୁ ଘରର ଉତ୍ତର ଦିଗରେ ରଖନ୍ତୁ।ଆପଣ ନିଜ ଶୋଇବା ଘରେ ବିନା ପାଣିରେ କେବଳ କଇଁଛ ରଖିବେ।

Leave a Reply

Your email address will not be published. Required fields are marked *