June 27, 2025

Odia Express

Here, There and Everywhere

ବାଛନ୍ତୁ ଗୋଟେ ନାମ ଆଉ ଜାଣନ୍ତୁ ଓ ଆପଣ କେଉଁ ପ୍ରକୁତିର ମଣିଷ ଓ ଜୀବନରେ ଆପଣଂକ ସବୁଠୁ ବଡ ଭଲ ଗୁଣ କଣ ଜାଣି ରଖନ୍ତୁ..

1 min read

ବାଛନ୍ତୁ ଏମାନଙ୍କ ଭିତରୁ କୌଣସି ଗୋଟେ ଅକ୍ଷର ଏ,ବି,ପି,ଆର,ଏସ ଆଉ ଜାଣନ୍ତୁ ସେମାନଙ୍କ ବିଷୟରେ କିଛି ଭୟାନକ ସତ୍ୟତା।ଆମେ ସମସ୍ତେ ଜାଣିଛୁ ସବୁ ବ୍ୟକ୍ତିର ସ୍ଵଭାଵ,ବ୍ୟକ୍ତିତ୍ୱ,ଆଉ ତା ଭିତରେ କିଛିନା କିଛି ଭଲ ଗୁଣ ରହିଥାଏ ଯାହାଫଳରେ ତାର ଭଲ ଗୁଣ କାରଣରୁ ସେ ସମାଜରେ ଚାରି ଆଡେ ଚିନ୍ହିତ ହେବେ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବା ରାଶିର ପ୍ରଥମ ଅକ୍ଷର ସେ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ।ଏଠି ଆପଣଙ୍କୁ ଇଂରାଜୀରେ କିଛି ଶବ୍ଦ ଦିଆ ଯାଇଥାଏ ଯାହାଭୀତରୁ ଆପଣଙ୍କ ଗୋଟେ ବାଛିବାର ଅଛି ଆଉ ଏହି ଶବ୍ଦ କହିବେ ଯାହାଫଳରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ସ୍ଵଭାଵ କିପରି ହୋଇଥିବ।

୧.A ଶବ୍ଦ,ଯଦି ଆପଣ ଶବ୍ଦ ଏ ବାଛିଛନ୍ତି ତାହେଲେ ଜ୍ୟୋତିଷ ଅନୁସାରେ ଆପଣ ବହୁତ ଆକର୍ଷିକ ସ୍ୱଭାବର ହୋଇଥାନ୍ତି।ଆଉ ଆପଣ ସବୁ କାମକୁ ଭାବି ଚିନ୍ତି କରିଥାନ୍ତି।ଆପଣଙ୍କ ନଜରରେ ସମ୍ପର୍କ ପାଇଁ ସବୁବେଳେ ସକାରତ୍ମକ ଦୃଷ୍ଟି ଥାଏ।ଯାହାଫଳରେ ଆପଣ ଏମିତି କିଛି କରନ୍ତି ଜାହାକୁ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ଲାଭ କରିଥାନ୍ତି।ଆପଣଙ୍କୁ ଆପଣଙ୍କ ସାଙ୍ଗମାଙ୍କ ସହିତ ବୁଲା ବୁଲି କରିବାକୁ ବହୁତ ପସନ୍ଦ ହୋଇଥାଏ।ଆପଣ ନିଜର ସବୁ ସମ୍ପର୍କକୁ ଆପଣ ସଠିକ ଭାବରେ ସ୍ନେହ ଦିଅନ୍ତି।

୨.B ଶବ୍ଦ ଲୋକ ଆପଣ ବହୁତ ଖୁସି ରୁହନ୍ତି ଓ ଆପଣ ଯେଉଁଠାକୁ ଯାଆନ୍ତି ସେଠାରେ ନିଜର ପ୍ରତିଭାର ଛାପ ଛାଡ଼ିଥାନ୍ତି।ସମାଜରେ ନିଜ ଛାଇ ଛାଡୁଥିବା ଲୋକଙ୍କ ଭିତରେ ଆପଣଙ୍କ ନାଁ ମଧ୍ୟ ରହିଅଛି।ଆପଣ ଘର ଓ ବାହାର କାମକୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କରିଥାନ୍ତି।ଆପଣ ଦୁଃଖରେ ସମସ୍ତଙ୍କ ଆଗରେ ଠିଆ ହେବାର ପାପ୍ତ ହୋଇଥାଏ ଆଉ ଆପଣ ସମସ୍ତଙ୍କ ସହିତ ଶଃଜରେ ମିଳିମିଶି ଯାଆନ୍ତି।

୩.P ଶବ୍ଦ ଲୋକ ଅଳ୍ପ ଜିଦ୍ଦି ଆଉ ବୁଦ୍ଧିମାନ ସ୍ୱଭାବର ଲୋକ ହୋଇଥାନ୍ତି।ଆପଣ ନିଜ ସଂକଳ୍ପରେ ଦୃଢ଼ ନିସ୍ଚୟୀ ଅଟନ୍ତି।ଆପଣ କାହାକୁ କିଛି ପୁର୍ଣ୍ଣ କରିବାର ପ୍ରତିସୁତି ଦେଲେ ଆଙ ଏହାକୁ ପୁର୍ଣ୍ଣ ଜରିବାର ସାମର୍ଥ୍ୟ ମଧ୍ୟ ରଖିଥାନ୍ତି।ଆପଣ ଅନ୍ୟ ମାନଙ୍କ ପ୍ରତି ସାହାନ ଭୁତି ରଖିଥାନ୍ତି ଓ ଯଦି ଭୁଲରେ ଯିଏ ଆପଣଙ୍କ ନଜରରେ ତଳକୁ ଖସିଗଲା ସେ ଆପଣଙ୍କ ଠାରୁ ଦୁରେଇ ଯାଏ ଓ ସେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ଠାରୁ ସ୍ନେହ ପ୍ରାପ୍ତ କରି ପାରି ନଥାଏ।ଆପଣ ସତ ସହିତ ସବୁବେଳେ ଠିଆ ହୋଇଥାନ୍ତି।

୪.R ଶଦ୍ଧ ଲୋକ ନିଜ ମନକୁ ଯାହା ଆସେ ସେ ସେୟା କରନ୍ତି,ଆଉ ଆପଣ କମ କହୁଥିବା ଓ ଅଧିକ କାମ କରୁଥିବା ଲୋକ ଅଟନ୍ତି।ଆପଣ ସମସ୍ତଙ୍କ କଥା ଶୁଣି ଥାଆନ୍ତି କିନ୍ତୁ ମନକୁ ଯୋଉଟା ଭଲ ଲାଗେ ଆପଣ ସେଇଆ କରନ୍ତି।ଆପଣଙ୍କୁ କଥା ବୁଲେଇ ବଙ୍କେଇ କହିବା ଆସି ନଥାଏ।କହିବାକୁ ଗଲେ ଆପଣ ସବୁ ରୋକଠୋକ ସିଧା କହିଥାନ୍ତି।

୫.S ଶଦ୍ଧ ଲୋକ ବାହାର ଦେଖା ଦେଖିକୁ ବିଶ୍ୱାସ ଜରନ୍ତି ନାହିଁ।ଆପଣ ନିଜ କାମକୁ ନିଜ ଦ୍ୱାରା କରିବା ପସନ୍ଦ ହୋଇଥାଏ।ଆପଣ କେବେ ଅନ୍ୟର ସାହାର ଲୋଡି ନଥାନ୍ତି।ଆପଣ ଏମିତି ଲୋକ ଯିଏ ସାହାସି ହେବା ସହିତ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।ଆପଣ ହୃଦୟରୁ ବହୁତ ସଫା ହୋଇଥାନ୍ତି,ଆପଣ ସମସ୍ତଙ୍କ ସୁଖ ଓ ଦୁଃଖ ବୁଝିଥାଆନ୍ତି ଓ ସମସ୍ତଙ୍କ ସାହାଯ୍ୟ କରିବାରେ ଆଗରେ ରୁହନ୍ତି।ଆପଣଙ୍କର ଏହି ଗୁଣ ସମାଜରେ ବହୁତ ମାନ ସନ୍ନମାନ ଓ ପ୍ରତିଷ୍ଠିତ ହେବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *