June 27, 2025

Odia Express

Here, There and Everywhere

ସବୁଦିନ ବାଦାମ ଖାଇବା ଦ୍ୱାରା ଏପରି ଫାଇଦା ହେବ ଯାହା କେବେ ଆପଣ ଭାବି ନଥିବେ..

ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ କି ବାଦାମ ଖାଇବା ଦ୍ୱାରା ଏପରି କି ଫାଇଦା ହେଇଥାଏ ଯାହା କି ଅନ୍ୟ କେଉଁ ଫଳ ରୁ ଆମକୁ ମିଳି ନଥାଏ। ମାତ୍ର ଆଜି ଆମେ ଏହା ବି କହିବୁ କି କେତେ ମାତ୍ରା ରେ ବାଦାମ ଖାଇଲେ ଆମକୁ ଫାଇଦା ମିଳି ପାରେ। କାରଣ କମ ମାତ୍ରା ର ବାଦାମ ଖାଇବା ଦ୍ୱାରା ଆମ ଶରୀର କୁ କିଛି ବି ଫାଇଦା ମିଳି ନଥାଏ। ଆଉ ଅଧିକ ବାଦାମ ଖାଇବା ଦ୍ୱାରା ଆମ ଶରୀର ରେ ଆଭ୍ୟନ୍ତରୀଣ ତାପମାତ୍ରା ବଢିଯିବା ତଥା ଅନ୍ୟ ଅନେକ ସମସ୍ୟା ଦେଖିବାକୁ ମିଳି ଥାଏ। ତ ଯଦି ଆପଣ ବାଦାମ ଖାଇବାକୁ ପସନ୍ଦ କରୁ ନାହାନ୍ତି ତ ଆଜିର ଏହି ଲିଖନ ପରେ ଆପଣ ତାକୁ ନିଶ୍ଚୟ ଖାଇବେ। ତ ଚାଲନ୍ତୁ ଜାଣିବା।

ଆପଣ ସର୍ବଦା ବଡ଼ ଲୋକ ମାନଙ୍କ ପାଖରୁ ଶୁଣିଥିବେ କି ଆପଣଙ୍କୁ ବାଦାମ ନିଶ୍ଚୟ ଖାଇବା ଦରକାର କାରଣ ଏହା ଖାଇବା ଦ୍ୱାରା ଆମ ଶରୀର କୁ ଅନେକ ପ୍ରକାର ର ଫାଇଦା ମିଳି ଥାଏ। ବାଦାମ ଖାଇବା ଦ୍ୱାରା ଆମ ମାନସିକ ଶକ୍ତି ବୃଦ୍ଧି ହେଇଥାଏ। ବାଦାମ ଖାଇବା ଦ୍ୱାରା ଆମ ଆଖି ଏ ଜ୍ୟୋତି ବୃଦ୍ଧି ହେଇଥାଏ। ଆଉ ବାଦାମ ଖାଇବା ଦ୍ୱରା ହି ଆମେ ସର୍ବଦା ନିଜର ସର୍ବୋତ୍ତମ ସ୍ଥିତି ରେ ରହିଥାଉ।

ବାଦାମ ଖାଇବା ର ସବୁଠୁ ବଡ଼ ଫାଇଦା ସେତେବେଳେ ହେବ ଯେତେବେଳେ ଆପଣ ବାଦାମ କୁ ରାତିରେ ଭିଜେଇ ରଖିବେ ଆଉ ସକାଳୁ ତାର ଚୋପା ବାହାର କରିକି ତାକୁ ଖାଇବେ। କାରଣ ଏପରି ଭାବେ ଆପଣ ବାଦାମ ର ଚୋପା ରୁ ଟ୍ୟାନିନ ନାମକ ପଦାର୍ଥ ବାହାର କରିବେ ଯାହା କି ବାଦାମ ରେ ଥିବା ଭିଟାମିନ,ମିନେରାଲ ତଥା ଜୀଙ୍କ ପଦାର୍ଥ ର ଅବଶୋଷଣ କରିବାକୁ ଦେଇ ନଥାଏ।
ଏହା ଖାଇବା ଦ୍ୱାରା ଆମ ମସ୍ତିଷ୍କ ତଥା ଆଖି ସୁଦୃଢ଼ ହେବା ସଂଗେ ସଂଗେ ଆମ ହୃଦୟ ବି ସୁଦୃଢ଼ କରିଥାଏ। ଏହାଦ୍ୱାରା ଆମ ଶରୀର ରେ ରକ୍ତ ଚାପ ଜନିତ ସମସ୍ତ ରୋଗ ବାହାରି ଯାଇଥାଏ। ଏହା ଆମ ଶରୀର କୁ ରକ୍ତ ଚାପ ରୁ ରକ୍ଷା କରିଥାଏ ଆଉ ଆମ ଶରୀର କୁ ବି ଶକ୍ତ କରିଥାଏ। ମାତ୍ର ଏବେ ଆମ ମନ ରେ ପ୍ରଶ୍ନ ଆସେ କି ପ୍ରକୃତରେ ଦିନକୁ ଆଉ କେତେ ବାଦାମ ଖାଇବା ଦରକାର। ତ ଆସନ୍ତୁ ଜାଣିବା।

ଆପଣ ଯଦି ଏକ ରୁମ ରେ ରହୁଛନ୍ତି ଯାହାର ତାପମାତ୍ରା ଅଧିକ ଅଟେ ଆଉ ଆପଣଙ୍କ ଆଞ୍ଚଳିକ ତାପମାତ୍ରା ଅଧିକ ଅଟେ ତ ଆପଣଙ୍କୁ ଦିନରେ ୫ ରୁ ଅଧିକ ବାଦାମ ଖାଇବା ଆଦୌ ଉଚିତ ନୁହଁ। କାରଣ ଏହାଦ୍ୱାରା ଆପଣଙ୍କ ଆଭ୍ୟନ୍ତରୀଣ ତାପମାତ୍ରା ବଢିଯାଏ।
ଯଦି ଆପଣ ଏକ ଏପରି ଘରେ ରହୁଛନ୍ତି ଯାହା କି ସର୍ବଦା ଏସି ଦ୍ୱାରା ପରିଚାଳିତ ହେଉଛି ତ ଆପଣ ଦିନରେ ୨୦ ରୁ ୨୫ ବାଦାମ ବି ଏକା ସାଙ୍ଗରେ ଖାଇ ପାରିବେ। ଆପଣଙ୍କୁ ଖାସ କରି ଗରମ ଦିନରେ ଧ୍ୟାନ ରଖିବାକୁ ହେବ।

Leave a Reply

Your email address will not be published. Required fields are marked *