June 27, 2025

Odia Express

Here, There and Everywhere

ଯାଦୁ କାଛୁ କୁଣ୍ଡିଆ ର ରାମବାଣ ସମାଧାନ ଉପାୟ – ଚିହ୍ନ ମଧ୍ୟ ରହିବ ନାହିଁ..

1 min read

ଆମ ଚର୍ମ ବହୁତ ସମ୍ବେଦନଶୀଳ ଅଟେ। ବେଳେ ବେଳେ ଏଥିରେ କିଛି ଇଂଫେଏକ୍ସନ ହୋଇଯାଏ। ଏବଂ ହେବାର ସମ୍ଭାବନା ମଧ୍ୟ ଥାଏ ପ୍ରତିଦିନ ତେଲ ଆବଶ୍ୟକ ଅନୁସାରେ ଲଗେଇବା ଏବଂ ଗାଧୋଇବା ଉଚିତ କିନ୍ତୁ କିଛି ଲୋକଙ୍କ ଦେହରେ ତେଲ ଲଗାଇଲେ ମଧ୍ୟ ଆଲର୍ଜି ହୁଏ।ବେଳେ ବେଳେ ଅପରିଷ୍କାର ସ୍ଥାନ ରେ ରହିଲେ, ନିୟମିତ ପରିଷ୍କାର ପରିଛନ ହୋଇ ନାଗାଧେଇଲେ ଦେହ ରେ କାଛୁ,କୁଣ୍ଡିଆ ,ଯାଦୁ ଆଦି ଦେଖାଯାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏପରି ଗୋଟିଏ ଘରୋଇ ଉପଚାର ବିଷୟରେ ଯାହାର ପ୍ରୟୋଗ କରି ଆପଣ ନିଜ ଯାଦୁ କାଛୁ କୁଣ୍ଡିଆ ରୁ ମୁକ୍ତି ପାଇଁ ପାରିବେ। ଏବଂ ଏହାର ଦାଗ ମଧ୍ୟ ଶରୀର ରେ ରହିବ ନାହିଁ।ତେବେ ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ଭାବେ ପଢନ୍ତୁ।

ଅବଶ୍ୟକୀୟ ସାମଗ୍ରୀ ;- ଗୋଟିଏ ଲେମ୍ବୁ, ଫିଟିକିରି – ଗୋଟିଏ ଫିଟିକିର ନିଅନ୍ତୁ ଏହା ବଜାରରେ ସହଜରେ ଉପଲବ୍ଧ ଅଟେ । ଏହାକୁ ଗୁଣ୍ଡ କରି ପାଉଡର କରି ନିଅନ୍ତୁ। ଏହି ପାଉଡର କୁ ଏକ କପ କୁ ନେଇ ଯାଅନ୍ତୁ। ଏହି କପ ରେ ଗୋଟିଏ ଅଧା ଲେମ୍ବୁ କୁ ଚିପୁଡି ଦିଅନ୍ତୁ। ଏହି ପାଣି ଯେପରି ବହଳିଆ ହେବ ଉଚିତ। ଅଧିକ ପାଣିଆ ନହେବା ଭଲ। ଏବେ ଏହି ମିଶ୍ରଣ କୁ ଭଲଭାବେ ଇଂଫେକ୍ସନ ସ୍ଥାନ ରେ ପ୍ରୟୋଗ କରନ୍ତୁ। ଏପରି ଆପଣଙ୍କ ପକ୍ଷେ ରାତି ସମୟରେ କରିବା ଭଲ ହେବ।

ମିନିମମ ଏହି ମିଶ୍ରଣ କୁ ଇନଫେକ୍ସନ ସ୍ଥାନ ରେ ଅଧ ଘଣ୍ଟା ରଖି ସୁଖିବାକୁ ଛାଡି ଦିଅନ୍ତୁ । ଏହା ଏହା ପରେ ଏହାକୁ ଉଷୁମ ପାଣି ରେ ଧୋଇ ପୋଛି ଦିଅନ୍ତୁ। ଏହି ପ୍ରୟୋଗ କରିବାରେ ଜ୍ୱାଳା ହେବ କିମ୍ବା ପୋଡିବ କିନ୍ତୁ ଏହା ଲାଭକାରୀ ଅଟେ। କିଛି ଦିନ ମଧ୍ୟରେ ଏହି ସବୁ ଚର୍ମ ରୋଗ ରୁ ମୁକ୍ତି ମିଳି ପାରିବ।

Leave a Reply

Your email address will not be published. Required fields are marked *