June 27, 2025

Odia Express

Here, There and Everywhere

ଚୂନ ସେବନ କରିବାର ଲାଭ ଓ ଏହାର ଉପକାରିତା – ସମସ୍ତେ ନିଶ୍ଚୟ ଜାଣିବା ଦରକାର ..

1 min read

ଆମେ ପଇସା ରୋଜଗାର କରିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଧ ଭଳି ଖଟି ଥାଆନ୍ତି ଆଉ ଆମ ଶରୀରର ଭଲ ଭାବରେ ଯତ୍ନ ନେଇନଥାନ୍ତି।ଆମେ ଆମ ଶରୀର ପାଇଁ ୫ ମିନିଟ ଦେଇ ଘରୋଇ ଉପାୟ ପ୍ରସ୍ତୁତ କରିପାରି ନଥାଉ ଓ ଆମେ ତାଠାରୁ ଭଲ ନିଜ ପାଇଁ ଟାଵଲେଟ ଖାଇବା ଠିକ ଭାବି ଥାଉ।ଆମେ ଆଜି ଏଠି ଆପଣଙ୍କୁ ଗୋଟିଏ କଥା କହିବାକୁ ଯାଉଅଛୁ କି ଯଦି ଆପଣ ଆଜି ନିଜ ଶରୀର ପାଇଁ ସମୟ କାଢି ପାରି ନଥାନ୍ତି ତାହେଲେ ଭବିଷ୍ୟତରେ ଆପଣ ରୋଗ ପାଇଁ ବହୁତ ସମୟ କାଢି ଥାଉ।ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ଏହି ଔଷଧି ପାଖାପାଖି ୭୦ ଟି ରୋଗକୁ ଭଲ କରିପାରିବ।ଏହି ଜିନିଷର ମୁଲ୍ୟ କିଛି ହୋଇନଥାଏ।

ଆଉ ଏ ଜିନିଷର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ଆଉ ଏହାକୁ ଛୁଆରୁ ନେଇ ବୁଢା ପର୍ଯ୍ୟନ୍ତ କେହିବି ନେଇ ପାରିବେ।ସେ ଜିନିଷର କୌଣସି ଖରାପ ହେବା ସମୟ ନଥାଏ।ଆଉ ଆୟୁର୍ବେଦରେ ଏହି ଜିନିଷକୁ ଏକ ବହୁତ ବଡ଼ ଔଷଧି କୁହାଯାଏ। ଆମେ କଥା ହେଉଛୁ ଚୂନ ବିଷୟରେ,ଏହି ଚୂନ ଯାହା ଆପଣ ପାନରେ ବ୍ୟବହାର କରିଥାନ୍ତି।ଆପଣ ଏହାକୁ ପାନ ଦୋକାନରୁ ବହୁତ ସହଜରେ ଆଣି ପାରିବେ।ଆସନ୍ତୁ ଜାଣିବା ଚୂନ ଦ୍ୱାରା ହେଉଥିବା ଲାଭ ବିଷୟରେ:-ଏହି ଚୂନକୁ ଇଂରାଜିରେ ଲାଇମ ଷ୍ଟୋନ କୁହାଯାଏ।ଏହାର କୌଣଇସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।

ଆମ ଶରୀରରେ ୩ ପ୍ରକାରର ଦୋଷ ଥାଏ,ଆଜି କାଲିର ଔଷଧ ବିଜ୍ଞାନ ଏହା ଉପରେ ଆଧାରିତ ନୁହେଁ କିନ୍ତୁ ଏହା ବିଷୟରେ ଆମେ ପୁରୁଣା ଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ହୋଇଥିବାର ପାଇବା।ଏହି ଦୋଷ ହେଉଛି ବାତ୍ତ,ପିତ୍ତ ଓ କଫ ହୋଇଥାଏ।ଯଦି ଆପଣଙ୍କୁ କୌଣସି ରୋଗ ହେଉଛି ତାହେଲେ ଆପଣ ଜାଣି ପାରିବେ ଏ ୩ ଟି ଭିତ୍ତରୁ ଆପଣଙ୍କ କୌଣସି ଗୋଟେ ଅସନ୍ତୁଳିତ ହେବାର ଲାଗିଛି।ଏହି ଚୂନ ଆମ ଶରୀରରରେ ଥିବା ବାତ୍ତ ଦୋଷକୁ ନିୟନ୍ତ୍ରିତ କରିଥାଏ।ବାତ୍ତ ଦୋଷ ହେଉଛି ବାୟୁ ମାନେ ଗ୍ୟାସ,ଯଦି ଆପଣଙ୍କ ପେଟରେ ଅଧିକ ମାତ୍ରାରେ ଗ୍ୟାସ ଜନିତ ସମସ୍ୟା ହୋଇଯାଇଛି ତାହେଲେ ଏହା ବାତ୍ତ ଜନିତ ସମସ୍ୟା ହୋଇଥାଏ।

ଆମେ ଏପଟ ସେପଟ ଖାଇବା ଖାଇବା ଦ୍ୱାର ଏହି ଗ୍ୟାସ ସମସ୍ୟା ହୋଇଥାଏ ଆଉ ଏହା ସମ୍ପୂର୍ଣ୍ଣ ଶରୀରରରେ ଖେଳିଯାଇ ଥାଏ ଆଉ ଭିନ୍ନ ଭିନ୍ନ ଜାଗାରେ ବୁଲିବାକୁ ଲାଗେ ଓ ଏହା ଯେଉଁଠି ମାଡ଼ ହୁଏ ସେସ୍ଥାନରେ ବିନ୍ଧା ବିନ୍ଧି ହେବାକୁ ଲାଗିଥାଏ।ଆପଣ ନିଜ ପେଟକୁ ଠିକ କଲେ ଆପଣଙ୍କ ବାତ୍ତ ଜନିତ ସବୁ ସମସ୍ୟା ବହୁତ ଶିଘ୍ର ଭଲ ହୋଇଥାଏ।ବାତ୍ତ ଦୋଷ ବଢିବା କାରଣରୁ ଆମେ ମୋଟା ହେବାକୁ ଲାଗୁ ଓ ପେଟ ଫୁଲିବାକୁ ଲାଗେ।ଆପଣ କେବଳ ଚୂନ ସହାୟତାରେ ସବୁ ରୋଗକୁ ସଫା କରିବା ଆସନ୍ତୁ ଜାଣିବା ଆମେ ଚୂନ ଖାଇବା କିପରି ଓ ଏହାକୁ କେତେ ମାତ୍ରରେ ବ୍ୟବହାର କରିବେ।

ଏହି ଚୂନର ଅଧିକ ସେବନ ଦ୍ୱାରା ଆମ ପାକସ୍ତଳୀ ଓ ବୃକକରେ ପଥର ହେବାର ସମ୍ଭାବନା ଥାଏ।ସେଥିପାଇଁ ବୁଝିବା ଆମକୁ ଚୂନ କିପରି ନେବାର ଅଛି।ଛୋଟ ଛୁଆ ଅଧା ଗ୍ରାମ ଓ ବଡ଼ ଛୁଆ ଅଧା ଗ୍ରାମ ପର୍ଯ୍ୟନ୍ତ ଚୂନ ନେଇ ପାରିବେ।ଆପଣ ରହି ଚୂନକୁ କେବେ ସିଧାସଳଖ ନିଜ ମୁହଁରେ ରଖିବେ ନାହିଁ ଏହାକୁ ପାଣି ସହିତ ଗୋଳେଇ ନେବେ।ନହେଲେ ଦହି ସହିତ ଗୋଳେଇ ନେବେ।ଆପଣ ଏହାକୁ ଦିନରେ କେତେବେଳେ ସେବନ କରି ପାରିବେ।ଏହି ସବୁ ଜିନିଷକୁ ଯଦି ଆପଣ ସବୁଦିନ ୩ ମାସ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ବହୁତ ରୋଗ ଦୁର ହେବ ଯେମିତିକି:-

୧.ଦାନ୍ତ ଜନିତ ସମସ୍ୟା ଆଦିକୁ ଦୁର କରିଥାଏ,ଆମ ଶରୀରରେ କ୍ୟାଲସିୟମ ଅଭାବରୁ ଆମକୁ ଦାନ୍ତ ଜନିତ ସମସ୍ୟା ଭୋଗିବାକୁ ପଡିଥାଏ।ସେଥିପାଇଁ ଆପଣଙ୍କୁ ଚୁନର ସେବନ କରିବାର ଅଛି ଯାହାଦ୍ୱାରା ଦାନ୍ତ ସହିତ ଜଡିତ ସବୁ ରୋଗ ବହୁତ ଶିଘ୍ର ଭଲ ହୋଇଥାଏ।

୨.ବୁଦ୍ଧିକୁ ପ୍ରଖର କରିବାରେ ସାହାଯ୍ୟ କରେ ଏ ଚୂନ।ଚୂନ ସବୁଦିନ ଖାଇବା ଦ୍ୱାରା ଆମ ମସ୍ତିଷ୍କ ପ୍ରଖର ହୋଇଥାଏ।
୩.ଛୋଟ ଛୁଆଙ୍କର ଉଚ୍ଚତା ବଢ଼େଇବା ପାଇଁ ଆମକୁ ଏହି ଚୂନର ପ୍ରୟୋଗ କରି ପାରିବା।

୪.ଚୂନ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଫୁଲିବା କମେଇବାରେ ବହୁତ ଲାଭଜନକ ହୋଇଥାଏ।

୫.ଯଦି ଆପଣଙ୍କୁ କେବେ କେବେ ଦଣ୍ଡିସ ହୋଇଥାଏ ତାହେଲେ ଆପଣ ଏହି ଚୂନ କୁ ଆଖୁ ରସ ସହିତ ମିଶେଇ ସେବନ ଦ୍ୱାରା ବହୁତ ଲାଭ ପାଇ ପାରିବେ।

Leave a Reply

Your email address will not be published. Required fields are marked *