June 27, 2025

Odia Express

Here, There and Everywhere

ହାର୍ଟ ଅଟାକ(ହୃଦଘାତ) ରୁ ସର୍ବଦା ବଂଚି ରହିବାର ସହଜ ଉପାୟ…

ଆପଣ ଆଗରୁ ଶୁଣିଥିବେ କି ହାର୍ଟ ଅଟାକ କିପରି ଆସିଥାଏ। ଏସବୁ ବହୁତ ବାହାର କଥା। ଯେପରି କି ଆମ ଧମନୀ ରେ ଯଦି ରକ୍ତ ସଞ୍ଚାଳନ ନ ହୁଏ ତ ତାହାଦ୍ୱାରା ଆମକୁ ଆଟାକ ଆସିଥାଏ ଆଉ କିଛି ଲୋକ କୁହନ୍ତି କି ଯଦି ରକ୍ତରେ ଅମ୍ଳତା ବଢିଥାଏ ତାହେଲେ ଯାଇ ହାର୍ଟ ଆଟାକ ଆସିଥାଏ। ଏହି ସବୁ ଆପଣ ବହୁତ ଆଗରୁ ଶୁଣିଥିବେ ମାତ୍ର ତାହା କିଛି ସମ୍ପୂର୍ଣ ତଥ୍ୟ କୁ ପ୍ରକାଶ କରି ନଥାଏ। ଏହାର ଉପଚାର ସ୍ୱରୂପ ଆପଣ ମାନଙ୍କୁ ବହୁତ କିଛି କୁହା ଯାଇଥିବ ଯେପରି କି ଆପଣ ଅର୍ଜୁନ ଛାଲ କୁ ଫୁଟେଇକି ପିଅନ୍ତୁ ଅଥବା ଲାଉ ଖାଆନ୍ତୁ। ମାତ୍ର କଣ ଏହା ହାର୍ଟ ଆଟାକ ର ସମ୍ପୂର୍ଣ ଉପଚାର ଅଟେ। ହୁଏତ ତାହା ନୁହଁ କାରଣ ହାର୍ଟ ଆଟାକ ର ଉପଚାର ସମ୍ପୂର୍ଣ ଭାବେ କଣ ଅଟେ ତାହା କେହି ବି ଡକ୍ଟର ଆଜି ଯାଏ ସମ୍ପୃର୍ଣ ରୂପେ ଜାଣି ନାହାନ୍ତି।

ଆମ ହାର୍ଟ ପ୍ରକୃତରେ ହେଇଥାଏ କଣ। ଏହା ଆମ ଶରୀର ର ସବୁଠୁ କେନ୍ଦ୍ର ଭାଗ ହେଇଥାଏ ଯାହା କି ଆମର ଶରୀର କୁ ଆତ୍ମା ସହ ସଂଯୋଗ କରେଇ ଥାଏ। ତ ଆମକୁ ବାସ କରିବାର ଏଇଆ ଅଛି କି କିଛି ଏପରି ଜିନିଷ ର ସେବନ କରିବାର ଅଛି ଯାହା କି ଆମ ପାଇଁ ଉତ୍ତମ ଥିବ। ଅର୍ଥାତ ଆମ ରକ୍ତ ଧମନୀ ରେ ଜାମ କରେଇବ ବନ୍ଦ କରିବ।

ଆମ ହାର୍ଟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବେ କାମ କରିଥାଏ, ଜଲଦି ଡରିଗଲେ ତାହା ଜୋର ଜୋର ରେ ସ୍ପନ୍ଦିତ ହୁଏ ତଥା ଯଦି ତାହା ବହୁତ ଆଳସ୍ୟ ଭିତରୁ ଉଠେ ତ ଧୀରେ ଧୀରେ ସ୍ପନ୍ଦୀତ ହୁଏ। ଏହା ଆମ ଶରୀର ଏ ସବୁଠାରୁ ଗୁରୁତ୍ତ୍ୱପୂର୍ଣ ଅଙ୍ଗ ହେଇଥାଏ।
ଆମେ ଖାଦ୍ୟ ଖାଇବା ଦ୍ୱାରା ତ ଆମ ହୃଦୟ ର ସୁରକ୍ଷା କରିପାରିବା ମାତ୍ର ଆହୁରି ବି କିଛି ଜିନିଷ ଅଛି ଯାହାଦ୍ୱାରା କି ଆମେ ଆମ ହୃଦୟ କୁ ରକ୍ଷା କରିପାରିବା।

ଆମେ ଆଖି ତଥା କାନ ଦ୍ୱାରା ଯାହା କିଛି ବି ଭିତରକୁ ନେଉ ତାହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡେ ଆଉ ତାହା ହିଁ ଆମକୁ ଚିନ୍ତା ରେ ପକାଏ। ତ ଆମକୁ ଭାବିବା ଦରକାର କି ଆମେ କଣ ଦେଖୁଛୁ ଆଉ କଣ ଶୁଣୁଛୁ। ତେଣୁ ଆମକୁ ଆମ ହୃଦୟ ର ଭିତର କଥା ଶୁଣିବା ଦରକାର। ଆମକୁ ଭାବିବା ଦରକାର କି ଆମେ ଯଦି ଆମ ହୃଦୟ ର ଶୁଣିବା ତ ତାହା ଆମ ପାଇଁ ଭଲ ହେବ କାରଣ ହୃଦୟ ସର୍ବଦା ଠିକ ରାସ୍ତା ରେ ଯାଇଥାଏ। ଆଜିଠାରୁ ଖୁସି ରହିବାକୁ ହେବ, ଖୁସିରେ ରହିବା ଦ୍ୱାରା ହି ଆମେ ଆମ ହୃଦୟର ଯତ୍ନ ନେଇପାରିବା।

Leave a Reply

Your email address will not be published. Required fields are marked *