June 25, 2025

Odia Express

Here, There and Everywhere

ଜାଣନ୍ତୁ କିପରି ଘରେ ବସି ଉପର ଓଠର ଚୁଟିକୁ ବିନା ଖର୍ଚ୍ଚରେ ଉଠେଇ ପାରିବା…

1 min read

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ଏମିତି ଏକ ଉପାୟ ଜାହାଦ୍ୱାରା ଆମ ଓଠର ଉପର ପଟରେ ଉଠିଥିବା ଚୁଟି ଶହ ତାର ଆଖପାଖରେ ଥିବା ଚୁଟିକୁ କାଢି ଥାଏ।ଏହା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ହୋଇଥାଏ ଓ ଆପଣଙ୍କୁ ବିନା ଖର୍ଚ୍ଚ,ବିନା କଷ୍ଟରେ ଆପଣଙ୍କୁ ରେଜଲ୍ଟ ମିଳିଥାଏ।ଆପଣ ମାନେ ଦେଖିଥିବେ କି ଓଠ ଉପର ଚୁଟିକୁ ହଟେଇବା ପାଇଁ ଲୋକମାନେ ବହୁତ ପଇସା ଖର୍ଚ୍ଚ କରି ଲେଜର ଟ୍ରିଟମେଣ୍ଟ ଆପଣାନ୍ତି କିନ୍ତୁ କଣ ହୁଏ ନା ଏହା ୨-୩ ବର୍ଷ ପରେ ଯାହାକୁ ସେଇଆ ସେମିତି ଉଠିଯାଇ ଥାଏ।ଯେଉଁମାନେ ରେଗୁଲାର ଥରେଡିଙ୍ଗ କରାଇଥାଏ ଓ ୱକ୍ସିଙ୍ଗ କରାଇଥାନ୍ତି,ବହୁତ ଲୋକ କୁହନ୍ତିକି ମୁହଁରେ ୱକ୍ସିଙ୍ଗ ବ୍ୟବହାର କରିବାକୁ କିନ୍ତୁ ଏହା କରିବା ଦ୍ୱରା ମୁହଁ କଳା ପଡ଼ିଯାଏ ଓ ତ୍ୱଚା ଖରାପ ହୋଇଥାଏ।

ଆଜି ଆମେ ଏଠି ଆପଣଙ୍କୁ ଏମିତି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ କି ଯାହାଦ୍ୱାରା ଆପଣଙ୍କ ବିନା କଷ୍ଟରେ ଓ ଡେ଼ରିରେ ହଉ ପଛେ କିନ୍ତୁ ଆପଣଙ୍କ ମୁହଁରୁ ସେ ଚୁଟି ଧୀରେ ଧୀରେ କମିଯିବ। ଆମକୁ ଏଠି ସେ ପେଷ୍ଟ ବନେଇବା ପାଇଁ ପ୍ରଥମ ଜିନିଷ ଦରକାର ଗହମ ର ଅଟା ଆପଣ କଣ କରିବେ ନା ଗୋଟେ ଗିନାରେ ଛୋଟ ଚାମୁଚ ସାହାର୍ଯ୍ୟରେ ସେ ଅଟା ନେବ ଏ ଆଟା ଦ୍ୱାରା ଆମ ଚୁଟି ପତଳା ହୋଇ ମୂଳରୁ ଝଡିଯାଇ ଥାଏ।

ତାପରେ ଆମକୁ ନେବାର ଅଛି ବେସନ ଯେତିକି ଅଟା ସେତିକି ବେସନ ନେବେ ତାପରେ ସେଥିରେ ବେସି ନାହିଁ ଗୋଟେ ରୁ ଦୁଇ ଚୁଟିକି ହଳଦୀ ଗୁଣ୍ଡ ମିସେଇବା।ତାପରେ ଯେଉଁ ମୁଖ୍ୟ ଜିନିଷ ସେ ହଉଛି ନଡ଼ିଆ ତେଲ ଆପଣ କଣ କରିବେ ନା ୫-୬ ବୁନ୍ଦା ନଡିଆ ତେଲ ମିସେଇବେ।ତାପରେ ଆମକୁ ୨-୩ ଚାମୁଚ କଞ୍ଚା କ୍ଷୀର ନେବେ ନହେଲେ ଯେଉଁ ମାନଙ୍କ ଶରିର କଞ୍ଚା କ୍ଷୀର ଗ୍ରହଣ କରେ ନାହିଁ ସେମାନେ ଗୋଲାପ ଜଳ ନେଇ ପାରିବେ।

ଏବେ ଆମେ କଣ କରିବା ନା କ୍ଷୀର ମିଶେଇ ସାରିବା ପରେ ସେଥିରେ ଗୋଟେ ଚାମୁଚ ସାହାର୍ଯ୍ୟରେ ସେ ମିଶ୍ରଣକୁ ଭଲ ଭାବରେ ଗୋଳାଇ ଦେବା ତାକୁ ଗୋଳେଇ ଚିକିଟା ଭଳି ବନେଇଦେବା।ଆପଣଙ୍କୁ ଏଠି କୁହାଯାଇଛି କି ଏହା କାମ କରିବ ନିଶ୍ଚିନ୍ତ କିନ୍ତୁ ଟିକେ ଡେରିରେ କାମ କରିବ ଆପଣଙ୍କୁ ଏଠି ଦୁଇଟି ଫାଇଦା ହେବ ମୁହଁର ଆଖ ପାଖ ଜାଗା ଗୁଡିକ ଗୋରା ହୋଇଯିବ ଓ ତାସହ ଚୁଟି ଗୁଡିକୁ କାଢ଼ି ଦେବ।ଏବେ ଆସନ୍ତୁ ଜାଣିବା ଏହାକୁ ଲଗାଇବାର ସଠିକ ଉପାୟ ଓ ତାସହିତ ବାହାର କରିବାର ସଠିକ ଉପାୟ ମଧ୍ୟ କହି ପାରିବା।ଯେମିତିକି ଆମେ ଆପଣଙ୍କୁ କହିଲୁକି ସମସ୍ତଙ୍କର ନିଜ ନିଜ ଉପାୟ ଥାଏ ଆକୁ ଲଗେଇବା ପାଇଁ ଆପଣ କଣ ପାଇଁ ଲଗେଇବେ ନା ଆମ ତ୍ୱଚା କୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

ଆମେ ଏଥିରେ ତେଲ ମିସେଇବାର କାରଣ ହେଲା ଆମେ ଜେତେବେଳେ ଆକୁ ରଗଡ଼ିକି ବାହାର କରିବା ସେ ସମୟରେ ଆମ ଚର୍ମ ନାଲି ନ ହେଇଥାଉ।ଆମେ କଣ କରିବାନା ନିଜ ଆଙ୍ଗୁଠି ସାହାର୍ଯ୍ୟରେ ସେ ପେଷ୍ଟକୁ ନିଜ ଓଠ ଉପରେ ଲଗାଇବା ଏବେ ଆପଣ ତାକୁ ୨୦-୨୫ ମିନିଟ ପର୍ଯ୍ୟନ୍ତ ଲଗେଇ ଛାଡ଼ିଦେବେ କାହିଁକି ନା ଆକୁ ଶୁଖିବାରେ ବହୁତ ସମୟ ଲାଗିଥାଏ ତାଭିତରେ ଆପଣ ନିଜର କିଛି କାମ ସାରି ପାରିବେ।

ତାପରର ଆପଣ ଦେଖିବେ ଯେତେବେଳେ ଏହା ଶୁଖିଯିବ ଆପଣ କଣ କରିବେନା ତାକୁ ଭଲ ଭାବରର ।ମସାଜ କଲା ଭଳିଆ କରି ଭଲ ଭାବରେ ବାହାର କରିବେ ଓ ଏହାପରେ ଆପଣ ପାଣି ଦ୍ୱାରା ସେ ଏରିଆକୁ ଭଲ ଭାବରେ ଧୋଇ ସଫା କରିଦେବେ।ଆପଣ ସେ ପେଷ୍ଟକୁ କାଢ଼ିବା ପରେ ଆପଣ କୌଣସି କ୍ରିମ କିମ୍ବା ମୋଶ୍ଚରାଇଜର ଲଗେଇପାରିବେ।ଆପଣ ଯଦି ବେଶି ପଇସା ଖର୍ଚ୍ଚ କରିପାରିବେନି କି ଆପଣ ଯଦି ବେସି କଷ୍ଟ ଶହି ପାରିବେନି କି ଆପଣ ଏ ଘରୋଇ ଉପାୟ ବ୍ୟବହାର କରନ୍ତୁ।ଆପଣ ସପ୍ତାହରେ ମାତ୍ର ୪-୫ ଥର ଲଗେଇବାର ଅଛି ଯାହାଫଳରେ ଆପଣ ଯାଇଁ ତାର ଫଳ ପାଇପାରିବେ ଓ ଧୀରେ ଧୀରେ ତାର ମୂଳ ଦୁର୍ବଳ ହେବ ଓ ଧୀରେ ଧୀରେ ସେ ବହାରିଯିବ।

ଏ ଉପାୟକୁ ଛୋଟ ଛୁଆ ଠୁ ଆରମ୍ଭ କରି ବୁଢା ବୁଢ଼ୀ ପର୍ଯ୍ୟନ୍ତ ଲୋକ ବ୍ୟବହାର କରିପାରିବେ। ଏ ପେଷ୍ଟ ଲଗେଇବାର ବହୁତ ସାରା ଉପାୟ ଅଛି ଯେମିତିକି ମୁହଁରୁ କଳା ଦାଗ କାଢ଼ିବ ଓ ମୁହଁରେ ଥିବା ରିଙ୍କିଲ ଆଦିକୁ ଠିକ କରିବ।

Leave a Reply

Your email address will not be published. Required fields are marked *