November 22, 2024

Odia Express

Here, There and Everywhere

ପ୍ରଥମେ ଏମିତି ଦେଖାଯାଉଥିଲେ ଏହି ଭାରତୀୟ ଟିମ୍ ର ଅଧିନାୟକ ଧୋନୀଙ୍କ ସ୍ତ୍ରୀ, ଦେଖନ୍ତୁ ସାକ୍ଷୀଙ୍କ କିଛି ପୁରୁଣା ଫଟୋଗୁଡିକ

1 min read

ବଲିଉଡ୍ ପରି କ୍ରିକେଟ୍ ଦୁନିଆଁ ବି ଗ୍ଲାମରସ୍ ହୋଇଥାଏ , କଥା ପଇସାର ଆସେ ତେବେ ଅଧିକା ପଇସା ଭାରତୀୟ କ୍ରିକେଟିୟର୍ସ କମାଇଥାନ୍ତି , ପୁରା ଦେଶରେ କ୍ରିକେଟର୍ ଏକ ବର୍ଷରେ ଏତେ ପଇସା କମାଇପାରନ୍ତି ନାହିଁ ଯାହା ଭାରତୀୟ ଖେଳାଳୀ ଏକ ମାସରେ କମାଇଥାନ୍ତି , ଭାରତୀୟ କ୍ରିକେଟିୟର୍ସ ସବୁଜିନିଷରେ ଆଗୁଆ ଅଛନ୍ତି , ସେ କେଉଁ ବ୍ରାଣ୍ତର ଆଡ୍ ହେଉ କିମ୍ବା କେଉଁ ଫିଲ୍ମ ଡେବ୍ୟୁ , ଭାରତୀୟ ଖେଳାଳୀ ଧନୀ କ୍ରିକେଟର୍ ଙ୍କ ମଧ୍ୟରୁ ଗଣନା ହୁଅନ୍ତି , ଇଂଲଣ୍ତ ଅଷ୍ଟ୍ରେଲିଆ ପରି ଦେଶରେ ଭାରତୀୟ ଖେଳାଳୀଙ୍କ ପରି ଏତେ ପଇସା କମାଇପାରନ୍ତି ନାହିଁ , ଭାରତୀୟ କ୍ରିକେଟିୟର୍ସ ଗତ ୭-୮ ବର୍ଷରୁ ଟିମ୍ ଇଣ୍ତିଆକୁ ଅଲଗା ଜାଗାରେ ପହଞ୍ଚାଇଛନ୍ତି , ଆଜି ଭାରତୀୟ କ୍ରିକେଟ୍ ଟିମ୍ ଦୁନିଆଁର ବେଷ୍ଟ ଟିମ୍ ହୋଇଛି, ଏହି ଟିମ୍ କୁ ଶୀର୍ଷରେ ପହଞ୍ଚାଇବା ପଛରେ ମହେନ୍ଦ୍ର ସିଂ ଧୋନୀଙ୍କ ଅବଦାନ ବହୁତ ଅଧିକା , ଯଦି ମହେନ୍ଦ୍ର ସିଂ ଅଧିନାୟକ ହୋଇନଥାନ୍ତେ ତେବେ ଏହି ସ୍ଥାନରେ ଭାରତୀୟ କ୍ରିକେଟ୍ ଟିମ୍ ପହଞ୍ଚିବା ଅସଂମ୍ଭବ ସମାନ ହୋଇଥାନ୍ତା ।

ଧୋନୀଙ୍କୁ ଦୁନିଆଁ ସାରା ଲୋକେ ମାହି କହି ଡାକିଥାନ୍ତି , ମହେନ୍ଦ୍ର ସିଂ ଧୋନୀ ୨୦୧୦ ରେ ସାକ୍ଷୀଙ୍କୁ ବିବାହ କରିଥିଲେ,  ଲୋକଙ୍କୁ ତେବେ ଏକ ବଡ ଝଟକା ଲାଗିଲା ଯେବେ ତାଙ୍କୁ ଜଣାପଡିଲା ଇ ତାଙ୍କ ଷ୍ଟାର୍ ଏକ ସାଧାରଣ ଝିଅଙ୍କୁ ବିବାହ କରିବାକୁ ଯାଉଛନ୍ତି , ଧୋନୀ ଓ ସାକ୍ଷୀଙ୍କ ସାକ୍ଷାତ ଏକ ପଞ୍ଚତାରକା ହୋଟେଲ୍ ରେ ହୋଇଥିଲା , ସେଠାରୁ ତାଙ୍କର ଚିହ୍ନାପରିଚିତ ଆରମ୍ଭ ହୋଇଥିଲା ,

ବିବାହ ପୁର୍ବରୁ ସାକ୍ଷୀ ବହୁତ ସାଧାରଣ ଝିଅ ପରି ଚଳୁଥିଲେ , କିନ୍ତୁ ବିବାହ ପରେ ଯେପରି ସମୟ ଅତିବାହିତ ହେବାକୁ ଲାଗିଲା ତେବେ ସେ ଅଧିକା ସୁନ୍ଦର ଦେଖାଯିବାକୁ ଲାଗିଲେ , ଆଜି ସାକ୍ଷୀଙ୍କ ନାଁ କ୍ରିକେଟିୟର୍ସଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ଓ ଷ୍ଟାଇଲିଷ୍ଟ ସ୍ତ୍ରୀଙ୍କ ମଧ୍ୟରେ ଆସେ , କିନ୍ତୁ ଆପଣ ଜାଣିନଥିବେ ସାକ୍ଷୀ ବିବାହ ପୁର୍ବରୁ କିପରି ଦିଶୁଥିଲେ,  ତେବେ ଆଜି ଆମେ ସାକ୍ଷୀଙ୍କ କିଛି ଫଟୋ ଆପଣଙ୍କୁ ଦେଖାଉଛୁ ତଳେ ଦେଖିନିଅନ୍ତୁ ।

ବିନା ମେକଅପ୍ ରେ ସୁନ୍ଦର ଦେଖାଯାଉଛନ୍ତି ସାକ୍ଷୀ ।

Leave a Reply

Your email address will not be published. Required fields are marked *