ମଜାଦାର ଜୋକ୍ସ – ସ୍ୱାମୀ ଙ୍କୁ ପଚାରାଗଲା ଏମିତି ଏକ ପ୍ରଶ୍ନ, ଯଦି ଆପଣଙ୍କ ସ୍ତ୍ରୀ କୁ ଭୁତ ଧରିନିଏ ତେବେ ଆପଣ କଣ କରିବେ ? ଉତ୍ତର ଶୁଣିଲେ ହସି ହସି ଗଡ଼ିଯିବେ ଆପଣ…
ନର୍ସରୀର ଏକ ଛୁଆ ପରୀକ୍ଷାରେ ଉତ୍ତର ଖାତାରେ ପରିଶ୍ରା କରିଦେଲା । ଶିକ୍ଷକ ପଚାରିଲେ –ତୁମେ ଏମିତି କଣ ପାଇଁ କଲ ? ଛୁଆଟି କହିଲା ମା କହିଥିଲା କି ଯିଏ ପ୍ରଥମ ଆସିବ ତାକୁ ପ୍ରଥମ ପେପରରେ ଆଗ କରିବ ।
ଦେଶର ଯୁବାଙ୍କୁ ଏକ ସନ୍ଦେଶ , ଯଦି ତୁମକୁ ଦେଶ ବଦଳାଇବାର ଅଛି ତେବେ ବଦଳାଇଦିଅ କାରଣ ଯଦି ବାହାଘର ହୋଇଗଲା ତେବେ ତୁମେ ଦେଶର କଣ ଟିଭି ଚ୍ୟାନେଲ୍ କୁ ବି ବଦଳାଇପାରିବ ନାହିଁ ।
ପ୍ରଥମ କୁକୁର : ସାଙ୍ଗ ମୋର ମାଲିକ କାଲି ରାତିରେ ୩ ଟା ଚୋରକୁ ଧରିପକାଇଲେ । ଦ୍ୱିତୀୟ କୁକୁର : ତୁ କଣ କରୁଥିଲୁ ସେହି ସମୟରେ ? ପ୍ରଥମ କୁକୁର : ମୁଁ ତ ଶୋଇଥିଲି , ଏବେ ଆମେ ମଣିଷ ହେଇଛୁ କି ଯିଏ ରାତିସାରା ହ୍ୱାଟ୍ସଆପ୍ ଚଲାଇବୁ ।
ପୁରା ଯୌବନ ସରିଯାଉଛି , ଏହି ଅପେକ୍ଷାରେ , ଯଦି ସ୍କୁଲ୍ ର୍ ସାର୍ ଦେଖାହୁଅନ୍ତି ନିଶ୍ଚିତ ଏହି କଥା ପଚାରିବି ଏହି ସାଇନ୍ ଥିଟା, କୋସ୍ ଥିଟା, ଓ ଟେନ୍ ଥିଟା ର ଉପଯୋଗ କେବେ କରିବାର ଅଛି ।
ପପୁ : ସିଷ୍ଟର୍ ମୋତେ ଗୋଟେ ବୋତଲ ରକ୍ତ ଦିଅ । ସିଷ୍ଟର : ବ୍ଲଡ୍ ଗ୍ରୁପ୍ କଣ ଅଛି ? ପପୁ : କିଛି ବି ଦେଇଦିଅ , ଗାର୍ଲଫ୍ରେଣ୍ତକୁ ଲଭ୍ ଲେଟର୍ ଲେଖିବାର ଅଛି ।
ମୋର ଜଣେ ପଡୋଶୀ ଅଛନ୍ତି ଯାହାଙ୍କ ନାଁ ଭଗବାନ ଓ ତାଙ୍କ ଝିଅଙ୍କ ନାଁ ଭକ୍ତି ଅଟେ, ମା କହୁଛନ୍ତି କି ପୁଅ ଭଗବାନଙ୍କ ଭକ୍ତିରେ ମନ ଲଗାଇବାକୁ କଣ କରିବି କୁହ ?ଏବେ ମାଙ୍କୁ କେମିତି ବୁଝାଇବି କୁହ ଭକ୍ତିରେ ତ ମନ ଲଗାଉଛି , କିନ୍ତୁ ଭଗବାନ ମାନୁନାହାନ୍ତି ।
ପୁଅ ଚାଲ୍ ବାପା ସର୍କସ୍ ଦେଖିବାକୁ ଯିବା , ବାପା : ନା ପୁଅ ମୁଁ ବହୁତ ବ୍ୟସ୍ତ ରହୁଛି , ପୁଅ : ବାପା ସେଥିରେ କ୍ୟାଟରିନା କୈଫ୍ ଆସିବେ , ବାପା : ବହୁତ୍ ଜିଦି ହେଇଗଲୁଣି , ସବୁ କଥାରେ ଜିଦ୍ କରି ମନାଇନେଉଛୁ , ଚାଲ୍ ବହୁତ ଦିନ ହେଲା ବାଘ ଦେଖିନି ,
ଝିଅ କହିଲା : ଆଈ ଲଭ୍ ୟୁ , ପୁଅ : କହିଲା ଆଇ ଲଭ୍ ୟୁ ଠୁ , ଝିଅ :କେତେ ଭଲ ପାଉଛ ମୋତେ , ପୁଅ : ଯେତେ ତମେ ମୋତେ କରୁଛ , ଝିଅ : କମିନା , ଏହାର ମତଲବ ତୁ ବି ଟାଇମ୍ ପାସ୍ କରୁଛୁ ।
ସ୍ତ୍ରୀ : ମୁଁ ଘର ଛାଡିଯାଉଛି, ସ୍ୱାମୀ ଠିକ୍ ଅଛି , ମୁଁ ନିର୍ମଳ ବାବାଙ୍କ ପାଖକୁ ଯାଉଛି , ସ୍ତ୍ରୀ: କଣ ପାଇଁ ମୋତେ ପୁଣି ଫେରାଇ ଆଣିବାକୁ ମେଡିସିନ୍ ଆଣିବାକୁ ଯାଉଛ , ସ୍ୱାମୀ : ନାଁ ତାଙ୍କୁ କହିବାର ଅଛି କି ତାଙ୍କର କୃପା ମୋତେ ମିଳିବାରେ ଲାଗିଛି
ଏହା ତ ଭଲ ହେଲା କି ୧୯୪୭ ମସିହାରେ ହ୍ୱାଟ୍ସଆପ୍ ନଥିଲା, ନହେଲେ ସ୍ୱାଧୀନତା ସମୟରେ କେହି ବି ଯୁଦ୍ଧରେ ବାହାରିନଥାନ୍ତେ , ଲୋକେ ଘରେ ବସି କହିଥାନ୍ତେ କି ଏହି ମେସେଜ୍ କୁ ଏତେ ଭାଇରାଲ୍ କର କି ଇଂରେଜ୍ ନିଜେ ଭାରତ ଛାଡି ଚାଲିଯିବେ ।
ଥରେ ପପୁ ନିଜ ମାଲିକଙ୍କୁ ଘରକୁ ନିମନ୍ତ୍ରଣ କଲା , ବସ୍ : ତୁମର ପୁଅ କେଉଁଠି ଅଛି ? ନଜର ଆସୁନି ତ , ପପୁ : ଘରେ ଅଛି ସାର୍ , ମୁଁ ତାର ନାଁ ଆପଣଙ୍କ ନାଁରେ ରଖିଛି , ବସ୍ : ୱାଃ, ଡକାଅ ତ ଥରେ , ପପୁ : ଆରେ ଚୁତିଆ, ବାହାରକୁ ବାହାର୍
ଗୋଟେ ଛୁଆ ଏକ ସ୍ୱପ୍ନ ଦେଖିଲା ଓ ସକାଳୁ ଯାଇ ନିଜ ମାକୁ କହିଲା , ମା ମୁଁ ସ୍ୱପ୍ନରେ ଦେଖିଲି କି ଗୋଟେ ପାଦ ମାଟିରେ ଓ ଦ୍ୱିତୀୟ ପାଦ ଆକାଶରେ ଅଛି, ମା : ଏମିତି ସ୍ୱପ୍ନ କେବେ ଦେଖେନି , ତୋର ପାଖରେ ଗୋଟେ କଚ୍ଛା ଅଛି , ତାହା ବି ଫଟାଇବୁ ନା କଣ ।
ଜଣ ମହିଳା ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଦେଲେ , ଟ୍ରାଫିକ୍ ପୋଲିସ୍ ତାଙ୍କୁ ଅଟକାଇଦେଲେ, ମହିଳା ଜଣଙ୍କ କହିଲେ , ମୋତେ ଛାଡିଦିଅନ୍ତୁ ମୁଁ ଜଣେ ଶିକ୍ଷକ ଅଟେ , ଟ୍ରାଫିକ୍ ପୋଲିସ୍ : ଏହି ବର୍ଷର ଅପେକ୍ଷା ବହୁତ ଦିନ ହେଲା କରୁଛି , ଚାଲ ଏବେ ୧୦୦ ଥର ଲେଖ , ଆଗକୁ ସିଗନାଲ୍ ଭାଙ୍ଗିବି ନାହିଁ ,
ସ୍ୱାମୀକୁ ପଚାରାଗଲା ଏକ ପ୍ରଶ୍ନ : ଯଦି ଆପଣଙ୍କ ସ୍ତ୍ରୀ କୁ ଭୁତ ଧରିନିଏ ତେବେ କଣ୍ କରିବେ ? ସ୍ୱାମୀ : ମୁଁ କଣ କରିବି , ଭୁଲ୍ ଭୁତର ଅଟେ, ନିଜେ ଭୋଗିବ ।
ପପୁ ଆମେରିକାରେ ଥିଲା ସେଠାରେ ଗୋଟେ ବିଲଡିଙ୍ଗ୍ ରେ ନିଆଁ ଲାଗିଗଲା, ପପୁ : ଅଗ୍ନିଶମ ବିଭାଗକୁ ଫୋନ୍ କରି ଡକାଇଲା , ଟମ୍, ଲୋକଙ୍କୁ ଗୋଟେ ଗୋଟେ କରି ତଳକୁ ଫିଙ୍ଗିଦିଅ, ମୁଁ କ୍ୟାଚ୍ କରିବି, ପ୍ରଥମେ ଗୋଟେ ପୁଅ ଆସିଲା , ତାପରେ ଗୋଟେ ଝିଅ, ତାର ପରେ ଜଣେ ବୟସ୍କ ଲୋକ, ତାପରେ ଜଣେ ସ୍ତ୍ରୀ ଲୋକ, ପପୁ : ସମସ୍ତଙ୍କୁ ଧରି ପକାଇଲା, ତାପରେ ଏକ ନିଗ୍ରୋ ଆସିଲା , ପପୁ ତାକୁ ଛାଡିଦେଲା ଓ କହିଲା ଏବେ ଶଳା ଯିଏ ଜଳିଯାଇଛି ତାକୁ ତଳେ ପକାଅ ନାହିଁ ।