ଆଜିର ମଜାଦାର ପ୍ରଶ୍ନ – ଆଖି ଅଛି ମାତ୍ର ମୁ ଅନ୍ଧ ଅଟେ, ଗୋଡ଼ ଅଛି ମାତ୍ର ମୁ ଲଂଗଡା ଅଟେ, ମୁହଁ ଅଛି ମାତ୍ର ମୁ କଥା କହି ପାରେ ନାହିଁ। ତ କୁହନ୍ତୁ କି ମୁ କିଏ?
ନମସ୍କାର ବନ୍ଧୁଗଣ | ଆପଣାକୁ ଓଡ଼ିଆ ଏକ୍ସଓପ୍ରେସ୍ରେ ର ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର ବିଭାଗ କୁ ସ୍ୱାଗତ | ତେବେ ସବୁଦିନ ପରି କିଛି ମଜାଦାର ପ୍ରଶ୍ନ ଉତ୍ତର ଆଜି ମଧ୍ୟ ଆପଣଙ୍କ ପାଇଁ ଅଛି |ଯାହା ଆପଣଙ୍କ ଜ୍ଞାନ ବୃଦ୍ଧି କରିବାରେ ନିଶ୍ଚୟ ସହାୟକ ହେବ | ତେବେ ଏହି ପ୍ରଶ୍ନ ଉତ୍ତର ଗୁଡିକ ଆପଣଙ୍କ ସାଙ୍ଗମାନଙ୍କ ସହ ମଧ୍ୟ ସେୟାର କରନ୍ତୁ ଓ ଏହାର ମଜାଦାର ଉତ୍ତର ମଧ୍ୟ ଜାଣି ରଖନ୍ତୁ|ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଥମ ପ୍ରଶ୍ନ
ପ୍ରଶ୍ନ ୧:କେଉଁଠିକାର ଲୋକ ଗୋଟେ ଦିନରେ ପନ୍ଦର କୋଟି ଚା କପ ପିଇ ନିଅନ୍ତି?
ଉତ୍ତର : ଇଂଲଣ୍ଡ ଦେଶର ଲୋକ।
ପ୍ରଶ୍ନ ୨: ମାରିବା ପରେ ଶରୀର ରେ କେତେ ପ୍ରକାର ପରିବର୍ତ୍ତନ ଆସେ?
ଉତ୍ତର : ୭ ପ୍ରକାରର।
ପ୍ରଶ୍ନ ୩: ଚିତା କେତେ କିମି ସ୍ପୀଡ଼ ଯାଏ ଦଉଡି ପାରେ?
ଉତ୍ତର : ୧୫୦ କିମି ପ୍ରତି ଘଣ୍ଟାର ଗତିରେ।
ପ୍ରଶ୍ନ ୪: ଭାରତରେ ସବୁଠୁ ପ୍ରଥମେ ବିଜୁଳି ରେ ଚାଲିବା ଟ୍ରେନ କେବେ ଚଲା ଯାଇଥିଲା?
ଉତ୍ତର : ୩ ଫେବୃଆରୀ ୧୯୨୫।
ପ୍ରଶ୍ନ ୫: କେଉଁ ଦେଶ ରେ ପ୍ଲାଷ୍ଟିକ ପ୍ରୟୋଗ କରିବାରେ ସଜା ମିଳେ?
ଉତ୍ତର : ଇଜରାଏଲ ଦେଶରେ।
ପ୍ରଶ୍ନ ୬: ପାନ କାର୍ଡ ରେ ମହିଳା ମାନଙ୍କ ସହ କାହାର ନାମ ଥାଏ?
ଉତ୍ତର : ପିତା ଙ୍କର
ପ୍ରଶ୍ନ ୭: ଇଂରେଜ ଭାରତକୁ ପ୍ରଥମ ଥର ପାଇଁ କେଉଁ ତାରିଖ କୁ ଆସିଥିଲେ?
ଉତ୍ତର : ୨୦ ମେ ୧୪୯୮ କୁ
ପ୍ରଶ୍ନ ୮: ଭାରତରେ କେତେ ପ୍ରତିଶତ ଲୋକ ବିନା ଟିକେଟ ରେ ଟ୍ରେନ ରେ ସବାରି କରନ୍ତି?
ଉତ୍ତର : ୪୦% ଲୋକ
ପ୍ରଶ୍ନ ୯: ଫାଶୀ ପରେ ଦୋଷୀ ମାନଙ୍କ ସହ କଣ ହେଇ ଥାଏ?
ଉତ୍ତର : ପୋଷ୍ଟ ମର୍ତ୍ତମ କରା ଯାଏ?
ପ୍ରଶ୍ନ ୧୦: ଫେସବୁକ ର ମାଲିକ କିଏ?
ଉତ୍ତର : ମାର୍କ ଜୁକନବର୍ଗ
ପ୍ରଶ୍ନ ୧୧: କାହାର ଶବ କୁ ଚୁପ ଚାପ କାଢ଼ା ଯାଇଥାଏ?
ଉତ୍ତର : କିନ୍ନର ର ଶବ କୁ
ପ୍ରଶ୍ନ ୧୨: କେଉଁ ଫଳ କୁ ଖାଇବା ପରେ ଆମକୁ ସମସ୍ତ ଜିନିଷ ଦୁଇ ଗୁଣ ଦେଖା ଯାଇ ଥାଏ?
ଉତ୍ତର : ମାଟ ଫ୍ରିଟ
ପ୍ରଶ୍ନ ୧୩: ଟି ସିରିଜ ଚ୍ୟାନେଲ ଏକ ଦିନ ରେ କେତେ ଟଙ୍କା ରୋଜଗାର କରି ଥାଏ?
ଉତ୍ତର : ୩୦ ରୁ ୫୦ ଲକ୍ଷ ଯାଏ
ପ୍ରଶ୍ନ ୧୪: କଣ ମାଛ ମାନଙ୍କୁ ବି ଶୋଷ ଲାଗିଥାଏ?
ଉତ୍ତର : ନା ତାଙ୍କୁ ଶୋଷ ଲାଗି ନଥାଏ।
ପ୍ରଶ୍ନ ୧୫: ଆଖି ଅଛି ମାତ୍ର ମୁ ଅନ୍ଧ ଅଟେ, ଗୋଡ଼ ଅଛି ମାତ୍ର ମୁ ଲଂଗଡା ଅଟେ, ମୁହଁ ଅଛି ମାତ୍ର ମୁ କଥା କହି ପାରେ ନାହିଁ। ତ କୁହନ୍ତୁ କି ମୁ କିଏ?
ଉତ୍ତର : ଉତ୍ତର ହେଉଛି କଣ୍ଢେଇ।
ତେବେ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।ଆପଣଂକୁ କେମିତି ଲାଗିଲା ଆମକୁ ଆମର କମେଣ୍ଟ ବିଭାଗରେ ଜଣାନ୍ତୁ।