ଏକ ଏମିତି ଗଛ ଅଛି ଯେଉଁଠି ଫଳିଥାଏ ପଇସା , ଦର୍ଶନ କରୁଥିବା ଲୋକଙ୍କର ହୋଇଯାଏ ଭାଗ୍ୟୋଦୟ, ବିଶ୍ୱାସ କରିବା ହେଇଯିବ ମୁସକିଲ୍

ଦେଶସାରା ଏମିତି ବହୁତ ସ୍ଥାନ ଅଛି ଯାହା ନିଜ ଚମତ୍କାର ଓ ରହସ୍ୟ ପାଇଁ ଜଣାଯାଏ , ଯେଉଁ ବ୍ୟକ୍ତି ଏହି ଚମତ୍କାର ଉପରେ ବିଶ୍ୱାସ କରନ୍ତି ସେ ଏହି ଚମତ୍କାର ପ୍ରତି ଶ୍ରଦ୍ଧା ରଖନ୍ତି କିନ୍ତୁ ଏହି ଦୁନିଆଁରେ ବହୁତ ଲୋକ ଏମିତି ଅଛନ୍ତି ଯିଏ କେଉଁ ଚମତ୍କାରଙ୍କୁ ମାନନ୍ତି ନାହିଁ , ଓ ଏହା ସବୁ ବେକାର୍ କଥା ତାଙ୍କୁ ଲାଗିଥାଏ , ତାଙ୍କୁ ଏହା ଅନ୍ଧବିଶ୍ୱାସ ପରି ଲାଗିଥାଏ , କିନ୍ତୁ ଏହି ଦୁନିଆଁରେ ଏମିତି ଚମତ୍କାର ହୋଇଥାଏ ଯାହା ଆପଣ ମାନିବାକୁ ବାଧ୍ୟ ହେବେ , ପ୍ରକୃତିର ଖେଳ ସମୟ ସମୟରେ ଖେଳ କରିଥାଏ , ଯେବେ ପ୍ରକୃତି ନିଜ ଖେଳ ଖେଳିଥାଏ , ତେବେ ଆପଣଙ୍କୁ ଅନ୍ୟ କେଉଁ ଖେଳ ଖେଳିବାକୁ ଅବସର ଦିଏ ନାହିଁ , ଓ ନାଁ ହିଁ କେଉଁ ଜିନିଷର ଆଦେଶ ପାଇଁ ଅପେକ୍ଷା କରେ , ପ୍ରକୃତିର ଇଚ୍ଛାକୁ କେଉଁ ମନୁଷ୍ୟ ବି କିଛି କରିପାରିବ ନାହିଁ ।
କିଛି ଏପରି ଚମତ୍କାର ହୋଇଛି ଏପରି ଏକ କଥା ଶୁଣିବାକୁ ମିଳୂଛି କି ଗୋଟେ ଦେଶରେ ଏମିତି ଏକ ଗଛ ଅଛି ଯାହା ବହୁତ ବର୍ଷରୁ ପଇସା ଦେଉଛି, ଏବେ ଆପଣ ଏହି କଥା ଶୁଣିକରି ନିଶ୍ଚିତ ଭାବିବାକୁ ବାଧ୍ୟ ହୋଇଯାଇଥିବେ , କିନ୍ତୁ କେବେ ଆପଣ ଭାବିଛନ୍ତି ଏପରି କେମିତି ସଂମ୍ଭବ କିପରି ଏକ ଗଛ ଫଳ ଜାଗାରେ ପଇସା ଦେବ , ଆପଣଙ୍କୁ ଜଣେଇଦେବୁ କି ଏହା ଆମର ଦେଶରେ ନୁହେଁ ବରଂ ଦୁନିଆଁରେ ଏମିତି ବହୁତ ଦେଶ ଅଛି ଯାହା ଅଦଭୁତ ଚମତ୍କାର ଦେଖିବାକୁ ମିଳେ , ଆଜିକାଲି ସୋସିଆଲ୍ ମିଡିଆରେ ଲୋକଙ୍କର ଦ୍ୱାରା ଦେଖାଯାଉଥିବା ୟୁକେ ରେ ସ୍କଟିଷ୍ଟ ହାଇଲ୍ୟାଣ୍ତ ର ପିକ୍ ଡିଷ୍ଟ୍ରିକ୍ ଫରେଷ୍ଟରେ ଏମିତି ଏକ ଗଛ ଦେଖାଗଲା ଯାହା ଉପରେ ପଇସା ଫଳିଥିଲା, ଏହି ଗଛକୁ ଦେଖିବାକୁ ବହୁତ ଦୂରଦୁରାନ୍ତରୁ ଲୋକ ଆସିଥିଲେ , ଓ ଏହି ଗଛ ୧୭୦୦ ବର୍ଷ ପୁରୁଣା ବୃକ୍ଷ ଅଟେ ।
ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ନିଶ୍ଚିତ ଲାଗିଥିବ କିନ୍ତୁ ଏହି ଗଛର ଉପରେ ଅଲଗା ଅଲଗା ଦେଶର ପଇସା ଲାଗିଛି, ଏହି ଗଛର ଉପରେ ସବୁଠାରୁ ଅଧିକା ବ୍ରିଟେନ୍ ର ପଇସା ଲାଗିଛି, ଏହି ଗଛରେ ଏମିତି କେଉଁ ସ୍ଥାନ ନାହିଁ ଯେଉଁଠି ପଇସା ଲାଗିନଥିବ, ଆପଣ ଏହାକୁ ପ୍ରକୃତିର ଚମତ୍କାର କହିପାରନ୍ତି , ଏହି ଗଛରେ ପଇସା ଲାଗିବା କଥାକୁ ନେଇ ବହୁତ ଲୋକଙ୍କର ମାନିବା କଥା କି ଏଠାରେ ଭୁତଙ୍କର ବାସ ହେଉଛି, ବହୁତ ଲୋକ ଏମିତି ମାନନ୍ତି କି ଏହି ଗଛରେ ନିଜେ ଭଗବାନଙ୍କ ବାସ ଅଛି, ବାସ୍ତବରେ ଏଠାରେ ଲୋକେ ଭଗବାନଙ୍କ ଚମତ୍କାର ଭାବି ପଇସା ଚଢାଉଛନ୍ତି , ଏହି ଗଛର କାହାଣି ବହୁତ ପୁରୁଣା ଅଟେ, ୧୭୦୦ ବର୍ଷରୁ ଏହି ଗଛ ଏପରି ଅଛି କେବେ ନଇଁବି ନାହିଁ , ଏହାକୁ ଦେଖି ଏପରି ଲାଗୁଛି କି ଏହା ପ୍ରକୃତିର ଚମତ୍କାର ଯାହାକି ସବୁଠାରୁ ଅଲଗା ଅଟେ ।
ସେମିତି ଆପଣ ଏହି କଥାକୁ ତ ଜାଣିଥିବେ କି ଆମ ଦେଶରେ ଏପରି ମାନ୍ୟତା ଅଛି ନଦୀରେ ପଇସା ପକାଇଥାନ୍ତି , ସେପରି ଯଦି ଏହି ପଇସା ବିଷୟରେ ଯଦି ସରକାରଙ୍କୁ କୁହାଯାଆନ୍ତା ତେବେ ଏହି ପଇସାକୁ ବାହାର କରି କେତେ ଗରିବ ଛୁଆଙ୍କୁ ସହାୟତା ମିଳିପାରନ୍ତା, କାରଣ ଯେଉଁ ପଇସା ଏହି ଗଛରେ ଲାଗିଛି ତାହାର କୌଣସି ଉପଯୋଗିତା ଗଛ ତ କରିପାରୁନାହିଁ ନା କିନ୍ତୁ ବହୁତ ଦୀନ ଦୁଃଖୀଙ୍କର ଏହା ହିତରେ ଆସିପାରନ୍ତା ।