ଏହି ୪ ଟି ଜିନିଷ କେବେ କାହାକୁ ଧାର ଦିଅନ୍ତୁ ନାହିଁ,ନହେଲେ ଜୀବନରେ ଆପଣ..
ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ନିଜେ ଆମ ଭାଗ୍ୟର ନିର୍ମାଣ କାରୀ ଅଟୁ।ଆମେହିଁ ଆମ ଭାଗ୍ୟକୁ ଆଗକୁ ନେଇ ଯାଇଥାଉ ଯାହାଫଳରେ ଆମେ ଅପାର ଧନ ସମ୍ପତିର ମାଲିକ ହୋଇଥାଉ।ସେପଟେ ଆମେ ଏମିତି କିଛି କର୍ମ କରିଥାଉ ଯାହାଦ୍ୱାରା ଆମେ ହିଁ ଆମ ଭାଗ୍ୟକୁ ପଛକୁ ଠେଲି ଥାଉ ଯାହାଫଳରେ ଆମକୁ ଦରିଦ୍ରତା ପ୍ରାପ୍ତ ହୋଇଥାଏ।ଆଜି ଆମେ ଏଠାରେ କହିବୁକି ଆପଣ ଭୁଲରେବି ଅନ୍ୟମାନଙ୍କୁ ଏ ଜିନିଷ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ନହେଲେ ଆମେ ନିଜେ ବିପଦରେ ପଡିଥାଉ।
୧.ପ୍ରଥମ ଜିନିଷ ହେଉଛି କଲମ,ଯାହାଦ୍ୱାରା ଆମେ ଲେଖିଥାଉ।କଲମ ମଧ୍ୟ ଆପଣ କାହାପାଖରୁ ଉଧାରରେ ନେବା ଉଚିତ ନୁହେଁ ଆଉ ନା କେବେ କୌଣସି ବ୍ୟକ୍ତିକୁ ପେନ ଦେବାର ଅଛି।ଯଦି ଆପଣଙ୍କୁ କଲମ ନିହାତୀ ଆଵଶ୍ୟକ ତାହେଲେ ଆପଣଙ୍କ କାମ ସରିବା ପରେ ଆପଣଙ୍କୁ ପେନ ବା କଲମ ଫେରେଇ ଦେବାର ଅଛି।ଯଦି ଆମେ ଅନ୍ୟ ବ୍ୟକ୍ତିର କଲମ ନିଜ ପାଖରେ ରଖି ଦେଉଛନ୍ତି ଆଉ ତାକୁ ଫେରଉ ନାହାନ୍ତିତ ତାହେଲେ ଆପଣଙ୍କ ପାଖରେ ଆର୍ଥିକ ସଙ୍କଟ ଦେଖାଯାଇଥାଏ।ଆପଣ ଯଦି ସେ ପେନ ଫେରେଇ ନାହାନ୍ତି ତାହେଲେ ଆପଣ ସେ ପେନକୁ ନିଜ ପାଖରେ ରଖନ୍ତୁ ନାହିଁ।ଆପଣ ସେ ପେନକୁ ଗୋଟେ ଓସ୍ତ ଗଛ ତଳେ ରଖିବା ଉଚିତ।
୨.ଦ୍ୱିତୀୟ ଜିନିଷ ହେଉଛୁ ରୁମାଲ,ଆପଣ ନିଜ ରୁମାଲ ଆଉ କାହାକୁ ଦେବା ଉଚିତ ନୁହେଁ କି କାହାର ବ୍ୟବହାର କରିବା ଉଚିତ ନୁହେଁ।ଏମିତି କରିବା ଦ୍ୱାରା ଆପଣଙ୍କୁ ବହୁତ ଭାରି ପଇସାର ହାନି ସହିବାକୁ ପଡିଥାଏ।ରୁମାଲ କିମ୍ବା ଅନ୍ତ୍ରବସ୍ତ୍ର ଏହିଭଳି ଜିନିଷ ବ୍ୟକ୍ତିର ନକାରାତ୍ମକ ଓ ସକାରତ୍ମାକତା ସହିତ ଜଡିତ ଥାଏ।କେବେ କାହାର ଅନ୍ତ୍ରବସ୍ତ୍ର ଆଣିବେ ନାହିଁ କି ତାକୁ ଦେବେ ନାହିଁ ଏହା ଦ୍ୱାରା ପଇସାର ହାନି ହେବା ସହିତ ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ତାର ରୋଗ ଆମ ଶରୀରକୁ ପ୍ରବେଶ କରିଥାଏ।ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଆଵଶ୍ୟକ।
୩.ତୃତୀୟ ଜିନିଷ ହେଲା ଘଣ୍ଟା,ହାତରେ ପିନ୍ଧା ଯାଉଥିବା ଘଣ୍ଟା ମନୁଷ୍ୟର ଜୀବନ ଓ ଭାଗ୍ୟ ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।ସବୁ ମନୁଷ୍ୟର ଜୀବନରେ ଘଣ୍ଟା ହିଁ ଉଭୟ ସୁଖ ଓ ଦୁଃଖ ଫଳ ପ୍ରଦାନ କରିଥାଏ।କୌଣସି ବ୍ୟକ୍ତିର ଘଣ୍ଟା ଆମେ ଯଦି ଉଧାର ବା ଧାର ଆଣିଥାଉ ତାହେଲେ ସେ ବ୍ୟକ୍ତିର ଭାଗ୍ୟର ଶକ୍ତି ଆମ ପାଖକୁ ଚାଲି ଆସିଥାଏ।ଯାହାଫଳରେ ଆମକୁ ଆର୍ଥିକ ଅଭାବ ଓ ଅସଫଳତାର ସାମ୍ନା କରିବାକୁ ପଡିଥାଏ।ଯଦି ଆପଣ ନିଜ ଘଣ୍ଟା ଅନ୍ୟ କାହାକୁ ଦେଲେ ଯଦି ତାର ଭାଗ୍ୟରେ ଆପଣଙ୍କ ଭାଗ୍ୟଠାରୁ ମଜବୁତ ହୋଇଥାଏ।ତାପରେ ସେ ଯେତେବେଳେ ଆପଣଙ୍କୁ ଆପଣଙ୍କ ଘଣ୍ଟା ଫେରେଇବାକୁ ଆସେ ଆପଣଙ୍କୁ ଲାଗିବ ଆପଣଙ୍କ ଭାଗ୍ୟ ଯେମିତି କିଏ ଆପଣଙ୍କ ଠାରୁ ଛଡେଇ ନେଇଯାଇଛି।
୪.କେବେବି ଅନ୍ୟର ବେଡ଼ ଆଉ ଚଦରର ବ୍ୟବହାର କରିବା ଉଚିତ ନୁହେଁ।ଏମିତି ଜରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।ଏମିତି କରିବା ଦ୍ୱାରା ବାସ୍ତୁ ଉପରେ ଖରାପ ପ୍ରଭାବ ପଡିଥାଏ।ତାଧିତ ଏମିତି କରିବା ଦ୍ୱାରା ଘରେ ଧନ ସମ୍ପତିର ବୃଦ୍ଧି ହୋଇଥାଏ।କେବେବି କୌଣସି ବ୍ୟକ୍ତି ବିଛଣା ମାଗିବାକୁ ଆସିଥାଏତ ଆପଣଙ୍କୁ ନୂଆ ଓ ସତେଜ ବିଛଣା ଦେବା ଆଵଶ୍ୟକ ହୋଇଥାଏ।ନହେଲେ ଆମ ଘରେ ଧନ ଓ ସୁଖ ସଂବୃଦ୍ଧିରେ ବୃଦ୍ଧି ହୋଇନଥାଏ।