June 21, 2025

Odia Express

Here, There and Everywhere

ଶକ୍ତିର ଭଣ୍ଡାର ଅଟେ ଏହି ଜିନିଷ – ରୋଗ,ବୁଢ଼ାପଣ,ଦୁର୍ବଳତା ସବୁ ଭଲ ହୋଇଯାଇଥାଏ -ନିଶ୍ଚୟ ଜାଣିରଖନ୍ତୁ…

ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଘରୋଇ ଉପାୟ ନେଇ ଆସି ଅଛୁ ଯାହା ଆପଣଙ୍କ ପାଇଁ ଶକ୍ତିର ଭଣ୍ଡାର ଅଟେ।ଯାହାକୁ ବ୍ୟବହାର କରିବା ଦ୍ୱାରା ଆଣ୍ଠୁ ଓ ଗଣ୍ଠି ଦରଜ ସବୁ ଭଲ ହୋଇଯାଏ ଓ ଆପଣଙ୍କ ଶରୀର ସାରା ଶକ୍ତି ଖେଳିଯାଏ।ଆଉ ଆପଣଙ୍କ ଶରୀରକୁ କେବେବି ରୋଗ ଛୁଇଁବ ନାହିଁ।ଆଜି ଆମେ ଏହି ଭଳି ଜିନିଷ ଆପଣଙ୍କ ପାଇଁ ନେଇ ଆସିଛୁ ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇ ଥାଏ।ଯାହାଦ୍ୱାରା କୌଣସି ରୋଗ ଆପଣଙ୍କ ପାଖକୁବାସିବ ନାହିଁ।ଯାହାଦ୍ୱାରା ଆପଣ ସବୁ ପ୍ରକାରର ରୋଗରୁ ରକ୍ଷା ପାଇ ପାରିବେ।

ଏବେ ଆସନ୍ତୁ ଜାଣିବା ସେ କେଉଁ ସବୁ ଜିନିଷ ଯାହାଦ୍ୱାରା ଆପଣଙ୍କ ପାଖକୁ ରୋଗ ଆସିବ ନାହିଁ ଓ ସବୁ ପ୍ରକାରର ରୋଗ ଦୁର ହୋଇଯିବ।ଏହି ସବୁ ଜିନିଷ ବିଭିନ୍ନ ପ୍ରକାରର କ୍ୟାଲ୍ସିୟମରେ ଭର ପୁର ରହିଥାଏ ଓ ଆମ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ।ମଧୁମେହ,କୋଲେଷ୍ଟ୍ରୋଲ ଭଳି ରୋଗର ସମସ୍ୟା ହୋଇଥାଏ।ଆପଣଙ୍କୁ କେବେ କୌଣସି ପେଟ ରୋଗ ହୋଇନଥାଏ।ଏବେ ଆସନ୍ତୁ ଜାଣିବା ସେ ସବୁ ଜିନିଷ ବିଷୟରେ।ଯାହା ସବୁଠାରୁ ଅଧିକ ଦରକାରୀ ଓ ପ୍ରଥମ ମୁଖ୍ୟ ସାମଗ୍ରୀ ହେଉଛି ବାଦାମ।

ଆପଣମାନେ ନିଶ୍ଚିନ୍ତ ଭାବରେ ବାଦାମ ଦ୍ୱାରା ହେଉଥିବା ଲାଭ ବିଷୟରେ ଆପଣ ମାନେ ଭଲ ଭାବରେ ଜାଣିଥିବେ।ଯଦି ଆପଣ ସୁସ୍ଥ ଓ ତନ୍ଦରୁସ୍ତ ରହିବାକୁ ଚାହୁଁଛନ୍ତି ତାହ୍ରଲେ ଆପଣଙ୍କୁ ବାଦାମର ସେବନ କରିବାର ଅଛି।ଆପଣ ଏହାକୁ ରାତିରେ ନେବେ ଓ ତାକୁ ଭିଜେଇ ରଖି ଦେବେ।ତାପରେ ସକାଳୁ ଏହାର ଚୋପା ଛଡେ଼ଇ ଏହାକୁ ଖାଇବାର ଅଛି।ଦ୍ୱିତୀୟ ଜିନିଷ ଯାହା ଅଛି ସେ ହେଉଛି ଅଳସୀ।ଏହି ଅଳସୀର ସେବନ କରିବା ଦ୍ୱାରା ଆମ ଶରୀରର ମୋଟା ପଣକୁ କମେଇଥାଉ ଆଉ ମଧୁମେହ ଓ ହୃଦୟ ଜାମ ଭଳି ସମସ୍ୟା ଦୁର କରିଥାଏ।

ଏହି ଅଳସୀ ଅତି ମୂଲ୍ୟବାନ ହୋଇଥାଏ ଏହାକୁ ସେବନ କରି ଆପଣ ନିଜ ସମ୍ପୂର୍ଣ୍ଣ ଶରୀରକୁ ତନ୍ଦରୁସ୍ତ ରଖି ପାରିବେ।ଆଉ ସବୁ ପ୍ରକାରର ରୋଗରୁ ବହୁତ ଶିଘ୍ର ଉପଶମ ମିକିଥାଏ।ଆପଣ ନିଜ ଆଖିର ଦୃଷ୍ଟି ଶକ୍ତିକୁ ଏହାକୁ ବ୍ୟବହାର ଦ୍ୱାରା ବଢ଼େଇ ପାରିବେ।ଅଣ୍ଟା ଓ ଆଣ୍ଠୁ ବିନ୍ଧା ରୁ ଆମକୁ ଏହି ଅଳସୀ ରକ୍ଷା କରିଥାଏ।ଆପଣ ଅଳସୀକୁ ନେଇ ଗୋଟେ ଚାମୁଚ ପାଣିରେ ପକେଇବେ।ଆଉ ତାପର ଦିନ ସକାଳୁ ଏହି ଅଳସୀ ଓ ତା ପାଣିକୁ ପିନେବେ।ଆଉ ସେ ଅଳସୀକୁ ଚୋବେଇ ଚୋବେଇ ଖାଇ ନେବେ।

ତାପରେ ଆମେ ଯେଉଁ ଜିନିଷ ନବା ସେ ହେଉଛି ଅଖରୋଟ।ଏହାକୁ ଦୁନିଆର ସବୁଠାରୁ ଚମତ୍କାରି ଔଷଧି ଭାବରେ ଜଣାଯାଏ।କାହିଁକିନା ଅଖରୋଟକୁ ଖାଇବା ଦ୍ୱାରା ଆମ ଶରୀରରେ ନୂଆ ଶକ୍ତିର ସଞ୍ଚାର ହୋଇଥାଏ।ଆମର ବୁଦ୍ଧି ପ୍ରଖର ହୋଇଥାଏ ଆଉ ମଧୁମେହ ରୋଗରୁ ରକ୍ଷା ମିଳିଥାଏ।ଯଦି ଆପଣ ସବୁ ଦିନ ୨ ଟି ଅଖରୋଟ ସେବନ କରିବେ ତାହେଲେ ଆପଣଙ୍କୁ ହୃଦୟ ଜାମ ଭଳି ସମସ୍ୟା ହେବ ନାହିଁ।ତାପରେ ମୁଖ୍ୟ ଜିନିଷ ହେଉଛି ସୁଖିଲା ନଡ଼ିଆ।ଆପଣ ଏହାକୁ ସେବନ କରିବା ଦ୍ୱାରା ଆପଣ ନିଜ ଶରୀରରେ ଗୋଟେ ଅଦ୍ଧଭୁତ ପ୍ରକାରର ଶକ୍ତିର ଅନୁଭବ କରି ପାରିବେ।

ନିଜ ଶରୀରରେ ଥିବା ଦୁର୍ବଳତାକୁ କମେଇଥାଏ ଓ ରକ୍ତହିନତାକୁ କମେଇଥାଏ,ଆଉ ଶରିରରେ ରକ୍ତର ସଂଚାର କରିଥାଏ।ବାଦାମ ଏହା ବହୁତ ଶସ୍ତା ହୋଇଥାଏ ଓ ଗରିବ ଲୋକଙ୍କର ଖଜଣା କୁହାଯାଏ।ଯଦି ଆପଣ ନିଜ ଜୀବନରେ ଏହାକୁ ସବୁଦିନ ସେବନ କରନ୍ତି ତାହେଲେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ହୋଇନଥାଏ।ଆଣ୍ଠୁ,ଗଣ୍ଠି ବିନ୍ଧେନି,ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।ଆପଣ ପ୍ରତି ସପ୍ତାହରେ ଥରେ ଆମକୁ ପତ୍ରି ୫ ଦିନରେ ଥରେ ୨ ଟି ଜିନିଷର ସେବନ କରିବାର ଅଛି।ଆପଣ ସେ ସବୁକୁ ରାତିସାରା ପାଣିରେ ଭିଜେଇବା ଆଉ ଏହାର ସେବନ କରିବେ।ଆପଣ ଅଳ୍ପ ଦିନରେ ନିଜ ଭିତରେ ବହୁତ ବଡ଼ ପରିବର୍ତ୍ତନ ଦେଖିପାରିବେ।

Leave a Reply

Your email address will not be published. Required fields are marked *