November 22, 2024

Odia Express

Here, There and Everywhere

ଫୋନ୍ ଉଠାଇଲେ ସବୁଠାରୁ ପ୍ରଥମେ “ହ୍ୟାଲୋ” କଣ ପାଇଁ କହନ୍ତି ? ସତ ଜାଣିଲେ ଘୁରାଇଦେବ ମୁଣ୍ତ

ଦୁନିଆଁରେ ସବୁ କଥାର ପଛରେ କିଛି ନା କିଛି ତର୍କ ଲୁଚି ରହିଥାଏ , ବିଲକୁଲ୍ ସେହି ପରି ଗୋଟେ କଥା ଯାହା ପୁରା ଦୁନିଆଁର ମଣିଷଙ୍କ ମଧ୍ୟରେ ସାଧାରଣ ଅଟେ ତାହା ଏହା କି ଯେବେ କାହାର ଫୋନ୍ ଆସେ ତେବେ ସବୁଠାରୁ ପ୍ରଥମେ ଆମେ ହ୍ୟାଲୋ କହିଥାଉ , ଏହି ଅଭ୍ୟାସ ନା କେବଳ ଭାରତୀୟଙ୍କ ମଧ୍ୟରେ ଅଛି ବରଂ ଦେଶର ସବୁ ଦେଶରେ ଅଲଗା ଅଲଗା ଭାଷାର ଲୋକ ବି ବ୍ୟବହାର କରନ୍ତି , ଫୋନ୍ ଉଠାଇଲେ ସବୁଠାରୁ ପ୍ରଥମେ ହ୍ୟାଲୋ କଣ ପାଇଁ କୁହନ୍ତି , ଏହାର ପଛରେ ବୈଜ୍ଞାନିକମାନେ ରିସର୍ଚ୍ଚ କଲେ ବହୁତ ଲୋକ ବହୁତ ପୁସ୍ତକ ଖୋଜିପକାଇଲେ ଓ ବହୁତ ଲୋକଙ୍କ ମନରେ ଏବେ ବି ଅବୁଝା ଅଛି କି ଏମିତି କଣ ପାଇଁ ହୁଏ ଏମିତି କେବଳ ମୋବାଇଲ୍ ରେ ଫୋନ୍ ଆସିଲେ ହୁଏ ନାହିଁ ବରଂ ଲ୍ୟାଣ୍ତଲାଇନ୍ ରେ ଯେବେ ରିଙ୍ଗ୍ ହୋଇଥାଏ ତେବେ ଲୋକେ ଉଠାଇଲେ ଏହି ହ୍ୟାଲୋ କହିଥାନ୍ତି , ଆଜିର ସମୟରେ ଫୋନ୍ ର ବ୍ୟବହାର ସମସ୍ତେ କରୁଛନ୍ତି , ତେବେ ଏହି ହ୍ୟାଲୋ କହିବାର ପ୍ରାବଧାନ କେଉଁଠୁ ଓ କେବେ ଆସିଲା ଆସନ୍ତୁ ଜାଣିବା ।

ଯେବେ ଆପଣଙ୍କ ମୋବାଇଲ୍ କିମ୍ବା ଲ୍ୟାଣ୍ତଲାଇନ୍ ର ଘଣ୍ଟି ବାଜେ ତେବେ ପ୍ରଥମେ ଆପଣ କହିଥାନ୍ତି ହ୍ୟାଲୋ, ଯାହା କଣ ପାଇଁ କୁହାଯାଇଥାଏ କେହି ବି ଜାଣିନାହାନ୍ତି , କିନ୍ତୁ କେବେ ଆପଣ ଭାବିଛନ୍ତି ଫୋନ୍ ଉଠାଇବାପରେ ହ୍ୟାଲୋ କଣ ପାଇଁ କହନ୍ତି , ହ୍ୟାଲୋର ଆବିଷ୍କାର ଲୋକଙ୍କ ମଧ୍ୟରେ ପରସ୍ପର କଥାବାର୍ତ୍ତା ବଢାଇବାପାଇଁ ହୋଇଥିଲା,  ଏହି ଶବ୍ଦ ଏତେ ଜଲଦି କମନ୍ ହୋଇଗଲା କି ଆଜି ଅଲଗା ଅଲଗା ଦେଶରେ ଅଲଗା ଅଲଗା ଭାଷାରେ ଲୋକେ ଏହି ଶବ୍ଦକୁ କହିଥାନ୍ତି , ଆପଣଙ୍କୁ ଜଣେଇଦେବୁ କି ୨୧ ନଭେମ୍ବର ୧୯୭୩ କୁ ପୁରା ଦୁନିଆଁ ୱାର୍ଲଡ୍ ହ୍ୟାଲୋ ଡେ ପାଳିତ ହୋଇଥାଏ , କିନ୍ତୁ ଆଜିର ସମୟରେ ଲୋକେ ଏହାକୁ ଭୁଲି ସାରିଛନ୍ତି , ହ୍ୟାଲୋର ବ୍ୟବହାର ଆଜି ବି ସବୁ ଜାଗାରେ କରାଯାଏ , ଫୋନ୍ ରେ ହ୍ୟାଲୋ କହିବାର ଆବିଷ୍କର ଗ୍ରାହମ୍ ବେଲ୍ କରିଥିଲେ ।

ସେ କେବଳ ଫୋନ୍ ର ଆବିଷ୍କାର କରିନଥିଲେ ବରଂ କଥା କହୁଥିବା ଭାଷାର ଆବିଷ୍କାର କରିଥିଲେ , ଏକ ରିପୋର୍ଟରୁ ଜଣାଯାଏ କି ଗ୍ରାହମ୍ ବେଲ୍ ଙ୍କ ଗାର୍ଲଫ୍ରେଣ୍ତଙ୍କ ନାଁ ମାର୍ଗରିଟ୍ ହେଲୋ ଥିଲା, ଯାହାଙ୍କୁ ସେ ବହୁତ ପ୍ରେମ କରୁଥିଲେ । ଗ୍ରାହମ୍ ନିଜ ଗାର୍ଲଫ୍ରେଣ୍ତ ପ୍ରେମରୁପକ ହ୍ୟାଲୋ କହି ଡାକୁଥିଲେ ଯାହାକି ତାଙ୍କର ସରନେମ୍ ଥିଲା , ଯେପରି ସେ ଫୋନର ସଫଳ ଆବିଷ୍କାର କଲେ ସବୁଠାରୁ ପ୍ରଥମେ ସେ ହ୍ୟାଲୋ ଶବ୍ଦକୁ ପ୍ରୟୋଗ କରିଲେ , ଓ ସେହି ନାଁରେ ନିଜ ଗାର୍ଲଫ୍ରେଣ୍ତକୁ ବି ଡାକୁଥିଲେ , ଏହି କାରଣରୁ ବହୁତ ଦଶନ୍ଧୀ ଧରି ଏହି ହ୍ୟାଲୋ ଶବ୍ଦର ଉଚ୍ଚାରଣ ଆଜି ବି ହେଉଛି ।

ଗୋଟେ ସମୟ ଥିଲା ଯେବେ କାହାକୁ କୌଣସି ସନ୍ଦେଶ ଦେବାର ଥିଲେ ପତ୍ର ବା ଚିଠି ମାଧ୍ୟମରେ ପଠାଉଥିଲେ , ଯାହାକି ୧୫ଦିନ ପାଖାପାଖି ଲାଗିଯାଉଥିଲା , କିନ୍ତୁ ସମୟ ବଦଳିବା ସହ ଗ୍ରାହମ୍ ବେଲ୍ ଏପରି ଏକ ଆବିଷ୍କାର କଲେ ଯାହା ଲୋକଙ୍କର ସବୁ ସମସ୍ୟାର ସମାଧାନ ହୋଇଗଲା , ଟେଲିଫୋନର ଆବିଷ୍କାର ଗ୍ରାହମ୍ ବେଲ୍ ୧୮୭୬ ରେ ୟୁଏସ୍ ରେ କରିଥିଲେ  କିନ୍ତୁ କିଛି ଇତିହାସକାରଙ୍କ ଏହା ମାନିବା କଥା କି ଟେଲିଫୋନର ଆବିଷ୍କାର ଏଲିଶା ଗ୍ରେ କରିଥିଲେ , ଏବେ ଦୁନିଆଁର ସବୁ ମଣିଷଙ୍କ ପାଖରେ ନିଜ ମୋବାଇଲ୍ ଫୋନ୍ ଅଛି , ସେ ଯେତେ ଦୁରରେ ରହିଲେ ବି ନିଜ ପରିବାର ସହ ଆରାମରେ କଥାବାର୍ତ୍ତା ହୋଇପାରୁଛନ୍ତି ।

Leave a Reply

Your email address will not be published. Required fields are marked *