ଆଜିର ମଜାଦାର ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି,ଯାହାକୁ ଆପଣ ଅଧା ଖାଇ ଯାଆନ୍ତୁ ତଥାପି ତାହା ପୁରୀ ରହିଥାଏ -ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ..
1 min readଆସନ୍ତୁ ଜାଣିବା କେତେକ ମଜାଳିଆ ପ୍ରଶ୍ନ ଓ ଏହାର ଉତ୍ତର,ଆଉ କେତେକ ମଜାଳିଆ ଓ ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଏହାର ମହତ୍ତ୍ୱ ପୁର୍ଣ୍ଣ ଉତ୍ତର। ଯାହାଦ୍ୱାରା ଆମ ମାନଙ୍କର ସାଧାରଣଜ୍ଞାନର ବୁଦ୍ଧିର ବିକାଶ ହୋଇଥାଏ।ଏଭଳି ପ୍ରଶ୍ନ ଆପଣଙ୍କୁ ଜୀବନରେ ଉପସ୍ଥିତ ବୁଦ୍ଧିର ମାନ ଦେଖେଇଥାଏ |ଆପଣ ନିଜ ଭିତରେ କେତେ ବୁଦ୍ଧିମାନ ଏହା ଜାଣିବା ପାଇଁ ଏହି ପ୍ରଶ୍ନ ଗୁଡିକ ବେଶ ଉପାଦେୟ | ତେବେ ଏହି ପ୍ରଶ୍ନ ଆପଣଙ୍କୁ କେଉଁ କେଉଁ ଜାଗାରେ ମଧ୍ୟ ପରୀକ୍ଷା ରେ ଆସିପାରେ |ତେବେ ଯଦି ଏହି ପ୍ରଶ୍ନ ଗୁଡିକ ଭଲ ଲାଗୁଚି ତେବେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ
ତେବେ ଆସନ୍ତୁ ଜାଣିବା ଆମ ଜାଣିବା ଏକ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-ଭାରତର ରାଷ୍ଟ୍ରୀୟ ଖେଳ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହକି।
ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ଜିନିଷ ଅଟେ ଯାହା ନିଜେ ଦେଖି ପାରି ନଥାଉ କିନ୍ତୁ ସେ ଆମ ମାନଙ୍କୁ ରାସ୍ତା ଦେଖେଇ ଥାଏ,ତାହେଲେ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲାଠି ବା ଅନ୍ଧ ମାନଙ୍କର ଆଶା ବାଡ଼ି।
ପ୍ରଶ୍ନ ନମ୍ବର୍ ୦୩:-ଏମିତି କେଉଁ ଜିନିଷ ଅଟେ ଯାହା ଆପଣଙ୍କ ଘରେ ରହିଥାଏ,ଆଉ ମାଟିରେ ନିଜର ମୁଣ୍ଡ ବାଡେଇ ଥାଏ,ତାହେଲେ ସେ ଜିନିଷ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝାଡୁ।
ପ୍ରଶ୍ନ ନମ୍ବର୍ ୦୪:-ଏମିତି କେଉଁ ଫୁଲ ଅଛି ଯାହା କେବେ ଏହା ପସ୍ପୁଟିତ ହୋଇ ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏପ୍ରିଲ ଫୁଲ।
ପ୍ରଶ୍ନ ନମ୍ବର୍ ୦୫:-ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଲାଇସେନ୍ସର ଆଵଶ୍ୟକତା ନଥାଏ।
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍କୃଡ୍ରାଇଭର।
ପ୍ରଶ୍ନ ନମ୍ବର୍ ୦୬:-ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପର ନଥାଏ କିନ୍ତୁ ତଥାପି ସେ ଉଡିଥାଏ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୁଡ଼ି।
ପ୍ରଶ୍ନ ନମ୍ବର୍ ୦୭:-ଏମିତି କେଉଁ ଜିନିଷ ଯାହା ଆମ ପାଖରେ ଅଛି ଆମେ ତାକୁ ଦେଖି ପାରୁ କିନ୍ତୁ ଧରି ପାରି ନଥାଉ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମ ଶରୀରର ଛାଇ।
ପ୍ରଶ୍ନ ନମ୍ବର୍ ୦୮:-ଭାରତର କେଉଁ ରାଜ୍ୟର ନିଜର ଅଲଗା ପତକା ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାମ୍ମୁ ଓ କାଶ୍ମୀରର।
ପ୍ରଶ୍ନ ନମ୍ବର୍ ୦୯:-ଏମିତି କେଉଁ ଜୀବ ଅଛି ଯିଏକି ଯେକୌଣସି ଖାଦ୍ୟର ସ୍ୱାଦ ଜିଭରେ ନୁହଁ ପାଦରେ ଚାଖି ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରଜାପତି।
ପ୍ରଶ୍ନ ନମ୍ବର୍ ୧୦:-ଚିନିର ଖୋଜା କେଉଁ ଦେଶରେ ହୋଇଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତରେ।
ପ୍ରଶ୍ନ ନମ୍ବର୍ ୧୧:-ଭାରତରେ ଗହମର ସବୁଠାରୁ ବଡ଼ ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଞ୍ଜାବ।
ପ୍ରଶ୍ନ ନମ୍ବର୍ ୧୨:-ଗୋଟେ ନୂଆ ଜନ୍ମିତ ଶିଶୁ ଭିତରେ କେତେ ରକ୍ତ ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୭୦ ଏମ.ଏଲ।
ପ୍ରଶ୍ନ ନମ୍ବର୍ ୧୩:-ଦୁନିଆର ସବୁଠାରୁ ଅଧିକ ଡାକଘର କେଉଁ ଦେଶରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତରେ।
୧୪:-ବେଙ୍ଗ ନିଶ୍ୱାସ ନନେଇ ପାଣି ଭିତରେ କେତେ ସମୟ ରହି ପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪-୭ ଘଣ୍ଟା।
୧୫:-ସେ କେଉଁ ପ୍ରାଣୀ ଅଟେ ଯାହା କେବେ ମରି ନଥାଏ ଓ ସବୁବେଳେ ବଞ୍ଚିକି ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜେଲି ମାଛ।
୧୬:-ଏମିତି କେଉଁ ଜିନିଷ ଅଛି,ଯାହାକୁ ଆପଣ ଅଧା ଖାଇ ଯାଆନ୍ତୁ ତଥାପି ତାହା ସମ୍ପୂର୍ଣ୍ଣ ରହିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁରୀ। ଆମ ଖାଦ୍ୟରେ ବ୍ୟବହାର କରୁଥିବା ପୁରୀ।
ଏହା ଥିଲା କେତେକ ଜ୍ଞାନ ବର୍ଦ୍ଧକ ଓ ବୁଦ୍ଧି ବର୍ଦ୍ଧକ ପ୍ରଶ୍ନ ଓ ଏହାର ଉତ୍ତର ଯାହାକୁ ଜାଣିବା ପରେ ଆପଣ ମାନେ ନିଶ୍ଚିନ୍ତ ଭାବରେ ଉପକୃତ ହୋଇଥିବେ।