ଇଏ ହେଲେ ଦୁନିଆଁର ସବୁଠାରୁ ଧନୀ ଖେଳାଳୀ, IPL ରେ ସବୁଟିମ୍ ଗୁଡିଙ୍କୁ ବହୁତଥର କିଣିବାର ରଖିଛନ୍ତି ଶକ୍ତି…
ଦୁନିଆଁର ପଇସା ବାଲା ଲୋକଙ୍କର ଏବେ ଚର୍ଚ୍ଚା ଅଛି , ଯାହାଙ୍କ ପାଖରେ ପଇସା ଅଛି ସେ ଶକ୍ତିଶାଳୀ ଅଟନ୍ତି , ଭାରତରେ ଅଧିକା ପଇସାର ବର୍ଷା ହୋଇଥାଏ , ଆଇପିଏଲ୍ ସମୟରେ ଯେବେ ଧନୀ ଟିମ୍ ର ମାଲିକ ଖେଳାଳୀଙ୍କୁ ଲକ୍ଷାଧିକ ଓ କୋଟିଏ ଟଙ୍କାରେ କିଣିଥାନ୍ତି ଓ ବିକ୍ରି କରିଥାନ୍ତି , ଏହି ସମୟରେ ସମସ୍ତଙ୍କ ନିଲାମ ହୋଇଥାଏ , ଓ ସମସ୍ତେ ବଢେଇ ଚଢେଇକରି ଦାମ୍ ନିଲାମୀ ହୋଇଥାଏ , ଯିଏ ବହୁତ ବଡ ଖେଳାଳୀ ହୋଇଥାନ୍ତି ତାଙ୍କର୍ ନିଲାମୀ ବହୁତ ଅଧିକା ହୋଇଥାଏ , କିନ୍ତୁ କେଉଁ କୋଟିପତି ଉପରେ ଲକ୍ଷାଧିକ ଟଙ୍କାରେ ନିଲାମୀ ଲାଗିଥିବାର ଶୁଣିଥିଲେ କି , ଆମେ ଏହିଥର ଆଇପିଏଲ୍ ରେ ନୁଆ ଖେଳାଳୀ ଆୟର୍ମାନ୍ ବିରଲା ଙ୍କ କଥା କହୁଛୁ , ଯିଏ ନିଜେ ବିଲିୟନ୍ ଟଙ୍କାର ମାଲିକ ଅଟନ୍ତି , କିନ୍ତୁ ତାଙ୍କ ଉପରେ ଲକ୍ଷାଧିକ ଟଙ୍କାର ନିଲାମୀ ଡକାହୋଇଛି, ସିଏ ହେଲେ ଦୁନିଆଁର ସବୁଠାରୁ ଧନୀ ଖେଳାଳୀ, ଯାହାଙ୍କର ଉପରେ ଏତିକି ନିଲାମୀ ଲାଗିଛି ଯାହାକି ତାଙ୍କ କମ୍ପାନୀର କର୍ମଚାରୀଙ୍କ ସ୍ୟାଲେରି ପ୍ୟାକେଜ୍ ହୋଇଥାଏ ।
୨୦ ବର୍ଷର ଆୟର୍ମାନ୍ ବିର୍ଲା ଆଇପିଏଲ୍ ରେ ୩୦ ଲକ୍ଷ ଟଙ୍କାର ନିଲାମରେ କ୍ରୟ ହୋଇଛନ୍ତି , ଯାହାଙ୍କୁ ରାଜସ୍ଥାନ ରୋୟାଲ୍ ଏକ ବୋଲର୍ ହିସାବରେ କିଣିଛନ୍ତି , ଆର୍ୟମାନ ଚାହିଁଲେ ଆଇପିଏଲ୍ ର ସବୁ ଟୀମ୍ ଏକେଲା କିଣିପାରିବେ କିନ୍ତୁ ନିଜକୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହେଲେ , ସବୁ ବର୍ଷ ପରି ଏହି ବର୍ଷ ଆଇପିଏଲ୍ ରେ ସବୁ ଖେଳାଳୀଙ୍କ ଭଲ ନିଲାମୀ ହୋଇଛି, ସବୁ ଟୀମ୍ ରେ ଦାମିକା ଖେଳାଳୀଙ୍କୁ ବି ସାମିଲ୍ କରାଯାଇଛି, ଆର୍ୟମାନ୍ ଦେଶର ଜଣାଶୁଣା ବିଜନେସ୍ ମ୍ୟାନ୍ କୁମାର ମଙ୍ଗଳମ୍ ବିରଲାଙ୍କ ପୁଅ ଅଟନ୍ତି , ଯାହାଙ୍କୁ ରାଜସ୍ଥାନ ରୋୟାଲ୍ସର ମାଲିକ ୩୦ ଲକ୍ଷରେ କିଣିଛନ୍ତି , କିନ୍ତୁ ଏବେ ତାଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଖେଳିବାକୁ ମଉକା ମିଳିନାହିଁ , ଯେବେ କି ୩୦ ଲକ୍ଷରେ ବିକ୍ରି ହୋଇଥିବା ଏହି ଖେଳାଳୀ ୭,୯ ବିଲିୟନ୍ ଡଲାରର ମାଲିକ ଅଟେ, ଆର୍ୟମାନ ବିର୍ଲାଙ୍କ ପାଖରେ ଏତେ ପଇସା ଅଛି କିନ୍ତୁ ସେ କ୍ରିକେଟ୍ ରେ ନିଜ କ୍ୟାରିୟର ବନାଇବାକୁ ଇଚ୍ଛା ରଖୁଛନ୍ତି ଏଥିପାଇଁ ସେ ଆଇପିଏଲ୍ ପରି ବଡ ପ୍ଲାଟଫର୍ମ ବାଛିଛନ୍ତି , ରାଜସ୍ଥାନ ରୋୟାଲ୍ସ ଟୀମ୍ ରେ ସାମିଲ୍ ହେବାର ଫଇସଲା ସେ ନେଇଛନ୍ତି , ଏହି ବର୍ଷ ଆର୍ୟମାନ ଖେଳିବାକୁ ମଉକା ମିଳିନାହି, କିନ୍ତୁ ଆଗାମୀ ବର୍ଷ ତାଙ୍କୁ ଚାନ୍ସ ମିଳିପାରେ ,
ଆଦିତ୍ୟ ଗ୍ରୁପ୍ ଅଫ୍ ବିରଲା ର ଫାଉଣ୍ତର ବିକ୍ରମ ବିର୍ଲା ଙ୍କ ପୁଅ କୁମାର ମଙ୍ଗଳମ୍ ବିର୍ଲା ଅଟନ୍ତି । ଯିଏ ଏହି ଇଣ୍ତଷ୍ଟ୍ରିରେ ଚେୟାରମ୍ୟାନ୍ ପଦରେ କାର୍ଯ୍ୟରତ ଅଛନ୍ତି ୧୯୮୯ ରେ ନିରଜା ବିର୍ଲାଙ୍କୁ ସେ ବିବାହ କରିଥିଲେ , ଯାହାଙ୍କ ତିନୋଟି ଛୁଆ ଅନନ୍ୟା, ଆର୍ୟମାନ, ଓ ଆର୍ୟମାନ୍ ବିକ୍ରମ ଅଟନ୍ତି, ଆର୍ୟମାନ୍ ନିଜ କ୍ୟାରିୟରକୁ ଏକ କ୍ରିକେଟିୟର ରୁପରେ ବାଛିଥିଲେ , ଓ ତାଙ୍କ ବାପା ଏହାକୁ ପୁର୍ଣ୍ଣ ସମର୍ଥନ କରିଥିଲେ , କୁମାର ମଙ୍ଗଳମ୍ ଙ୍କ ବିଜନେସ୍ ନେତୃତ୍ୟରେ କମ୍ପାନୀ ବହୁତ ପ୍ରଫିଟ୍ କରିଥିଲା, ଓ ବହୁତ ପ୍ରାଇଭେଟ୍ ମାର୍କେଟ୍ ରେ ପପୁଲାର୍ ଅଛନ୍ତି,
ଫର୍ବୋସ୍ ରେ ବିର୍ଲା କମ୍ପାନୀ ନାଁ ଟପ୍ ୧୦ ରେ ସାମିଲ୍ ଅଛି , ଓ କୁମାର ମଙ୍ଗଳମ୍ ଦୁନିଆଁର ଟପ୍ ବିଲେନିୟର୍ସଙ୍କ ସୁଚୀରେ ଅଛନ୍ତି, ସେ ଲଣ୍ତନରେ ଏମ୍ ବିଏ କରିଛନ୍ତି , ଓ ଭାରତର ଆଇସିଏଆଇ ରୁ ଚାଟାର୍ଡ ଏକାଉଣ୍ଟ ପାଠ ପଢିଛନ୍ତି, ୧୯୯୫ ରେ ୨୮ ବର୍ଷ ବୟସରେ ସେ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଚେୟାରମ୍ୟାନ୍ ପଦ ସଂମ୍ଭାଳୀଲେ , ଏହାପରେ ସେ ବିର୍ଲା ସନ୍ ଲାଇଫ୍ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ , ବିରଲା କର୍ପୋରେସନ୍ , ଗ୍ରାସିମ୍ ଇଣ୍ତଷ୍ଟ୍ରି, ହିନ୍ଦକୋ ଇଣ୍ତଷ୍ଟ୍ରି, ଆଇଡିଆ ସେଲୁଲାର୍ , ଅଲଟ୍ରାଟେକ୍ ସିମେଣ୍ଟ୍ ପରି ବଡ ବଡ ବ୍ରାଣ୍ତର ପ୍ରଡକ୍ସନ୍ କରୁଛନ୍ତି ।