ଆସନ୍ତୁ ଜାଣିବା ‘S’ ଓ ‘B’ ନାମକ ଲୋକଙ୍କ ଯୋଡି ବିଷୟରେ – ଦେଖନ୍ତୁ କିଏ କେଉଁ ଗୁଣର ଅଧିକ ଅଟନ୍ତି..
1 min readନମସ୍କାର ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା ଏସ ନାମକ ବ୍ୟକ୍ତିଙ୍କ ସହ ଡି ନାମ ଧାରୀ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ ଆଜି ଆମେ ଜାଣିବା।ଯଦି ସେ ବୈବ୍ୟବାହିକ ଜୀବନରେ ସାଥିରେ ଆସିଥାନ୍ତିତ ସେମାନଙ୍କୁ କେଉଁ ସବୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ଆସନ୍ତୁ ଜାଣିବା।ଆଜିର ସମ୍ପୂର୍ଣ୍ଣ କଥା ଆମେ ୭ ଟି ପଏଣ୍ଟ ମାଧ୍ୟମରେ ଦେଖିବା ସେ ଗୁଡିକ ହେଉଛି :-
୧.ବ୍ୟକ୍ତିତ୍ୱ:- ଯେଉଁମାନଙ୍କ ନାମ ଏସରୁ ଆରମ୍ଭ ହୋଇଥାଏ ସେମାନେ ଜିବନରେ ନେତା ସ୍ୱଭାବର ହୋଇଥାନ୍ତି।ଏମାନଙ୍କର ସ୍ଵଭାଵ ବହୁତ ପ୍ରଭାବ ସାଳି ହୋଇଥାନ୍ତି ଓ ଜୀବନରେ ସବୁ ସ୍ଥାନରେ ସଫଳତା ପ୍ରାପ୍ତ କରିଥାନ୍ତି।ବି ନାମର ଲୋକ ସ୍ୱଭାବରେ ବହୁତ ସୁନ୍ଦର ହୋଇଥାନ୍ତି ଆଉ ଆମେ ତାଙ୍କ ଉପରେ ବହୁତ ସହଜରେ ବିଶ୍ୱାସ କରି ପାରିବା।ତେଣୁ ଏଠାରେ ସେମାନଙ୍କୁ କୌଣସି ଅସୁବିଧା ଆସି ନଥାଏ।
୨.ଗୁଣ:-ଏସ ନାମକ ଗୁଣ ଵାଲା ଝିଅଙ୍କ ଗୁଣ ବହୁତ ଭଲ ହୋଇଥାଏ।ସେ ସମସ୍ତଙ୍କ ସହ ମିଶି ଯାଆନ୍ତି ଓ ମୁହଁରେ ସବୁ ବେଳେ ହସ ରଖି ଯାଇଥାନ୍ତି,ଲୋକଙ୍କ ସହ ଭଲ ଭାବରେ ବ୍ୟବହାର କରନ୍ତି ଓ ଏମାନଙ୍କ ଗୁଣ ବହୁତ ଭଲ ହୋଇଥାଏ ଏମାନଙ୍କ ହୃଦୟରେ ଯାହାଥାଏ ମୁହଁରେ ସେଇଆ ଥାଏ।ସେଠାରେ ବି ଅକ୍ଷରର ଲୋକ ଲୋକଙ୍କ ସହିତ ବହୁତ ରାଗିକି କଥା ହୋଇଥାନ୍ତି କିନ୍ତୁ କହିବାକୁ ଗଲେ ଏମାନଙ୍କର ସ୍ଵଭାଵ ବହୁତ ଭଲ ହୋଇଥାଏ।ଏହି ଗୁଣ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ଆସିନଥାଏ।
୩.ଆର୍ଥିକ କ୍ଷେତ୍ରରେ:- ଏସ ନାମକ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଓ ବୁଦ୍ଧିମାନ ହୋଇଥାନ୍ତି।ସେମାନେ ସେଠାରୁ ନିଜର ବୁଦ୍ଧି ବଳରେ ବହୁତ ପଇସା ରୋଜଗାର କରନ୍ତି।ଏମାନଙ୍କୁ ପରିଶ୍ରମ କରିବାକୁ ଭଲ ଲାଗେ ଓ ପଇସା ରୋଜଗାର କରିବା ଜାଣିଥାନ୍ତି।ବି ନାମକ ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି।ସବୁ ଭୁଲି ନୂଆ ଆରମ୍ଭ କରିବାରେ ବିଶ୍ୱାସ ରଖିଥାନ୍ତି ଯାହାଫଳରେ ଭବିଷ୍ୟତରେ ଧନ ବାନ ହୋଇଯାନ୍ତି।ଏହି କ୍ଷେତ୍ରରେ ଦୁଇ ଜଣଙ୍କୁ କିଛି ଅସୁବିଧା ହୋଇନଥାଏ।
୪.ବ୍ୟବହାର:- ଏସ ନାମକ ବ୍ୟକ୍ତି ଲୋକଙ୍କ ଉପରେ ମଝିରେ ମଝିରେ ରାଗି ଯାଆନ୍ତି,ତଥାପି ସେ ଅନ୍ୟ ମାନଙ୍କ ସହିତ ବହୁତ ଭଲ ବ୍ୟବହାର କରନ୍ତି ଓ ମଝିରେ ମଝିରେ ରହସ୍ୟ ବାଦୀ ହୋଇଯାଆନ୍ତି।ବି ନାମ ଧାରୀ ବ୍ୟକ୍ତି ଅନ୍ୟ ମାନଙ୍କ ସହିତ ବହୁତ ଭଲ ବ୍ୟବହାର କରନ୍ତି।ମଝିରେ ମଝିରେ ବହୁତ ଗର୍ବୀ ହୋଇଯାଆନ୍ତି କିନ୍ତୁ ସେ ଯାହାକୁ ନିଜର ସାଙ୍ଗ ବନେଇ ଥାଆନ୍ତି ତାହେଲେ ସେ ତାଙ୍କର ବହୁତ ଯତ୍ନ ନେଇଥାନ୍ତି।ସେମାନଙ୍କୁ ଏଠାରେ ଦୁଇ ଜଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।
୫.ଲାଇଫ:- ଏସ ନାମକ ବ୍ୟକ୍ତି ନିଜ ଜୀବନକୁ ଖୁସିରେ ବଞ୍ଚିବା ପାଇଁ ଚାହୁଁଛନ୍ତି ଓ ନ ଓ ବେଳେ ବେଳେ ନିଜ ଜୀବନ ପ୍ରତି ବହୁତ ଦାୟିତ୍ୱ ବାନ ହୋଇଯାନ୍ତି।ବି ନାମକ ଲୋକ ନିଜ ଜୀବନକୁ ବହୁତ ଅଲଗା ଦୃଷ୍ଟିରେ ଦେଖନ୍ତି ଓ ସେମାନଙ୍କ ବଞ୍ଚିବା ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ଓ ସେ ଜୀବନରେ ସବୁକିଛି ପାଇବାକୁ ଇଛା ରଖନ୍ତି।ତେଣୁ ଜୀବନ ବା ଲାଇଫ କ୍ଷେତ୍ରରେ ଏମାନଙ୍କୁ ଅସୁବିଧା ଆସିପାରେ।
୬.ଆଧ୍ୟାତ୍ମିକତା:- ଏସ ନାମ ଧାରୀ ବ୍ୟକ୍ତି ବିଶେଷ ସବୁ ନିଶ୍ଚିତ ରୂପରେ ନାସ୍ତିକ ଅଟନ୍ତି।ସେ ସବୁ ପ୍ରକାର ପ୍ରାକୃତିକ ଜିନିଷ ଉପରକୁ ନେଇ ପ୍ରଶ୍ନବାଚ ଚିହ୍ନ ଲଗେଇବେ।ଏମାନେ ପ୍ରକୃତିକୁ ନେଇ ଓ ଭଗବାନଙ୍କୁ ନେଇ ପ୍ରଶ୍ନ ପଚାରନ୍ତି।ସେଠାରେ ବି ନାମକ ବ୍ୟକ୍ତି ବହୁତ ଧାର୍ମିକ ଅଟନ୍ତି।ସେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି କିନ୍ତୁ ସେ ଯୁକ୍ତିଯୁକ୍ତ ସ୍ୱଭାବର ହୋଇଥାନ୍ତି ଓ ବହୁତ ବଡ଼ ଧାର୍ମିକ ହୋଇଥାନ୍ତି।ଏହି ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କୁ ବହୁତ ଅସୁବିଧା ଆସି ପାରେ।
୭:-ନକାରାତ୍ମକ ପାର୍ଶ୍ଵ:- ଏସ ନାମକ ଲୋକଙ୍କର ନକାରାତ୍ମକ ପାର୍ଶ୍ଵ ଏହା ଅଟେକି ସେ ବହୁତ ରାଗରେ ଆସି ଯାଆନ୍ତି,ସାମ୍ନାରେ ଥିବା ଲୋକଙ୍କୁ କିଛିବି କହି ପାରିବେ ଓ ସେ ଯାହା କହିବେ ସତ କହିବେ ତାପରେ ଏ ରାଗିଲେ ଏମାନଙ୍କୁ ବୁଝେଇବା ବହୁତ କଷ୍ଟ ହୋଇଥାଏ।ସେଠାରେ ବି ନାମକ ବ୍ୟକ୍ତି ବହୁତ ଗର୍ବୀ ସ୍ୱଭାବର ହୋଇଥାନ୍ତି।ସେ ରାଗି ଗଲେ କାହା କଥା ଶୁଣନ୍ତିନି କି କାହାକୁ ମାନନ୍ତି ନାହିଁ।ଏମାନଙ୍କ ପାଖରେ ଏହି ଗୁଣଟି ବହୁତ ଖରାପ