ଫୁସଫୁସକୁ ସଫା ରଖିବାର ଉପାୟ – ନିଶ୍ଚୟ ପଢନ୍ତୁ କାମରେ ଲଗାନ୍ତୁ ଏହାକୁ..
ଆମେ କିପରି ଜାଣିବା କି ଆମ ଫୁସ ଫୁସ ଠିକ ସେ କାମ କରୁଛି କି ନାହିଁ। ତ ଏହା ପାଇଁ ଆମକୁ ଆମ ଶରୀର କୁ ଚେକ କରିବା ଦରକାର। ଆମେ ଯଦି ଟିକେ ବାହାରକୁ ଯିବା ଦ୍ୱାରା ହି ଆମକୁ ଶ୍ଵାସ ଜନିତ ସମସ୍ୟା ହେଉଛି, ଟିକେ ଧୂଳି ରେ ବୁଲିବା ଦ୍ୱାରା ଆମକୁ ନିଶ୍ୱାସ ରେ ଅସୁବିଧା ହେଉଛି ଅଥବା କେଉଁ ଉଛ ଜାଗା କୁ ଯିବା ଦ୍ୱାରା ଆମ ନିଶ୍ୱାସ ଫୁଲି ଯାଉଛି ତ ଆମେ ଜାଣିବା ଦରକାର କି ଆମ ଫୁସ ଫୁସ ଠିକ ସେ କାମ କରୁ ନାହିଁ। ତ ଏହାକୁ ଠିକ କରିବା ପାଇଁ ଆଜି ଆମେ ଆପଣଙ୍କ ପାଖରେ କିଛି ଉପାୟ କହିବାକୁ ଯାଉଛୁ। ତ ଆସନ୍ତୁ ଜାଣିବା ସେହି ଉପାୟ ମାନଙ୍କ ବାବଦରେ।
ଏହାର ଠିକ କରିବା ପାଇଁ ଆମକୁ ତିନୋଟି କାମ ଠିକ ସେ କରିବା ଦରକାର। ଗୋଟେ ହେଉଛି ବ୍ୟାୟାମ, ଆଉ ଗୋଟେ ହେଉଛି ଗଭୀର ନିଶ୍ୱାସ ଆଉ ଗୋଟେ ହେଉଛି ଆମ ଏକ ପେୟ ଯାହାକୁ ଆମେ ଘରେ ବି ଆରାମ ସେ ବନେଇ ପାରିବା। ତ ଆସନ୍ତୁ ଜାଣିବା।
ପ୍ରଥମ ହେଉଛି ବ୍ୟାୟାମ ଅର୍ଥାତ ଗଭୀର ନିଶ୍ୱାସ ନେବା। ଅର୍ଥାତ ଆମେ ଆମ ଦିନରେ ଯଦି କିଛି ବି ସମୟ ଫ୍ରି ପାଉଛୁ ତ ଆମେ ବସିକି ଗଭୀର ନିଶ୍ୱାସ ପାଇଁ ଅଭ୍ୟାସ କରି ପାରିବା। ଅର୍ଥାତ ଆମେ ଆମ ନାକ ଦ୍ୱାରା ଏକ ଗଭୀର ନିଶ୍ୱାସ ନେବା ଆଉ ତାକୁ ପାଞ୍ଚ ସେକେଣ୍ଡ ପାଇଁ ଭିତରେ ରଖିବା ଆଉ ତା ପରେ ତାକୁ ଛାଡିବା। ତାକୁ ଏକା ଥରକେ ଛାଡିବା ନାହିଁ। ବରଂ ଧୀରେ ଧୀରେ ତାକୁ ବାହାରକୁ ଛାଡିବା। ଏହାଦ୍ୱାରା ଆମ ଫୁସ ଫୁସ ପୁରା ପୁରି ଖୋଲିବ ଆଉ ତା ପରେ ବନ୍ଦ ହେବ। ଏହାଦ୍ୱାରା ଆମ ଫୁସ ଫୁସ ର ଭଲ ଅଭ୍ୟାସ ରହିବ।
ଦ୍ୱିତୀୟ ଯାହା ଆମକୁ କରିବାର ଅଛି ତାହା ହେଉଛି ବାମ୍ଫ ଅଭ୍ୟାସ। ଆପଣ ସାଧାରଣ ଭାବେ ଏକ ପାତ୍ର ରେ ପାଣି ଗରମ କରି ଫୁଟାନ୍ତୁ ଆଉ ତା ଭିତରେ ୟୁକାଲିପତିଶ ଅଏଲ ପକାନ୍ତୁ ଆଉ ନିଜର ଶରୀର କୁ ଭଲ ଭାବରେ କଭର କରିକି ତାର ବାମ୍ଫ ମାନଙ୍କୁ ପୁରା ଭିତରକୁ ନିଅନ୍ତୁ। ଏହାଦ୍ୱାରା ତାହା ଆପଣଙ୍କ ଭିତର ଫୁସ ଫୁସ ରେ ପୁରା ବ୍ୟାପି ଯିବ ଆଉ ତାହା ଆପଣଙ୍କ ଫୁସ ଫୁସ କୁ ଭିତର ଆଡୁ ପୁରା ସଫା କରିବ। ଆପଣ ୟୁକାଲିପତିଶ ଅଏଲ ବଜାର ରୁ କେଉଁଠୁ ବି ପାଇ ପାରିବେ।
ତୃତୀୟ ଯାହା ଆପଣଙ୍କୁ କରିବାକୁ ହେବ ତାହା ହେଉଛି ଏକ ଡ୍ରିଙ୍କ। ଆପଣ ଏକ ଲିଟର ପାଣିରେ ଏକ ଇଞ୍ଚର ଅଦା, ଏକ ପିଆଜ ଆଉ କିଛି ହଳଦୀ ପାଉଡର ମିଶ୍ରିକି ତାକୁ ଗରମ କରନ୍ତୁ। ସେତେ ଯାଏ ଫୁଟାନ୍ତୁ ଯେତେ ଯାଏ କି ସେହି ଏକ ଲିଟର ପାଣି ପୁରା ଫୁଟି ଫୁଟିକି ଗୋଟେ ଗ୍ଲାସ ନ ହେଇ ଯାଇଛି। ତା ପରେ ଆପଣ ତାକୁ ଛାଣି ଦେଇକି ସେଥିରେ ଏକ ଚାମଚ ମହୁ ମିସେଇକି ତାକୁ ପିଅନ୍ତୁ। ଏହାକୁ ଆପଣ ମାସ ରେ ଥରେ ପିଅନ୍ତୁ ଆପଣଙ୍କ ଶ୍ଵାସ ଜନିତ ସମସ୍ୟା ସବୁ ଠିକ ହେଇଯିବ।