November 21, 2024

Odia Express

Here, There and Everywhere

ବାଛନ୍ତୁ ଏହା ଭିତରୁ ଗୋଟେ ଫୁଲ ଆଉ ଜାଣନ୍ତୁ ନିଜ ବିଷୟରେ କିଛି ଅବିଶ୍ଵସନୀୟ କଥା…

ଆସନ୍ତୁ ଆଉ ବାଛନ୍ତୁ ଏ ଫୁଲ ମଧ୍ୟରେ ଓ ଜାଣନ୍ତୁ ଆପଣଙ୍କର ସ୍ଵଭାଵ କିପରି ହୋଇଥିବ।ଆପଣ ଆପଣଙ୍କ ପସନ୍ଦର ଗୋଟେ ଫୁଲ ବାଛିବ ପ୍ରଥମରେ ଆସିବ ନାଲି ରଙ୍ଗର ଗୋଲାପ ବାଛିଛନ୍ତି ତାହେଲେ ଆପଣ ବହୁତ ଭଲ ଲୋକ ହୋଇଥାନ୍ତି।ଆଉ ନିଜ ସାଥିକୁ ବହୁତ ଭଲ ପାନ୍ତି ଓ ନିଜ ସାଥି ପାଇଁ ବହୁତ ସଚ୍ଚୋଟ ହୋଇଥାନ୍ତି।ନିଜ ଖୁସି ଆଗରୁ ନିଜ ସାଥୀର ଖୁସି ଦେଖୀ ଥାଆନ୍ତି।ଥରେ ଭଲ ପାଇବା ହୋଇଗଲେ ନିଜ ସାଥିକୁ କେବେଏକୁଟିଆ ଛାଡି ନଥାନ୍ତି।

ଦୁଇ ନମ୍ବରରେ ଆସିବ କଳା ଗୋଲାପ ପସନ୍ଦ କରିଛନ୍ତି ଆପଣ ରହସ୍ୟମୟୀ ସ୍ୱଭାବର ଅଟନ୍ତି ଆପଣଙ୍କୁ ବୁହିବା ସହଜ ହୋଇନଥାଏ।ଆପଣଙ୍କୁ ଯେଉଁମାନେ ବୁଝନ୍ତି ଆପଣଙ୍କ ବନ୍ଧୁତା ସାରଣୀରେ ମିଶି ଯାଆନ୍ତି।ଏମାନେ କୌଣସି ଜିନିଷକୁ ନେଇ ପଚାରିକତା କରନ୍ତି ନାହିଁ,ଆପଣ ସବୁ କାମକୁ ସମ୍ପୂର୍ଣ୍ଣ ଶକ୍ତି ଶହ କରନ୍ତି।ଆପଣ ନିଜ ଭିତରେ ନିଜେ ଖୁସି ରୁହନ୍ତି ଆପଣ କାହାକୁ ନିଜ ମନକଥା ବ୍ୟକ୍ତ କରିବା ପସନ୍ଦ ନୁହେଁ।ଆପଣ କାହାର ଭାବନା ଓ ଚିନ୍ତା ଧାରା ଉପରେ ନିର୍ଭର କରନ୍ତି ନାହିଁ ଓ ଆପଣ ନିଜ କଥା ସମସ୍ତଙ୍କ ଆଗରେ ବିଶ୍ୱାସର ଶହ ସମସ୍ତଙ୍କ ଆଗରେ ରଖନ୍ତି।

ତୃତୀୟ ଗୋଲାପ ବା ନୀଳ ରଙ୍ଗର ଗୋଲାପ ଏହାକୁ ବାଛିଥିବା ଲୋକଙ୍କ ଭାବନା ଆକାଶ ଭଳି ନିର୍ମଳ ହୋଇଥାଏ ଓ ସକାରାତ୍ମକ ଭାବର ହୋଇଥାନ୍ତି।ଆପଣଙ୍କ ଏହି ସ୍ଵଭାଵ ଅନ୍ୟ ଠାରୁ ଆପଣଙ୍କୁ ଅଲଗା କରିଥାଏ ଓ ଆପଣଙ୍କୁ ଭିନ୍ନ କରିଥାଏ।ଆପଣ କେବେ ନିଜ ସାଥିକୁ ଜାଣି ଶୁଣି କଷ୍ଟ ଦେଇନଥାନ୍ତି।ଆଉ ଆପଣ ନିଜ ସାଥୀର ଯତ୍ନ ନେଇ ଥାଆନ୍ତି।

ଚତୁର୍ଥ ବା ଧଳା ରଙ୍ଗର ଗୋଲାପ ଫୁଲ କହୁଛିକି ଆପଣଙ୍କ ସାଥି ଆପଣଙ୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି ଓ ଆପଣଙ୍କୁ ନିସ୍ୱାର୍ଥ ପର ଭାବରେ ଭଲ ପାଆନ୍ତି।ସେ ଆପଣଙ୍କ ସହିତ ସବୁ ପ୍ରକାରର ସୁଖ ଦୁଃଖରେ ଠିଆ ହୋଇଥାଏ ଆଉ ଆପଣଙ୍କୁ ସଠିକ ଉପଦେଶ ଦେଇଥାନ୍ତି।ଏମାନେ ଆପଣଙ୍କ ଟିକେ ଟିକେ କଥାରେ ଏମାନେ ଆପଣଙ୍କ ଉପରେ ରାଗି ନଥାନ୍ତି।

ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ଗୋଲାପ ବା ହଳଦିଆ ରଙ୍ଗର ଗୋଲାପ ବାଛିଛନ୍ତି ତାହେଲେ ଏହା ଆପଣଙ୍କ ସାଥୀର ଖୋଲା ବିଚାରର ହୋଇଥାନ୍ତି।ସେ ଆପଣଙ୍କ ପାଇଁ ବହୁତ ଚିନ୍ତା ଶୀଳର ହୋଇଥାନ୍ତି ଓ ସେ ନିଜ ଭିତରେ ଦୁଃଖ ଲୁଚେଇ ରଖିଥାନ୍ତି କିନ୍ତୁ ଆପଣଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି।ଏମାନଙ୍କର ହୃଦୟ ବହୁତ ସୁନ୍ଦର ଓ ନରମ ହୋଇଥାନ୍ତି।

ଯଦି ଆପଣ ଛଅ ନମ୍ବର୍ ବା ଗୋଲାପି ଗୋଲାପ ବାଛୁଛନ୍ତି ତାହେଲେ ଆପଣଙ୍କ ସାଥି ବହୁତ ଭାବବିହ୍ୱଳ ଓ ଲାଜକୁଳା ସ୍ୱଭାବର ହୋଇଥାନ୍ତି।ଏମାନେ ଏତେ ସହଜରେ କାହା ଆଗରେ ନିଜ କଥାକୁ ପରି ପ୍ରକାଶ କରନ୍ତି ନାହିଁ ଓ ନିଜ ହୃଦୟରେ ବହୁତ ଦୁଃଖ ଲୁଚେଇ ରଖି ଥାଆନ୍ତି କିନ୍ତୁ ତା ଆଗରୁ ସେ ଆପଣଙ୍କ ଖୁସି ଓ ଆଵଶ୍ୟକତାର ଧ୍ୟାନ ରଖନ୍ତି।ଏହା ଥିଲା ଆପଣଙ୍କ ଦ୍ୱାରା ବଛା ଯାଇଥିବା ଫୁଲ ଓ ଆପଣଙ୍କ ମନରେ ଚାଲୁଥିବ କଥା।

Leave a Reply

Your email address will not be published. Required fields are marked *