୫ ଦିନ ଏହାକୁ ସେବନ କରନ୍ତୁ ଓ ମାଲିସ କରନ୍ତୁ ଆପଣଙ୍କ ସବୁ ଶିର ଜନିତ ରୋଗ ଭଲ ହୋଇଯିବ…
1 min readଆମ ଶରୀରରେ ବୟସ ବଢିଲେ ବା ବାର୍ଦ୍ଧକ୍ୟର ସୀଢୀ ବଢିଲେ ଆମ ଶିରର ଦୁର୍ବଳତା ଅସିଥାଏ ଓ ଆମକୁ ଶିର ଜନିତ ବିଭିନ୍ନ ରୋଗ ଦେଖାଯାଏ।ସେ ରୋଗ ଗୁଡିକ ହେଲା ଶିର ରେ ଦୁର୍ବଳତା ଓ ଶିର ଦବିବା,ବନ୍ଦ ହୋଇଥିବା ଶିରାକୁ ଖୋଲିବାର ଉପାୟ ଏହି ସବୁ ରୋଗ ଦେଖାଯାଇଥାଏ।ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛୁ ଏକ ବଢିଆ ସୁନ୍ଦର ଉପାୟ ଯାହାଦ୍ୱାରା ଆପଣ ନିଜ ଶିର ଜନିତ ସବୁ ସମସ୍ୟାକୁ ଆପଣ ଦୁର କରି ପାରିବେ।
ଖରାପ ଜୀବନ ଶୈଳୀ,ଘଣ୍ଟା ଘଣ୍ଟା ଧରି ଗୋଟେ ସ୍ଥାନରେ ବଶି ରହିବା ଦ୍ୱାରା ଆଜି କାଲି ସମୟରେ କୌଣସି ଏମିତି ବ୍ୟକ୍ତି ନାହିଁ ଯାହା ଶରୀରରେ କେଉଁଠି ନା କେଉଁଠି ଏହି ଶିର ଜନିତ ସମସ୍ୟା ଦେଖାଯାଇଥାଏ।ଏଠି ଶିର ଦବିବା ଓ ଶିର ଦୁର୍ବଳ ଭଳି ସମସ୍ୟା କାହାକୁ ହୋଇଥାଏତ ଏମିତିରେ ବ୍ୟକ୍ତି କୌଣସି କାମ ଠିକ ଭାବରେ କରିନଥାଏ କି ତାର ବସିବା ଉଥିବା ଓ ଚାଲିବା ବୁଲିବା ସବୁ କସ୍ତକାରୀ ହୋଇଥାଏ।ଯେତେବେଳେ ଶିର ଦବିଥାଏ ଏହା ବେଳେ ବେଳେ ସଂଙ୍କୁଚିତ ହୋଇଯାଏ ଓ ମଝିରେ ମଝିରେ ସେ ସ୍ଥାନ ନଷ୍ଟ ହୋଇପାରେ।
ସେଥିପାଇଁ ଆପଣ ସେ ସ୍ଥାନକୁ କିଛିବି ଏପଟ ସେପଟ କାମ କରିବେ ନାହିଁ।ଆମେ ଆପଣଙ୍କୁ କହୁଥିବା ଉପାୟ ଆପଣଙ୍କ ଶିରକୁ ଠିକ କରିବାରେ ସାହାଯ୍ୟ କରେ।ଏବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ଉପାୟ ଏହା ଆପଣଙ୍କ ଶିର ଉପରେ ୨ ଭାଗରେ କାର୍ଯ୍ୟ କରିବା।ପ୍ରଥମଟି ଆପଣଙ୍କର ହେଉଥିବା ଶିର ଦରଜ ଓ ଏହାର ଦୁର୍ବଳତାକୁ କମ କରିବ।ତାପରେ ଦ୍ଵିତୀୟରେ ଶିରରେ ଯେଉଁଠାରେ ସମସ୍ୟା ଥିବ ସେଠାରେ ତାକୁ ମାଲସ କରିବ।
ଏହାକୁ ତିଆରି କରିବା ପାଇଁ ଆମକୁ ସର୍ଵପ୍ରଥମେ ଦରକାର ନଡ଼ିଆ ତେଲ,ଦ୍ୱିତୀୟ ଜିନିଷ ଯାହା ନବାର ଅଛି ସେ ହେଉଛି ପୋଦିନାର ତେଲକୁ।ଶିରରେ ହେଉଥିବା ଝିମ ଝିମକୁ ଏ ତେଲ ଭଲ କରି ପାରେ।ଆପଣଙ୍କୁ ଏହାର ମାତ୍ର ୮-୧୦ ବୁନ୍ଦା ନବାର ଅଛି।ତାପରେ ଗୋଟେ ଚାମୁଚ ନଡ଼ିଆ ତେଲ ନେବାର ଅଛି।ତାପରେ ତାକୁ ସବୁ ଭଲ ଭାବରେ ମିଶେଇ ନେବେ।ଏହା ପ୍ରସ୍ତୁତ ହୋଇଗଲା ମାଲିସ ପାଇଁ ବ୍ୟହାର କରାଯାଉଥିବା ତେଲ।ଦ୍ୱିତୀୟ ଉପାୟ ପାଇଁ ଆମକୁ ନବାର ଅଛି ଗୋଟେ ଗିଲାସ କ୍ଷୀର ଆମକୁ ନବାର ଅଛି କଞ୍ଚା କ୍ଷୀର।
ଆମକୁ ସେ କ୍ଷୀରରେ ଗୋଟେ ଅଧାରୁ କମ ହଳଦୀ ନେଇ ସେ କ୍ଷୀର ଭିତରେ ପକେଇ ତାକୁ ହାଲ୍କା ଆଞ୍ଚରେ ଗରମ କରିବାକୁ ଲାଗିବେ।ଆମେ ଏ କ୍ଷୀରକୁ ସେ ପର୍ଯ୍ୟନ୍ତ ଫୁଟେଇବା ଯେପର୍ଯ୍ୟନ୍ତ ଏ କ୍ଷୀର ଭଲ ଭାବରେ ନଫୁଟିଯିବ।ଯେତେବେଳେ ଏ କ୍ଷୀର ଫୁଟି ଜୀଵ ଆମେ ଏ କ୍ଷୀରକୁ ଭଲ ଭବାରେ ଛାଣି ନେବେ।ଆମ ଶରୀରରେ ହେଉଥିବା ଶିର ଜନିତ ସମସ୍ୟା ପାଇଁ ଏହା ବହୁତ ଲାଭଦାଇ ହୋଇଥାଏ।ଏହା ସହିତ କ୍ଷୀରରେ ମିଠା ପଣ ପାଇଁ ଆମେ ସେଥିରେ ଗୋଟେ ରୁ ଦୁଇ ଚାମୁଚ ମହୁ ସେ କ୍ଷୀର ଭିତରେ ଗୋଳେଇ ନେବା।
ଆଉ ଧ୍ୟାନ ରଖିବେ ଆପଣ ଯେତେବେଳେ ମହୁ ମିଶେଇବେ ସେତେବେଳେ ଆପଣ ଦେଖିବେ ଯେପରି କ୍ଷୀର ହାଲ୍କା ଉଷୁମ ବା ଗରମ ଥିବ ନହେଲେ ଏହି ମହୁ ସେ କ୍ଷୀରରେ ଭଲ ଭାବରେ ମିଶି ନଥାନ୍ତା ଓ ଏହି ମହୁ ତଳେ ବସିଯାଇଥାନ୍ତା ଯାହାଫଳରେ ଏହି ମହୁର କୌଣସି ଲାଭ ହୋଇନଥାନ୍ତା।ଆସନ୍ତୁ ଜାଣିବା ସେ ସବୁକୁ କିପରି ବ୍ୟବହାର କରିବା।ପ୍ରଥମ ଉପାୟକୁ ଆମେ ପ୍ରଥମେ ଆମ ଶିର ବିନ୍ଧା ବିନ୍ଧି ହେଉଥିବା ସ୍ଥାନକୁ ଆମେ ଭଲ ଭବାରେ ସେ ମିଶ୍ରଣ ଲଗେଇ ମାଲିସ କରି ପାରିବା,ଆପଣ ଏହାର ବ୍ୟବହାର ଦିନରେ ୨ ଥର କରିବ।ଦ୍ୱିତୀୟ ଉପାୟକୁ ଦିନରେ ଥରେ ବ୍ୟବହାର କରିବା।ଯାହାଦ୍ୱାରା ଆମକୁ ଭବିଷ୍ୟତରେ ଶିର ଜନିତ ରୋଗ ହେବ ନାହିଁ।