October 14, 2025

Odia Express

Here, There and Everywhere

ଏହି ୧୦ କାମ କରିବା ଦ୍ୱାରା ଆପଣଙ୍କ ଘରେ ଉନ୍ନତି ହୋଇନଥାଏ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ଆଜି ଆମେ ଜାଣିବା ଘରେ କେଉଁ କେଉଁ କାମ କରିବା ଦ୍ୱାରା ଆମେ ଯେତେ ପରିଶ୍ରମ ଓ ଯେତେ କଷ୍ଟ କଲେ ଆମ ଘରକୁ ପଇସା ଆସିନଥାଏକି ଆମେ ଉନ୍ନତିର ସିଢ଼ି ଚଢି ପାରିନଥାଉ ଆସନ୍ତୁ ସେ ବିଷୟରେ ଜାଣିବା।ଆଜି ଆମେ ମାତ୍ର ୧୦ ଟି ଚିନ୍ହ କହିବୁ ଯାହାଦ୍ୱାରା ଆପଣଙ୍କ ଘରେ ଆପମ ଉନ୍ନତିର ସିଡି ଚଢି ପାରନ୍ତି ନାହିଁ।

୧.ପିଉଥିବ ପାଣିକୁ ରାତିରେ ଘୋଡେଇ ନରଖିଲେ।ଆମେ ଆମ ଘରେ ଯେତେବେଳେ ଆମେ ପାଣି ପିବାକୁ କୌଣସି ପ୍ରକାରର ଜିନିଷରେ ବୋତଲ କିମ୍ବା ଢାଳରେ ଆମେ ପାଣି ଆଣିଥାଉ ଯାହାଦ୍ୱାରା ଆମେ ସେ ପାଣିକୁ ବିନା ଘୋଡେଇ ରଖି ଦେଲେ ଆମ ଘରୁ ଉନ୍ନତି କମିଯାଏ।

୨.ଗଛ ତଳେ ମୁତିଲେ ଆମ ଘରୁ ମଧ୍ୟ ସୁଖ ଓ ସଂମବୃଦ୍ଧି ଶେଷ ହୋଇଯାଇଥାଏ।ଆମେ କୁଆଡେ ଗଲା ବେଳେ ତର ତର ରେ ପରିଶ୍ରା ଲାଗିଲେ ଆମେ ଗଛ ମୂଳେ ମୁତିବାକୁ ପଳାଉ ଯାହାଫଳରେ ଆମ ଘରୁ ଉନ୍ନତି ପଳାଇଥାଏ।।

୩.ଭଙ୍ଗା ପାଣିଆ ବା ଆଇନାର ବ୍ୟବହାର କରିବା ଦ୍ୱାରା ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।

୪.ଘରେ ଗୋଟେ କୋଣରେ ଅଳିଆ ଆବର୍ଜନା ପକେଇ ରଖିବା ଦ୍ୱାରା ଲକ୍ଷ୍ମୀ ରାଗି ଯାଆନ୍ତି ଓ ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।

୫.ଓଲଟା ବା ବାମ ପଟ ପାଦ ଦ୍ୱାରା ଡ୍ରେସ ବା ପ୍ୟାଣ୍ଟ ଆଦିକୁ ପିନ୍ଧିବା ଦ୍ୱାରା ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।ସେଥିପାଇଁ ଡାହାଣ ପଟ ଦ୍ୱାରା ପିନ୍ଧିବା ଉଚିତ।

୬.ଦାନ୍ତରେ ରୁଟିକୁ ଛିଣ୍ଡେଇ ଛିଣ୍ଡେଇ ଖାଇବା ଦ୍ୱାରା ମା ଲକ୍ଷ୍ମୀଙ୍କୁ ଅପମାନ ବୋଲି ଆମେ ମାନିଥାଉ ସେଥିପାଇଁ ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।ଆମେ ରୁଟି ଖାଇଲା ବେଳେ କେବଳ ହାତ ଦ୍ୱାରା ଛିଣ୍ଡେଇ ଖାଇବା ଆଵଶ୍ୟକ ହୋଇଥାଏ।

୭.ଜୋତା ଚପଲ ଓଲଟା ପଡିଥିବାର ଦେଖି ତାକୁ ସିଧା ନକରିବା ମନେରଖିବେ ଆପଣ ଯାହାର ବି ଏ ଅବସ୍ଥାରେ ଦେଖିବେ ଆପଣ ତାକୁ ସିଧା କରିନେବ ନହେଲେ ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।

୮.ସୁର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ସୋଇ ରହିବା,ଏହା ଦ୍ୱାରା ମାତା ଲକ୍ଷ୍ମୀ ଆମ ଘରକୁ ଆସିନଥାନ୍ତି କି କୌଣସି ପ୍ରକାରର ଦୟା କରନ୍ତି ନାହିଁ ସେଥିପାଇଁ ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।

୯.ନିଜ ଦାନ୍ତ ଦ୍ୱାରା ନିଜ ନଖକୁ ଛିଡେଇବା ବା ଖୁଣ୍ଟିବା,ଏହା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଓ ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ।

୧୦.ଆପଣଙ୍କ ଘରକୁ ଆସିଥିବା ଅତିଥିଙ୍କୁ ଦେଖି ଆପଣ ଚିନ୍ତିତ ବା ରାଗି ଯିବା ଏହା ଦ୍ୱାରା ମଧ୍ୟ ଆମ ଘରୁ ଉନ୍ନତି ପଳାଇଥାଏ ବା ସୁଖ ସଂବୃଦ୍ଧି ଶେଷ ହୋଇଯାଇଥାଏ କାରଣ କୁହାଯାଏ ଅତିଥି ଦେବୋ ଭଵ ତେଣୁ ତାଙ୍କୁ ଦେଖି ଖୁସି ଅନୁଭବ କରିବା ଉଚିତ ଆଉ ତାଙ୍କର ଉଚିତ ଭାବରେ ଓ ସଠିକ ଭାବରେ ସନ୍ନମାନ ଓ ସତ୍କାର କରିବା ଓ ସେମାନଙ୍କୁ ସୁହାଇଲା ଭଳି କାର୍ଯ୍ୟକର୍ମ କରିବା ଆଵଶ୍ୟକ।

Leave a Reply

Your email address will not be published. Required fields are marked *