ପେଟ କମ କରିବା ତଥା ଓଜନ କମେଇବା ର ଉପାୟ। ପତଳା ହେବା ହେଇଯିବ ସହଜ..
ଆଜି ଆମେ ଆପଣଙ୍କ ପାଖରେ ଏକ ଉପାୟ ନେଇକି ଆସିଛୁ ଯାହା ଦ୍ୱାରା ଆପଣ ନିଜର ପେଟ, ନିଜର ଓଜନ ତଥା ନିଜର ମୋଟାପା କମେଇ ପାରିବେ। ବହୁତ ସହଜ ଉପାୟରେ ଆପଣ ନିଜର ମୋଟାପା କମ କରି ପାରିବେ। ଏହା ବହୁତ ସହଜ ଉପାୟ ଆଉ ଏହା ପାଇଁ ଦରକାର ହେଉ ଥିବା ସମସ୍ତ ଜିନିଷ ଆପଣଙ୍କୁ ବହୁତ ସହଜ ରେ ତଥା ସହଜ ଉପାୟ ରେ ବଜାର ଅଥବା ଆପଣଙ୍କ କିଚେନ ରେ ମିଳି ଯାଇ ପାରିବ। ତ ଆସନ୍ତୁ ଜାଣିବା ଏହି ଡ୍ରିଙ୍କ ବନେଇବା ର ଉପାୟ ଆଉ ଏହାକୁ ପିଇବାର ବିଧି। ଏହି ଡ୍ରିଙ୍କ ବନେଇବା ପାଇଁ ଆପଣଙ୍କୁ ପାନ ମହୁରୀ ନେବାକୁ ହେବ। ଏହା ଅତ୍ୟନ୍ତ ଲାଭକାରୀ ଜିନିଷ ଅଟେ ଯାହା କି ଆମ ଶରୀର ରେ ଓଜନ କମେଇବା ରେ ବହୁତ ଆଡୁ ସାହାଯ୍ୟ କରି ଥାଏ।
ପ୍ରଥମେ ଜାଣିବା କି ଆମ ଶରୀର ରେ ଓଜନ ବଢିଥାଏ କେଉଁ ପାଞ୍ଚଟି କାରଣ ରୁ।
୧: ପ୍ରଥମ କାରଣ ହେଉଛି ଆମକୁ ନିଦ ନ ଆସିବା। ଏକ ରିସର୍ଚ୍ଚ ରୁ ଜଣା ପଡ଼ିଛି କି ଯଦି ଆପଣ ବେସି ସମୟ ଶୋଉଚନ୍ତି ମାତ୍ର ଆପଣ ଗଭୀର ନିଦ ରେ ଶୋଉ ନାହାନ୍ତି ତ ତାହା ଆମ ଶରୀର ରେ ମେଲାଟୋନିନ ହରମୋନ ର କ୍ଷରଣ କମେଇ ଥାଏ। ପାନ ମହୁରୀ ଆମ ଶରୀର ରେ ମେଲାଟୋନିନ ର କ୍ଷରଣ ଅଧିକ କରାଏ ଯାହା ଦ୍ୱାରା ଆମ ଓଜନ କମି ଯାଇଥାଏ।
୨: ଯଦି ଆମ ଶରୀର ରେ ମେଟାବୋଲିଯିମ ଠିକ ସେ ନ ହୁଏ ତ ତାହା ଦ୍ୱାରା ଆମ ଖାଦ୍ୟ କିଛି ଏନର୍ଜୀ ରେ ପରିବର୍ତ୍ତନ ହେଇପାରେ ନାହିଁ। ପାନ ମହୁରୀ ଆମ ଶରୀର ର ମେଟାବୋଲିଯିମ କୁ ବଢାଏ ଯାହା ଦ୍ୱାରା କି ଆମ ଶରୀର ଭିତରେ ଓଜନ ର ମାତ୍ରା କମିଯାଏ।
୩: ପାନ ମହୁରୀ ଭିତରେ ବହୁତ ପ୍ରୋଟିନ ଭଳି ଜିନିଷ ଥାଏ ଆଉ ତାହା ଆମ ଶରୀର ର ବାର ବାର ଭୋକ ଲାଗିବା ପ୍ରବୃତ୍ତି କୁ କମେଇ ଥାଏ। ଏହାଦ୍ୱାରା ଓଜନ କମିଥାଏ।
୪: ଆମ ଶରୀର ଭିତରେ ଅଶୁଦ୍ଧି ଜିନିଷ ମାନଙ୍କର ମାତ୍ରା ଅଧିକ ହେବା ବି ଶରୀର ରେ ଓଜନ ବଢ଼େଇ ଥାଏ। ମାତ୍ର ପାନ ମହୁରୀ ଏହାକୁ କମେଇ ଥାଏ।
୫: ଆମ ପାକସ୍ଥଳୀ ର ହର୍ମୋନାଲ ଏସିଡ ମାନଙ୍କର ଯଦି ବାଲାନ୍ସ ଠିକ ନ ରହିବ ତ ତାହା ଆମ ଶରୀର ତଥା ଆମ ପାକସ୍ଥଳୀ ମାନଙ୍କରେ ଫ୍ୟାଟ ଡିପୋଜିଟ କରାଏ। ଏହାଦ୍ୱାରା ବି ଆମ ଓଜନ ବଢିଥାଏ। ପାନ ମହୁରୀ ଆମ ଏସିଡ ମାନଙ୍କର ବାଲାନ୍ସ ଠିକ ରଖିଥାଏ ଯାହାଦ୍ୱାରା କି ଆମ ଶରୀର ର ଓଜନ କମିଯାଏ।
ଏବେ ଆମେ ଜାଣିବା କି ଡ୍ରିଙ୍କ କିପରି ପ୍ରସ୍ତୁତ କରିବା। ଆପଣ ବାସ ପାଣି ଗରମ କରନ୍ତୁ ଆଉ ତାକୁ ଭଲ ଭାବେ ଫୁଟେଇ ସାରିବା ପରେ ଗ୍ୟାସ ବନ୍ଦ କରିକି ଆପଣ ତା ଭିତରେ ଏକ ବଡ଼ ଟେବୁଲ ଚାମଚ ରେ ପାନ ମହୁରୀ ରଖି ଦିଅନ୍ତୁ। ତା ପରେ ଆପଣ ପ୍ରାୟ ୧୦ ମିନିଟ ପରେ ତାକୁ ଛାଣି ଦିଅନ୍ତୁ ଆଉ ସେହି ପାଣି ଆପଣ ସକାଳୁ ଖାଲି ପେଟ ରେ ପିଇବା ଆରମ୍ଭ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଓଜନ ବହୁତ ଜଲଦି କମିବାକୁ ଲାଗିବ।