ଆଜିର ମଜାଦାର୍ ଜୋକ୍ସ : ଥରେ ପପୁ ବ୍ୟାଙ୍କ୍ ମ୍ୟାନେଜରକୁ କହିଲା , ପପୁ : ମ୍ୟାନେଜର୍ ସାହେବ ମୋତେ ଲୋନ୍ ନେବାର ଅଛି ଆଉ ତାପରେ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ…

ହସିବା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ । ଏହି ଗୋଟେ କଥା ଆମେ ସମସ୍ତେ ଶୁଣନ୍ତି । ହସିବାର କିଛି ବି ମଉକା ଛାଡିବାର ଉଚିତ୍ ନୁହେଁ , ଏହା ଆପଣଙ୍କ ସବୁ ଅସୁବିଧାଗୁଡିକୁ ଦୁର କରିଥାଏ , ଫିଲ୍ମ କଲ୍ ହୋ ନା ହୋ ର ଏହି ଲାଇନ୍ ହସୁଥାଅ କଣ ଜଣା କାଲି ଥିବ କି ନଥିବ , ଏହା ଆମ ସମସ୍ତଙ୍କ ଉପରେ ବିଲକୁଲ୍ ଫିଟ୍ ବସେ , ଛୋଟ ଏହି ଜୀବନରେ ସବୁ ଖୁସିରେ ଚଳିବାର ଅଛି ଯଦି ଆପଣ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ କାରଣ ନେଇକରି ଆସିଛୁ , ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଇଣ୍ଟରନେଟ୍ ରେ ଭାଇରାଲ୍ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକାଇପାରିବେ ନାହିଁ , ଆସନ୍ତୁ ଜାଣିବା ।
ସ୍ତ୍ରୀ : ଆରେ ଶୁଣୁଛ ! ଭାଗ୍ୟବାନକୁ ଇଂରାଜୀରେ କଣ କହନ୍ତି ? ସ୍ୱାମୀ : ଅବିବାହିତ , ତାପରେ ସ୍ତ୍ରୀର ମାଡ ଗୋଟେ ବି ତଳେ ପଡିଲାନି
କାହାକୁ ଜଣାଅଛି ଭୁଲ୍ ଉପରେ ପରଦା ପକାଉଥିବା ଲୋକ କେଉଁଠି ମିଳେ । ଓ କେତେ ମିଟର ଆଣିବାକୁ ପଡେ ,
ଆପଣଙ୍କୁ ଜଣାଅଛି କି ପପ୍ କର୍ଣ୍ଣ ଗର୍ମ ତାୱାରେ ପକାଇଲେ ଡେଇଁଥାଏ କଣ ପାଇଁ ? ଜଣାନାହିଁ ନା? କେବେ ନିଜେ ବସିକରି ଦେଖିବ , ଜଣାପଡିଯିବ ,
ଥରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ବାର୍ ରେ ବସିଥିଲା, ଅଚାନକ ସ୍ୱାମୀକୁ ଟୟଲେଟ୍ ଯିବାକୁ ପଡିଲା , ଏତିକି ବେଳେ ଗୋଟେ ଝିଅ ତାର ସ୍ତ୍ରୀ ପାଖକୁ ଆସି ତାର କାନରେ କହିଲା , ପଇସା ପ୍ରଥମେ ନେଇ ନେବ ଏହି ଲୋକ ପରେ ବହୁତ ହଇରାଣ କରେ ।
ଥରେ ଗୋଟେ ମହାକଞ୍ଜୁସ୍ ସ୍ୱାମୀ ନିଜ ସ୍ତ୍ରୀ ସହ କେଉଁଆଡେ ଗୋଟେ ବୁଲିବାକୁ ଯାଈଥିଲା, ସ୍ତ୍ରୀ : ଶୁଣ ମୋତେ ଶୋଷ ଲାଗିଲାଣି , ପାଣିର ଗୋଟେ ବୋତଲ ଆଣିଦିଅ ।
ସ୍ୱାମୀ : ଦହି କଚୋରୀ ଖାଇବ କି ? ସ୍ତ୍ରୀ ଏ ଶୁଣ ଏମିତି କୁହନାହିଁ , ମୋର ମୁହଁରେ ପାଣି ଆସିଯିବ ।
ସ୍ୱାମୀ : ଠିକ୍ ଅଛି , ତେବେ ତାକୁ ପିଇଦେ , ବୋତଲରେ କଣ ବୁଡିକି ମରିବାର ଅଛି କି ??
ଶିକ୍ଷକ କ୍ଲାସରେ ଛୁଆମାନେ ଜାଣିଛ ଆମର ଆସୁଥିବା ପିଢି ପୋଲର୍ ବିୟର୍ ଓ ବାଘ ଦେଖିପାରିବେ ନାହିଁ , ପିଙ୍କୁ : ଆରେ ଆମେ କଣ କରିବୁ , ଆମେ ତ କେବେ ଡାଇନୋସର୍ ଦେଖିନୁ , କେବେ ଅଭିଯୋଗ କରିଛୁ କି କୁହନ୍ତୁ ତ !!
ଥରେ ପପୁ ଏକ ବ୍ୟାଙ୍କ୍ ମ୍ୟାନେଜରକୁ କହିଲା ପପୁ : ମ୍ୟାନେଜର୍ ସାହେବ ମୋତେ ଲୋନ୍ ଦରକାର , ବ୍ୟାଙ୍କ୍ ମ୍ୟାନେଜର୍ ବ୍ୟାଙ୍କ୍ ଖାତା ହେ ? ପପୁ : ଏବେ ତ ଘରେ ଖାଉଛି , ଯଦି ଲୋନ୍ ଦେବେ ତେବେ ବ୍ୟାଙ୍କ୍ ରେ ଖାଇନେବି ବ୍ୟାଙ୍କ୍ ମ୍ୟାନେଜର୍ ବେହୋସ୍ !!
ଅଧ୍ୟାପକ କୁହ ମଣିଷ କେବେ ଅଧିକା ଖୁସି ହୁଏ ? ରାମୁ ଉତ୍ତର ଦେଲା , ଯେବେ କେଉଁ ବ୍ୟକ୍ତି ଗାଡିରେ ଥାଏ ଓ ଫାଟକ ବନ୍ଦ୍ ହେବା ପୁର୍ବରୁ ନିଜ ଗାଡି ବାହାର କରିନିଏ , ରାମୁ କୁ କ୍ଲାସରେ ମନିଟର୍ କରିଦିଆଗଲା
ଯେବେ ଏକ ମହିଳା ଅନ୍ୟ ଏକ ମହିଳା ସହ କିଛି କଥା ଆଲୋଚନା କରେ ତେବେ ତାକୁ କଣ କହନ୍ତି , ଡାଟା ଟ୍ରାନ୍ସଫର୍ , ଓ ଯେବେ ପରେ କହେ କି ମରନେ ଦୋ ଜିଜ୍ଜି ଆମକୁ କଣ କରିବାର ଅଛି । ତେବେ ବୁଝି ଯିବେ କି ଡାଟା ଟ୍ରାନ୍ସଫର୍ ହୋଇସାରିଛି ।
ଦୁଇ ଜଣ ବାନ୍ଧବୀ ବହୁତ ଦିନ ପରେ ଜଣେ ଅନ୍ୟଜଣଙ୍କୁ ଦେଖାହେଲେ ପ୍ରଥମ ସାଙ୍ଗ: ତୋର ପୁଅ କେତେ କ୍ୟୁଟ୍ ରେ , ଦ୍ୱିତୀୟ ସାଙ୍ଗ : ହଁ ମୋର ସ୍ୱାମୀ ସହ ମେଳ ଖାଉଛି , ପ୍ରଥମ ସାଙ୍ଗ : ମୋତେ ବି ଏମିତି ପୁଅ ଦରକାର, ସ୍ୱାମୀ : ତେବେ କାଲି ଆସିଯାଅ ଘରକୁ , ଫସିଗଲା ବେଚେରା : ସ୍ୱାମୀ ଏବେ ହସ୍ପିଟାଲ୍ ବେଡ୍ ରେ