November 22, 2024

Odia Express

Here, There and Everywhere

ଆଜିର ମଜାଳିଆ ଜୋକ୍ସ : ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ମୃତ୍ୟୁ ହେଇଗଲା , ସ୍ୱାମୀ କାନ୍ଦୁଥିଲେ ଏହି ସମୟ ରେ ତାଙ୍କ ସାଙ୍ଗ ଯାହା କହିଲେ ଶୁଣିଲେ ହସିବେ ଆପଣ..

ସ୍ୱାମୀ : ଦିନ ସାରା ଶୋଇ ରହୁଛ , ସ୍ତ୍ରୀ : ତେବେ ଆରାମ ବି କରିବିନି ନା କଣ ? ସ୍ୱାମୀ : ଚାହା ବନାଅ ଜଲଦି ! ସ୍ତ୍ରୀ : ନିଜେ ବନାଇଦିଅ , ସ୍ୱାମୀ : ମୋର ମୁଣ୍ତ ବିନ୍ଧା ବହୁତ ହେଉଚି , ସ୍ତ୍ରୀ  ହଁ ମୋର ବି ଗଳାର ପୀଡା ହେଉଛି , ସ୍ତ୍ରୀ : ଠିକ୍ ଅଛି ଏଠାକୁ ଆସ, ତୁମେ ମୋର ମୁଣ୍ତ ଦବାଇଦିଅ, ମୁଁ ତୁମର ଗଳା ଦବାଇଦେଉଚି ।

ରୋଜ୍ ଡେ, ପ୍ରପୋଜ୍ ଡେ, କିସ୍ ଡେ , ହଗ୍ ଡେ, ଭାଲେଣ୍ଟଟାଇନ୍ ଡେ , ଏହି ସବୁ ବିବାହର ପୁର୍ବରୁ ଆସେ , ବିବାହ ପରେ ତ ଟିଫିନ୍ ଦେ, ଚାହା ଦେ , ରୁମାଲ୍ ଦେ , ଆଉ ମୋତେ ବଞ୍ଚିବାକୁ ଦେ ଆସେ ।

ବାପା : ମୋର ପୁଅ ମୋତେ ଅଧିକା ଭଲ ପାଏ । ମା : ଯା ଯା , ସେ ମୋତେ ଅଧିକା ଭଲ ପାଏ , ବାପା : ଆଚ୍ଛା ଚାଲ୍ ପୁଅ ଲୁଚିକି ପଥର ମାରିବା , ସେ ଡରିକରି ମାଙ୍କୁ ଆବାଜ୍ ଲଗାଇବ କିମ୍ବା ବାପାଙ୍କୁ , ଯାହାକୁ ଆବାଜ୍ ଲଗାଇବ ସିଏ ଜିତିଲା , ମା : ଠିକ୍ ଅଛି , ଯେପରି ପଥର ମାରିଲା , ପୁଅ : କିଏ ବେ କମିନା , ବାହାରକୁ ଆସେ ତୋର ଅବସ୍ଥା ଢିଲା କରିଦେବି ।

ଜର୍ଜ : ତୁମ୍ ତିନିଥର ହେଇଗଲା ଅଦାଲତ ଆସିଲୁଣି , ତୋତେ ଲାଜ ଲାଗୁନି , ଦୋଷୀ : ଶଳା ତୁ ତ ସବୁଦିନ ଆସୁଛୁ , ତୋତେ ତ ବୁଡିକି ମରିଯିବା କଥା ,

ଜଣେ ବ୍ୟକ୍ତି ମଦ ପିଇକରି ଗାଡିଚଲାଉଥିଲା , ଅଚାନକ ଗାଡି ଏକ ଖମ୍ବରେ ପିଟିହୋଇଗଲା,  ପୋଲିସ୍  ବାହାରକୁ ବାହାରେ ଶଳା , ବ୍ୟକ୍ତି : କ୍ଷମା କରିଦିଅ ପୋଲିସ୍ ସାହେବ , ପୋଲିସ୍ ଶଳା ମଦ ପିଇକରି ଗାଡି ଚଲାଉଛୁ , ମୁହଁ ଖୋଲ୍ , ବ୍ୟକ୍ତି : ଆରେ ନାହିଁ ସାରେ , ପ୍ରଥମରୁ ବହୁତ ପିଇଥିଲି , ଆହୁରି କେତେ ପିଆଇବ ।

ବାପା ପୁଅକୁ ରାଗିକି , ଗୋଟେ କାମ ବି ଭଲ ସେ କରିପାରୁନୁ, ତୋତେ ପୁଦିନା ଆଣିବାକୁ କହିଥିଲି, ଓ ତୁ ଧନିଆଁ ନେଇ ଆସିଲୁ, ତୋ ଠାରୁ ବୋକା କୁ ଘରୁ ବାହାର କରିଦେବା ଉଚିତ୍ , ପୁଅ : ବାପା ଚାଲ ଏକାଠି ଚାଲିବା , ବାପା : କଣ ପାଇଁ , ପୁଅ : ମାମା କହୁଥିଲେ ତ ଏଇଟା ମେଥି ବୋଲି ,

ପିଙ୍କି : ଡାକ୍ତର ସାର୍ , ମୋତେ ଅଜବ ଧରଣର ରୋଗ ହୋଇଯାଈଛି । ଡାକ୍ତର : କେଉଁ ରୋଗ ? ପିଙ୍କି : ଯେବେ କାହା ସହ କଥା ହେଉଛି , ମୋତେ ସେ ଦେଖାଯାଉନି , ଡାକ୍ତର: ଓହଃ ଏଇଟା କେବେ କେବେ ହେଉଛି , ପିଙ୍କି : ଯେବେ କାହା ସହ ଫୋନ୍ ରେ କଥା ହେଉଛି ତେବେ , ଡାକ୍ତର ସାହେବ ଏବେ ବେହୋସ୍ ।

ମୁଁ ଏମିତି ଉଦାସ ହୋଇ ପାଣିରେ ପଥର ମାରୁଥିଲି, ଅଚାନକ ଏକ ବେଙ୍ଗବାହାରିଲା , ଓ କହିଲା,  ପାଣିରେ ତ ଆସେ ତୋର ଉଦାସି ବାହାର କରିଦେବି  ତୋର ଲଭର୍ ଚକ୍କରରେ ତୁ ମୋର ସ୍ତ୍ରୀର ମୁଣ୍ତ ଫଟାଇଦେଲୁ ।

ସ୍ତ୍ରୀ : ଆଜି ଠାରୁ ମୁଁ ତୁମ ସହ କେବେ କଥା ହେବିନାହିଁ , ସ୍ୱାମୀ : ବହୁତ ଭଲ , ସ୍ତ୍ରି : ତୁମେ ଜାଣିବାକୁ ଚାହିଁବ ନାହିଁ କଣ ପାଇଁ କଥା ହେବିନି , ସ୍ୱାମୀ : ନା ଜାନୁ , ତୁମ ଫଇସଲାକୁ ମୁଁ ଇଜ୍ଜତ ଦିଏ ,

ସେହି ଦିନ ବି ଆଉ ଦୁରରେ ନାହିଁ ଯେବେ କାନ୍ଥରେ ଲେଖାଯିବ କି ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛାଡନ୍ତୁ ଗ୍ୟାରେଣ୍ଟି ସହ, ସାକ୍ଷାତ କରନ୍ତୁ ସବୁ ବୁଧବାର ପୁରୁଣା ବସ୍ ଷ୍ଟାଣ୍ତର ପାଖରେ ।

ମା : ପୁଅ ଜେଜେ ମାଙ୍କୁ ଜନ୍ମଦିନରେ କଣ ଗିଫ୍ଟ କରିବ , ପୁଅ : ମୁଁ ଜେଜେ ମାଙ୍କୁ ଫୁଟବଲ୍ ଦେବି , ମା ଆରେ ପୁଅ : ଜେଜେମା ଏଇ ବୟସରେ ଫୁଟବଲ୍ କଣ କରିବେ ? ପୁଅ : ସେ ତ ମୋର ଜନ୍ମଦିନରେ ଭଗବତ ଗୀତା ଦେଇଥିଲେ ।

ଗୋଟେ ବ୍ୟକ୍ତିର ସ୍ତ୍ରୀ ମରିଗଲା ସେ ବହୁତ କାନ୍ଦୁଥିଲା,  ସାଙ୍ଗ : ଭାଇ କଣ ହେଲା କିରେ କଣ ହେଇଥିଲା ଭାଉଜଙ୍କୁ ? ବ୍ୟକ୍ତି : କିଛି ନାହିଁ ବାସ୍ ଦହି ଖାଉଥିଲା , ଓ ଖାଉ ଖାଉ… ତା ପରେ ସାଙ୍ଗ ଜଣକ କହିଲେ : ଅଚ୍ଛା ଏହା କହ ଦହି ଅଛି ନା ନାହିଁ ଆଉ ।

Leave a Reply

Your email address will not be published. Required fields are marked *