June 26, 2025

Odia Express

Here, There and Everywhere

‘R’ ନାମ ଵାଲା ଓ ‘M’ ନାମ ଵାଲା ଲୋକଙ୍କ ସ୍ୱଭାବ – କିଏ ଅଧିକ ଶକ୍ତିଶାଳୀ ଜାଣିରଖନ୍ତୁ ଏବେ..

1 min read

ଆମର ନାମର ପ୍ରଭାବ ଆମର ସ୍ୱଭାବ ଓ ଆମ ଚାଲିଚଳଣୀ ଉପରେ ପଡିଥାଏ ଏଥିରୁ ଆମେ ଅନେକ କଥା ଜାଣିପାରିବା।ଆଜି ଆମେ କହିବୁ କିପରି ହୋଇଥାନ୍ତି R’ ନାମ ଵାଲା ଓ କିପରି ହୋଇଥାନ୍ତ ‘M’ ନାମ ଵାଲା।ଏଥିରେ R ରେ ରିତେଶ ଦେଶମୁଖ ଓ M ରେ ମନୋଜ ବାଜପେୟୀଙ୍କ ଉଦାହରଣ ନେଇକି ଭୁଝିବାକୁ ଚେଷ୍ଟା କରିବା ଓ ଜାଣିବା ଦୁହିଁଙ୍କ ଭିତରୁ ଅଧିକ ଶକ୍ତିଶାଳୀ କେଉଁମାନେ ଅଟନ୍ତି।ସର୍ଵ ପ୍ରଥମେ ଜାଣିବା ‘R’ ନାମ ଵାଲା ଲୋକଙ୍କ ବିଷୟରେ। ଏହି ନାମ ଵାଲା ବ୍ୟକ୍ତି ଅଧିକ ଶାନ୍ତ ସ୍ୱଭାବର ହୋଇଥାନ୍ତି ନଚେତ ଅଧିକ କଥା କହିଥାନ୍ତି। ଏମାନେ ଅନାବଶ୍ୟକ କଥାରେ କୌଣସି ହସ୍ତକ୍ଷେପ କରିନଥାନ୍ତି।ଏମାନେ ନିଜ ଦୁନିଆରେ ଖୁସିରେ ରହିଥାନ୍ତି। ଯେପରି ଆମର ବଲିଉଡ ଅଭିନେତା ରିତେଶ ଦେଶମୁଖ। ଏହି ନାମ ଵାଲା ବ୍ୟକ୍ତି ଯେଉଁ କାମ କରିଥାନ୍ତି ସେଥିରେ ମନ ଲଗାଇ କରିଥାନ୍ତି ଓ ସେଥିରେ ସଫଳତା ହାସଲ କରିଥାନ୍ତି। ଏମାନେ ବହୁତ ଭଲ ଅଟନ୍ତି।

ଏମାନେ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି।ଏମାନେ ନିଜ ପରିଶ୍ରମ ଦ୍ୱାରା ସଫଳତା ପ୍ରାପ୍ତ କରିଥାନ୍ତି।ଯେପରି କମେଡି ବାଦସାହା ରିତେଶ ଦେଶମୁଖ। ସେ ନିଜ ପରିଶ୍ରମ ଦ୍ୱାରା ଅନେକ ଭଲ ଫିଲ୍ମରେ କାମ କରିଛନ୍ତି।ଏମାନେ ଦେଖିବାକୁ ବି ବହୁତ ସୁନ୍ଦର ହୋଇଥାନ୍ତି।ଏମାନଙ୍କୁ ଅନେକ ଲୋକ ଭଲ ପାଇଥାନ୍ତି କିନ୍ତୁ ଏମାନେ ଜଣଙ୍କ ସହ ନିଜ ପୁରା ଜୀବନ ଅତିବାହିତ କରିଥାନ୍ତି।ଏମାନେ ସମାଜ ପାଇଁ ହିତକାରୀ ହୋଇଥାନ୍ତି।ଏ ମାନେ ବାହାରୁ କଠୋର ଲାଗୁଥିଲେ ମଧ୍ୟ ଭିତରୁ ବହୁତ କୋମଳ ହୋଇଥାନ୍ତି ଯେପରି ରିତେଶ ଦେଶମୁଖ ଅଟନ୍ତି। ଏମାନେ ଜ୍ଞାନର ସାଗର ମଧ୍ୟ ହୋଇଥାନ୍ତି।

ଏବେ ଜାଣିବା କିପରି ହୋଇଥାନ୍ତି M’ ନାମ ଵାଲା ଲୋକ।ଏମାନେ ସବୁ କଥାକୁ ବହୁତ ସିରିୟସ ରେ ନେଇଥାନ୍ତି ଏଥିପାଇଁ ଯେବେ ଏମାନଙ୍କୁ ଧୋକା ମିଳେ ଏମାନେ ଭାଙ୍ଗିଯାଇଥାନ୍ତି। ପ୍ରେମକୁ ଏମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି ସେଥିପାଇଁ ପ୍ରେମ ପାଇଁ କିଛି ବି କରିପାରନ୍ତି।ଏମାନେ ହୃଦୟରୁ ଭଲ ହୋଇଥାନ୍ତି କିନ୍ତୁ ଜିଦିଆ ହୋଇଥାନ୍ତି। ଯେପରି ଆମ ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେଇ ସେ ଜଣେ ଭଲ ସ୍ୱଭାବର ବ୍ୟକ୍ତି ଅଟନ୍ତି।

ଏମାନଙ୍କ ଭାଗ୍ୟ ଏମାନଙ୍କ ସହିତ ରହିଥିବାରୁ ଏମାନଙ୍କୁ ବହୁତ ଧନ ଓ ସଂମାନ ମିଳିଥାଏ।ଅଧିକ ତମ ଏମାନେ ରାଜନୀତି କରିଥାନ୍ତି।ଅଧିକ ଭାବୁକ ହୋଇଥିବାରୁ ଶୀଘ୍ର ଏମାନେ ପ୍ରେମରେ ପଡ଼ିଥାନ୍ତି।ଏମାନଙ୍କ ଭାଗ୍ୟ ଭଲ ଥିବାରୁ ଅଳ୍ପ ପରିଶ୍ରମରେ ଏମାନଙ୍କ ଭଲ ସଫଳତା ମିଳିଥାଏ।ସବୁ କାମରେ ଏମାନେ ସଫଳତା ପାଇଥାନ୍ତି। କେବେ କେବେ ଏମାନେ ରାଗିଯାଇଥାନ୍ତି କିନ୍ତୁ କାହାର ଖରାପ ଚିନ୍ତା କରିନଥାନ୍ତି।ଅକ୍ପ ଏମାନେ ଜିଦି କରିଥାନ୍ତି ରାଗିଥାନ୍ତି କିନ୍ତୁ ହୃଦୟରୁ ଖରାପ ହୋଇନଥାନ୍ତି।

Leave a Reply

Your email address will not be published. Required fields are marked *