ବାଛନ୍ତୁ ଏକ ଚିତ୍ର ଆଉ ଜାଣନ୍ତୁ ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟକର କଥା – ନିଶ୍ଚୟ ଜାଣିରଖନ୍ତୁ…
ରଙ୍ଗ ତଥା ଆକୃତି ମାନଙ୍କୁ ନେଇ ଆମର ନିଜ ନିଜର ଅନେକ ପ୍ରକାର ର ପସନ୍ଦ ତଥା ନା ପସନ୍ଦ ଥାଏ। ଆଉ ଏହି ପସନ୍ଦ ତଥା ନା ପସନ୍ଦ ହି ଆମ ଭାଗ୍ୟ ଦର୍ଶାଇଥାଏ। ଆପଣ କେଉଁ ରଙ୍ଗ ପସନ୍ଦ କରନ୍ତି ତଥା ଆପଣ କେଉଁ ରଙ୍ଗର କପଡ଼ା ପିନ୍ଧନ୍ତି ତାହା ଆପଣଙ୍କ ଜୀବନ ଶୈଳୀ ଉପରେ ଅନେକ ପ୍ରଭାବ ପକାଇଥାଏ। ଆପଣଙ୍କ ସାମ୍ନା ରେ କିଛି ରଙ୍ଗ ତଥା ଆକୃତି ଅଛି ଯାହା ଭିତରୁ କି ଆପଣ ଗୋଟେ ଆକୃତି ବାଛି ବି ନେଇଥିବେ। ଏହା ଆପଣଙ୍କ ବାବଦରେ କିଛି ପ୍ରକାଶ କରିବ ଯାହା କି ହୁଏତ ଆଶ୍ଚର୍ଯ୍ୟକର ବି ହେଇଥାଏ। ତ ଆସନ୍ତୁ ଜାଣିବା।
୧: ପ୍ରଥମ ଆକୃତି: ଆପଣ ସର୍ବଦା ବେଷ୍ଟ ରହିବାକୁ ଚାହୁଁଛନ୍ତି। ଆପଣ ନିଜର ଜୀବନ ସହ ଯୋଡ଼ା ସମସ୍ତ କାମ ରେ ସର୍ବଦା ବ୍ୟସ୍ତ ରୁହନ୍ତି। ଆପଣଙ୍କୁ ସ୍ୱାର୍ଥପର କହିବା ବି ଅନୁଚିତ କାରଣ ଆପଣ ନିଜ ପାଇଁ ବହୁତ ଚିନ୍ତା କରନ୍ତି। ଲୋକ ଆପଣଙ୍କୁ ଘୃଣା କରନ୍ତି କି ଆପଣ ବହୁତ ସ୍ୱାର୍ଥପର ମାତ୍ର ଆପଣଙ୍କ ଭଳି ହେବା ବି ସହଜ ହେଇନଥାଏ।
୨: ଦ୍ୱିତୀୟ ଆକୃତି: ଆପଣ ବହୁତ ଦାୟିତ୍ତ୍ୱବାନ ବ୍ୟକ୍ତି ଅଟନ୍ତି ଆଉ ଆପଣଙ୍କୁ ଅନ୍ୟର ଉପକାର କରିବା ବହୁତ ପସନ୍ଦ ଥାଏ। ଲୋକ ଆପଣଙ୍କ ଉପରେ ଜଲଦି ଭରସା କରି ଦିଅନ୍ତି କାରଣ ଆପଣ ଭରସାଯୋଗ୍ୟ ହେଇଥାନ୍ତି। ଆପଣ ନିଜ କାମ ଠାରୁ ଅଧିକ ଅନ୍ୟର କାମ କରନ୍ତି। ଆପଣ ବହୁତ ଭରସାଯୋଗ୍ୟ ହେଇଥାନ୍ତି।
୩: ତୃତୀୟ ଆକୃତି: ଆପଣ ଜଣେ ଉନ୍ନତ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ଆପଣଙ୍କ ପାଇଁ ଆପଣଙ୍କ ନିଜ ଚିନ୍ତାଧାରା ଠାରୁ ବଡ଼ କିଛି ହେଇନଥାଏ। ଆପଣ କେବଳ ନିଜ ଭଳି ବ୍ୟକ୍ତିଙ୍କ ସହ ରହିବାକୁ ବହୁତ ପସନ୍ଦ କରନ୍ତି କାରଣ ଆପଣ ଜଣେ ଆଭ୍ୟନ୍ତରୀଣ ଚିନ୍ତା ଧାରା ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ଆପଣ ଜୀବନ ରେ ଉନ୍ନତି କରନ୍ତି।
୪: ଚତୁର୍ଥ ଆକୃତି: ଆପଣ ଜଣେ ଭାବୁକ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ବହୁତ ସମୟରେ ଭୁଲ ଭାବି ନିଆ ଯାଇଥାଏ। ଆପଣ ସର୍ବଦା ସମ୍ମାନ ର ଆବଶ୍ୟକତା କରନ୍ତି। ଆପଣ ନିଜ ଜୀବନ ର ଖରାପ ରୁ ଖରାପ ସମୟ କୁ ବି ସହି ପାରନ୍ତି। ଆପଣଙ୍କ ପାଖରେ ଭବିଷ୍ୟତ ର ନଜର ଥାଏ।
୫: ପଞ୍ଚମ ଆକୃତି: ଆପଣ ସର୍ବଦା ନିଜ ଉପରେ ଭରସା କରିବାକୁ ଚାହାନ୍ତି ଆଉ ଆପଣ ଆତ୍ମନିର୍ଭର ରହିବାକୁ ଚେଷ୍ଟା କରନ୍ତି। ଆପଣଙ୍କୁ ସ୍ୱୟଂ ଜଣା ଅଛି କି କିପରି ନିଜକୁ ସମ୍ଭାଳି ହେବ ଆଉ କିପରି ନିଜର ଶରୀର ତଥା ମନ କୁ ମଜବୁତ ରଖି ହେବ।
୬: ଷଷ୍ଠ ଆକୃତି: ଆପଣ ସହଜ ରେ କାହାରି ବି ସହିତ ଜଲଦି ବନ୍ଧୁତ୍ତ୍ୱ ବନେଇବା ରେ ସହାୟକ ହେଇଯାନ୍ତି। ଆପଣଙ୍କର ଅନେକ ସାଙ୍ଗ ଅଛନ୍ତି ଯିଏ କି ଆପଣଙ୍କ ଖୁସି ର କାରଣ ଅଟନ୍ତି।
୭: ସପ୍ତମ ଆକୃତି: ଆପଣ ସର୍ବଦା ଗତିଶୀଳ ରହିବାକୁ ପସନ୍ଦ କରନ୍ତି ଆଉ ନିଜର କାନରେ ସର୍ବଦା ବ୍ୟସ୍ତ ରୁହନ୍ତି। ଆପଣଙ୍କର ଏହି ଗୁଣ ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ବହୁତ ଅଲଗା କରିଥାଏ।
୮: ଅଷ୍ଟମ ଆକୃତି: ଆପଣ ନିଜର ଜୀବନ କୁ ଭଗବାନ ଙ୍କର ଉପହାର ମାନିଥାନ୍ତି। ତେଣୁ ଆପଣ କାହାରି ସହ ବି ବିବାଦ କରିବାକୁ ପସନ୍ଦ କରନ୍ତି ନାହିଁ। ଯିଏ ଆପଣଙ୍କର କ୍ଷତି କରେ ଆପଣ ତା ସହ ବି ଭଲ ଭାବେ ବ୍ୟବହାର କରନ୍ତି। ଏହା ହି ଆପଣଙ୍କୁ ଅଲଗା କରିଥାଏ।