June 26, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଲେମ୍ବୁ କେଉଁ କେଉଁ ରୋଗ ପାଇଁ ଫାଇଦା ଦେଇଥାଏ…

1 min read

ଆପଣମାନେ ଜାଣିଥିବେ ଲେମ୍ବୁ ସମସ୍ତେ ପିଅନ୍ତି କେହି କେହି ସ୍ୱାଦ ପାଇଁ ପିଅନ୍ତି ତ ଆଉ କେହି ସୋସ ପାଇଁ ପିଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଲେମ୍ବୁ କେଉଁ କେଉଁ ରୋଗ ପାଇଁ ଫାଇଦା ଦେଇଥାଏ।ଏହାକୁ ପିଇବା ଦ୍ୱାରା କେଉଁ କେଉଁ ରୋଗ ଭଲ ହୋଇଥାଏ ଓ ଏହାକୁ କିପରି ଓସଦ ରୂପେ ବ୍ୟବହାର କରିବେ ଆଜି ଏହା ଉପରେ ଜାଣିବା।ଏହାର ପ୍ରଥମ ଫାଇଦା ହେଉଛି ଏହା ଆମ ଶରୀରରେ ଜଳୀୟ ଅଂଶ କମିବାକୁ ଦେଇନଥାଏ।ଆପଣମାନେ ଜାଣିଥିବେ ଆମ ଶରୀର ୯୦% ଜଳ ଅଟେ ଯଦି ଆମ ଶରୀରରେ ଜଳ କମ ହେବ ଆମକୁ ଅନେକ ସମସ୍ୟା ଦେଖାଯିବ ଏହା ସେହି ଜଳ ଅଂଶ କମିବାକୁ ଦେଇନଥାଏ। ଏହା ପରେ ଲେମ୍ବୁରେ ଅଧିକ ପରିମାଣର ଭିଟାମିନ c ଥାଏ।ଏହା ଛଡା ଏହା ଆମ ଇମୁନିଟି ଶକ୍ତି ବଢ଼ାଇଥାଏ ଯାହା ଦ୍ୱାରା ଆମକୁ କୌଣସି ରୋଗ ସହଜରେ ହୋଇନଥାଏ।ଏହା ହୃଦରୋଗ ପାଇଁ ମଧ୍ୟ ଅନେକ ଫାଇଦା ଦେଇଥା ଓ ରକ୍ତ ଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ।

ଲେମ୍ବୁ ଷ୍ଟ୍ରୋକ ରୁ ବଞ୍ଚାଇଥାଏ।କାରଣ ଷ୍ଟ୍ରୋକ ଏଥିପାଇଁ ହୋଇଥାଏ ଯେବେ ଆମ ଶରୀରରେ ଫ୍ୟାଟ କୌଣସି ଭେନରେ ଜମିଥାଏ ତେବେ ଏହା ହୋଇଥାଏ।ଯଦି ଆପଣ ପ୍ରତିଦିନ ଲେମ୍ବୁ ପିଉଛନ୍ତି ଏହା ଷ୍ଟ୍ରୋକରୁ ବଞ୍ଚାଇଥାଏ।ଏହା ପରେ ଲେମ୍ବୁ ଡାଇବେଟିସ ବାଲାଙ୍କ ପାଇଁ ବିଶେଷ ଲାଭ ଦେଇଥାଏ କାରଣ ଲେମ୍ବୁ ଶରୀରର ଇନସୁଲିନ ନିୟନ୍ତ୍ରଣ କରିଥାଏ ଯାହା ଦ୍ୱାରା ଶରୀରରେ ସୁଗାର କମିଥାଏ।

ଏହାର ସବୁଠୁ ଭଲ ଲାଭ ଏହା ଆପଣଙ୍କୁ କୋଷ୍ଟକାଠିନ୍ୟ ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ଦେଇଥାଏ।କାରଣ ଆଜିଲାକି ଲୋକଙ୍କ ଖାଇବା ପିଇବା ଠିକ ନଥିବାରୁ ପ୍ରାୟ ଲୋକ ଏହି ସମସ୍ୟାରେ ପୀଡିତ ଯଦି ଆପଣ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇବେ ଆପଣଙ୍କ ପେଟ ପୁରା ସଫା ହୋଇଥାଏ।ଏହା ସହ ଏହା ଆପଣଙ୍କ ପାଚନ ଶକ୍ତି ବଢ଼ାଇଥାଏ।ଯେଉଁମାନଙ୍କ ଖାଦ୍ୟ ଭଲସେ ହଜମ ହୋଇନଥାଏ ସେମାନେ ଲେମ୍ବୁ ପାଣି ପିଇବା ଦ୍ୱାରା ସେମାନଙ୍କ ହଜମ ଠିକ ହୋଇଥାଏ।

ଲେମ୍ଭୁ ଆପଣଙ୍କୁ ମୁହଁରୁ ବାହାରୁଥିବା ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ।ଯଦି ଆପଣଙ୍କ ମୁହଁରୁ ଗନ୍ଧ ବାହାରୁଛି ପ୍ରତିଦିନ ଲେମ୍ବୁ ପିଅନ୍ତୁ ଯାହା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।ଖାଦ୍ୟ ଖାଇବା ସହ ଲେମ୍ବୁ ଖାଇବା ଦ୍ୱାରା ଖାଦ୍ୟ ଭଲସେ ହଜମ ହୋଇଥାଏ।

ଏହା ଆପଣଙ୍କୁ ପେଟରେ କେଉଁଥିବା ପଥର ଠାରୁ ବଞ୍ଚାଇଥାଏ।ଯଦି କାହାକୁ ଆଗରୁ ପଥର ପେଟରେ ହୋଇଛି ସେ ମଧ୍ୟ ପ୍ରତି ଦିନ ଲେମ୍ବୁ ପାଣି ପିଇବା ଦ୍ୱାରା ଲାଭ ହୋଇଥାଏ।ଏହା ଆପଣଙ୍କ ଶରୀରରେ ରକ୍ତ ଅଭାବ ମଧ୍ୟ ଦୂର କରିଥାଏ।ଏଥିରେ ଆଇରନ ଅଧିକ ନଥାଏ କିନ୍ତୁ ଏହା ଶରୀରରେ ଖାଦ୍ୟ ଦ୍ୱାରା ଯେଉଁ ଆଇରନ ଯାଇଥାଏ ତାକୁ ଶରୀରରେ ଲଗାଇବା ପିଆ ସାହାଯ୍ୟ କରିଥାଏ ଯାହା ଦ୍ୱାରା ରକ୍ତ ଅଭାବ ଦୂର ହୋଇଥାଏ ।ଏହା ଛଡା ଏହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ହେବାକୁ ଦେଇନଥାଏ।

Leave a Reply

Your email address will not be published. Required fields are marked *