June 23, 2025

Odia Express

Here, There and Everywhere

ରାମାୟଣ ଭିତିକ ପ୍ରଶ୍ନ ଓ ଉତ୍ତର – ରାମାୟଣ ଯୁଗରେ କେଉଁ ନାରୀଙ୍କୁ ସତୀ କୁହା ଯାଉଥିଲା ?ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ପରେ ଅଯୋଧ୍ୟାର ରାଜା କିଏ ହୋଇଥିଲେ ? ଉତ୍ତର କେବଳ ବୁଦ୍ଧିମାନ ଲୋକ ଦେବେ

ନମସ୍କାର ବନ୍ଧୁଗଣ | ବର୍ତମାନ ସମୟ ସୋସିଆଲ ମେଡିଆ ର ସମୟ | ତେବେ ଏହି ସମୟରେ ଲୋକ ମାନେ ଧୀରେ ଧୀରେ ଆମ ପୁରାଣ ଶାସ୍ତ୍ର ରୁ ଦୁରକୁ ଯିବାକୁ ଲାଗିଛନ୍ତି ଆଉ ସେହି ସମୟରେ ଆମେ ସୋସିଆଲ ମେଡିଆ ରେ ଆପଣଙ୍କ ପାଇଁ ଆମ ସଂସ୍କୃତି ସହ ଜଡିତ ରାମାୟଣ କଥା ବସ୍ତୁ କୁ ନେଇକି କିଛି ପ୍ରଶ୍ନ ଓ ଉତ୍ତର ଆପଣଙ୍କ ପାଇଁ ନେଇ ଅଶିଚୁ | ଯାହା ପଢିଲେ ଆପଣ ନିଶ୍ଚୟ ଖୁସି ହେବେ | ଏହା ଆପଣଙ୍କ ଜ୍ଞାନ ବଢେଇବାରେ ସହାୟକ ହେବ। ତେବେ ଆସନ୍ତୁ ଜାଣିବା।

୧) ପ୍ରଶ୍ନ: ଏମାନଙ୍କ ମଧ୍ୟରୁ କିଏ ଗୋଟିଏ ଗିଦରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ

ଉତ୍ତର: ବିଭୀଷଣ ।

୨) ପ୍ରଶ୍ନ: କେଉଁ ମହର୍ଷି ନିଜ ପିତାଙ୍କ ଆଦେଶ ରେ ମାତାଙ୍କ ମୁଣ୍ଡ କାଟି ଦେଇଥିଲେ ?

ଉତ୍ତର: ପର୍ଶୁରାମ।

୩) ପ୍ରଶ୍ନ  : ସେହି ଭାଲୁଟିର ନାମ କଣା ଯାହାକୁ ବ୍ରହ୍ମା ନିଜ ପାଟି ମାଧ୍ୟମରେ ଜନ୍ମ ଦେଇଥିଲେ ?

ଉତ୍ତର: ଜାମ୍ବବାନ।

୪) ପ୍ରଶ୍ନ : କେଉଁ ଋଷି ରାମଚନ୍ଦ୍ରଙ୍କୁ ବନବାସ ନ ପଠେଇବା ପାଇଁ ଚେଷ୍ଟା କରି ଥିଲେ?

ଉ: ଜାବାଳି।

୬) ପ୍ରଶ୍ନ : ରାବଣ ର କେଉଁ ପୁତ୍ର କୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ ?

ଉ: ଅକ୍ଷକୁମାର।

୭) ପ୍ରଶ୍ନ : ମହର୍ଷି ଯମଦଗ୍ନି କୁ କିଏ ହତ୍ୟା କରିଥିଲେ ?

ଉ: ସହସ୍ରାଜୁର୍ଣ

୮) ପ୍ରଶ୍ନ : ମହର୍ଷି ଯମଦଗ୍ନି ଙ୍କ ପିତା କିଏ ?

ଉ: ରିତିକ।

୯) ପ୍ରଶ୍ନ : ଏମାନଙ୍କ ମଧ୍ୟରୁ କିଏ ବିବାହ କରି ନଥିଲେ ?

ଉତ୍ତର: ହନୁମାନ।

୧୦) ପ୍ରଶ୍ନ : ରାମଚନ୍ଦ୍ର ମୁକୁଟ ପରିଧାନ କରିବା ବେଳେ କିଏ ପାଞ୍ଚ ସହ ନଦୀରୁ ଜଳ ଆଣି ଦେଇଥିଲେ ?

ଉ: ଜାମ୍ବବାନ।

୧୧) ପ୍ରଶ୍ନ : ନିମ୍ନ ଲିଖିତ ମଧ୍ୟରୁ କେଉଁ ଋଷି ନିଜ ପିତାଙ୍କର ଆଦେଶରେ ଗାଈ ମାନଙ୍କୁ ହତ୍ୟା କରିଥିଲେ ?

ଉ: କନ୍ଦୁ।

୧୨) ପ୍ରଶ୍ନ  କାହା ଗର୍ଭ ରୁ ମକରଧ୍ଵଜ ଜନ୍ମ ନେଇଥିଲେ?

ଉ: ମାଛ ।

୧୩) ପ୍ରଶ୍ନ : ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ପରେ ଅଯୋଧ୍ୟାର ରାଜା କିଏ ହୋଇଥିଲେ ?

ଉ: କୁଶ।

୧୪) ପ୍ରଶ୍ନ : ପ୍ରତେଷ୍ଟି ଯଜ୍ଞ କରିବାରେ ରାଜା ଦଶ ରଥଙ୍କ କିଏ ସାହାଯ୍ୟ କରିଥିଲେ?

ଉ: ଋଷିଶୃଙ୍ଗ।

୧୫) ପ୍ରଶ୍ନ : ଏମାନଙ୍କ ମଧ୍ୟରୁ କିଏ ରାବଣ ଦ୍ଵାରା ଅପମାନିତ ହୋଇଥିଲେ ?

ଉ: ବିଭୀଷଣ।

୧୬) ପ୍ରଶ୍ନ : ଜଟାୟୁ ଭାଇ କିଏ ଥିଲେ ?

ଉ: ସମ୍ପାତି।

୧୭) ପ୍ରଶ୍ନ : ରାକ୍ଷସ ମାନେ କାହାକୁ ଦଣ୍ଡ ଦେବା ଉଦ୍ଧେଶ୍ୟରେ ତାର ଲାଞ୍ଜ ରେ ନିଆଁ ଲଗାଇ ଦେଇଥିଲେ ?


ଉ: ହନୁମାନ।

୧୮) ପ୍ରଶ୍ନ : ୩୩ ଜଣ ବୈଦିକ ଦେବତାଙ୍କର ମାତା କିଏ ଥିଲେ?

ଉ: ଅଫିତି।

୧୯) ପ୍ର: ରାବଣ ସହିତ ଯୁଧ୍ୟ ସମୟରେ ରାମଚନ୍ଦ୍ର କାହା ପିଠି ଉପରେ ଚଢି ଯୁଦ୍ଧ କରି ଥିଲେ?

ଉତ୍ତର: ହନୁମାନ।

୨୦)ପ୍ରଶ୍ନ  : କେଉଁ ୠଷି ନିଜ ହାତରେ ସବୁବେଳେ ବୀଣା ଧରିଥାନ୍ତି?

ଉ: ନାରଦ।

୨୧) ପ୍ରଶ୍ନ : ରାବଣ କେଉଁ ଦେବତାଙ୍କୁ ପ୍ରାଥନା କରିଥିଲେ?

ଉ: ଶିବ।

୨୨) ପ୍ରଶ୍ନ : କେଉଁ ପ୍ରାଣୀଟି ଭଗବାନ ଶିବ ଙ୍କ ବାହାନ ଅଟେ ?

ଉ: ଷଣ୍ଢ।

୨୩) ପ୍ରଶ୍ନ : ରାମଚନ୍ଦ୍ର କାହାକୁ କଳି ଯୁଗର ଶେଷ ପର୍ଯ୍ୟନ୍ତ ଜୀବିତ ରହିବାକୁ କହିଥିଲେ ?

ଉ: ବିଭେଦ।

୨୪) ପ୍ରଶ୍ନ : ରାମାୟଣ ଯୁଗରେ କେଉଁ ନାରୀଙ୍କୁ ସତୀ କୁହା ଯାଉଥିଲା ?

ଉ: ସୁଲୋଚନା ।କିଛି ସ୍ଥାନ ରେ ଏହା ମଧ୍ୟ ଉଲେଖ ଅଛି ଯେ ମନ୍ଦୋଦରୀ ସତୀ ଅଟନ୍ତି

Leave a Reply

Your email address will not be published. Required fields are marked *