June 23, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା A ନାମ ଵାଲା ବ୍ୟକ୍ତି ଓ M ନାମ ଵାଲା ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ…

1 min read

ଆଜି ଆମେ ଆପଣଙ୍କୁ କହିବୁ ନାମ ଵାଲା ବ୍ୟକ୍ତି ଓ M ନାମ ଵାଲା ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ।ସେମାନଙ୍କ ବିବାହିତ ଜୀବନ କିପରି କଟିଥାଏ।ସେମାନଙ୍କ ମଧ୍ୟରେ କୌଣସି ଅଶୁବିଧା ଆସେ କି ନାହିଁ।ଯଦି ଆସେ ଏହାର ସମାଧାନ କଣ ଏହି ସବୁ କଥା ଆଜି ଆମେ ଜାଣିବା।ଏହି ସବୁ କଥା ଆମେ ୬ଟି ପ୍ରକାରରେ ବୁଝିବା ଯଥା–Personality ୨-Nature ୩-Financial ୪-Behaviour ୫-Life ୬-Spiritual ଯଦି ଏହି ସବୁ ପଏଣ୍ଟ ଭଲ ରହିବ ତ ସେମାନଙ୍କ ସମ୍ପର୍କବି ଭଲ ରହିବ

୧-Personality-A ଓ M ନାମ ଵାଲା ବହୁତ ଭଲ ହୋଇଥାନ୍ତି।ଦୁଇଜଣ ହିଁ ସୁନ୍ଦର ଦେଖାଯାଇଥାନ୍ତି।ଏଥିପାଇଁ Personality ମାମଲାରେ ଏମାନଙ୍କୁ କୌଣସି ଅଶୁବିଧା ହୋଇନଥାଏ।

୨-Nature-M ନାମ ଵାଲା କିଛି କିଛି ସମୟରେ ରାଗିଯାଇଥାନ୍ତି କିନ୍ତୁ ହାବୁକ ପ୍ରେମୀ ହୋଇଥାନ୍ତି।ଏମାନେ ନିଜ କଥା କାହା ସାହା ଏତେ ସେୟାର କରିନଥାନ୍ତି।ଏମାନେ ଅଧିକ ସମୟ କୌଣସି କଥା ପାଇଁ ଚିନ୍ତା କରିଥାନ୍ତି।ସେହିପରି A ନାମ ଵାଲା ଅଧିକ ବୁଦ୍ଧିମାନ ହୋଇଥାନ୍ତି।ଏମାନେ ବି ଭଲ ସ୍ୱଭାବର ହୋଇଥାନ୍ତି ସେଥିପାଇଁ Nature ମାମଲାରେ ଏମାନଙ୍କୁ କୌଣସି ଅଶୁବିଧା ହୋଇନଥାଏ।

୩-Financial-M ନାମ ଵାଲା ଅଧିକ ଏହା ଭାବିଥାନ୍ତି ମୁଁ କିଛି ନିଶ୍ଚୟ କରିବି ଏଥିପାଇଁ ଏମାନଙ୍କ ପାଖରେ ପଇସାର କମି ନଥାଏ।ଏମାନେ ନିଜ ପରିଶ୍ରମ ଦ୍ୱାରା ଅନେକ ପଇସା କମାଇଥାନ୍ତି।ସେହିପରି A ନାମ ଵାଲା ଅଧିକ ବୁଦ୍ଧିମାନ ହୋଇଥାନ୍ତି।ଏମାନେ ନିଜ ଜ୍ଞାନ କୌଶଳ ଦ୍ୱାରା ସବୁ କାର୍ଜ୍ୟ ସହଜରେ କରିପାରିଥାନ୍ତି ଯାହା ଦ୍ୱାରା ଏମାନଙ୍କ ପାଖରେବି ଅଧିକ ପଇସା ରହିଥାଏ।ଏହି ମାମଲାରେ ବି କୌଣସି ଅଶୁବିଧା ହୋଇନଥାଏ।

୪-Behaviour-ଏହି ମାମଲାରେ ଏମାନଙ୍କୁ ଅଶୁବିଧା ହୋଇପାରେ କାରଣ ଦୁଇଜଣ ଯାକ ରାଗି ସ୍ୱଭାବର ହୋଇଥାନ୍ତି ଯଦି ଏକ ସମୟରେ ଦୁହେଁ ରାଗିଲେ କେହି କାହା କଥା ଶୁଣିବେନି ତେଣୁ ଏହି ମାମଲାରେ ସତର୍କ ରହିବା ଆବଶ୍ୟକ।

୫-Life-M ନାମ ଵାଲା ଅଧିକ ଏହା ଭାବିଥାନ୍ତି।ଏମାନେ ଲୋକଙ୍କୁ ସାହାଯ୍ୟ କରିଥାନ୍ତି ସମସ୍ତଙ୍କ କଥା ଚିନ୍ତା କରିଥାନ୍ତି।ସେହିପରି A ନାମ ଵାଲା ନିଜ ଜୀବନକୁ ଉପଭୋଗ କରିଥାନ୍ତି ସେମାନେ ସବୁବେଳେ ନିଜ ଜୀବନକୁ ଖୁସିରେ ବିତାଇଥାନ୍ତି।ଏହି ମାମଲାରେ ଦୁହେଁ ଭଲ ଅଟନ୍ତି।

୬-Spiritual-ଏହି ମାମଲାରେ ଦୁହେଁ ସମାନ କାରଣ ଦୁହେଁ ଠାକୁରଙ୍କ ଉପରେ ଅଧିକ ବିଶ୍ୱାସ କରିଥାନ୍ତି।ଦୁହେଁ ଧାର୍ମୀଙ୍କ ହୋଇଥାନ୍ତି।ସେମାନେ ନିଜ ଜୀବନରେ ଧର୍ମର ମହତ୍ୱ ବୁଝିଥାନ୍ତି।

ଏଥିରୁ ଅଧିକ ପଏଣ୍ଟ ଭଲ ଥିବାରୁ ଦୁହେଁ ଭଲସେ ଚଳିପାରିବେ ଖାଲି Behaviour ମାମଲାରେ ଏମାନଙ୍କୁ ସତର୍କ ରହିବାକୁ ପଡିବ ନଚେତ ବହୁତ ଖରାପ ହୋଇଥାଏ।

Leave a Reply

Your email address will not be published. Required fields are marked *