November 22, 2024

Odia Express

Here, There and Everywhere

ରାଜା ପରି ଜୀବନ ବିତେଇଥାନ୍ତି ଅକ୍ଷୟ କୁମାର – ତାଙ୍କ ଜୀବନଶୈଳୀ ଓ ଘର ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

1 min read

ଅକ୍ଷୟ କୁମାର ଙ୍କ ପ୍ରକୃତ ନାମ ହେଉଛି ରାଜୀବ ହରିଓମ୍ ଭାଟିଆ ଏବଂ ତାଙ୍କର ସ୍କ୍ରିନ୍ ନା ହେଉଛି ଅକ୍ଷୟ କୁମାର ଆଉ ତାଙ୍କର ଡାକ ନା ହେଉଛି ଖିଲାଡ଼ି କୁମାର।ତାଙ୍କର ଜନ୍ମ ସେପ୍ଟେମ୍ବର ୯,୧୯୬୭ ରେ ପଞ୍ଜାବ ର ଅମୃତସର ଠାରେ ହୋଇଥିଲା। ୨୦୨୦ ବର୍ଷ ଅନୁସାରେ ତାଙ୍କୁ ୫୦ ବର୍ଷ ହେବ।ତାଙ୍କ ସ୍କୁଲ୍ ଥିଲା ଡନ ବୋସ୍କୋ ହାଇ ସ୍କୁଲ ଏବଂ ପରେ ସେ ଗୁରୁ ନାନକ୍ କଲେଜ ରେ ବ୍ୟାଚଲର ଡିଗ୍ରୀ ପଢୁଥିଲେ।କିନ୍ତୁ ସେ ଅଧା ରୁ ପଢା ଛାଡି ଦେଲେ ଓ ବ୍ୟାଙ୍କୋକ୍ କୁ ଯାଇ ସେଠି ମାର୍ଶାଲ ଟ୍ରେନିଂ ଶିଖିଥିଲେ। ତାଙ୍କ ପିତା ତାଙ୍କୁ ବ୍ୟାଙ୍କୋକ ପଠେଇବା ପାଇଁ ୧୮,୦୦୦ ଟଙ୍କା ଋଣ କରିଥିଲେ।ସେଠାରେ ସେ କିଛି ସମୟ ୱେଟର ଭାବେ କାମ କରୁଥିଲେ।ସେ ପରେ ଭାରତ ଫେରିଲା ପରେ ପିଲାଙ୍କୁ ମାର୍ଶାଲ କଳା ଶିଖୋଉଥିଲେ।

ତାଙ୍କ ପିତା ତାଙ୍କୁ ସବୁବେଳେ ସେ ବଡ ହେଲେ କଣ ହେବେ ବୋଲି ପଚାରୁଥିଲେ ଓ ସେ ବଡ ହୋଇ ହିରୋ ହେବେ ବୋଲି କହୁଥିଲେ ଓ ଟ୍ରାଭେଲ ଏଜେନ୍ସି ରେ ମଧ୍ୟ କାମ କରୁଥିଲେ।ସେ ସବୁବେଳେ ବଡ ହୋଇ ଯାହା କରିବେ ଭଲ କରିବେ ବୋଲି କହୁଥିଲେ।ଅକ୍ଷୟ କୁମାର ତାଇକ୍ୱନ୍ଦୋ ରେ ବ୍ଲାକ ବେଲଟ୍ ବି ରହିସାରିଛନ୍ତି।

ଅକ୍ଷୟ କୁମାର ତାଙ୍କ ର ବ୍ୟକ୍ତିତ୍ଵ କୁ ସିନେ ଜଗତରେ ପ୍ରବେଶ କରାଇ ନିଜର ସଫଳତା ପାଇପାରିଥିଲେ।ସେ ଜଣେ ଜଣାଶୁଣା ନିର୍ଦ୍ଦେଶକ,ପ୍ରଯୋଜକ ତଥା କଳାକାର ଭାବେ ମଧ୍ୟ ବେଶ୍ ଖ୍ୟାତନାମା ଅର୍ଜନ କରିସାରିଛନ୍ତି। ପ୍ରଥମେ ମୋଡଲିଂ କରି ସେ ସିନେ ଜଗତ କୁ ଆସିଥିଲେ।ବହୁତ୍ ପରି୍ଶ୍ରମ ପରେ ସେ ପ୍ରମୋଦ କୁମାର ଙ୍କ ଦ୍ଵାରା ପ୍ରଥମ ଫିଲ୍ମ୍ ଦିଲ୍ଡାର ରେ ଅଭିନୟ କରିବାକୁ ପାଇଥିଲେ।ଏହି ଫିଲ୍ମ୍ ଟି ୧୯୮୧ ରିଲିଜ୍ ହୋଇଥିଲା ଏବଂ ଲୋକେ ଅକ୍ଷୟ ଙ୍କୁ ପସନ୍ଦ କରିଥିଲେ ହେଁ ଆସନ୍ତୁ ଜାଣିବା ସିନେ ଜଗତର ଏକ ବଳିଷ୍ଠ କଳାକାର – ଅକ୍ଷୟ କୁମାର ଙ୍କ ବିଷୟରେ,ତାଙ୍କ ଜନ୍ମ,ପରିବାର ଆଉ ଜୀବନ ଶୈଳୀ ଏବଂ ରୋଜଗାର ତଥା ସଫଳତା ଆଦିର ରହସ୍ୟ।

ଅକ୍ଷୟ କୁମାର ଙ୍କ ପ୍ରକୃତ ନାମ ହେଉଛି ରାଜୀବ ହରିଓମ୍ ଭାଟିଆ ଏବଂ ତାଙ୍କର ସ୍କ୍ରିନ୍ ନା ହେଉଛି ଅକ୍ଷୟ କୁମାର ଆଉ ତାଙ୍କର ଡାକ ନା ହେଉଛି ଖିଲାଡ଼ି କୁମାର।ତାଙ୍କର ଜନ୍ମ ସେପ୍ଟେମ୍ବର ୯,୧୯୬୭ ରେ ପଞ୍ଜାବ ର ଅମୃତସର ଠାରେ ହୋଇଥିଲା। ୨୦୨୦ ବର୍ଷ ଅନୁସାରେ ତାଙ୍କୁ ୫୦ ବର୍ଷ ହେବ।

ତାଙ୍କ ସ୍କୁଲ୍ ଥିଲା ଡନ ବୋସ୍କୋ ହାଇ ସ୍କୁଲ ଏବଂ ପରେ ସେ ଗୁରୁ ନାନକ୍ କଲେଜ ରେ ବ୍ୟାଚଲର ଡିଗ୍ରୀ ପଢୁଥିଲେ।କିନ୍ତୁ ସେ ଅଧା ରୁ ପଢା ଛାଡି ଦେଲେ ଓ ବ୍ୟାଙ୍କୋକ୍ କୁ ଯାଇ ସେଠି ମାର୍ଶାଲ ଟ୍ରେନିଂ ଶିଖିଥିଲେ। ତାଙ୍କ ପିତା ତାଙ୍କୁ ବ୍ୟାଙ୍କୋକ ପଠେଇବା ପାଇଁ ୧୮,୦୦୦ ଟଙ୍କା ଋଣ କରିଥିଲେ।ସେଠାରେ ସେ କିଛି ସମୟ ୱେଟର ଭାବେ କାମ କରୁଥିଲେ।ସେ ପରେ ଭାରତ ଫେରିଲା ପରେ ପିଲାଙ୍କୁ ମାର୍ଶାଲ କଳା ଶିଖୋଉଥିଲେ।

ତାଙ୍କ ପିତା ତାଙ୍କୁ ସବୁବେଳେ ସେ ବଡ ହେଲେ କଣ ହେବେ ବୋଲି ପଚାରୁଥିଲେ ଓ ସେ ବଡ ହୋଇ ହିରୋ ହେବେ ବୋଲି କହୁଥିଲେ ଓ ଟ୍ରାଭେଲ ଏଜେନ୍ସି ରେ ମଧ୍ୟ କାମ କରୁଥିଲେ।ସେ ସବୁବେଳେ ବଡ ହୋଇ ଯାହା କରିବେ ଭଲ କରିବେ ବୋଲି କହୁଥିଲେ।ଅକ୍ଷୟ କୁମାର ତାଇକ୍ୱନ୍ଦୋ ରେ ବ୍ଲାକ ବେଲଟ୍ ବି ରହିସାରିଛନ୍ତି।

ଅକ୍ଷୟ କୁମାର ତାଙ୍କ ର ବ୍ୟକ୍ତିତ୍ଵ କୁ ସିନେ ଜଗତରେ ପ୍ରବେଶ କରାଇ ନିଜର ସଫଳତା ପାଇପାରିଥିଲେ।ସେ ଜଣେ ଜଣାଶୁଣା ନିର୍ଦ୍ଦେଶକ,ପ୍ରଯୋଜକ ତଥା କଳାକାର ଭାବେ ମଧ୍ୟ ବେଶ୍ ଖ୍ୟାତନାମା ଅର୍ଜନ କରିସାରିଛନ୍ତି। ପ୍ରଥମେ ମୋଡଲିଂ କରି ସେ ସିନେ ଜଗତ କୁ ଆସିଥିଲେ।ବହୁତ୍ ପରି୍ଶ୍ରମ ପରେ ସେ ପ୍ରମୋଦ କୁମାର ଙ୍କ ଦ୍ଵାରା ପ୍ରଥମ ଫିଲ୍ମ୍ ଦିଲ୍ଡାର ରେ ଅଭିନୟ କରିବାକୁ ପାଇଥିଲେ।ଏହି ଫିଲ୍ମ୍ ଟି ୧୯୮୧ ରିଲିଜ୍ ହୋଇଥିଲା ଏବଂ ଲୋକେ ଅକ୍ଷୟ ଙ୍କୁ ପସନ୍ଦ କରିଥିଲେ ହେଁ ତାଙ୍କ ପାଖରେ କଳକାରୀତା ର ଅଭାବ ଥିଲା ବୋଲି କିଛି ଲୋକ ମଧ୍ୟ କହୁଥିଲେ।ସେ ପରେ ତାଙ୍କର ଆଉ ଏକ ଫିଲ୍ମ୍ ଖିଲାଡ଼ି ରେ ତାଙ୍କର ଜବରଦସ୍ତ ଭୂମିକା ରେ ଲୋକଙ୍କ ମନ କିଣିପରିଥିଲେ।ଏହା ବଲିଉଡ ର ବକ୍ସ ଅଫିସରେ ବହୁତ୍ ବଢିଆ ରୋଜଗାର କଲା। ଏହା ପରେ ସେ ବହୁତ୍ ବଢିଆ ଫିଲ୍ମ୍ ଯଥା – ଖିଲାଡ଼ି ସିରିଜ୍,ମେ ଖିଲାଡ଼ି ତୁ ଅନାଡି, ଏବଂ ମୋହରା ଆଦିରେ ଅଭନୟ କରିଥିଲେ।ସେ ମୋହରା ରେ ଦର୍ଶକ ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଦେଇଥିଲେ।

ସେ କେବଳ ଆକ୍ସନ୍ ଫିଲ୍ମ୍ କରିପାରିବେ ବୋଲି ଦର୍ଶକ କହୁଥିଲେ କିନ୍ତୁ ପରେ ତାଙ୍କର ହେରାଫେରି କମେଡି
ଫିଲ୍ମ୍ ସମସ୍ତଙ୍କ ମନ କୁ ଜିତି ଥିଲା ଏଥିସହ ସେ ବହୁତ୍ ଫିଲ୍ମ୍ କରି ତାଙ୍କ ସଫଳତା ହାସଲ କରିଥିଲେ। ସେ ଏହାପରେ ବହୁତ୍ ସୁପର ହିଟ୍ ଫିଲ୍ମ୍ – ଦିଲ୍ ତୋ ପାଗଲ୍ ହେ,କେଶରୀ,ହାଉସ ଫୁଲ ଆଦି ମଧ୍ୟ ସଂପୃକ୍ତ।

ଅକ୍ଷୟ କୁମାର ତାଙ୍କ କଳାକାରୀତା ଯୋଗୁଁ ବିଭିନ୍ନ ଫିଲ୍ମ୍ ଫୈର୍,ଜୀ ସିନେମା,ଆଇ.ଆଇ. ଏଫ ଆଦି ପାଇପାରିଛନ୍ତି ଯାହାକି ସେ ଫିଲ୍ମ୍ -ଏୟାର ଲିଫ୍ଟ, ହୋଲିଡେ, ସ୍ପିସଲ୍ ୨୬ ଆଦି ଅନ୍ତର୍ଗତ।ସେ ଏହା ବ୍ୟତୀତ ୨୦୦୯ ରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ହୋଇଥିଲେ।

ତାଙ୍କ ପରିବାର ଭିତରେ ବାପା – ହରି ଓମ୍ ଭାଟିଆ,ମା – ଅରୁଣା ଭାଟିଆ ,ଭଉଣୀ – ଅଳ୍କା ଭାଟିଆ,ସ୍ତ୍ରୀ -ଟୂଇନ୍କିଲ୍
ଭାଟିଆ ,ପୁଅ – ଆରଭା କୁମାର,ଝିଅ – ନିତ୍ରା କୁମାର ଆଦି ସଂପୃକ୍ତ।

ଅକ୍ଷୟ କୁମାର ଫିଲ୍ମ୍ ପ୍ରତି ୨୫ କୋଟି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଁନ୍ତ୍ ରୁ ୧୦ କୋଟି ରୋଜଗାର କରୁଛନ୍ତି ଯାହା ଭିତରେ ହୋଣ୍ଡା ମୋଟର ସାଇକେଲ, ଫର୍ତୁନେ ତେଲ,ପୋଲିସ ବାଜର ସଂପୃକ୍ତ। ସେ ୨୦୦ କୋଟି ଟଙ୍କା ମଧ୍ୟ ଇନ୍ ବେଷ୍ଟ କରିଛନ୍ତି।ତାଙ୍କର ପୁରା ରୋଜଗାର ହେଉଛି ୧୮୭୦ କୋଟି ଏବଂ ତାଙ୍କୁ ସମସ୍ତେ ଏକ ବଳିଷ୍ଠ କଳାକାର ଭାବେ ମଧ୍ୟ ଗଣିଥାନ୍ତି।

Leave a Reply

Your email address will not be published. Required fields are marked *