ପ୍ଲାଷ୍ଟିକ ଓ ଷ୍ଟିଲ ଚା ଛଣା କୁ ସମ୍ପୂର୍ଣ୍ଣ ନୂଆ ଭଳି ସଫା କରିବାର ଏକ ଅବିଶ୍ଵସନୀୟ ଉପାୟ – ନିଶ୍ଚୟ ଏହାକୁ ସମସ୍ତେ ଜାଣିରଖନ୍ତୁ..

ସୁସ୍ବାଗତ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆଜି ଗୋଟେ ବଢିଆ ତଥ୍ୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦୟାକରି ଧ୍ୟାନ ଦେଇ ଶୁଣିବେ।ସମସ୍ତଙ୍କ ଘରେ ଚା ଛଙ୍କା ଥିବ,ଏହା ସାଧାରଣତଃ ୨ ପ୍ରକାରର ଗୋଟେ ପ୍ଲାଷ୍ଟିକର ଥାଏ ଓ ଆଉ ଗୋଟେ ଷ୍ଟିଲର ଥାଏ।ଏଗୁଡିକ ନୂଆ ବେଳେ ବହୁତ ବଢିଆ ଚିକ ଚିକ କରେ ଓ ଟିକେ ପୁରୁଣା ହେଲେ ବହୁତ ଅସନା ଦେଖାଯାଏ।ସେ ଅସନା ପଣକୁ କିପରି ଦୁର କରିବା ଆସନ୍ତୁ ଆଜି ଆମେ ଜାଣିବା।
ଆସନ୍ତୁ ଜଣାଇବା ଚା ଛଙ୍କା ସଫା କରିବା ପାଇଁ ଆମକୁ କଣ କଣ ଦରକାର।ପ୍ରଥମେ ଆମକୁ ଦରକାର ଦୁଇଟି ଗିନା,ବେକିଙ୍ଗ ସୋଢ଼ା।ତାପରେ ଆମେ ସେ ଗିନାରେ କିଛି ବେକିଙ୍ଗ ସୋଢ଼ା ନେଇ ସେଥିରେ ଗୋଟିଏ ଚାମୁଚ ପାଣି ମିଶେଇବା ଓ ଗୋଟେ ପୁରୁଣା ବ୍ରସ ସାହାର୍ଯ୍ୟରେ ତାକୁ ମିସେଇବା।ବେକିଙ୍ଗ ସୋଢ଼ା ବହୁତ ଭଲ ହୋଇଥାଏ ଓ ଏହା ମାଧ୍ୟମରେ ବହୁତ କିଛି ଜିନିଷ ସଫା ହୋଇଥାଏ।
ଆମେ ସେ ବ୍ରସ ସାହାର୍ଯ୍ୟରେ ଭଲ ଭାବରେ ସେ ଚା ଛଙ୍କାକୁ ଘଷିବାକୁ ଲାଗିବା ଓ ଦେଖିବା ସେଥିରେ ଲାଗିଥିବା ଚା ପତି ଧୀରେ ଧୀରେ ବାହାରକୁ ଆସିବାକୁ ଲାଗିବ।ସେହି ଭଳି ଭଲ ଭାବରେ ରଗଡି ରଗଡି ଘଷିବା ପରେ ଆପଣ ତାକୁ ସେହି ଭଳି କିଛି ସମୟ ପାଇଁ ଛାଡି ଦେବେ।ଏ ବେକିଙ୍ଗ ସୋଢ଼ା ବହୁତ ଲାଭ କାରୀ ହୋଇଥାଏ ଏହା ସାହାର୍ଯ୍ୟରେ ଆମେ ନିଜ ଘରେ ଥିବା କପ ଯେଉଁଥିରେ ଚାର ଦାଗ ରହିଥାଏ ତାକୁ ଆମେ କାଢି ପାରିବା।
ତାପରେ ସେ ଚା ଛଙ୍କା କିଛି ସମୟ ପାଇଁ ସେହି ଭଳି ରଖିଦେବା ପରେ ଆମେ ଏହି ଉପାୟରେ ପୁରା ସେହି ଭଳି ପ୍ଲାଷ୍ଟିକର ଚା ଚଙ୍କାକୁ ଆମେ ସେ ସେ ଭଳି ବ୍ୟବହାର କରି ପାରିବା।ସେହି ଭଳି ସଠିକ ସେହି ଉପାୟରେ ଆମେ ବେକିଙ୍ଗ ସଧାକୁ ଲଗେଇବେ ଓ ବ୍ରସ ସାହାର୍ଯ୍ୟରେ ଭଲ ଭାବରେ ଘଷିବାକୁ ଲାଗିବେ।ଆପଣ ସେ ଦୁଇଟିରେ ଭିନେଗାର ଲଗେଇ କିଛି ସମୟ ପାଇଁ ସେହିଭଳି ଛାଡି ଦେବେ।ତାପରେ ଆମକୁ ଦରକାର ପଡିବ ଆମକୁ ଭିନେଗାରର।
ଆପଣ ସେ ଗିନାରେ ସମ୍ପୂର୍ଣ୍ଣ ଭାବେ ଭର୍ତ୍ତି କରି ନେବେ ଓ ତାପରେ କିଛି ସମୟ ତାକୁ ସେମିତି ଛାଡି ଦେବେ ଓ କିଛି ସମୟ ପରେ ଦେଖିବେ ସେଠାରେ ଧଳା ଧଳା ଫେଣ ବାହାରିବାକୁ ଲାଗିବ।ଆପଣ ସେ ଚା ଛଙ୍କା ଦୁଇଟିକୁ ପ୍ରାୟ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ସେହିଭଳି ବୁଡ଼େଇ ଛାଡି ଦେବେ।ଯଦି ଆପଣଙ୍କ ଚା ଛଙ୍କା ବହୁତ ବହୁତ ଅସନା ହୋଇଥାଏ ଆପଣ ଏହାକୁ ରାତିରେ କରିବେ ଓ ସକାଳ ପର୍ଯ୍ୟନ୍ତ ଭିନେଗାରର ବୁଦେଇ ଛାଡି ଦେବେ।ତାପରେ ରାତିରେ ଭିଜେଇଲା ପରେ ଆପଣ ସକାଳୁ ସାବୁନ ଲଗେଇ ଧୋଇ ନେବେ।
ଆପଣ ଗିନା ନେବାର ମୁଖ୍ୟ କାରଣ ହେଲା ଆପଣଙ୍କ ଭିନେଗାର କମ ଖର୍ଚ୍ଚ ହେବ ଓ ଭିନେଗର ନଷ୍ଟ ହେବ ନାହିଁ।ଯଦି ଆମେ ଗୋଟେ ବଡ଼ ବାକ୍ସ କିମ୍ବା ଅନ୍ୟ କେଉଁ ବଡ଼ ଡ଼ବା ଭିତରେ ଆମେ ଏହାକୁ ବୁଡ଼େଇ ରଖିଥାନ୍ତେ ଏହା ସଫା ହୋଇଥାନ୍ତା କିନ୍ତୁ ଅଧିକ ଭିନେଗାର ନଷ୍ଟ ହୋଇଥାଏ।ଆପଣ ଠିକ ଗୋଟେ ଘଣ୍ଟା ପରେ ସେଠାରେ ଯାଇଁ ଦେଖନ୍ତୁ ଓ ଯାହା ପରିବର୍ତ୍ତନ ହୋଇଥିବ ଆପଣ ନିଜ ଆଖିରେ ବିଶ୍ୱାସ କରି ପାରିବେ ନାହିଁ।
ଆପଣ ଦେଖିବେ ସେ ଚା ଛଙ୍କାର ଜାଳିରେ ଲାଗିଥିବା ସବୁ ଚା ପତି ତକ ବାହାରକୁ ବାହାରି ଯାଇଛି ଓ ସେ ଷ୍ଟିଲର ଆଖ ପାଖରେ ଲାଗିଥିବା କଳା ଦାଗ ଭଲ ଭାବରେ ସଫା ହୋଇଯାଇ ଛାଡି ଯାଇଥିବ।ଆମେ ମାତ୍ର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ରଖିବା ଦ୍ୱାରା ଏଭଳି ସଫା ହେଲା ଯଦି ଆମେ ତାକୁ ସମ୍ପୂର୍ଣ୍ଣ ରାତି ସାରା ରଖିଥାନ୍ତେ ତ ଏହା କିପରି ସଫା ହୋଇଥାନ୍ତା ଆପଣ ମାନେ ଟିକେ ମନଧ୍ୟାନ ଦେଇ ଭାବନ୍ତୁ।ତାପରେ ଆମେ ସେ ଚା ଛଙ୍କା ଉପରେ ଅଳ୍ପ ମାତ୍ରାରେ ବାସନ ମଜା ସାବୁନ ନେବେ ଓ ତାକୁ ବ୍ରସ ସାହାର୍ଯ୍ୟରେ ଆପଣ ଘସିବାକୁ ଲାଗିବେ।
ତାପରେ ତାକୁ ଭଲ ଭାବରେ ଘଷିବା ପରେ ଆମେ କଣ କରିବାନା ତାକୁ ପାଣି ସାହାର୍ଯ୍ୟରେ ତାକୁ ଧୋଇନେବା ଓ ତାପରେ ଚା ଛଙ୍କାକୁ ଭଲ ଭାବରେ ସଫା ପାଣିରେ ତାକୁ ଧୋଇନେବେ ଓ ତାପରେ ଆପଣ ଦେଖିବେ ସେ ଚା ଛଙ୍କା ଜାଳିରେ ନା କୌଣସି ପ୍ରକାରର ଚା ପତି ଲାଗିଥିବ ନା କୌଣସି କଳା ଦାଗ ଥିବ।ଆପଣ ସେ ପ୍ଲାଷ୍ଟିକ ଛଙ୍କାକୁ ମଧ୍ୟ ଏହି ଉପାୟରେ ସଫା କରି ପାରିବା।ସେ ବଳିଥିବା ଭିନେଗର ପାଣିରେ ଆପଣ ନିଜ ଘରର ଟାଇଲ ଆଦି ସଫା କରି ପାରିବେ।ତାପରେ ସାବୁନ ଘସିସାରିବା ପରେ ସାଧା ପାଣିରେ ଧୋଇନେବେ ଓ ଏହି ଭଳି ସଫା ଚା ଛଙ୍କାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।