November 23, 2024

Odia Express

Here, There and Everywhere

IAS ଇଣ୍ଟରଭ୍ୟୁରେ ପଚାରାଯାଇଥିବା ପ୍ରଶ୍ନ ମୁଣ୍ତ ବୁଲାଇଦେବ ଆପଣଙ୍କର – ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ ,ଜାଣିରଖନ୍ତୁ ଏଭଳି ଚତୁର ପ୍ରଶ୍ନର ଉତ୍ତର..

1 min read

ସବୁ ଯୁବପୀଢିଙ୍କର ଗୋଟିଏ ସ୍ୱପ୍ନ ହୋଇଥାଏ କି ୟୁପିଏସ୍ ସି ପରୀକ୍ଷା ପାସ୍ କରି ସେ ଆଇଏଏସ୍ ଅଫିସର୍ ହେବ , ୟୁପିଏସ୍ ସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷାରୁ ଗୋଟେ ହୋଇଥାଏ । ଦେଶସାରା ବହୁତ ଆଶାର୍ଥି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି , କିନ୍ତୁ କିଛି ଲୋକ ହୋଇଥାନ୍ତି ଯେଉଁମାନେ ଏହି ପରୀକ୍ଷା ପାସ୍ କରିବାରେ ସଫଳ ହୋଇଥାନ୍ତି , ଆପଣଙ୍କୁ କହିଦେବୁ କି ଏହି ବର୍ଷ ୟୁପିଏସ୍ ସି ପ୍ରାରମ୍ଭିକ ପରୀକ୍ଷା ଅକ୍ଟୋବରରେ ଆରମ୍ଭ ହେବାର ଅଛି , ଏହି ପରୀକ୍ଷାରେ ଲିଖିତ ସହ ଇଣ୍ଟରଭ୍ୟୁ ହୋଇଥାଏ , ଯଦି ଲିଖିତ ପରୀକ୍ଷା ପାସ୍ କରିନିଆଯାଏ , ଏହାର ଇଣ୍ଟରଭ୍ୟୁକୁ ପାସ୍ କରିବା ବହୁତ କଠିନ ମାନାଯାଇଛି , କାରଣ ଏଥିରେ ଏମିତି କିଛି ପ୍ରଶ୍ନ ପଚାରା ଯାଈଥାଏ ଯାହାର ଜବାବ୍ ଦେଇକରି ମୁଣ୍ତ ବୁଲାଇଦେଇଥାଏ , ଏହି ପ୍ରଶ୍ନଗୁଡିକର ଶୁଣିକରି ବହୁତ ଲୋକଙ୍କର ମୁହଁ ବନ୍ଧ ହୋଇଯାଏ , ଆଜି ଆମେ ଆପଣଙ୍କୁ ଆଇଏଏସ୍ ପରୀକ୍ଷାରେ ପଚାରାଯାଇଥିବା କିଛି ପ୍ରଶ୍ନ ଓ ତାହାର ଜବାବ୍ କହିବାକୁ ଯାଊଛୁ ।

ପ୍ରଶ୍ନ : ଭାରତର ପ୍ରଥମ ମହିଳା ଆଇଏଏସ୍ ଅଫିସର୍ କିଏ ହୋଇଥିଲେ ?

ଉତ୍ତର : ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅନ୍ନା ରାମଜନ ମଲହୋତ୍ରା ଏହା ଏକ ଏମିତି ମହିଳା ଥିଲେ ଯିଏ ପ୍ରଥମ ଆଇଏଏସ୍ ଅଫିସର୍ ହୋଇଥିଲେ ।

ପ୍ରଶ୍ନ : କେଉଁ ବ୍ୟକ୍ତି ହୃଦୟ ୧ ମିନିଟ୍ ରେ ୧୫୬ ଥର ଧକ୍ ଧକ୍ ହୋଇଥାଏ ।

ଉତ୍ତର : ଏହି ପ୍ରଶ୍ନକୁ ଶୁଣିବାପରେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ , ଏମିତି କେଉଁ ବ୍ୟକ୍ତି ବା ହୋଇଥାଇପାରେ ? ଏହାର ସଠିକ୍ ଉତ୍ତର ହେଲା ନୀଲ୍ ଆମଷ୍ଟ୍ରଙ୍ଗ୍ ଯିଏ ଚନ୍ଦ୍ରମାରେ ବାମ ପାଦ ରଖିଲେ ତେବେ ତାଙ୍କ ହୃଦୟ ୧ ମିନିଟ୍ ରେ ୧୫୬ ଥର ଧକ୍ ଧକ୍ ହୋଇଥିଲା ।

ପ୍ରଶ୍ନ : ଯଦି ରେଳର ଧାରଣରେ କରେଣ୍ଟ ଲଗାଇଦିଆଯିବ ତେବେ କଣ ହେବ , କାରଣ ରେଳର ଧାରଣା ଛାଡି ଛାଡି ହୋଇରହିଥାଏ ।

ଉତ୍ତର : ଦେଖନ୍ତୁ ଏହି ପ୍ରଶ୍ନରେ ଏହା ପଚାରାଯାଇଥିଲା କି ଯଦି ରେଳର ଧାରଣାରେ କରେଣ୍ଟ ଲଗାଇଦିଆଯିବ ତେବେ କଣ ହେବ , ଆପଣଙ୍କ ମାନଙ୍କ ମନରେ ଏହି ବିଚାର ଆସୁଥିବ କି ଯଦି ଧାରଣାରେ କରେଣ୍ଟ ଲଗାଈଲେ ଏହା ସବୁ ଆଡେ ବ୍ୟାପି ଯିବ , ଯାହା ଦ୍ୱାରା କରେଣ୍ଟ ଲାଗିବାର ବିପଦ ଅଧିକା ହୋଇଯିବ , କିନ୍ତୁ ଏମିତି ନୁହେଁ କାରଣ ଧାରଣାଗୁଡିକ ମାଟି ସହ ଯୋଡି ହୋଇଛି , ଯାହା ଆର୍ଥିଙ୍ଗ୍ ସିଷ୍ଟମ୍ କାରଣରୁ ଯଦି ଧାରଣାରେ କରେଣ୍ଟ ବି ଲାଗେ ତେବେ ଅଧିକା ଦୂର ଯାଏଁ ଯାଇପାରିବ ନାହିଁ ,  ଯାହା ଦ୍ୱାରା ଲୋକଙ୍କୁ କିଛି କ୍ଷତି ହେବ ନାହିଁ ।

ପ୍ରଶ୍ନ : Here ଓ There ରେ କଣ ଫର୍କ ହୋଇଥାଏ ?

ଉତ୍ତର “ ଏହି ପ୍ରଶ୍ନକୁ ଦେଖିବାପରେ ଆପଣ ଅଧିକାଂଶ ଏହି ଜବାବ୍ ଦେବେ କି ଏହାର ଉତ୍ତର ଏଠାରେ ଓ ସେଠାରେ କିନ୍ତୁ ଏହି ଦୁହେଁଙ୍କ ମଧ୍ୟରେ କେବଳ T ଫରକ ହୋଇଥାଏ ।

ପ୍ରଶ୍ନ : ଆପଣ କେବଳ ଦୁଇ ଟଙ୍କା ଉପଯୋଗ କରି ୨୩ କିପରି ଲେଖିପାରିବେ ?

ଉତ୍ତର : ଏହାର ଉତ୍ତର ଏହି ପ୍ରକାରର ଅଟେ  : ୨୨+୨/୨

ପ୍ରଶ୍ନ : ଦୁଇଟି ଘରେ ନିଆଁ ଲାଗିଛି , ଗୋଟେ ଧନୀ ଘରର ଅଟେ ଓ ଅନ୍ୟଟି ଗରିବଘରର ଅଟେ , ପୋଲିସ୍ କେଉଁ ଘରକୁ ନିଆଁ ଲିଭାଇବାକୁ ଯିବ ?

ଉତ୍ତର : ପୋଲିସ୍ ନିଆଁ ଲିଭାଇନଥାଏ ।

ପ୍ରଶ୍ନ : ମନୁଷ୍ୟର ଗୋଟେ ଆଖିର ଓଜନ କେତେ ଗ୍ରାମର ହୋଇଥାଏ ? ଉତ୍ତର : କେବଳ ୮ ଗ୍ରାମ

ପ୍ରଶ୍ନ : ପାସୱାର୍ଡକୁ ହିନ୍ଦୀରେ କଣ କୁହନ୍ତି ?

ଉତ୍ତର :ଯେଉଁ ପ୍ରଶ୍ନ ଏଠାରେ ପଚାରାଯାଇଛି ଯାହା ବ୍ୟକ୍ତି ଜୀବନରେ ଦୈନଦିନ ପ୍ରୟୋଗ କରିଥାଏ , ହୋଇପାରେ କିଛି ଲୋକେ ଏହାର ସଠିକ୍ ଜବାବ୍ ଦେଇପାରିବେ, କିନ୍ତୁ ଅଧିକାଂଶ ଲୋକେ ଏହାର ଜବାବ୍ ଜାଣିନଥିବେ , ଏହାର ଉତ୍ତର ହେଲା କୁଟ ଶବ୍ଦ ।

Leave a Reply

Your email address will not be published. Required fields are marked *