June 27, 2025

Odia Express

Here, There and Everywhere

ବୁଡିଥିବା ଟାଇଟେନିକ ଜାହାଜ ଆଜି ପର୍ଯ୍ୟନ୍ତ ପାଣିରୁ ବାହାର ନ କରିବାର କାରଣ କଣ ? ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

1 min read

ସାଙ୍ଗମାନେ ଆମ ପୃଥିବୀର ୭୧% ଭାଗ କେବଳ ପାଣି ଅଟେ।କେବଳ ୨୯ ପ୍ରତିଶତ ରେ ଆମ ଜଙ୍ଗଲ ଅଛି ଓ ଲୋକ ବସ ବାସ କରନ୍ତି।ପାଣିରେ ବୁଡି ରହିଥିବା ଏହି ଯାଗା ଆମ ବୁଝାବନାର ବାହାରେ ଅଟେ।ସେଥିପାଇଁ ଭିନ୍ନ ଭିନ୍ନ ରହସ୍ୟ ଆମ ସାମ୍ନାକୁ ଆସିଥାଏ।ଏମାନଙ୍କ ଭିତରୁ ଆସିବ ଟାଇଟାନିକ ଏହା ବୁଡିବାର ୭୩ ବର୍ଷ ପରେ ଏହା ଜଣା ନଥିଲା କି ସମୁଦ୍ର ଗହୀରରେ କେଉଁଠାରେ ଲିନ୍ନ ଥିଲା ଏ ଜାହାଜ।ଆଜି ଏହା ମିଳିବାର ୩୫ ବର୍ଷ ପରେ ମଧ୍ୟ ଏହା ବାହାରକୁ ବାହାର କରାଯାଇ ପାରିଲା ନାହିଁ।କିଛି ସମୟରେ କୁହାଯାଇଥିବା ନବୁଡୁଥିବା ଟାଇ ଟେନିକର ଯାହା ଅଵସ୍ଥା ହୋଇଥିଲା ସେ ବିଶୟରେ ଆମେ ସମସ୍ତେ ଜାଣିଛୁ।ଏହା ବୁଡିବା ପରେ ଏହାକୁ ଖୋଜିବାର ବହୁତ ପ୍ରୟାସ କରା ଗଲା ଓ ଏହା ଫେଲ ହେଲେ।ଏହି ପରି ୭୩ ବର୍ଷ ପରେ ୧୯୮୩ ରେ ଆମେରିକାନ ନେଭି ଅଫିସର ରବର୍ଟ ବାଲାର୍ଡ଼ ଶେଷରେ ଟାଇଟେନିକୁ ଖୋଜି ଦେଲେ।ଏହା ୟୁଫାଇଣ୍ଡ ଲାଇନ ତଟ ଠାରୁ ୬୦୦ କି.ମି ଦକ୍ଷିଣ ପୂର୍ବରେ ମିଳିଥାଏ।ଏଜି ଜାହାଜ ସମୁଦ୍ରରେ ୧୨,୫୦୦ ଫୁଟ ବା ୪ କିମି ଗହୀରରେ ମିଳିଥିଲା ।

ଟାଇଟେନିକ ଭିତରେ ଥିବା ବିଭିନ୍ନ ଜିନିଷକୁ ବାହାରକୁ ଅଣା ଗଲା କିନ୍ତୁ ତାର ଅବଶେଷକୁ ଅଣା ଗଲା ନାହିଁ।ଏହାର ରହସ୍ୟ ଖୋଲି ଯାଇଥାନ୍ତା ଯଦି ଏହାକୁ ବାହାରକୁ ଆଣି ଏହାର ରିସର୍ଚ୍ଚ କରାଯାଇଥାନ୍ତା।କାହିଁକି ଏତେ ଆଧୁନିକ ଉପକରଣ ଥାଇ ମଧ୍ୟ ଟାଇଟେନିକକୁ ବାହାରକୁ ଅଣା ଯାଉନାହିଁ।୧୯୮୫ ରେ ଯେତେବେଳେ ଟାଇଟେନିକୁ ଖୋଜା ଗଲା,ସେତେବେଳ ଏହାର ଅଵସ୍ଥା ଜାହାଜ ଭଳି ନଥିଲା।ବହୁତ ଲୋକକହିଲେ ସମରିନ ଓ ମ୍ୟାଗନେଟ ସାହାର୍ଯ୍ୟରେ ବାହାର କରାଯିବା ଦରକାର,ଏ ଉପାୟରେ ଅସୁବିଧା ଆସିଲା ଏହାର ଓଜନ ଯାହା ହେଲା ୧.୪୩ ଲକ୍ଷ୍ୟ ଟନ ଓ ଏହା ସମୁଦ୍ର ବହୁତ ତଳେ ଥିବାରୁ ପାଣି ଏହାର ଓଜନ ଆହୁରି ବଢ଼େଇ ଦେଇଥିବ।

ଟାଇଟେନିକ ୩୭୫୦ ମିଟର ପାଣି ଭିତରେ ଅବସ୍ତିତ ଏତେ ତଳେ ପାଣିର ପ୍ରେସର ବହୁତ ଅଧିକ ରହିଥାଏ।୨୧ ସତାଦ୍ଧିର ଆରମ୍ଭ ବେଳକୁ ସେ ଏହା ପଛରେ ଲାଗିଥିଲେ ଓ ପ୍ରାୟ କହିଲେ ପିଙ୍ଗ ପଙ୍ଗ ବଲ ସାହାର୍ଯ୍ୟରେ ଏମିତି କରି ହେବ।କିନ୍ତୁ ସେମାନେ ଭୁଲି ଗଲେକି ପାଣି ଭିତରେ ସେତେ ବାଟରେ ପହଂଚୁ ପହଂଚୁ ସେ ବଲ ଫାଟିଯିବ।ତାପରେ ଆସିଲା ସେ ହିଲିୟମ ବେଲୁନ କୁ ସିପରେ ବାନ୍ଧି ଦେବେ।କିନ୍ତୁ ସେମାନେ ଭୁଲି ଗଲେ ବେଳୁନକୁ ପାଣି ଭିତରେ ଫବନ କିପରି ଦେବେ।

ଏମିତିରେ ଜଣେ ହଲାଜ କଣ୍ଟ୍ରାକ୍ଟର କହିଲେ ଜାହାଜକୁ ପୁରା ବ୍ରଫରେ ପରିଣତ କରିଦିଅ ସେଠାରେ ଜାହାଜ ଆସି ପାଣି ଉପରେ ଭଆସିବ।ଏତିକି ଭିତରେ ପ୍ରଶ୍ନ ଆସିଲା ଏତେ ବଡ଼ ଜାହାଜକୁ ବରଫରେ ପରିଣତ କରିବା ପାଇଁ ଆମକୁ ବହୁତ ଲିକୁଇଡ଼ ନାଇଟ୍ରୋଜେନ ଦରକାର ଓ ତାପରେ ପାଣି ଭିତରେ ଏହାକୁ ନେଇ ଜୀଵ କେମିତି।ମିକିଲ ରୋନିତଗି ଯେକି ବହୁତ ଭଲ ସମରିନ ଡିଯାଇନର ସେ କହୁଥିଲେ କି ତାକୁ ବାହାରକୁ ଆଣିବା ଆଗରୁ ଏହାର ଆବର୍ଜନା କୁ ସଫା କରିବାକୁ ପଡିବ।

ତାପରେ ସେ ଗୋଟେ ସମରିନ ଡିଜାଇନ କରିବେ ଯାହା ଭିରେ ଗ୍ୟାସ ଭଟି ରହିବ ଓ ସେ ଟାଇଟେନିକରେ ବହୁତ ମୋଟା ଲୁହା ତାର ବନ୍ଧା ଯିବ ଓ ଏହି ପ୍ରକଳ୍ପ ପାଇଁ ତାଙ୍କୁ ବହୁତ ମାତ୍ରାରେ ବିଜୁଳି ଦରକାର ଏହା ଉପରେ ବହୁତ ତର୍କ ବିତର୍କ ଲାଗିଲା ଓ ସେ ପର୍ଯ୍ୟନ୍ତ ତାକୁ ଅଟକାଇ ରଖାଯାଇଥିଲା।ଯେ ପର୍ଯ୍ୟନ୍ତ ଏହାକୁ ପୁରଣ କରିବା ପାଇଁ ସଠିକ ପଇସା ଓ ବଜେଟ ଯୋଡିନ ହୋଇଯାଇଛି।କୌଣସି କମ୍ପାନୀ ଯେକୌଣସି ପ୍ରକଳ୍ପରେ ସେତେବେଳେ ହାତ ରଖେ ଯେତେବେଳ ତାର କୌଣସି ଲାଭ ହୋଇଥାଏ।ଆପଣ ଜାଣିଥିବେ ଏଥିରୁ ସବୁ ପ୍ରକାରର ମୂଲ୍ୟବାନ ଜିନିଷ ବାହାର କରାଯାଇଛି।୨୦୦୧ ରେ ଏହି ଜାଗାକୁ ଅଭ୍ୟନ୍ତରିଣ ଜଳ ସାଂସ୍କୃତିକ ଐତିହ୍ୟଭାବେ ଘୋଷଣା କରାଗଲା।

ଏହା ଆଉ କେବେ ବାହାରକୁ ବହାର କରାଜୀବ ନାହିଁ କାରଣ:-

୧.ଏହା ଏତେ ଖରାପ ସ୍ଥିତିରେ ଅଛିକି ତାକୁ ଟିକେବି ହଲ ଚଲ କଲେ ଧୂଳି ଭଳି ଖେଳି ଜୀଵ।

୨.ଜାହାଜର ଅବଶେଷ ସମୁଦ୍ରର ବହୁତ ତଳେ ଅଛି ଯେଉଁଠାରେ ପହଁଚିବା ଓ କାମ କରିବା ବହୁତ କଠିନ ଅଟେ।

୩.ଆମେ ତାକୁ ବାହାରକୁ ଆଣି କରିବୁ କଣ,ସେଥିପାଇଁ କୁହନ୍ତି ଟାଇଟେନିକକୁ ଆଉ ବାହାରକୁ ଅଣାଯାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *