June 27, 2025

Odia Express

Here, There and Everywhere

ରକ୍ତ ତିଆରି କରିବା ମେସିନ ଅଟେ ଏହି ଦାନା,ସକାଳୁ ଖାଲି ପେଟରେ ୪ଟି ଏହି ଦାନା ଖାଇବା ଦ୍ଵାରା ୪ ଦିନରେ ରକ୍ତ ଅଭାବ ଦୂର ହୋଇଥାଏ…

1 min read

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏକ ଏପରି ଖାଦ୍ୟ ବିଷୟରେ କହିବୁ ଯାହାର ସେବନ ଦ୍ଵାରା ଆପଣଙ୍କୁ ଜୀବନରେ କେବେବି ରକ୍ତ ଅଭାବ ହେବନି।ଏହା ଆପଣଙ୍କ ରକ୍ତକୁ ପରିଷ୍କାରବି କରିଥାଏ ଓ କିଡନୀ ଓ ଲିଭର କୁ ସଫା ରଖିବାରେ ସାହାଯ୍ୟ କରିଥାଏ।ଏହାର ସେବନ ଦ୍ଵାରା ଆପଣ ଅନେକ ରୋଗରୁ ମୁକ୍ତି ପାଇଥାନ୍ତି।ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।ଯଦି ଆପଣ କୌଣସି ଯିମ ବା ଅନ୍ୟ ବ୍ୟାୟାମ କରୁଛନ୍ତି ଏହା ଆପଣଙ୍କ ପାଇଁ ବେସି ଲାଭଦାୟକ କାରଣ ଏହାର ବ୍ୟବହାର ଦ୍ବାରା ଶରୀରରେ ଶକ୍ତି ବଢିଥାଏ ଯାହା ଦ୍ଵାରା ଆପଣ ଅଧିକ ପରିଶ୍ରମ କରିପାରିଥାନ୍ତି।ଏହା ଆପଣଙ୍କୁ ସୁସ୍ଥ ରଖିଥାଏ।

କାରଣ ଏହାର ପ୍ରଥମ କାମ ହେଉଛି ଏହା ରକ୍ତ ତିଆରି କରିଥାଏ ଓ ରକ୍ତ କୁ ସଫା ରଖିଥାଏ।ଯଦି ରକ୍ତ ଭଲ ଓ ଅଧିକ ରହିବ ଶରୀର ସୁସ୍ଥ ରହିବ। ଏହା ସହ ଏହା ଲିଭର ଓ କିଡନୀର ସଫାଇ କରିଥାଏ ଯାହା ଦ୍ଵାରା ଆପଣ ସୁସ୍ଥ ରହିଥାନ୍ତି।ଏହି ଖାଦ୍ୟ ଆପଣଙ୍କୁ ସମସ୍ତ ପେଟ ସମସ୍ୟା ରୁ ମୁକ୍ତି ଦେଇଥାଏ ଯଦି ଆପଣଙ୍କ ପେଟ ଭଲ ରହିବ ଆପଣଙ୍କୁ କୌଣସି ରୋଗ ହେବ ନାହିଁ କାରଣ ସବୁ ରୋଗର ଉତ୍ପତ୍ତି ପେଟରୁ ହିଁ ହୋଇଥାଏ।ଏହା ଗ୍ୟାସ, ଅର୍ସ, ଡାଇବେଟିସ ଭଳି ରୋଗରୁ ମୁକ୍ତି ଦେବା ସହ ପେଟର ଚର୍ବି କମ କରିବାରେ ସାହାଯ୍ୟ କରିଥାଏ।ଆସନ୍ତୁ ଜାଣିବା ତାହା ବିଷୟରେ।

ଏହି ଖାଦ୍ୟରେ ଯେଉଁ ମୁଖ୍ୟ ଜିନିଷ ବ୍ୟବହାର ହେବ ତାହା ହେଉଛି ଶୁଖିଲା ଅଙ୍ଗୁର।ଆପଣ ମାନେ ଏହା ବିଷୟରେ ଓ ଏହାର ଫାଇଦା ବିଷୟରେ ତ ଜାଣିଥିବା ଅନେକ ରୋଗର ଉପାଚାର ପାଇଁ ଏହି ଶୁଖିଲା ଅଙ୍ଗୁରର ବ୍ୟବହାର କରାଯାଇଥାଏ।ଏହା ମଧ୍ୟରେ ଅନେକ ମାତ୍ରାରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ ଆଦି ଥାଏ।ଯେଉଁ ବ୍ୟକ୍ତି ଲଗାତର ଏହାର ସେବନ କରିଥାଏ ତା ଶରୀରରେ ଅଦ୍ଭୁତ ଶକ୍ତି ଆସିଥାଏ।ଏହା ହାଡ଼କୁ ଶକ୍ତ କରିଥାଏ ଓ ସମସ୍ତ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ ଓ ବ୍ୟବହାର କରିବେ।

ଏହା ପାଇଁ ସର୍ଵ ପ୍ରଥମେ ୨୦ ଗ୍ରାମ ଶୁଖିଲା ଅଙ୍ଗୁର ନିଅନ୍ତୁ।ଏହା ପରେ ସେହି ଅଙ୍ଗୁରକୁ ଭଲସେ ଧୋଇ ତା ମଧ୍ୟରୁ ମଞ୍ଜି ବାହାର କରି ଦିଅନ୍ତୁ।ଏହା ପରେ ଏକ ପାତ୍ର ଗ୍ୟାସ ରେ ବସାଇ ସେଥିରେ ଦୁଇ ଗିଲାସ ପାଣି ନେଇ ସେଥିରେ ଏହି ଶୁଖିଲା ଅଙ୍ଗୁର କୁ ପକାଇ ୫-୭ ମିନିଟ ଫୁଟାନ୍ତୁ।ଏହାକୁ ରାତିରେ କରନ୍ତୁ ଏହା ପରେ ସେହି ପାଣିକୁ ରାତିସାରା ସେହିପରି ଛାଡି ଦିଅନ୍ତୁ ଓ ସକାଳେ ଖାଲି ପେଟରେ ଛାଣି ସେହି ପାଣିକୁ ପିଅନ୍ତୁ।ମନେ ରଖନ୍ତୁ ପାଣି ପି ସାରିବା ପରେ ସେହି ବଚିଥିବା ଅଙ୍ଗୁରକୁ ବି ଚୋବାଇ ଖାଆନ୍ତୁ।ଯଦି ଆପଣ ଖାଲି ରକ୍ତ ବଢାଇବାକୁ ଚାହୁଁଛନ୍ତି ତେବେ ପାଣିରେ ଏପରି କରି ସେବନ କରିପାରିବେ ଓ ଯଦି ଆପଣ ଶରୀରକୁ ବଢାଇବାକୁ ଚାହୁଁଛନ୍ତି ଏହାକୁ ସେହିପରି ଖୀରରେ ଖାଇ ପାରିବେ।ଏହା ଆପଣଙ୍କୁ ସବୁ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।ଏହାକୁ ଆଜିଠୁ ବ୍ୟବହାର କରି ଏହାର ଏହାର ଫାଇଦା ଦେଖନ୍ତୁ।

Leave a Reply

Your email address will not be published. Required fields are marked *