ଓଠ ଉପରେ ଉଠୁଥିବା ଅଦରକାରୀ ଚୁଟିରୁ କେମିତି ମୁକ୍ତି ପାଇବେ – ଆଜି ଜାଣିରଖନ୍ତୁ ଏହି ଉପାୟ..
1 min read
ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଜଣେଇବାକୁ ଯାଉଛି କି କେମିତି ଆପଣ ଚହୁନଥିବା ଚୁଟିରୁ ମୁକ୍ତି ପାଇବେ। ଓଠ ର ଉପରେ ଯେଉଁ ଚୁଟି ଅଛି ତାକୁ ଆମେ କିପରି ହଟେଇବା, ଏହାକୁ ହଟେଇବା ପାଇଁ ଅଧିକାଂଶ ଲୋକ ବିଉଟି ପାର୍ଲର ଯାଆନ୍ତି କିଂନ୍ତୁ threading ପରେ ବି ଯେଉଁ ଚୁଟି ଆସେ ବାହୁତ ଟାଣ ହୋଇଯାଏ ଏବଂ ଏହା ୧୦ ରୁ ୧୨ ଦିନ ଭିତରେ ପୁଣି ଆସିଯାଏ। ଆଜି ମୁଁ ଆପଣଙ୍କ ପାଇଁ ଭଲ ଘରୋଇ ଉପଚାର ଆଣିଛି, ଯେଉଁଥିରେ କି ଆପଣଙ୍କୁ ଶହେ ପ୍ରତିଶତ ମୁକ୍ତି ମିଳିବ। ତେବେ ଚାଲନ୍ତୁ ଆରମ୍ଭ କରିବା।ତେବେ ମୁଁ ନେଉଚି ଦୁଇ ଚାମଚ ଗହମ ଅଟା ଆଉ ଗୋଟେ ଚାମଚ ବେଶନ ଏବେ ତାର ଏକ ପେଷ୍ଟ ବନେଇବା,
ଏହି ଘରୋଇ ଉପଚାରରେ ଆପଣ ଅଧିକ ଖର୍ଚ୍ଆନ୍ତ ହେବେ ନାହଁ, ଏବେ ଏଥିରେ ଆମେ ଦୁଇ ବୁନ୍ଦା ନଡ଼ିଆ ତେଲ ପକେଇବ ଆପଣ ଏଥିରେ କୌଣସିବି ତେଲ ବ୍ୟବହାର କରି ପାରିବେ, ଆମେ ଏଥିରେ ତେଲ ଏଥି ପାଇଁ ବ୍ୟବହାର କରୁଛେ କି ଯେତେବେଳେ ଆମେ ଏହାକୁ ଓଠ ଉପର ଚୁଟିରେ ଲଗେଇବା ଏହା ସୁଖୀ ନଯାଉ, ଏବେ ଆପଣ ଏହାକୁ ଭଲ ଭାବେ ମିଶେଇ ଦିଅନ୍ତୁ, ଏବଂ ସେଇଥିରେ ଦୁଇ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ। ଆମେ ଏଥିରେ ଗୋଲାପ ଜଳ ଏଥିପାଇଁ ମିଶେଉଛେ କି ଏହା ଅପଣଙ୍କ ଚର୍ମକୁ ବହୁତ ଭଲ ପୋଷକ ମିଳୁ।
ଗୋଲାପ ଜଳ ମିଶେଇକି ହିଁ ଆପଣଙ୍କୁ ମୋଟ ପେଷ୍ଟ ବନେଇବାର ଅଛି, ଏହାକୁ ଅତି ପତଳା ପେଷ୍ଟ କରନ୍ତୁ ନାହିଁ। କାରଣ ଆପଣ ଯେତେବେଳେ ଓଠ ଉପରେ ଥିବା ଚୁଟିରେ ଲଗେଇବେ ଏହା ବୋହିଯିବ, ଏହାକୁ ଅଧିକ ପତଳା କିମ୍ବା ଅଧିକ ମୋଟ ପେଷ୍ଟ ବନାନ୍ତୁ ନାହିଁ। ଏବେ ଆପଣ ଏହାକୁ ଓଠ ଉପରେ ଥିବା ଚୁଟିରେ ଲଗାନ୍ତୁ, ଜରୁରୀ ନୁହେଁ କି ଏହାକୁ ଆପଣ ଖାଲି ଓଠ ଉପରେ ଥିବା ଚୁଟି ଉପରେ ଲଗେଇବେ ଏହାକୁ ଆପଣ ପୁରା ମୁଂହରେ ମଧ୍ୟ ଲଗେଇ ପାରିବେ। ଏହାକୁ ଲଗେଇଲା ପରେ ୧୦ ରୁ ୨୦ ମିନିଟ ଛାଡି ଦିଅନ୍ତୁ।
ଗରମ ଦିନରେ ଏହା ୧୫ ମିନିଟରେ ଭଲ ଭାବେ ସୁଖୀ ଯାଇ ଥାଏ, ଥଣ୍ଡା ଦିନରେ ଏହା ୨୦ ମିନିଟ ମଧ୍ୟ ଲାଗିଯାଏ।ମୁଁହର ଯେ କୋଣସି ଜାଗାରେ ଚୁଟି ଅଛି ସେହି ଜାଗାରେ ଏହାକୁ ଲଗାନ୍ତୁ ଏବଂ ଏହାକୁ ୧୫ ରୁ ୨୦ ମିନିଟ ଶୁଖିବା ପାଇଁ ଛାଡି ଦିଅନ୍ତୁ, ଏହା ସୁଖୀ ଗଲା ପରେ ଆପଣ ଭାବିବେ କି ଏହାକୁ ପାଣିରେ ଧୋଇବେ ଭୁଲରେ ବି ଆପଣ ଏହାକୁ ପାଣିରେ ଧୁଅନ୍ତୁ ନାହିଁ। ଏହାକୁ ଆପଣ ଚୁଟି ଉଠିଥିବା ବିପରୀତ ଦିଗରେ ଭଲ ଭାବେ ହାତରେ ଘଷନ୍ତୁ ଏମିତି କଲେ ଚୁଟି ମୂଳରୁ ଉପୁଡି ଥାଏ ଏବଂ ପଛରେ ଆଉ ଚୁଟି ଆସି ନଥାଏ।ଏହି ପ୍ରଣାଳୀରେ ଆପଣ ଚାହୁଁନଥିବା ଚୁଟିରୁ ମୁକ୍ତି ପାଇ ପାରିବେ।
କେମିତି ଲାଗିଲା ଆମ ଲେଖା ନିଶ୍ଚିତ ଆମକୁ ଜଣାନ୍ତୁ। ଏହାକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।