ମେହେନ୍ଦୀରେ ଏ ଚାରୋଟି ଜିନିଷ ମିଶେଇ ଲଗେଇ ଦିୟନ୍ତୁ – ଆପଣଙ୍କ ଚୁଟି ସମ୍ପୂର୍ଣ କଳା ହେଇଯିବ…
1 min readନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଚୁଟି ରଙ୍ଗ କରି ଦେବା ପରେ ଆପଣଙ୍କ ଚୁଟି ଶୁଖିଲା ହୋଇଯାଏ ଓ ତାପରେ କିଛି ଲୋକ କୁହନ୍ତିକି କଣ୍ଡିସନର ଲଗେଇବେ ଯାହାଦ୍ୱାରା ଆପଣଙ୍କ ଚୁଟି ରଙ୍ଗ ହୋଇଯାଇଥାଏ।ଆମେ ଆଜି ଆପଣଙ୍କୁ ଏମିତି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ଚୁଟି କଳା କରେ ଓ ଚୁଟି ଶୁଖିଲା ଥିଲେ ତାକୁ ଠିକ କରେ ଓ ଚୁଟିକୁ ରଙ୍ଗ ନକରି ସେଥିରେ କଣ୍ଡିସନର ପକାଯାଏ। ଆପଣଙ୍କୁ ପ୍ରଥମେ ଦରକାର ଗୋଟେ ଲୁହାର କଢେଇ ତାପରେ ସେଥିରେ ପକେଇବା ମେହେନ୍ଦୀ ପାଉଡର ମାତ୍ର ୧୦୦ ଗ୍ରାମର।ଯେତେ ଭଲ ମେହେନ୍ଦୀ ହେବ ସେତେ ଭଲ ରଙ୍ଗ ଆସିବ।ଏହାକୁ ଫେଣ୍ଟିବା ପାଇଁ ଆମକୁ ଚା ପତିର ପାଣି ଦରକାର।ଆପଣ ଗୋଟେ ପାତ୍ରରେ ଗୋଟେ ଗିଲାସ ପାଣି ପକେଇବା ଓ ଗରମ କରିବା।ତାପରେ ସେ ପାଣିରେ ଦୁଇ ଚାମୁଚ ଚା ପତି ସେ ପାଣିରେ ପକେଇବେ।ତାପରେ ଆପଣ ଚା ପତିକୁ ଗରମ କରିବା ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ସେ ପାଣି ଭଲ ଭାବରେ ଗରମ ହୋଇଯିବ ଓ ତାର ରଙ୍ଗ ବାହାରି ଆସିବ।
ଯେଉଁମାନେ ନିଜ ଧଳା ଚୁଟିକୁ ରଙ୍ଗ କରିବାକୁ ଚାହୁଁଛନ୍ତି ତାହେଲେ ଚା ପତିର ପାଣି ଭଲ ଭାବରେ ଆପଣଙ୍କ ଚୁଟିକୁ ରଙ୍ଗ କରି ପାରିବ।ଯେଉଁମାନଙ୍କ ଚୁଟି ଧଳା ହୋଇନି ଆପଣ ତାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚୁଟିରେ ଏହା ଗୋଟେ ଭଲ କଣ୍ଡିସନର ଭଳି କାମ କରିବ।୫-୭ ମିନିଟ ପରେ ସେ ପାଣି ଆଣି ସେ ମେହେନ୍ଦୀରେ ମିସେଇବେ।ଏହା ଥଣ୍ଡା ହେଲା ପରେ ଏହାକୁ ଛାଣି ନେବେ।ତାପରେ ଆମକୁ ସେଥିରେ ମିସେଇବାର ଅଛି ଅଧା ଲେମ୍ଭୁ।ଏହା ଆମ ଚୁଟିରୁ ରୂପି କାଢ଼ିବାରେ ସାହାଯ୍ୟ କରେ।
ତାପରେ ଆମେ ଏଥିରେ ପକେଇବା ଗୋଟେ ଚାମୁଚ ତେଲ ତେଲ ଆପଣ ନଡ଼ିଆ ତେଲ ପକେଇବେ।ଏ ତିନୋଟି ଜିନିଷ ମିଶେଇ ସାରିବା ପରେ ଆପଣ ଏହାକୁ ଭଲ ଭାବରେ ଫେଣ୍ଟି ନେବା।ତାପରେ ଏହାକୁ ଘୋଡେଇ ରାତି ସାରା ଛାଡି ଦେବା।ଏହାକୁ ଘୋଡେଇ ରଖିବା ଦ୍ୱାରା ଏହାର ରଙ୍ଗ ବାହାରି ଆସିବ ଓ ଏହା ଆମ ଚୁଟିରେ ଭଲ ଭାବରେ ରଙ୍ଗ ବାହାରି ଆସିବ।ଆପଣ ଦେଖିବେ ଏହା ସମ୍ପୂର୍ଣ୍ଣ ଭାବରେ କଳା ହୋଇଯିବ ଯାହା ଆମ ଚୁଟି ପାଇଁ ବହୁତ ଭଲ ଅଟେ।
ଆପଣ ଲଗେଇଵା ଆଗରୁ ଏଥିରେ ଗୋଟେ ସମ୍ପୂର୍ଣ୍ଣ ଭାଗ ଅଣ୍ଡା ମିସେଇବା।ଯଦି ଆପଣ ଅଣ୍ଡା ମିଶେଇବାକୁ ଚାହୁଁନାହାନ୍ତିତ ଆପଣ ସେଥିରେ ଦହି ମିଶେଇ ପାରିବେ।ଆପଣ ବେଶି ନାହିଁ ୪ ଚାମୁଚ ଦହି ମିସେଇବେ।ତାପରେ ତାକୁ ଭଲ ଭାବରେ ଫେଣ୍ଟି ଦେବା।ଏସବୁ ମିସେଇବା ପରେ ଆପଣ ତୁରନ୍ତ ନିଜ ଚୁଟିରେ ଲଗେଇ ନେବେ।ଆପଣ କଣ୍ଡିସନର ଭଳି ନିଜ ଚୁଟିରେ ବ୍ୟବହାର କରିବାକୁ ଚାହୁଁଛନ୍ତିତ ଆପଣ ତାକୁ ନିଜ ଚୁଟିରେ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ।
ଯଦି ଆପଣ ନିଜ ଚୁଟିକୁ ରଙ୍ଗ କରିବାକୁ ହେଲେ ଆପଣ ନିଜ ଚୁଟିରେ ଏହି ମିଶ୍ରଣକୁ ଆପଣ ୩ ଘଣ୍ଟା ପର୍ଯ୍ୟନ୍ତ ନିଜ ଚୁଟିରେ ଲଗେଇ ପାରିବେ।ଆପଣ ଯଦି ଚାହିଁବେ ୫ ଘଣ୍ଟା ପର୍ଯ୍ୟନ୍ତ ରଖିବେ।ଆପଣ ନିଜ ଚୁଟିଟେ ଯେଉଁ ମେହେନ୍ଦୀ ଲଗେଇଥିବେ ସେଇଟା ଯେପରି ଏହା ଭଲ ଭାବରେ ଶୁଖିଯିବ।ଆପଣ ଦେଖିବେ ଯେତେବେଳେ ଚୁଟିରୁ ମେହେନ୍ଦୀ ସୁଖୀ ଜୀଵ ସେତେବେଳେ ତାକୁ ଧୋଇଦେବେ।ଆପଣ ଧ୍ୟାନ ରଖିବେ ଆପଣ ଚୁଟିରେ ଯେପରି ତେଲ ନ ଲାଗିନଥିବ।
ଆପଣ ଯେତେବେଳେ ମେହେନ୍ଦୀକୁ ଲଗେଇ ନେଇ ଥିବେ ଯେତେବେଳେ ଧୋଇବା ପାଳି ଆସିବ। ଆପଣ ସାଧାରଣ ଜଳର ବ୍ୟବହାର କରିବେ ବେସି ଗରମ କିମ୍ବା ବେସି ଥଣ୍ଡା ପାଣିର ବ୍ୟବହାର କରିବେ ନାହିଁ।ତାପରେ ଆପଣ ଚୁଟି ଧୋଇଲା ବେଳେ ଆପଣ ସାମ୍ପୁର ବ୍ୟବହାର କରିବେ ନାହିଁ ଆପଣ ପ୍ରଥମେ ସିଧାସଳଖ ସେଭଳି ବ୍ୟବହାର କରିବେ ଓ ତାପରେ ଆପଣ ଖରାରେ ଚୁଟି ସୁଖେଇ ସାମ୍ପୁ ଲଗେଇ ଏହାକୁ ସଫା କରିବେ।
ଆପଣ ଯେବେ ଏ ମେହେନ୍ଦୀ ଲଗେଇଥିବେ ଆପଣ ସେ ଦିନ ରାତିରେ ଭଲ ଭାବରେ ନିଜ ଚୁଟିରେ ତେଲକୁ ମାଲିସ କରିବେ।ତେଲ ଲଗେଇବା ଦ୍ୱାରା ଆପଣଙ୍କ ମୁଣ୍ଡରେ ରୂପି ଓ କୁଣ୍ଡେଇ ହେବାର ସମସ୍ୟା ଦେଖାଯାଇଥାଏ।ତାର ପରଦିନ ଆପଣ ଯେତେବେଳେ ସାମ୍ପୁ କରିବେ ତାହେଲେ ଆପଣଙ୍କ ବୁଟି ବହୁତ ନରମ ହୋଇଯିବ ଓ ରଙ୍ଗବି ବହୁତ ଗହିରିଆ ଆସିବ।ଆପଣ ସବୁବେଳେ ହର୍ବାଲ ସାମ୍ପୁର ବ୍ୟବହାର କରିବେ।ଆପଣ ସବୁ ସପ୍ତାହରେ ଥରେ ନହେଲେ ୧୫ ଦିନରେ ଥରେ ଏହାକୁ ଲଗେଇ ପାରିବେ।ଏହାପରେ ଆପଣ ନିଜ ଚୁଟିର ରଙ୍ଗ ଓ କଣ୍ଡିସନିଙ୍ଗ ଦେଖି ଆପଣ ଆଶ୍ଚର୍ଯ୍ୟ ଚକିତ ହେଇଯିବେ।