June 20, 2025

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ – କେଉଁ ଜିନିଷ ଯାହା ଥଣ୍ଡା ସମୟରେ ଲାଲ ଓ ଗରମ ହେବା ଦ୍ୱାରା କଳା ଏବଂ ଜଳାଇବା ଦ୍ୱାରା ଧଳା ହୋଇଥାଏ ?କେଉଁ ଜିନିଷ ଯାହା ପାଣି ପିଇବା ଦ୍ୱାରା ମରିଯାଇଥାଏ ? ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ…

1 min read

ଆଜିକାଲି ସବୁ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନର ମହତ୍ତ୍ୱ ଅଧିକ ରହିଛି।ସେଥିପାଇଁ ସମସ୍ତଙ୍କୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ।ତେବେ ଏପରି କିଛି ସାଧାରଣ ଜ୍ଞାନ ଉତ୍ତର ଦେବାରେ ବେଳେ ବେଳେ ଆମକୁ ବହୁତ ଚିନ୍ତା କରିବା ପାଇଁ ପଡେ ଯେତେବେଳେ କି ଏହାର ଉତ୍ତର ଖୁବ ସହଜ ହେଇଥାଏ କିନ୍ତୁ ଏହା ନିଜର ଉପସ୍ଥିତ ବୁଦ୍ଧି ଉପର ନ୍ୟସ୍ତ ଥାଏ | ଯାହାଙ୍କ ବୁଦ୍ଧି ଯେତେ ପ୍ରଖର ସେ ସେତେ ଜଲ୍ଦି ଉତ୍ତର ଦେଇଥାନ୍ତି | ତେବେ ଚାଲନ୍ତୁ ଆଜିର ୨୫ ଟି ସାଧାରଣ ଜ୍ଞାନ ପ୍ରଶ୍ନ ଆରମ୍ଭ କରିବା

ପ୍ରଶ୍ନ୧-ଏପରି କେଉଁ ଜିନିଷ ଯାହାକୁ ମାରିବା ଦ୍ୱାରା ନିଆଁ ଜଳିଥାଏ ଓ ଲିଭିଥାଏ ମଧ୍ୟ ?

ଉତ୍ତର-ଫୁଙ୍କ ମାରିବ

ପ୍ରଶ୍ନ୨-ଏପରି କେଉଁ ଜିନିଷ ଯାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ?

ଉତ୍ତର-ରାଣ

ପ୍ରଶ୍ନ୩-ଛୋଟ ଭାରତ କେଉଁ ଦେଶକୁ କୁହାଯାଇଥାଏ ?

ଉତ୍ତର-ଫିଜି ଦେଶ

ପ୍ରଶ୍ନ୪-ଏପରି କେଉଁ ଜିନିଷ ଅଛି ଯାହାକୁ ଆପଣ ହାତରେ ତିଆରି କରି ପବନରେ ଉଡାଇଥାନ୍ତି ?

ଉତ୍ତର-ଗୁଡ଼ି

ପ୍ରଶ୍ନ୫-ଏପରି କେଉଁ ପ୍ରାଣୀ ଅଛି ଯାହାର ରକ୍ତ ନୀଳ ଅଟେ ?

ଉତ୍ତର-ଅକ୍ଟୋପସ

ପ୍ରଶ୍ନ୬-ଭାରତର ସବୁଠୁ ଦାମୀ ଫିଲ୍ମ କେଉଁଟା?

ଉତ୍ତର-ବାହୁବଳୀ-୨

ପ୍ରଶ୍ନ୭-ସେ କଣ ଡର ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାର ସାହାଯ୍ୟ କରିଥାଏ?

ଉତ୍ତର-ପାଉଡର

ପ୍ରଶ୍ନ୮-ସେ କିଏ ଅଟେ ଯିଏ ନିଜ ସବୁ କାମ ହାତ ରେ ନ କରି ନାକରେ କରିଥାଏ?

ଉତ୍ତର-ହାତୀ

ପ୍ରଶ୍ନ୯-ଏପରି କେଉଁ ମା ଅଛି ଯିଏ ନିଜେ କଳା କିନ୍ତୁ ତାର ଛୁଆ ନୀଳ ଅଟନ୍ତି ?

ଉତ୍ତର-ରେଲଗାଡି

ପ୍ରଶ୍ନ୧୦-ଟିକଟକ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର-ଚୀନ

ପ୍ରଶ୍ନ୧୧-କେଉଁ ଦେଶର ପତାକା ଓଲଟା ହେଉ ବା ସିଧା ଏକାପରି ଲାଗିଥାଏ?

ଉତ୍ତର-ଜାପାନର

ପ୍ରଶ୍ନ୧୨-ଏପରି କେଉଁ ଜିନିଷ ଯାହା ପାଣି ପିଇବା ଦ୍ୱାରା ମରିଯାଇଥାଏ ?

ଉତ୍ତର-ଶୋଷ

ପ୍ରଶ୍ନ୧୩-ଏପରି କେଉଁ ଜିନିଷ ଯାହା କାନ୍ଥ ରେ ଚାଲିଥାଏ କିନ୍ତୁ ଆଗକୁ ବଢି ନଥାଏ ?

ଉତ୍ତର-ଘଣ୍ଟା

ପ୍ରଶ୍ନ୧୪-ଏପରି କେଉଁ ଜିନିଷ ଯାହା ଥଣ୍ଡା ସମୟରେ ଲାଲ ଓ ଗରମ ହେବା ଦ୍ୱାରା କଳା ଏବଂ ଜଳାଇବା ଦ୍ୱାରା ଧଳା ହୋଇଥାଏ ?

ଉତ୍ତର-କୋଇଲା

ପ୍ରଶ୍ନ୧୫: ଗତିଶୀଳ ମହାଦ୍ୱୀପ କାହାକୁ କୁହା ଯାଏ?

ଉତ୍ତର : ଆଣ୍ଟାର୍କଟୀକା

ପ୍ରଶ୍ନ୧୬: ସବୁଠୁ କମ ବିଶ୍ୱବିଦ୍ୟାଳୟ କେଉଁ ଦେଶରେ ଅଛି?

ଉତ୍ତର : ଭାଟିକାନ ସିଟି

ପ୍ରଶ୍ନ୧୭: କେଉଁ ଦେଶର ଲୋକବରଫ ଘରେ ରୁହନ୍ତି?

ଉତ୍ତର : ଧ୍ରୁବ ପ୍ରଦେଶ

ପ୍ରଶ୍ନ୧୮: କେଉଁ ଦେଶର ସାମୁଦ୍ରିକ ସୀମା ସବୁଠୁ ବଡ଼?

ଉତ୍ତର : କାନାଡ଼ା

ପ୍ରଶ୍ନ ୧୯: ମାଉଣ୍ଟ ଏଭରେଷ୍ଟ କେଉଁଠି ଅଛି?

ଉତ୍ତର :ନେପାଳ ରେ

ପ୍ରଶ୍ନ ୨୦: ମେହମୁଦ ଗଜନି ଭାରତ ଉପରେ କେତେ ଥର ଆକ୍ରମଣ କରି ଥିଲେ?

ଉତ୍ତର : ୧୭ ଥର

ପ୍ରଶ୍ନ ୨୧: କୋଳ ଆନ୍ଦୋଳନ କେଉଁଠି ହେଇ ଥିଲା?

ଉତ୍ତର : ଝାରଖଣ୍ଡ ରେ ହେଇ ଥିଲା ଏହି ଆନ୍ଦୋଳନ

ପ୍ରଶ୍ନ ୨୨: ନାଗପୁର ସନ୍ଧି କେବେ ହେଇ ଥିଲା?

ଉତ୍ତର : ୧୮୧୬ ରେ ହେଇଥିଲା

ପ୍ରଶ୍ନ ୨୩ : କେଉଁ ଦେଶର ଲୋକ ସର୍ବାଧିକ ସିଗାରେଟ ପିଅନ୍ତି।

ଉତ୍ତର : ଭାରତ ର ଲୋକେ

ପ୍ରଶ୍ନ ୨୪ : ହିନ୍ଦୁସ୍ଥାନ ର ପ୍ରଥମ ରାଜା କିଏ ଥିଲେ?

ଉତ୍ତର : ଚନ୍ଦ୍ରଗୁପ୍ତ ମୌର୍ଯ୍ୟ।

Leave a Reply

Your email address will not be published. Required fields are marked *