June 27, 2025

Odia Express

Here, There and Everywhere

ଅସନ୍ଟୁ ଜାଣିବା B ନାମ ଓ S ଲୋକ ନାମର ଲୋକଙ୍କ ଭିତରେ କିଏ ସବୁଠୁ ଅଧିକ ଶକ୍ତିଶାଳୀ – ଦେଖନ୍ତୁ ଆପଣଙ୍କ ନାମ ସାମିଲ ଅଛି କି…

1 min read

ଓଁ ଶ୍ରୀ ଗଣେସାୟ ନମଃ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ଓ ଆଜି ଆମେ ଏଠି କହିବାକୁ ଯାଉଅଛୁକି B ନାମ ଧାରୀ ବ୍ୟକ୍ତି କିପରି ହୋଇଥାନ୍ତି ଓ ଏସ ନାମକ ବ୍ୟକ୍ତି କିପରି ହୋଇଥାନ୍ତି।ସର୍ବ ପ୍ରଥମେ ଜାଣି ରଖିବା କିପରି ହୋଇଥାନ୍ତି B ନାମ ଧାରୀ ଲୋକ।ଯେଉଁମାନଙ୍କ ନାମ ବିରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି ତାଙ୍କୁ ଛୋଟ ଛୋଟ କଥା ବହୁତ ଆଘାତ ଦେଇ ଥାଆନ୍ତି ଓ ଛୋଟ ଛୋଟ କଥାରେ ବହୁତ ଖୁସି ହୋଇଯାଆନ୍ତି।

ଏମାନେ ନିଜ ଭୁଲରୁ ଶିଖନ୍ତି ଓ ନୁତନ ଆରମ୍ଭ ଶିଘ୍ର ଆରମ୍ଭ କରିଦିଅନ୍ତି।ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଓ ଏମାନଙ୍କୁ ସମ୍ଭୋଗ କରିବାରେ ବହୁତ ଆଗ୍ରହ ଥାଏ।ଏମାନଙ୍କୁ ନିଜ ଉପରେ ବହୁତ ଭରସା ଥାଏ ଓ ଏମାନେ ସବୁବେଳେ ପ୍ରେମ ବିବାହ କରିଥାନ୍ତି।ଯେମିତିକି ବିପାସା ବସୁ ଓ ଏହି ଅକ୍ଷରର ଲୋକମାନେ ବାହାର ସୁନ୍ଦରତା ଉପରେ ବହୁତ ଧ୍ୟାନ ଦେଇ ଥାଆନ୍ତି।ଏମାନଙ୍କ ପାଇଁ ପଇସା ବହୁତ ମୂଲ୍ୟବାନ ଅଟେ ।

ସୁନ୍ଦରତା ଏମାନଙ୍କୁ ଲୋଭେଇ ଥାଏ ସେଥିପାଇଁ ଏମାନଙ୍କୁ ପ୍ରକୃତି ବହୁତ ପସନ୍ଦ ଆସେ।ଏମାନେ ସାମାଜିକ କାର୍ଯ୍ୟରେ ଭାଗୀ ଦାରୀ ହୋଇଥାନ୍ତି।ଏମାନ ସାଧାରଣତଃ ବହୁତ ସାହାସି ଅଟନ୍ତି,ସେମାନଙ୍କ ଭଵିଷ୍ୟତବି ବହୁତ କଷ୍ଟସାଧ୍ୟ ହୋଇଥାଏ।ଏମାନଙ୍କୁ ନିଜ ପରିଶ୍ରମ ଉପରେ ବହୁତ ଭରସା ଥାଏ ଓ ଏମାନେ ବହୁତ ଧନ ବାନ ହୋଇଥାନ୍ତି କିନ୍ତୁ ବେଳେ ବେଳେ ଏମାନେ କଞ୍ଜୁସ ବି ହୋଇଥାନ୍ତି।ଏମାନେ କମ ଖୁଥିବାରୁ ଏମାନଙ୍କ ସାଙ୍ଗ ବହୁତ କମ ହୋଇଥାନ୍ତି।

ଆସନ୍ତୁ ଜାଣିବା ଏବେ S ନାମକ ବିଷୟରେ ଏମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି।ଏମାନେ ଲୋକମାନଙ୍କ ଭିତରେ ବହୁତ ପ୍ରସିଦ୍ଧ ହୋଇଥାନ୍ତି ଓ କଥାରେ ଏତେ ଧନୀ ହୋଇଥାନ୍ତି ଆପଣ ବିଶ୍ୱାସ କରି ପାରିବେ ନାହିଁ।ଏମାନେ ଅନ୍ୟ ମାନଙ୍କ ଉପରେ ନିଜ ପ୍ରଭାବ ଛାଡି ଯାଆନ୍ତି,ଇଂରାଜି ଶବ୍ଦରେ ୧୯ ତମ ଅକ୍ଷର ବୋଲି ମାନିଥାନ୍ତି।ଏମିତି କୁହାଯାଏ ଏମାନେ ବହୁତ ପରିଶ୍ରମି ହୋଇଥାନ୍ତି।ଏମାନେ ନିଜ ଲକ୍ଷ୍ୟ ହାସିଲ ପାଇଁ ବହୁତ କଠିନ ପରିଶ୍ରମ କରନ୍ତି ଓ ତାକୁ ହାସଲ କରନ୍ତି।

ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ବହୁତ ପ୍ରତିଭାବାନ ହୋଇଥାନ୍ତି।ଏମାନେ ନିଜ ବୈବାହିକ ଜୀବନ ବିଷୟରେ ଅଳ୍ପ ଗମ୍ଭୀର ହୋଇଥାନ୍ତି।ସେ ତାଙ୍କୁ ନିଜ ଅକ୍ତିଆରରେ ରଖିବାକୁ ଚାହାନ୍ତି ଏହି କାରଣ ଅଟେ ସେ ନିଜ ବୈବାହିକ ଜୀବନରେ ତାଳ ମେଳ ବନେଇ ପାରନ୍ତି ନାହିଁ।ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଓ ଏମାନଙ୍କ ହୃଦୟ ଏମାନଙ୍କ ଚେହେରା ଏମାନଙ୍କ ହୃଦୟ ଠାରୁ ବହୁତ ସୁନ୍ଦର ହୋଇଥାଏ।

ଏମାନେ ଜ୍ଞାନକୁ ହତାଦାର କରନ୍ତି ନାହିଁ ଓ ଯେଉଁଠାରୁ ଜ୍ଞାନ ମିଳିବ ସେ ଏହାକୁ ନେଇ ଥାନ୍ତି ଓ ତାକୁ ସଠିକ ମାର୍ଗରେ ଉପସ୍ଥାପନ କରନ୍ତି।ଏମାନେ ବହୁତ ବୁଦ୍ଧିଆ ଓ ସଠିକ ଉପଦେଶ କାରୀ ଅଟନ୍ତି।ଲୋକମାନଙ୍କ ଠାରୁ କାମ ହାସଲ କରିବା ଏମାନଙ୍କୁ ବହୁତ ଭଲ ଭାବରେ ଜଣା।ସେ ଯେଉଁ କ୍ଷେତ୍ରକୁ ଯାଆନ୍ତି ନିଜ ମାଲିକ ପ୍ରତି ସମ୍ପୂର୍ଣ୍ଣ ଭାବରେ ବଫାଦାର ହୁଅନ୍ତି ଓ ସେଠାକାର ଭଲ ଭାବରେ ନିଜ ପ୍ରଭାବ ବିସ୍ତାର କରନ୍ତି।ଏମାନେ ଭଲ ପାଇଅବାରେ ଅଳ୍ପ ସ୍ୱାର୍ଥ ହୋଇଥାନ୍ତି।ଏମାନେ ନିଜ ଭଲ ପାଇବା ପାଇଁ ଅଳ୍ପ ସନ୍ଦେହ କାରୀ ହୋଇ ଯାଆନ୍ତି।

Leave a Reply

Your email address will not be published. Required fields are marked *