June 27, 2025

Odia Express

Here, There and Everywhere

ଗରମ ତାୱାରରୁ କଳା ଏବଂ ପୋଡା ଦାଗ ଛଡାଇବା କିପରି? ଏହି ଉପାୟ ଜାଣି ରଖନ୍ତୁ ବିନା କଷ୍ଟ ରେ ପୁରା ନୂଆ ହେଇଯିବ ତାୱା..

1 min read

ସାଙ୍ଗ ମାନେ ଆଜି ମୁଁ କହିବାକୁ ଯାଇଉଛି କି ଲୁହା ତାୱାକୁ କିଛି ମିନିଟ ଭିତରେ ଆମେ କେମିତି ସଫା କରିବା। ଯେବେ ଆମେ ରୁଟି କିମ୍ବା ପରଟା ତିଆରି କରୁ ସାଧାରଣତଃ ତାୱା ପୋଡି ଯାଏ ଏବଂ ଏଥିରେ କଳା ଦାଗ ମଧ୍ୟ୍ୟ ଦେଖା ଯାଏ, ଏହି ଦାଗକୁ ଛଡେଇବା ପାଇଁ ବେସି କିଛି ଜିନିଷ ଦରକାର ପଡିବ ନାହିଁ କେବଳ ଗୋଟିଏ ଲେମ୍ବୁ ଦରକାର ଯଦି ଲେମ୍ବୁ ଛୋଟ ହେଇଥିବ ତାହେଲେ ଦୁଇଟା ଲେମ୍ବୁ ଦରକାର ପଡି ପାରେ।କଳା ଦାଗ ଛଡେଇବା ପାଇଁ ପ୍ରଥମେ ଆମକୁ ତାୱାକୁ ହାଲୁକା ଗରମ କରିବାକୁ ପଡିବ, ଗରମ ତାୱାରେ ହିଁ ଆମେ ଏହି କାମ କରିବା ପାରିବ ଏହା ସାଥିରେ ଆମକୁ ଦରକାର ଅଧା ଛୋଟ ଚାମଚ ଲୁଣ, କେବଳ ଘରୋଇ ଉପଚାର ରେ ହିଁ ଆମେ ଏହି ଦାଗ ଛଡାଇ ପାରିବ।

ଏହା ସଠିକ ଭାବେ କାମ କରୁଛି କି ନାହିଁ ଆପଣ ମାନେ ଆପଣଙ୍କ ଘରେ ମଧ୍ୟ୍ୟ ପରୀକ୍ଷା କରି ପାରିବେ। ବହୁତ ମାତ୍ରରେ ପୋଡି ଯାଇଥିବା ଏବଂ ଅଧିକାଂଶ କଳା ପଡି ଯାଇଥିବା ଦାଗକୁ ମଧ୍ୟ ଛଡାଇ ପାରିବ।ଏବେ ଆପଣ ତାୱାକୁ ଭଲ ଭାବେ ଗରମ କରି ଦିଅନ୍ତୁ ଗରମ ତାୱା ରେ ହିଁ ଏହି ଦାଗ ଭଲ ଭାବେ ଛାଡି ଯିବା, ତାଉଆ ଗରମ ହେଲା ପରେ ଏଥିରେ ଅଧା ଛୋଟ ଚାମଚ ଲୁଣ ପକାଇ ଲେମ୍ବୁକୁ ଭଲ ଭାବେ ଘସନ୍ତୁ, ଲେମ୍ବୁ ରସ ସୁଖୀ ଗଲେ ମଝିରେ ମଝିରେ ଲେମ୍ବୁ କୁ ଚିପୁଡୁ ଦିଅନ୍ତୁ, ଘଷିଲା ବେଳେ ହୁଏତ ଗରମ ତାୱା ଯୋଗୁଁ ଆପଣଙ୍କ ହାତ ପୋଡି ଯାଇ ପାରେ ଏଥିପାଇଁ ଆପଣ କଣ୍ଟା ଚାମଚ ମଧ୍ୟ୍ୟ ବ୍ୟବାହାର କରି ପାରିବେ ନଚେତ ଆପଣ ଚିମୁଟାରେ ମଧ୍ୟ ଲେମ୍ବୁ କୁ ଧରି ଘଷି ପାରିବେ,

ଘଷିଲା ବେଳେ ଅନୁମାନ କରିବେ ଯୋଉ ଯୋଉ ଜାଗାରେ ଲେମ୍ବୁ ରସ ବାଜିଛି ବା ଲେମ୍ବୁ ଘସା ହୋଇଥିବ ସେହି ଜାଗା ଚମକ ଦେଖା ଯିବା. ଏହି ପ୍ରଣାଳୀ ରେ ଆପଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ, ଆପଣଙ୍କୁ ଲାଗୁଥିବ ଏଥିରେ ତାର ଵାଲା scrubber ରେ ଘଷି ବାକୁ ପଡିବ ଏସବୁ ର କିଛି ବି ଦରକାର ପଡିବ ନାହିଁ ଏବଂ ଏଥିରେ କୌଣସି ବି ବାସନ ମଜ଼ା ସାବୁନୁ କିମ୍ବା ସର୍ପ ଦରକାର ପଡିବ ନାହିଁ। କେବଳ ଲେମ୍ବୁରେ ହିଁ ଆପଣ ଏହି ଦାଗ ଛଡାଇ ପାରିବେ।

ଯଦି ଆପଣ ଭାବୁଛନ୍ତି କି ଏହା ଥଣ୍ଡା ତାୱାରେ ମଧ୍ୟ ଛାଡି ଯିବା ଏହା ସମ୍ପୂର୍ଣ ଭୁଲ, ଏଥିରେ ଆପଣ ଅଧିକ ବ୍ୟୟ ହେବ ନାହିଁ କିମ୍ବା ଆପଣଙ୍କର ଅଧିକ ଗ୍ୟାସ ଖର୍ଚ୍ଚ ହେବ ନାହଁ. ଆପଣ ଚାହିଁଲେ ରୁଟି କିମ୍ବା ପରଟା ବନେଇବା ପରେ ମଧ୍ଯ ଏହି ପ୍ରଣାଳୀ ଆପଣେଇପାରିବେ।ଏହି ପ୍ରଣାଳୀ ଆପଣ ପୋଡା ଏବଂ କଳା ଦାଗ ଛଡାଇ ପାରିବେ।

Leave a Reply

Your email address will not be published. Required fields are marked *