June 25, 2025

Odia Express

Here, There and Everywhere

100% ଚମକ ଦେବ ଏହି ଉପାୟ – ଜାଣନ୍ତୁ ଟମାଟୋ ସାହାଯ୍ୟ ଆପଣ କେମିତି ଏହି ପ୍ରଣାଳୀ କରିପାରିବେ..

ବନ୍ଧୁଗଣ ଆମେ ପ୍ରଥମେ ଏକ ପାତ୍ର ନେବା ଏବଂ ଏକ ଭଲ ଭାବରେ ପାଚିଥିବା ନାଲି ଟମାଟୋ ନେବା। ଆହୁରି ମଧ୍ୟ ଆମକୁ ଏକ ପେଷ୍ଟ ନେବାର ଅଛି ଯାହା ହେଉଛି କୋଲଗେଟ । ତାପରେ ଆମେ ଟମାଟୋକୁ ଧୀରେ ଧୀରେ ଚାପିବା ଏକ ଛୁରୀ ସାହାଯ୍ୟ ରେ ଏବଂ କିଛି ସମୟ ଚାପିବା ପରେ ଆମେ ଟମାଟୋକୁ ମଝିରୁ କାଟି ଦୁଇ ଭାଗ କରିଦେବା।ତାହାପରେ ଆମେ ଯେଉଁ ଖାଲି ପାତ୍ର ନେଇଥିବା ସେଥିରେ ଟମାଟୋକୁ ଭଲ ଭାବେ ଚିପୁଡ଼ିଦେବା। ଏହି ଚିପୁଡିବା ପ୍ରଣାଳୀ ଟିକେ ଆମକୁ ସାବଧାନତା ସହିତ କରିବାକୁ ହେବ ଏବଂ ଆମେ ଅଧା ଟମାଟୋ ହିଁ ବ୍ୟବହାର କରିବା।

ତାହାପରେ ଆମେ ଏକ ଚାମଚ କୋଲଗେଟ ପେଷ୍ଟ ସେଥିରେ ପକେଇବା ଏବଂ ଭଲ ଭାବେ ଗୋଳାଇଦେବା। ଆପଣମାନେ ଦେଖିବେ ସେ ଏକ ପେଷ୍ଟ ବନିଯିବ।ଏହା ପରେ ଆମେ ଏହାକୁ ନିଜ ସ୍କିନ ରେ ଲଗାଇବା। ଏହାକୁ ଭଲ ଭାବେ ଲଗାଇ ସାରିଲା ପରେ ଆମେ ଏହାକୁ ଏକ କପଡା ସାହାଯ୍ୟରେ ପୋଛିଦେବା।

ଆପଣ ତାପରେ ଦେଖିବେ ଆପଣଙ୍କ ସ୍କିନ କିପରି ଭାବେ ଗ୍ଲୋ କରୁଛି। ଏହା କରିବା ଦ୍ୱାରା ସ୍କିନ ଗ୍ଲୋ କରିବା ସହିତ ଅପରିଷ୍କାର ଜିନିଷ ଥିବା ସ୍କିନରେ ମଧ୍ୟ ସଫା ହୋଇଯିବ ଏବଂ ଧୀରେ ଧୀରେ ଚମକପ୍ରଦ ଲାଗିବ।ତେବେ ଏହାକୁ ଅଧିକ ରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଏବଂ ଆମକୁ ନିଜର ମତାମତ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *