ଆସନ୍ତୁ ଜାଣିବା ତାଜମହଲ ସହିତ ଜଡିତ ବହୁତ ଆଶ୍ଚର୍ଯ୍ୟ ଜନକ ତଥ୍ୟ – ଯାହାକୁ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି…

ତାଜମହଲ ଭିତରେ ଗୋଟେ ବଡ଼ ଭୁଲ ରହିଯାଇଥିଲା।ଆଜି ଆମେ ଏଠି ତାଜମହଲ ସହିତ ଜଡିତ କିଛି ରହସ୍ୟ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଇବୁ।ଯାହାକୁ ଶୁଣି ଆପଣଙ୍କ ଶରୀରର ଲୋମ ଟାଙ୍କୁରି ଉଠିବ।
୧.ଏମିତି ମାନ୍ୟତା ଅଛିକି ତାଜମହଲର ନିର୍ମାଣ ୧୬୩୧ ରେ ଆରମ୍ଭ ହୋଇଥିଲା ଓ ୧୬୫୩ ରେ ଏହା ଶେଷ ହୋଇଥିଲା ଓ ଏହାକୁ ଆଜିବି ନିର୍ମାଣ କୁସଳତାର ମହାନ ନମୁନା ବୋଲି କୁହାଯାଏ। ଶୁଦ୍ଧକର୍ତ୍ତା ମାନେ ଏହା ଉପରେ ବହୁତ ଶୁଦ୍ଧି କରଣ କରିଛନ୍ତିକି ତାଜମହଲ ତଳେ ହଜାରରୁ ଅଧିକ କୋଠରୀ ଅବସ୍ଥିତ ଅଛି।ଏହା ଉପରକୁ ଯେତେ ଉଚ୍ଚରେ ଅଛି ମାଟି ଭିତରକୁ ସେତିକି ଭିତରକୁ ଅଛି।ଯେଉଁ ଯୁଗରେ ତାଜମହଲ ତିଆରି ହୋଇଥିଲା ସେ ସମୟରେ ଗୋଟେ ଦୁର୍ଗରୁ ବାହାରିବାକୁ ବହୁତ ରାସ୍ତା ତିଆରି ହେଉଥିଲା ସେମିତି ତାଜମହଲ ତଳେ ସେମିତି ଦ୍ୱାର ମାନ ରହି ଅଛି।ସେହି ରାସ୍ତାକୁ ଶାହାଜାହାନଙ୍କ ସମୟରେ ବନ୍ଦ କରାଯାଇଥିଲା।
୨.ଆପଣ ଜାଣି ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ ତାଜମହଲର ରଙ୍ଗ ପରିବର୍ତ୍ତନ ହୋଇଥାଏ।ଦିନର ଅଲଗା ଅଲଗା ପ୍ରହରରେ ତାଜମହଲ ନିଜର ରଙ୍ଗ ପରିବର୍ତ୍ତନ କରିଥାଏ।ସକାଳୁ ସକାଳୁ ଦେଖିଲେ ଏହା ଗୋଲାପି ଦେଖାଯାଏ।ସନ୍ଧ୍ୟାରେ କ୍ଷୀର ଭଳି ଧଳା ଓ ଚାନ୍ଦିନୀ ରାତିରେ ସମ୍ପୁର୍ଣ୍ଣ ହଳଦିଆ ଦେଖାଯାଏ।
୩.ଏମିତି କୁହାଯାଏ ବହୁତ ଭୂତ ପ୍ରେତ ଏହାର ନିର୍ମାଣ ସମୟରେ ଏହାର ମୂଳଦୁଆ ରଖିବାକୁ ଦେଉନଥିଲେ।ସେ ବାରମ୍ବାର ଏହାକୁ ଭାଙ୍ଗି ଦେଉଥିଲେ।ସେ ସମୟରେ ସାହାଜାହାନ ଇରା ମୁମଙ୍କ ସାହାଯ୍ୟ ନେଇଥିଲେ,ତାପରେ ସେ ନିଜ ୪ ପିର ଭାଇଙ୍କ ସହ ଆଗ୍ରା ଆସିଲେ।ସେ ଚାରି କଣରେ ବସି ପବିତ୍ର କୋରାନ ପାଠ କରିଥିଲେ।ଏହା ପରେ ଶାହାଜାହାନଙ୍କ ହାତରେ ନିଆଁ ରଖି ଏହାର କାମ ଆରମ୍ଭ ହୋଇଥିଲା।ଏହି ଚାରିଟି ଗମ୍ବୁଜ ତାଜମହଲର ଚାରୀ କଡ଼ରେ ଅଛି।
୪.୧୯୬୧ ରେ ତାଜମହଲର କାନ୍ଥରେ ଥିବା କଣା ଦେଇ ଦେଖିବାକୁ ଚେଷ୍ଟା କରିଥିଲେ।ସେ ଦେଖିଲା ସେ ଘର ହିନ୍ଦୁ ଦେବା ଦେବୀଙ୍କ ସ୍ତମ୍ବରେ ଭରି ପଡିଥିଲା।ସେ ବ୍ୟକ୍ତି ଅନୁସାରେ ସେଠାରେ ହିନ୍ଦୁ ମନ୍ଦିର ଅଛି କେହି ତାକୁ ଲୁଚେଇବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିଛି।ସ୍ଥାନୀୟ ଲୋକମାନେ କୁହନ୍ତି ସେଠାରେ ଏକ ହିନ୍ଦୁ ମନ୍ଦିର ଥିଲା ଯାହା ଟେଜୁମହାଲୟ ନାମରେ ପ୍ରସିଦ୍ଧ ଥିଲା।ପୁରାତତ୍ୱ ବିତର ଲୋକମାନେ ଏହାର ୨୨ଟି କୋଠରୀକୁ ବନ୍ଦ କରି ରଖିବାର ମୁଖ୍ୟ କାରଣ ହେଲା ଏହା ପାଇଁ ଭବିଷ୍ୟତରେ ଯେପରି କୌଣସି ଅସୁବିଧା ନହେଉ।
୫.ସବୁଠାରୁ ମଜାଳିଆ କଥା ହେଉଛିକି କୁତୁବ ମିନାର ଯାହାକୁ ସବୁଠାରୁ ଉଚ୍ଚ ନିର୍ମାଣ ବୋଲି କୁହାଯାଏ,ତାଜମହଲ ତାଠାରୁ ମଧ୍ୟ ଉଚ୍ଚ ଅଟେ।ତାଜମହଲକୁ ଦେଖିବା ପାଇଁ ଗୋଟେ ଦିନରେ ସବୁଠାରୁ ଅଧିକ ଭିଡ଼ ଠିଆ ହୋଇଥାଏ।ଗୋଟେ ଦିନରେ ୧୨,୦୦୦ ରୁ ଅଧିକ ପରିଦର୍ଶକ ସେ ସ୍ଥାନକୁ ଆସନ୍ତି।
୬.ଆପଣ ଜାଣିଛନ୍ତି ଶାହାଜାନ ନିଜ ପାଇଁ ଗୋଟେ କଳା ତାଜମହଲର ସ୍ୱପ୍ନ ଦେଖିଥିଲେ।ତାପରେ ତାଙ୍କ ପୁଅ ଔରଙ୍ଗଜେବ ଯେତେବେଳେ ତାଙ୍କୁ ବନ୍ଦୀ କରିନେଲେ ସେତେବେଳେ ତାଙ୍କ ସ୍ୱପ୍ନ ସ୍ୱପ୍ନ ହେଇ ରହିଲା।ଆପଣ ତାଜମହଲ ପାଖରେ ଥିବା ଜମ୍ବୁଜ ଉପରେ ଧ୍ୟାନ ଦେବେତ ଏହା ନିଜ ସିଧା ନଠିଆ ହୋଇ ନିଜ ନିଜ ଆଡ଼କୁ ନଇଁ ରହିଥାନ୍ତି ଯାହାଫଳରେ ବିଜୁଳି ତାଜମହଲ ଉପରେ ପଡିବାର କୌଣସି ସମ୍ଭାବନା ନଥାଏ।
୭.କୁହାଯାଏକି ଯେଉଁ ମଜୁରିଆ ମାନେ ତାଜମହଲକୁ ବନେଇଥିଲେ,ସାହାଜାନ ତାଙ୍କର ହାତକୁ କାଟି ଦେଇଥିଲେ କିନ୍ତୁ ଇତିହାସ ଦେଖିଲେ ତାଜମହଲ ତିଆରି ପରେ ସେ ଆହୁରି ବହୁତ ଇମାରତ ବନେଇବା ପଛରେ ସେମାନଙ୍କ ନିଯୁକ୍ତି ରହିଅଛି।ଯିଏ ତାଜମହଲ ବନେଇ ଥିଲେ ଉସ୍ତାଦ ଅହମ୍ମଦ ଲାହୋରୀ ସେ ଦଳର ଭାଗ ଥିଲେ।ଉସ୍ତାଦ ଅହମ୍ମଦଙ୍କର ନଜରରେ ହିଁ ଲାଲକିଲ୍ଲା ଭଳି ଭବ୍ୟ ଇମାରତ ନିର୍ମାଣ କରିଥିଲେ।
୮.କୁହାଯାଏ ତାଜମହଲ ସାହାଜାନ ନୁହେଁ ସମୁଦ୍ର ଗୁପ୍ତ ବନେଇଥିଲେ।ଯେଉଁ ଯାଗାରେ ତାଜମହଲ ଭଳି ଭବ୍ୟ ନିର୍ମାଣ ଅଛି ସେଠାରେ ପୂର୍ବରୁ ଶିବ ମନ୍ଦିର ଥିଲା।ଯାହାର ନାଁ ଥିଲା ତେଜୁମହାଲୟ ସେଠାକାର ଶିବଲିଙ୍ଗ ଉପରେ ଛାତରୁ ପାଣି ଟପ ଟପ ଶବ୍ଦ କରିଥାଏ।ଯେତେବେଳେ ସବୁ ମଜୁରିଆ ଶୁଣିଲେ ତାଜମହଲ ତିଆରି କରିଥିବା ସବୁ ଲୋକଙ୍କ ହାତ କଟାହେବ ସେମାନେ ରାଗିକି ତାଜମହଲ ଉପରେ ଗୋଟିର କଣା ଛାଡିଦେଲେ।କାହିଁକିନା ସାହାଜାନଙ୍କ ସୁନ୍ଦର ସ୍ୱପ୍ନ ପୁର୍ଣ୍ଣ ନ ହୋଇପାରୁ।
୯.ଏହାର ଅଗଣାରେ ଲାଗିଥିବା ସବୁ ଫବାରା ଗୋଟେ ଥରରେ କାର୍ଯ୍ୟ କରନ୍ତି।ଏହି ସବୁ ଫବାରା କୌଣସି ପଇପ ସହ ଜଡିତ ନୁହଁନ୍ତି।ଏହା ତଳେ ପିତଳ ଟାଙ୍କି ଅଛି ଯାହା ଗୋଟେ ଥରରେ ବା ଏକା ସାଙ୍ଗରେ ଭର୍ତି ହୁଏ।ମୁମତାଜ ସାହାଜାନଙ୍କର ତିନି ନମ୍ବର୍ ପତ୍ନୀ ଥିଲା।ତାଙ୍କର ୧୪ ନମ୍ବର୍ ଛୁଆକୁ ଜନ୍ମକରୁ କରୁ ମୃତ୍ୟୁ ବରଣ କଲେ ଓ ତାଙ୍କ ପାଇଁ ତାଜମହଲ ବନେଇଲେ।ଆହୁରି ଆଶ୍ଚର୍ୟ୍ଯ ଜନକ କଥା ହେଉଛି ଏହା ତଳେ ବହୁତ ମୁଲ୍ୟ ବାନ ଜିନିଷ ଅଛି।
୧୦.ଐତିହାସିକ ବିତ କହୁଛନ୍ତିକି ଏହା ତଳେ ଏମିତି କିଛି ମିଳି ପାରେ ଯାହା ଆମ ଇତିହାସକୁ ପରିବର୍ତ୍ତନ କରିପାରିବ।ଏହାର ଖୋଜ ବିନ କରିବାକୁ ବହୁତ ଥର ଆଦେଶ ଆସିଛି କିନ୍ତୁ ଏହାର କୌଣସି କୋଠରିକୁ ଆଜି ପର୍ଯ୍ୟନ୍ତ ଖୋଲା ଯାଇ ପାରିବ ନାହିଁବ।ଏହା ଭିତରୁ ବହୁତ କବାଟ ଖୋଲା ଗଲା ଓ ପରେ ତାକୁ ବନ୍ଦ କରିଦିଆ ଗଲା।ବହୁତ ଆଗରୁ ଜର୍ଜି ହେରିସନ ନାମକ ଭାଇ ପ୍ରଥମ ସେଲଫି ତାଜମହଲ ସହ ପ୍ରଥମ ସେଲ୍ଫି ନେଇଥିଲେ।