March 11, 2025

Odia Express

Here, There and Everywhere

ଏହି ୪ ବଡ ତାରକାଙ୍କୁ ରିଆଲିଟି ଶୋରେ ମିଳିଥିଲା ହାର୍ , କିନ୍ତୁ ତା ସତ୍ତ୍ୱେ ବି ହୋଇଗଲେ ଷ୍ଟାର୍ – ୧ ନମ୍ବର ଙ୍କ ନାମ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

ସବୁ ମଣିଷଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଥାଏ , କିନ୍ତୁ ସେ ନିଜ ମଧ୍ୟରେ ଥିବା ଏହି ପ୍ରତିଭାକୁ ଦେଖାଇବାକୁ ଅବସର ଖୋଜିଥାନ୍ତି , ଯେପରି ଆପଣ ସମସ୍ତେ ଜାଣିଥିବେ କି ଟିଭି ଦୁନିଆଁରେ ଏମିତି ବହୁତ ରିଆଲିଟି ଶୋ ଆସିଥାଏ ଯାହାଙ୍କ ମଧ୍ୟରେ ଲୋକେ ଭାଗ ନେଇକରି ନିଜ ଦକ୍ଷତାକୁ ସମସ୍ତଙ୍କ ସାମ୍ନାରେ ପରିବେଷଣ କରିଥାନ୍ତି , ଏବେ କିଛି ଦିନ ହେବ ସଲମାନ ଅଲ୍ଲୀ ଇଣ୍ତିଆନ୍ ଆଇଡଲ୍ ୧୦ ର ଟ୍ରଫି ନିଜ ନାଁରେ କରିଛନ୍ତି , ଏହି ଶୋରେ ସଲମାନ ଅଲ୍ଲୀ ଲକ୍ଷାଧିକ ଲୋକଙ୍କୁ ନିଜ ସ୍ୱରର ଯାଦୁରେ ମୋହିତ କରିଛନ୍ତି , ସେମିତି ଏହି ଶୋରେ ଲକ୍ଷାଧିକ ଲୋକ ଅଡିସନ୍ ଦେଇଥାନ୍ତି , କିନ୍ତୁ ଏହି ଲକ୍ଷାଧିକ ଲୋକଙ୍କ ମଧ୍ୟରୁ କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କ ମନୋୟନ ହୋଇଥାଏ , ଓ ତାଙ୍କର ଦକ୍ଷତାକୁ ଦେଖି ଟିଭି ମାଧ୍ୟମରେ ଲୋକଙ୍କ ମଧ୍ୟରେ ପହଞ୍ଚାଯାଈଥାଏ ,

ବହୁତଥର ରିଆଲିଟି ଶୋରେ ଜିତିଥିବା ଲୋକ ଫିଲ୍ମ ଦୁନିଆଁରେ ସୁପରଷ୍ଟାର୍ ହୋଈଯାଆନ୍ତି , କିନ୍ତୁ ଯେଉଁ ଲୋକଙ୍କୁ ଏହି ଶୋରେ ହାର୍ ମାନିଯାଆନ୍ତି ସେମାନେ ଯେଉଁ କୌଣସି ସ୍ଥାନରେ ଦିନେ ନା ଦିନେ ପହଞ୍ଚିଥାନ୍ତି , ଆଜି ଆମ ଲେଖ ମାଧ୍ୟମରେ କିଛି ଏମିତି ତାରକାଙ୍କ ବିଷୟରେ ସୁଚନା ଦେବୁ ଯାହାଙ୍କର ରିୟାଲିଟି ଶୋରେ ହାର୍ ର ସାମ୍ନା କରିବାକୁ ପଡିଥିଲା,

ଅରିଜିତ୍ ସିଂ : ଆଜି କାଲିର ଯୁବପିଢିଙ୍କ ସବୁଠାରୁ ପସନ୍ଦର ସିଙ୍ଗର୍ ହେଲେ ଅରଜିତ୍ ସିଂ ଅରିଜିତ୍ ସିଂ ଫେମ୍ ଗୁରୁକୁଲ୍ ନାମର ଏକ ଲୋକପ୍ରିୟ ରିୟାଲିଟି ଶୋରେ ଦେଖାଯାଇଥିଲେ , ଏହି ଶୋର ଭିତରେ ଅରିଜିତ୍ ସିଂ ଦ୍ୱିତୀୟ ସ୍ଥାନରେ ଆସିଲେ , ଏହି ରିୟାଲିଟି ଶୋକୁ ହାରିବାପରେ ସେ ହାର୍ ମାନିନଥିଲେ ଓ ବର୍ତ୍ତମାନ ସମୟରେ ସେ ବଲିଉଡ୍ ର ସବୁଠାରୁ ଲୋକପ୍ରିୟ ସିଙ୍ଗର୍ ରୁ ଜଣେ ଅଟନ୍ତି ।

ସନି ଲିଓନି : ଆପଣ ସମସ୍ତେ ବଲିଉଡ୍ ଇଣ୍ତଷ୍ଟ୍ରିର ସବୁଠାରୁ ସୁନ୍ଦର ଓ ଭଲ ଅଭିନେତ୍ରୀ ସନି ଲିଓନିଙ୍କ ବିଷୟରେ ଜାଣିଥିବେ , ସେ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ , ବଲିଉଡ୍ ରୁ ପ୍ରସିଦ୍ଧ ଅଭିନେତ୍ରୀ ସନି ଲିଓନି ବିଗ୍ ବସ୍ ସିଜନ୍ ୫ ରେ ନଜର ଆସିଥିଲେ , ସେମିତି ସନି ଲିଓନିଙ୍କୁ ହିନ୍ଦୀ କହିବା ଆସେ ନାହିଁ , କିନ୍ତୁ ତାଙ୍କର ଏହି ଦରଖଣ୍ତିଆ ହିନ୍ଦୀ ଦେଶର କୋଟିଏ ଲୋକଙ୍କୁ ପସନ୍ଦ ଅଟେ, ଅଭିନେତ୍ରୀ ସନି ଲିଓନି ବିଗ ବସ୍ ଘରୁ ବାହାରକୁ ଆସିବାକୁ ପଡିଲା , କିନ୍ତୁ ସେ ନିଜ ଦକ୍ଷତାଯୋଗୁଁ ବହୁତ ନାଁ କମାଇଥିଲେ,  ଓ ଆଜିର ସମୟରେ ସନି ଲିଓନି ସବୁଠାରୁ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ୍ ହୋଇସାରିଛନ୍ତି , ଯଦି ଆମେ ତାଙ୍କର ଫ୍ୟାନ୍ସଙ୍କ କଥା କହିବା ତେବେ ତେବେ ଭାରତର ଅଧାରୁ ଅଧିକ ତାଙ୍କର ଫ୍ୟାନ୍ସ ତାଙ୍କୁ ଫଲୋ କରନ୍ତି ।

ନେହା କାକର୍ : ନେହା କାକର୍ ଇଣ୍ତିଆନ୍ ଆଇଡଲ୍ ୨ ରେ ଜଣେ ପ୍ରତିଯୋଗୀ ଭାବେ ଦେଖାଯାଇଥିଲେ , ଏହି ଶୋରେ ମୋନାଲି ଠାକୁରଙ୍କ ସହ ନଜର ଆସିଥିଲେ , କିନ୍ତୁ ନେହା କାକର୍ ଜର୍ଜଙ୍କୁ କିଛି ଅଧିକା ପସନ୍ଦ ଆସିଲେ ନାହିଁ , ବହୁତ କମ୍ ସମୟରେ ଏହି ଶୋ ରୁ ସେ ବାହାର ଚାଲି ଆସିଲେ , ସେମିତି ନେହା କାକର ବଲିଉଡ୍ ରୁ ବହୁତ ଫିଲ୍ମ ନିଜ ଆବାଜ୍ ଦେଇସାରିଛନ୍ତି , ବର୍ତ୍ତମାନ ସମୟରେ ଏମିତି କେଉଁ ବ୍ୟକ୍ତି ଥିବ ଯିଏ ନେହା କାକରଙ୍କୁ ଜାଣିନଥିବ , ଏହି ଆଜିକାଲି ସମୟରେ ଲୋକପ୍ରିୟତା ପାଇସାରିଲେଣି , ତାଙ୍କ ଦ୍ୱାରା ଗାଇଥିବା ଗୀତ ଆଜି ଲକ୍ଷାଧିକ ଓ କୋଟିଏ ଲୋକଙ୍କୁ ବହୁତ ପସନ୍ଦ କରୁଛନ୍ତି , ଏହି ସମୟରେ ସେ ସବୁଠାରୁ ଲୋକପ୍ରିୟ ଓ ଖୁବ୍ ସୁନ୍ଦର ଗାୟିକା ଅଟନ୍ତି ।

ମୋନାଲି ଠାକୁର୍ : ମୋନାଲି ଠାକୁର୍ ପ୍ରଥମଥର ଇଣ୍ତିଆନ୍ ଆଇଡଲ୍ ୨ ରେ ଜଣେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ,  ସେ କିଛି ଏପିସୋଡ୍ ପରେ ସେ ବାହାରିଆସିଥିଲେ , ଯେବେ ଏହି ଏପିସୋଡ୍ ରୁ ସେ ବାହାରି ଆସିଲେ ତେବେ ଜଜ୍ ଅନୁ ତାଙ୍କୁ ଫିଲ୍ମ ଜାନେ ଏ ମନ୍ ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ,  ଓ ସେ ଏବେ ଆଜିକା ସମୟରେ ବଲିଉଡ୍ ସିଙ୍ଗିଙ୍ଗ୍ ଦୁନିଆଁରେ ସୁପରହିଟ୍ ଗୀତ ଗାଈ ବଲିଉଡ୍ ରେ ରାଜ୍ କରୁଛନ୍ତି ।

Leave a Reply

Your email address will not be published. Required fields are marked *