March 11, 2025

Odia Express

Here, There and Everywhere

ମାତ୍ର ତିନି ଦିନ ପର୍ଯ୍ୟନ୍ତ ଏହାକୁ କ୍ଷୀରରେ ଫୁଟେଇ ପାନ କର ଆପଣଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ ହାଡ଼,ଆଣ୍ଠୁ,ଗଣ୍ଠିର ସମସ୍ୟା ଦେଖାଯିବ ନାହିଁ…

ମାତ୍ର ତିନିଦିନ ପର୍ଯ୍ୟନ୍ତ ଏହି ଜିନିଷକୁ ଖୀରରେ ମିଶେଇ ସେବନ କରନ୍ତୁ, ଆପଣଙ୍କ ହାଡ଼ରେ ଦୁର୍ବଳତା ଓ ଅନିଦ୍ରତା ଥକାପଣ ଓ କ୍ୟାଲସିୟମର ଅଭାବ ଅଣ୍ଟା,ଆଣ୍ଠୁ,ଗଣ୍ଠିରେ ବିନ୍ଧା ଦରଜ କେବେ ହେବ ନାହିଁ। ଆମେ ଆପଣଙ୍କ ପାଇଁ ଏମିତି କିଛି ଆଣିଛୁ ଯାହା କହିବାକୁ ଗଲେ ଆପଣଙ୍କ ଶରୀରର ସବୁ ପ୍ରକାର ରୋଗକୁ ଭଲ କରିବାରେ ସାହାର୍ଯ୍ୟ କରେ।ଆପଣ ଏହି ଉପାୟକୁ ସେବନ କଲେ ଆପଣଙ୍କ ଶରିରରେ ବିଭିନ୍ନ ପ୍ରକାର ରୋଗକୁ ମୂଳରୁ ଶେଷ କରିଥାଏ।ଅନିଦ୍ରା ଦ୍ୱାରା ଅନ୍ୟ ରୋଗଗୁଡିକ ଉତ୍ତ୍ପନ୍ନ ହେବାରେ ବେସି ସମୟ ଲାଗେନି।ଯଦି ଆମେ ଭଲ ଭାବରେ ନ ଶୋଉ ତେଣୁ ଆମ ଶରୀରର ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଏ ଓ ଆମ ଶରୀର ବିଭିନ୍ନ ରୋଗର ପୀଡିତ ହୁଏ।ଏହି ଉପାୟକୁ ସେବନ କରିବା ଦ୍ୱାରା ଆପଣଙ୍କୁ ଥକାପଣ ଦୁର୍ବଳତା ଭଳି ସମସ୍ୟା ଅନୁଭବ ହେବ ନାହିଁ।

ଏହା ସହିତ ଆପଣଙ୍କ ଶରୀରରେ ରୋଗମାନଙ୍କ ଠାରୁ ଲଢ଼ିବାର କ୍ଷମତା ବା ରୋଗପ୍ରତିରୋଧ ଶକ୍ତିକୁ ବଢ଼େଇ ଥାଏ।ଆସନ୍ତୁ ଆମେ ଆପଣଙ୍କୁ ବନେଇବା ଶିଖେଇବୁ ମାତ୍ର ୫ ମିନିଟରେ ବନେଆଇବା ପ୍ରସ୍ତୁତ ହୋଇଯିବ।ଏହାକୁ ତିଆରି କରିବାର ଖର୍ଚ୍ଚ ମାତ୍ର ୫ ଟଙ୍କା ଅଟେ।ଏହା ଦ୍ୱାରା କୋଲେଷ୍ଟ୍ରୋଲ,ମଧୁମେହ ଆଦି ଭଳି ରୋଗ ନିୟନ୍ତ୍ରଣରେ ରହିଥାଏ।ଆପଣଙ୍କୁ ବଭିନ୍ନ ପ୍ରକାର ପେଟ ରୋଗରୁ ରକ୍ଷା କରିଥାଏ।

ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ପୁର୍ଣ୍ଣ କରିଥାଏ।ଏହା ସହିତ ରକ୍ତର ଅଭାବକୁ ପୁର୍ଣ୍ଣ କରିବା ସହ ରକ୍ତ ସଫା କରିଥାଏ।ଯଦି ଆପଣଙ୍କ ରକ୍ତ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ ଅଟେ ଆପଣ ବହୁତ ରୋଗରୁ ରକ୍ଷା ପାଇ ପାରିବେ।ଉଚ୍ଚରକ୍ତଚାପ ଓ ମଧୁମେହ ଏ ରକ୍ତ ଦୂଷିତ ହେବାର କାରଣ ଅଟନ୍ତି।ଏବେ ଆସନ୍ତୁ ଜାଣିବା ଆପଣମାନେ ଏ ଉପାୟକୁ ଘରେ କିପରି ବନେଇବେ ବା କେତେବେଳେ ଓ କିପରି ସେବନ କରିବେ।

ସେଥିପାଇଁ ଆପଣବକୁ ମୁଖ୍ୟ ସାମଗ୍ରୀ ଦରକାର ଖସଖସ ସାଙ୍ଗମାନେ ଶରୀର ପାଇଁ ଖସଖସ ଗୋଟେ ଚମତ୍କାରି ଔଷଧି ହୋଇଥାଏ।ଏହାର ବ୍ୟବହାର କୋଷ୍ଠକାଠିନ୍ୟ ଠାରୁ ଆରମ୍ଭ କରି କ୍ୟାନ୍ସର ଭଳି ଘାତକ ରୋଗର ଠିକ ହେବା ପାଇଁ ବ୍ୟବହାର କରାଯାଏ।ଏହି ଖାଦ୍ୟ ପଦାର୍ଥ କ୍ୟାଲୋରି,ପ୍ରୋଟିନ,କ୍ୟାଲସିୟମ,ଆଇରନ,ପୋଟାସୀୟମ ଓ ଫୋଲେଟ ଭଳି ତତ୍ୱ ମାନଙ୍କ ଦ୍ୱାରା ଭରି ରହିଥାଏ ଓ ଦ୍ଵିତୀୟ ମୁଖ୍ୟ ସାମଗ୍ରୀ ହେଉଛି ମଖାନି।

ଏହି ମଖାନି ମଧୁମେହ ଓ ହୃଦୟ ଭଳି ରୋଗମାନଙ୍କର ମୁଖ୍ୟ କାରଣ ହୋଇଥାଏ।ଆପଣଙ୍କ ଶରିରରେ ବିଭିନ୍ନ ପ୍ରକାରର ଶକ୍ତି ଭରିବା ଶହ ବିଭିନ୍ନ ପ୍ରକାର ରୋଗ ସହ ଲଢ଼ିବା ପାଇଁ ଆପଣଙ୍କୁ କ୍ଷମତା ଦେଇଥାଉ।ତୃତୀୟ ସାମଗ୍ରୀ ହେଉଛି ଗାଈର କ୍ଷୀର।ଆପଣ ନିଶ୍ଚିନ୍ତ ଗାଈର କ୍ଷୀରର ଫାଇଦା ବିଷୟରେ ଜାଣିଥିବେ ଆଉ ଆମେ ଆପଣଙ୍କୁ କଣ କହିବୁ କାରଣ ଆପଣ ପିଲା ବେଳୁତ ଏହାକୁ ପି ଆସିଛନ୍ତି।ଚତୁର୍ଥ ସାମଗ୍ରୀ ହେଉଛି ଗାଈର ଶୁଦ୍ଧ ଘିଅ।ଆପଣ ଜାଣିଥିବେ ଗାଈ ଘିଅ ଏମିତି କିଛି କରେ ଯାହା ଲକ୍ଷ୍ୟ ଓ କୋଟି କୋଟି ଟଙ୍କାର ଔଷଧ କରିପାରେ ନାହିଁ।

ଆସନ୍ତୁ ବନ୍ଧୁଗଣ ତିଆରି କରିବା ଏହି ଉପାୟକୁ,ଆପଣଙ୍କୁ କଣ କରିବାକୁ ହେବନା ଗୋଟେ ବାସନକୁ ଆଆପଣଙ୍କୁ ନିଆଁ ଉପରେ ରଖିବାର ଅଛି ଓ ଏଥିରେ ଗୋଟେ ଚାମୁଚ ଗାଈ କ୍ଷୀର ମିଶେଇ ବାର ଅଛି।ତାପରେ ସେ ଘିଅଭିତରେ ଗୋଟେ ଚାମୁଚ ଖସ ଖସ ପକେଇ ଭାଜିବାର ଅଛି।ଦେଖନ୍ତୁ ଏହା ପ୍ରସ୍ତୁତ ହୋଇଗଲା ଏବେ ଏହା ଭିତରେ ପକେଇବେ ଗାଈ କ୍ଷୀର ଓ ଏବେ ଆପଣଙ୍କୁ ପକେଇବାର ଅଛି ମଖାନେ।

ଯଦି ଆପଣ ମଧୁମେହ ଭଳି ସମସ୍ୟାରେ ପୁଡିତ ଅଛନ୍ତି ଆପଣ ମିଶ୍ରି କିମ୍ବା ଚିନି ମିସେଇବେ ନାହିଁ ଯଦି ଆପଣଙ୍କୁ ସେମିତି କିଛି ରୋଗ ନାହିଁ ଆପଣ ନିଜ ସ୍ୱାଦ ଅନୁସାରେ ସେଥିରେ ଚିନି କିମ୍ବା ମିଶ୍ରି ମିସେଇବେ।ଏବେ ଅପଣଙ୍କ ଏ ଖୀରର ତିନୋଟି ଉବାଲ ଦେବାର ଅଛି।ଏବେ ଆପଣ ତାକୁ ଆଣି ଗୋଟେ ଗିଲାସରେ ରଖିବେ।ଆପଣ ନଛାଣି ଏହାକୁ ପିବାର ଅଛି ଓ ସେ ମଖାନି ଗୁଡାକୁ ଚୋବେଇ ଚୋବେଇ ଖାଇବାର ଅଛି।ଏହାକୁ ୩ ଦିନ ନିୟମିତ ସେବନ ପରେ ଆପଣ ଦେଖିବେ ଆପଣ ଅତ୍ୟନ୍ତ ବଳ ସାଳି ଓ ପ୍ରଭାବ ସାଳି ହୋଇଯିବେ।ଆପଣଙ୍କ ରୋଗ ସବୁ ମୂଳରୁ ଭଲ ହୋଇଯିବମ

Leave a Reply

Your email address will not be published. Required fields are marked *