March 7, 2025

Odia Express

Here, There and Everywhere

କଣ କଣ ଖାସ ହୋଇଥାଏ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯୋଜନାରେ ? ଏବେ ଜାଣି ରଖନ୍ତୁ ଦୁନିଆ ର କେଉଁ ପ୍ରଧାନମନ୍ତ୍ରୀ କେତେ ସୁରକ୍ଷିତ..

କଣ ଆପଣଙ୍କ ଜୀବନର ମୁଲ୍ୟ ଆପଣଙ୍କ କୌଣସି ପରିବାର ସମ୍ପର୍କିୟଙ୍କ ବା ଆପଣଙ୍କ କୌଣସି ସାଙ୍ଗଙ୍କ ଠାରୁ ଅଧିକ ଅଟେକି ? ନହେଲେ ସେମାନଙ୍କ ଜୀବନର ମୁଲ୍ୟ ଆପଣଙ୍କ ଜୀବନ ଠାରୁ କମ ଅଟେକି ? କହିବାକୁ ଗଲେ ଜୀବନର କୌଣସି ମୁଲ୍ୟ ନଥାଏ।ଯଦି ହୋଇଥାଏ ତ ସମସ୍ତଙ୍କ ସମାନ ହେବା ଦରକାର।କଣ ଆପଣଙ୍କ ଜୀବନର ମୁଲ୍ୟ ଆପଣଙ୍କ ଦେଶର ରାଷ୍ଟ୍ର ପ୍ରଧାନଙ୍କ ଠାରୁ ଅଧିକ ହୋଇଥାଏ କି ?କହିବାର ତାତ୍ପର୍ଯ୍ୟ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଠାରୁ ଆପଣଙ୍କ ଜୀବନର ମୁଲ୍ୟ ଅଧିକ ଅଟେକି ?

ଆପଣ ଜାଣିଥିବେ କୌଣସି ଦେଶର ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କ ଜୀବନ ତାଙ୍କ ସାଧାରଣ ଜନତାଙ୍କ ଠାରୁ ଅଧିକ ହୋଇଥାଏ।ସେମାନଙ୍କ ଜୀବନ ଏତେ ମୁଲ୍ୟବାନ ହୋଇଥାଏ କି ସେମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ଗାର୍ଡ ମୁତାୟନ ଥାଆନ୍ତି ଓ ଏମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।ଏମାନେ ସେମାନଙ୍କ ଦେଶରେ ନିୟମ ଓ କାନୁନ ବନେଇବା ପାଇଁ ମୁଖ୍ୟ ଭୂମିକା ରହିଥାଏ।ଯଦି ତାଙ୍କର ଭଲ କିମ୍ବା ଖରାପ ହୋଇଥାଏ ତାହେଲେ ଦେଶ ପାଇଁ ବହୁତ ଖରାପ ହୋଇଥାଏ।ପ୍ରାୟ ଦେଶରେ ପ୍ରେସିଡେଣ୍ଟଙ୍କୁ ପି.ଏମଙ୍କ ଠାରୁ ଉଚ୍ଚା ଦର୍ଜା ଡେ଼ଇଥାଏ।

ବହୁତ ଦେଶ ଅଛି ନିଜର ପ୍ରେସିଡେଣ୍ଟଙ୍କ ପାଇଁ ତାଙ୍କ ଦେଶ ବହୁତ ସୁରକ୍ଷାର ବନ୍ଦୋବସ୍ତ କରିଥାଏ।ଆମେରିକା ଦେଶର ରାଷ୍ଟ୍ରପତି ଡୋଲାଣ୍ଡ ଟ୍ରମ୍ପଙ୍କ ପଛରେ ୬ କୋଟି ଟଙ୍କାର ଓ ସେ ଯେତେବେଳେ ହ୍ଵାଇଟ ହାଉସରୁ ବାହାରିଥାଆନ୍ତି ସେ ସମସ୍ତ ବଡ଼ିଗାର୍ଡଙ୍କ ସହ ତାଙ୍କ ମିଲିଟ୍ରି ଗ୍ରେଟ କାରରେ ସେ ବାହାରନ୍ତି।ସେ କାର ସାଧାରଣ ଦେଖାଯାଏ କିନ୍ତୁ ତାର ଆଠ ଇଞ୍ଚ ମୋଟା ଲୁହା କବାଟ ହୋଇଥାଏ।କୁହାଯାଏ କି ଏ ଗାଡି ବହୁତ ବମ ଓ ଅନେକ ପ୍ରକାରର ଧମାକାକୁ ସହିପାରେ।ସେ ଗାଡ଼ିରେ ରାଷ୍ଟ୍ରପତିଙ୍କୁ ଦେବା ଭଳି ରକ୍ତ ଅବସ୍ତିତ ଥାଏ।

ଆସନ୍ତୁ ଜାଣିବା ସବୁଠାରୁ କ୍ଷତର ନାକ ଓ ଶକ୍ତିଶାଳି ଦେଶ ରୁଷିଆ ବିଷୟରେ।ଏହି ଦେଶର ରାଷ୍ଟ୍ରପତିଙ୍କ ନାମ ଲାଦିନିର ଲୁଦିନ ଅଟନ୍ତି,ଏ ସବୁଠାରୁ ବିପଦା ପୁର୍ଣ୍ଣ ରାଷ୍ଟ୍ରପତିଙ୍କ ବିଷୟରେ।ଏମାନଙ୍କ ସୁରକ୍ଷା ଏତେ ଭଲ ହୋଇଥାଏ,କାଳେ କୁହାଯାଏ କି ତାଙ୍କ ସୁରକ୍ଷା ପାଇଁ ୫୦,୦୦୦ ସୈନିକ ନିଯୁକ୍ତ ଥାଆନ୍ତି।ତାଙ୍କ ସୁରକ୍ଷାରେ’ଦ ଫେଡ୍ରାଲ୍ ପ୍ରତିରକ୍ଷା ସେବା’  ଉପରେ ନିର୍ଭର ହୋଇଥାନ୍ତି।ଏହା ରୁଷିଆର ଗୋଟେ ଲୁଚାଳିଆ ସଂସ୍ଥା ଅଟେ।

ଏବେ ଆସନ୍ତୁ ଜାଣିବା ଦକ୍ଷିଣ କୋରିଆ ବିଷୟରେ ଏହାର ସୁପ୍ରିମ ଲିଡ଼ର କିମ ଜଙ୍ଗ ଉନ ଅଟନ୍ତି।ୟାଙ୍କର ସୁରକ୍ଷା ଅନ୍ୟ ଦେଶଙ୍କ ରାଷ୍ଟ୍ରପତିଙ୍କ ସୁରକ୍ଷା ଠାରୁ ଅଧିକ କଡା କଡୀ ହୋଇଥାଏ।ଯେଉଁଠାରେ ଅନ୍ୟ ଦେଶରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସେ ଗାଡ଼ିରେ ସୁରକ୍ଷା ଦେଇଥାନ୍ତି କିନ୍ତୁ ଦକ୍ଷିଣ କୋରିଆର କିମ ଜଙ୍ଗ ଉନଙ୍କ ସୁରକ୍ଷାରେ ତାଙ୍କ ବଡିଗାର୍ଡ ତାଙ୍କ ଗାଡିର ଚାରିପାଖରେ ୧୨ଟି ବଡିଗାର୍ଡଦୌଡ଼ି ଥାଆନ୍ତି।ସେ କୁହନ୍ତି କାର କିମ୍ବା ବାଇକ ଚଲେଇଲେ ତାଙ୍କ ଧ୍ୟାନ ଅନ୍ୟମନସ୍କ ହୋଇଥାନ୍ତି।ତାଙ୍କର ସୁରକ୍ଷା ପାଇଁ ୧୫,୦୦୦ ସୈନିକ ନିଯୁକ୍ତି ଥାନ୍ତି।ଏହା ପୂର୍ବରୁ ତାଙ୍କ ପିତା ଓ ଭାଇ ନେତାରହି ସାରିଛନ୍ତି।ଯେଉଁ ସମୟରେ ତାଙ୍କ ଭାଇ ଓ ବାପାଙ୍କ ପ୍ରତି ବହୁତ ଥର ଆକ୍ରମଣ କରାଯାଇଥିଲା।

ଏବେ ଆମେ ଜାଣିବା ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଅଟନ୍ତି।ଯେକି ଜାପାନର ଇତିହାସରେ ସେ ଅତ୍ୟନ୍ତ ଯୁବକୀୟ ପ୍ରଧାନମନ୍ତ୍ରୀ ଅଟନ୍ତି।ଜାପାନ ତାର ପ୍ରଧାନମନ୍ତ୍ରୀ ସୁରକ୍ଷାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ।ସେ ଯେତେବେଳେ ବାହାରକୁ ଯାଆନ୍ତି ତାଙ୍କ ପଛରେ ୧୨ଟି ଗାଡି ଯାଇଥାଏ।ଆସନ୍ତୁ ଜାଣିବା ଭାରତ ବିଷୟରେ,ଆମ ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଗୋଟିଏ ସ୍ପେଶାଲ ଟିମ ଥାଏ ଯାହା ତାଙ୍କ ସହିତ ୨୪ ଘଣ୍ଟା ଜଡିତ ରହିଥାନ୍ତି।ଏହାକୁ ଏସ.ପି.ଜି ଵୋଲି କୁହାଯାଏ।ଏହାର ମୁଳ ମନ୍ତ୍ର ହେଉଛି ସୂର୍ଯ୍ୟଂ ସମ୍ପର୍ଣ୍ଣ ସୁରକ୍ଷା ହୋଇଥାଏ।ସେ ବି.ଏମ.ଡବ୍ଲୁ ସ୍ପେଶାଲ ମିଲେଟ୍ରି ନିଯୁକ୍ତ ଗାଡ଼ିରୁ ବାହାରକୁ ଆସିଥାନ୍ତି।ଏହା ପରେ ତାଙ୍କ ଗାଡିର ପଛରେ ଗୋଟେ ଆମ୍ଭୁଲାନସ ଓ ଅନ୍ୟ ଗାଡି ବି.ଏମ.ଡ଼ବ୍ଲ୍ୟୁ ଏକ୍ସ୩ ଏମାନଙ୍କ ସବୁ ଅଂଶ ବୁଲେଟ ପ୍ରୁଫ ହୋଇଥାଏ।

Leave a Reply

Your email address will not be published. Required fields are marked *