ଆପଣ ରାତିରେ ଏ ଗଛର କ୍ଷୀର ଲଗେଇ ଦିଅନ୍ତୁ ସକାଳ ପର୍ଯ୍ୟନ୍ତ ଆପଣଙ୍କ ସବୁ ଦାଗ,କୁଣ୍ଡିଆ ଭଳି ଦାଗ କାଛୁ ଆଦି ସହଜରେ ଭଲ ହୋଇଥାଏ…
1 min read
ନମସ୍କାର ବନ୍ଧୁଗଣ ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆପଣଙ୍କ ଶରୀରରେ ଥିବା ଦାଗ,କୁଣ୍ଡିଆ,କାଛୁ ଭଳି ସମସ୍ୟାକୁ ଭଲ କରିଥାଏ।ସାଙ୍ଗମାନେ ସର୍ବପ୍ରଥମେ ଆମେ ଜାଣିରଖିବା ଏଗୁଡିକ ହେବାର ପ୍ରମୁଖ କାରଣ କଣ ହୋଇଥାଏ। ଗୋଟେ ଭାଇରସ ଥାଏ ଯାହା ଆମ ଶରିରରେ ଲାଗିବା ଦ୍ୱାରା ଏହି ସମସ୍ୟା ହୋଇଥାଏ।ଯେତେବେଳେ ଆମ ଶରୀରେ ସନ୍ଧି ବା ଅଣଦେଖା କରୁଥିବା ସ୍ଥାନରେ ଯେତେବେଳେ ଅଧିକ ପରିମାଣରେ ଝାଳ ଜମା ହୋଇଯାଇଥାଏ ବା ଆମେ ତାକୁ ସଫା କରିନଥାଉ ସେ ସମୟରେ ଆମକୁ ଦାଗ,କୁଣ୍ଡିଆ,କାଛୁ ଭଳି ସମସ୍ୟାକୁ ଆମ ଶରିରରେ ଦେଖାଯାଇଥାଏ।
ଏହା ଆପଣଙ୍କ ଶରୀରରେ କେତେବେଳେ ଓ କେଉଁଠାରେ ମଧ୍ୟ ହୋଇଥାଏ ଓ ଏହାକୁ ଛୁଇଁବା ଦ୍ୱାରା ଆହୁରି ବଢିଥାଏ।ଏହା ସଂକ୍ରମିତ ରୋଗ ଭଳି ଅଟେ।ଯଦି ଆପଣଙ୍କ ଘରେ କାହାକୁ ଏହି ରୋଗ ସବୁ ହୋଇଥାଏ ଆପଣଙ୍କୁ ତାଙ୍କ ଠାରୁ ଦୂରରେ ରହିବା ଆଵଶ୍ୟକ। ଏହାକୁ ଇଂରାଜିରେ ଫଂଗସ ବୋଲି କୁହାଯାଏ। ଏମାନଙ୍କ ଦ୍ୱାରା ଆପଣଙ୍କ ଶରୀରରେ ବହୁତ ସଂକ୍ରମଣ ହୋଇଥାଏ।ଆସନ୍ତୁ ଜାଣିବା ସହଜରେ ଓ କେଉଁ ପ୍ରକାରରେ ଏମାନଙ୍କ ଠାରୁ ରକ୍ଷା ପାଇ ପାରିବା।ଆପଣ ଡାକ୍ତର ପାଖକୁ ଯାଇ ଯାଇ ଏତେ ଟଙ୍କା ଏହା ପଛରେ ଶେଷ କରିଥିବେ ଆମମାନଙ୍କ ବିଶ୍ୱାସ ବାହାରେ।
ଆପଣ ବହୁତ ଏଲୋପାତି ଔଷଧ ବ୍ୟବହାର କରିଥାନ୍ତି କିନ୍ତୁ ଆଜି ବ୍ୟବହାର କଲେ ଏହା କାଲି ଫେରି ଆସେ।ଆପଣ ଏହି ଘରୋଇ ଉପାୟକୁ ଥରେ ମାତ୍ର ବ୍ୟବହାର କରିବା ଦ୍ୱାରା ଏହା ଆମ ଶରୀରରେ କାଛୁ ଓ କୁଣ୍ଡିଆ ଭଳି ସମସ୍ୟା କୁ ଗୋଟେ ଦିନରେ ଭଲ କରିଦେବ।ଆପଣଙ୍କୁ ଆସନ୍ତୁ ଜଣାଇବା ଏହି ଘରୋଇ ଉପାୟ ବନେଇବାର ଉପାୟ।ଆମକୁ ଦରକାର ଅରଖ ଗଛର କ୍ଷୀର।ଏହି ଗଛର କ୍ଷୀର ବହୁତ ଲାଭ ଜନକ ଓ ଆମର ଦାଗ,କୁଣ୍ଡିଆ,କାଛୁ ଭଳି ସମସ୍ୟା ପାଇଁ ବହୁତ ଭଲ ଅଟେ।
ଏହି ଗଛର କ୍ଷୀର ବାହାର କରିବା ପାଇଁ,ଏହି ଗଛକୁ ମଝିରୁ ଭାଙ୍ଗିବାକୁ ପଡିବ ବା ତାର ପତ୍ର ଭାଙ୍ଗିବା ଦ୍ୱାରା ସେଥିରୁ କ୍ଷୀର ବାହାରିବ।ଆପଣ ସେଥିରୁ ୫-୬ ବୁନ୍ଦା କ୍ଷୀର ବାହାର କରି ଆଣିବେ ମାତ୍ର ଥରେ ବ୍ୟବହାର ପାଇଁ।ଏହାର କ୍ଷୀର ବହୁତ ବିଶାକ୍ତ ଅଟେ ଯାହାକୁ ଆଖିରେ ପକେଇବା ଦ୍ବାରା ଆପଣଙ୍କ ଆଖି ମଧ୍ୟ ଫୁଟି ଯାଇପାରେ। ଆପଣଙ୍କୁ ଗୋଟେ ଖାଲି ଗିନା ନେବେ ଓ ତା ଭିତରେ ନିମ୍ବ ତେଲ ନେବେ।ଆପଣଙ୍କୁ ସେ ନିମ ତେଲରେ ୨ରୁ ୪ ବୁନ୍ଦା ଅରଖ କ୍ଷୀର ପକେଇବା।
ତାପରେ ସେ ତେଲ ଓ ଅରଖ କ୍ଷୀରକୁ ଭଲ ଭାବରେ ସେ ତେଲ ସହିତ ମିସେଇବା।ଏହାକୁ ଭଲ ଭାବରେ ମିସେଇବା ଦ୍ୱାରା ଏହାର ଔଷଧୀୟ ଗୁଣ ବହୁତ ଭଲ ଭାବରେ ବ୍ୟବହୃତ ହୋଇଥାଏ। ଆସନ୍ତୁ ଜାଣିବା ଆମେ ଏହାକୁ ଆମ ଶରୀରରେ ହେଉଥିବା ଦାଗ,କୁଣ୍ଡିଆ,କାଛୁ ଭଳି ସମସ୍ୟାକୁ କିପରି ଭଲ କରିଥାଏ। ଆପଣ କଣ କରିବେନା ଯଦି ଆପଣଙ୍କ ପାଖରେ ଡେଟଲ ଯଦି ଥିବ ସେ ଦାଗ,କୁଣ୍ଡିଆ,କାଛୁ ଭଳି ସ୍ଥାନକୁ ଭଲ ଭାବରେ କୁଣ୍ଡେଇକି ତାକୁ ଭଲ ଭାବରେ ସେଠାରେ ଗୋଟେ କପଡା ସାହାଯ୍ୟରେ ପୋଛିବେ।
ତାପରେ ଯେତେବେଳେ ସେଠାରେ ଭଲଭାବରେ ପାଣି ଶୁଖିଯିବା ପରେ ଆପଣ ନିଜର ସେ ସ୍ଥାନରେ ସେ ଉପାୟକୁ ନେଇ ନିଜ ମଝି ଆଙ୍ଗୁଠି ସାହାଯ୍ୟରେ ନିଜର ଦାଗ,କୁଣ୍ଡିଆ,କାଛୁ ଭଳି ସ୍ଥାନରେ ସେ ମିଶ୍ରଣକୁ ବା ଲେପକୁ ଲଗେଇବା। ଆପଣଙ୍କୁ ସେ ସ୍ଥାନରେ ୩୦-୪୦ ମିନିଟ ପର୍ଯ୍ୟନ୍ତ ଆପଣ ତାକୁ ମାଲିସ କରିବେ।ଆପଣ ଯଦି ଚାହୁଁଛନ୍ତି ତାକୁ ରାତି ସାରା ରଖିପାର ନହେଲେ ଆପଣ ତାକୁ ୩୦-୪୦ ମିନିଟ ପର୍ଯ୍ୟନ୍ତ ରଖିପାରିବେ ଓ ତାପରେ ଧୋଇଦେବେ। ଆପଣ ସପ୍ତାହରେ ଏହାକୁ ୩-୪ ଥର ଲଗେଇ ପାରିବେ।ଟିପ୍ପଣୀ- ହଁ, ଯଦି ଆପଣଙ୍କର ଘନ ଚର୍ମରେ ହାତ, ପାଦ, ଅଣ୍ଟା ଏବଂ ପେଟ ଭଳି ଚିଙ୍ଗୁଡ଼ି ଏବଂ କୁଞ୍ଚନ ଥାଏ, ତେବେ ଏହାକୁ ସେଠାରେ ପ୍ରୟୋଗ କରନ୍ତୁ, ଏହି ରୋଗକୁ ମୂଳରୁ 2 ଥର ହଟାଇବା ବ୍ରହ୍ମାସ୍ତ୍ର ଅଟେ |ଅନ୍ୟ ଜାଗାରେ ଲଗାନ୍ତୁ ନାହିଁ