March 11, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଆମେ ପୂଜା ପାଠରେ ବ୍ୟବହାର କରୁଥିବା ମନ୍ଦାର ପତ୍ର ଆମ ଶରୀର ପାଇଁ କିପରି ବହୁତ ଭଲ ଓ ଉପକାରୀ ହୋଇଥାଏ ଆସନ୍ତୁ ଜାଣିବା….

1 min read

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଆମେ ଏଠି କହିବାକୁ ଯାଉଛୁ ମନ୍ଦାର ଗଛ ଏହା ଏକ ମହାନ ବନସ୍ପତି ଅଟେ।ଏହାର ଔଷଧି ଋପରେ ପ୍ରୟୋଗ କରାଯାଇ ପାରେ ଓ ଏହାକୁ ଆମ ପୂଜା ପାଠରେ ପ୍ରୟୋଗ କରାଯାଇଥାଏ।ଯଦି ଆପଣଙ୍କ ଶରୀରରେ ଶକ୍ତି ଆସିନଥାଏ,ଯଦି କାହାକୁ ଆଭ୍ୟନ୍ତରୀଣ ଶକ୍ତିର ସମସ୍ୟା ଆସିନଥାଏ।ଯଦି ଆପଣଙ୍କ କଳିଜା ଭଲରେ କାମ କରିନଥାଏ,ଯଦି ଆପଣଙ୍କ ଚର୍ମରେ କୌଣସି ପ୍ରକାର ଅସୁବିଧା ହୋଇଥାଏ ବା କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ଆପଣଙ୍କୁ ବହୁତ ଅଧିକ ଲାଭ ହୋଇଥାଏ।

ଆୟୁର୍ବେଦରେ ଏହାର ବହୁତ ମାନ୍ୟତା ରହିଛି ଏହା ଆମର ଚୁଟି ବଢ଼େଇବା ଓ ଚୁଟିକୁ ନଝଡ଼ିବା ଆଦି ସବୁ ରୋଗକୁ ଭଲ କରିଥାଏ।ଆଜିକାଲି ଏହାର ପ୍ରୟୋଗ କରିବା ଦ୍ୱାରା ସେମାନଙ୍କୁ ବହୁତ ଲାଭ ମିଳିଥାଏ।ଆସନ୍ତୁ ଜାଣିବା ଏହାର ଫାଇଦା ମାନଙ୍କ ବିଷୟରେ:-ପ୍ରଥମେ ଆମେ ଜାଣିବା ଏହାର ନାମ ହେଲା ମନ୍ଦାର ଫୁଲ,ଏହାକୁ ଲୋକ ନିଜ ବାଡ଼ିରେ ଲଗାନ୍ତି।ଆସନ୍ତୁ ସର୍ବ ପ୍ରଥମେ ଜାଣିବା ଯୌନ ସମସ୍ୟାକୁ କିପରି ଦୁର କରିବା,ଆସନ୍ତୁ ଜାଣିବା ଏହି ରୋଗକୁ ଦୁର କରିବା ପାଇଁ ଆମେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର କରନ୍ତି କିନ୍ତୁ କୌଣସି ଲାଭ ହୋଇନଥାଏ।

ଆପଣ କଣ କରିବେନା ବହୁତ ସାରା ନାଲି ନାଲି ଫୁଲ ଆଣିବାର ଅଛି।ତାପରେ ସେ ଫୁଲକୁ ବାଟୀ ତାର ୧୦ ଗ୍ରାମ ମାତ୍ରରେ ଏହାର ରସ ବାହାର କରିବା।ଆପଣ ବହୁତ ଫୁଲ ଆଣନ୍ତୁ ଓ ଏହାକୁ ଛାଇରେ ସୁଖେଇବା ତାର ୧୦ ଗ୍ରାମ ମାତ୍ରରେ ଆମେ ସକାଳ ସନ୍ଧ୍ୟାରେ ଏହାକୁ କ୍ଷୀର ସହିତ ସେବନ କରିବା।ଆସନ୍ତୁ ଜାଣିବା ଏହାର ଆଉ ଏକ ଉପାୟ ଆପଣ ଫୁଟା ଫୁଲ ଓ କଢ଼କୁ ଆଣିବେ।ଆପଣ ଯେତେ ମାତ୍ରରେ ଫୁଲ ଆଣିବେ ସେତେ ମାତ୍ରରେ ମିଶ୍ରି ଆଣିବା।

ଆପଣ ମିଶ୍ରି ଆଣି ଭଲ ଭାବରେ ଏହାର ଚୂର୍ଣ୍ଣ ବନେଇବେ,ଆପଣ ହାତକୁ ଭଲ ଭାବରେ ଧୋଇବା ଓ ତାପରେ ଫୁଲକୁ ମିଶ୍ରି ସହିତ ମିଶେଇ ଭଲ ଭାବରେ ଦଳିବା।ଭଲ ଭାବରେ ମିଶେଇ ଦଳିବା ପରେ ଏହାର ଯେଉଁ ଅବଶେଷ ବାହାରିବ ତାକୁ ନେଇ ଗୋଟିଏ ଗିନାରର କାଢି ନେବେ।ତାକୁ ଦିନରେ ଖରାରେ ରଖିବେ ଓ ରାତିରେ ଛାଇରେ ରଖିବେ।ଏହା ଖରାରେ ରହି ଟାଣ ବା ହୀରା ଭଳି ହୋଇଯିବ।

ଆପଣ ସେଥିରୁ ବାହାରୁଥିବା ସେ ହୀରା ଭଳି ପଦାର୍ଥକୁ ଗୋଟେ ଚାମୁଚ କାଢି ଆଣିବେ ଓ ଦିନରେ ଆପଣ ଦୁଇ ଥର ଦିନରେ ସେବନ କରି ପାରିବେ।ଆପଣ ତାକୁ ରୁଟିର ଲଗେଇ ଖାଇ ପାରିବେ ପାଣି ସହ ବା କ୍ଷୀର ସହ ମିଶେଇ ନେଇ ପାରିବେ।ଏହି ପଦାର୍ଥ ବଜାରରେବି ମିଳିଥାଏ ଆପଣ କିଣି ବ୍ୟବହାର କରି ପାରିବେ ଓ ମୋ ମତରେ ବଜ଼ାରରୁ କିଣିବା ଅପେକ୍ଷା ଆପଣ ଘରେ ବନେଇ ବ୍ୟବହାର କରିପାରିବେ।

ଆପଣ ଏହାର ସେବନ କରିବା ଦ୍ୱାରା ଆପଣଙ୍କ କ୍ଷମତା ବଢ଼ିଯାଏ ଓ ଆପଣଙ୍କ ମସ୍ତିସ୍କ ବହୁତ ଭଲ ଭାବରେ କାମ କରିବ।ଆପଣଙ୍କ ରକ୍ତ ବଢ଼େଇଥାଏ ଓ ଆପଣଙ୍କ ରକ୍ତରେ ଥିବା ଖରାପ ପଦାର୍ଥ ଆଦିକୁ ନଷ୍ଟ କରିଥାଏ ଯାହାଫଳରେ ଆପଣଙ୍କ ତ୍ୱଚା ବହୁତ ଗୋରା ହୋଇଥାଏ।ଏଥିରେ ଭିଟାମିନ-ଅ ମିଳୁଥିବାରୁ ଏହା ଆଖିର ଦୃଷ୍ଟି ଶକ୍ତିକୁ ବଢ଼େଇଥାଏ।ତାପରେ ଯଦି ଆପଣଙ୍କ ଚୁଟି ଝଡୁଛି ଓ ଭଲସେ ଏହାର ବୃଦ୍ଧି ହେଉନି ଏହା ଆପଣଙ୍କ ସେ ସମସ୍ୟା ମଧ୍ୟ ଦୁର କରିଥାଏ।

ତାସହିତ ଆପଣଙ୍କୁ କିଛି ଜିନିଷର ବହୁତ ଧ୍ୟାନ ରଖିବାକୁ ପିଡ଼ିବ ଯଦି ଆପଣଙ୍କୁ ଥଣ୍ଡା ଜନିତ ରୋଗ ଅଛି ଆପଣ ଏହାର ବ୍ୟବହାର ଆଦୌ କରନ୍ତୁ ନାହିଁ କାରଣ ମନ୍ଦାର ଫୁଲ ବହୁତ ଥଣ୍ଡା ହୋଇଥାଏ।ଯଦି କାହାକୁ ରକ୍ତହୀନତା ଅଛି ଆପଣ ଏହାର ପତ୍ରର ରସର ସେବନ କରନ୍ତୁ।ମନ୍ଦାର ଗଛର ପତ୍ରରେ ବହୁତ ପରିମାଣରେ ଆଇରନ ଥାଏ ଏହାର ପତ୍ରକୁ ବାଟୀ ଏହାକୁ ଦିନରେ ଦୁଇ ଥର ୨୦-୨୫ ଏମ.ଏଲ ମାତ୍ରରେ ସେବନ କରନ୍ତୁ।

ଯାହାଦ୍ୱାରା ଆପଣଙ୍କ ଭିତରେ ଥିବା ରକ୍ତହିନତାକୁ ଠିକ କରିଥାଏ ଓ ଶରୀରରେ ହିମୋଗ୍ଲୋବିନର ମାତ୍ରାରେ ଵୃଦ୍ଧି କରିଥାଏ।କାହାକୁ ଯଦି ଏସିଡିଟି,ଗ୍ୟାସ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥାଏ ଏହାକୁ ସେବନ ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ।ଆପଣ ଏହାର ପତ୍ରକୁ ସକାଳୁ ସନ୍ଧ୍ୟାରେ ୨୦-୨୫ ଏମ.ଏଲ ମାତ୍ରରେ ଏହାର ସେବନ କରି ପାରିବେ।ଏହାର ସେବନ ଦ୍ୱାରା ଆମ ପେଟ ଥଣ୍ଡା କରିଥାଏ ଓ ଗ୍ୟାସ କମେଇଥାଏ।୧୦୦୦ ବର୍ଷ ତଳୁ ବିଭିନ୍ନ ଋଷି ମୁନି ମାନେ ଏହାର ବ୍ୟବହାର କରନ୍ତି।ଏହା ଯେପରି ପୂଜା ପାଠରେ ବ୍ୟବହାର କରନ୍ତି ଓ ଆମ ଶରୀର ବହୁତ ରୋଗ ସମସ୍ୟା ଦୁର କରିଥାଏ।ଏହା ଆମ ଶରୀରରେ ଥିବା ବିଭିନ୍ନ ପ୍ରକାରର ଅଦରକାରୀ ପଦାର୍ଥକୁ ଆମ ମଳ ମୂତ୍ରର ବାଟରେ ଏହା ବାହାର କରିଥାଏ।

Leave a Reply

Your email address will not be published. Required fields are marked *