March 8, 2025

Odia Express

Here, There and Everywhere

କୌଣସି ଜିନିଷ ନିଜ ଚେହେରାରେ ନ ଲଗାଇ ନିଜ ଚେହେରାରୁ ସମସ୍ତ ଦାଗ ,ବ୍ରଣ ଆଦି ଦୂର କରନ୍ତୁ ଏହି ଉପାୟ ଦ୍ଵାରା

1 min read

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ କିଏବା ଏହି ଦୁନିଆରେ ନିଜ ଚେହେରାକୁ ସୁନ୍ଦର କରିବାକୁ ନ ଚାହେଁ।କିନ୍ତୁ ଏହା ସବୁ ସମୟରେ ସମ୍ଭବ ହୋଇନଥାଏ।ଆଜି କାଲିର ଜୀବନ ଶୈଳୀରେ ଲୋକମାନଙ୍କ ପାଖରେ ଏତେ ସମୟ ନଥାଏ କି ସେ ନିଜ ଶରୀରର ଯତ୍ନ ନେବେ।ଏହା ଦ୍ଵାରା ସେ ଯାହା ପାଇଥାନ୍ତି ଖାଇଥାନ୍ତି।ଯାହା ଦ୍ୱାରା ତାଙ୍କ ଚେହେରା ଖରାପ ମଧ୍ୟ ହୋଇଥାଏ।ଏହା ପରେ ସେମାନେ ନିଜ ଚେହେରାରେ ଅନେକ ଜିନିଷ ଲଗାଇଥାନ୍ତି କିନ୍ତୁ ଏହାର ପ୍ରଭାବ ମାତ୍ର ଅଳ୍ପ ସମୟ ପାଇଁ ଚେହେରାରେ ଦେଖାଯାଇଥାଏ।କିନ୍ତୁ ।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏକ ଏପରି ଜିନିଷ ପିଇବା ପାଇଁ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଚେହେରା ସୁନ୍ଦର ହୋଇଯିବ, ସମସ୍ତ ବ୍ରଣ, ଦାଗ ଆଦି ଭଲ ହୋଇଯିବ ଏଠି ପାଇଁ ଆପଣଙ୍କୁ ନିଜ ଚେହେରାରେ କୌଣସି ଜିନିଷ ଲଗାଇବାକୁ ପଡିବନି।

ସାଙ୍ଗମାନେ ଆପଣ ମାନଙ୍କୁ ବି ଲାଗୁଥିବ ସୁନ୍ଦର ଚେହେରା କରିବା କଣ ସତରେ ସମ୍ଭବ।ଏଥିପାଇଁ ଆପଣ ଅନେକ କ୍ରିମ ଲଗାଇଥାନ୍ତି କିନ୍ତୁ କୌଣସି ଦ୍ରବ୍ୟ ଉପରେ ଲଗାଇବା ଦ୍ଵାରା ଆପଣଙ୍କ ଭିତର ସୁନ୍ଦର ହୋଇପାରି ନଥାଏ।କିନ୍ତୁ ଯଦି ଆପଣ କୌଣସି ଦ୍ରବ୍ୟ ଗ୍ରହଣ କରୁଛନ୍ତି ତାର ପ୍ରଭାବ ନିଶ୍ଚୟ ଦେଖାଯାଇଥାଏ।ଆଜି ଆମେ ଯେଉଁ ଉପାୟ କହିବୁ ଏହାକୁ ମାତ୍ର ଦୁଇ ସପ୍ତାହ ବ୍ୟବହାର ଦ୍ଵାରା ଆପଣ ନିଶ୍ଚୟ ନିଜ ଚେହେରାରେ ପରିବର୍ତ୍ତନ ଦେଖିବାକୁ ମିଳିବ।ଆସନ୍ତୁ ଏହାକୁ କିପରି ତିଆରି କରିବା ଓ କିପରି ପିଇବା।

କଣ ଆପଣଙ୍କୁ ଜଣା ଅଛି ବୟସ ପୁର ଆମ ଚେହେରା କଣ ପାଇଁ ଖରାପ ହୋଇଯାଏ ଏହାର କାରଣ ଆମ ରକ୍ତ।ଯେବେ ଆମ ରକ୍ତ ଦୂଷିତ ହୋଉଯାଇଥାଏ ଏହାର ପ୍ରଭାବ ଆମ ଚେହେରାରେ ଦେଖିବାକୁ ମିଳିଥାଏ।ଏହା ଦ୍ଵାରା ଆମ ମୁହଁରେ ଅନେକ ବ୍ରଣ ଆସିଥାଏ।ଆଖି ତଳେ କଳା ଗାର ପଡିଥାଏ।ଏହି ପରି ଅନେକ ସମସ୍ୟା ଦେଖାଯାଇଥାଏ।

ଏହାକୁ ତିଆରି କରିବା ପାଇଁ ସର୍ଵ ପ୍ରଥମେ ଆମକୁ ନେବାକୁ ପଡିବ ଟମାଟୋ।ଟମାଟୋ ରେ ଅନେକ ପୋଟାସିୟମ ଓ B୧୨ ମିଳିଥାଏ।ଏହା ଆମ ରକ୍ତକୁ ପରିଷ୍କାର କରିବାରେ ଅନେକ ସାହାଯ୍ୟ କରିଥାଏ।ଯଦି ରକ୍ତ ସଫା ହେବ ଏହାର ପ୍ରଭାବ ଆମ ଚେହେରାରେ ଦେଖିବାକୁ ମିଳିବ।ଏଥିପାଇଁ ଆପଣଙ୍କୁ ଦୁଇଟି ଟମାଟୋ ନେବାକୁ ହେବ।ଏହା ପରେ ଆମକୁ ଅଳ୍ପ ଅଦା ନେବାକୁ ହେବ।ଏଥିରେ ଜୀଙ୍କ ଓ ପୋଟାସିୟମର ମାତ୍ର ଅଧିକ ଥାଏ।

ଏହାବି ଆପଣଙ୍କୁ ରକ୍ତକୁ ସଫା କରି ଚେହେରାକୁ ଗୋରା କରିବାରେ ସାହାଯ୍ୟ କରିବ।ଏହା ପରେ କିଛି ଲବଙ୍ଗକୁ ଅଳ୍ପ ଗରମ କରି ଏହାର ପାଉଡର ପ୍ରସ୍ତୁତ କରି ନିଅନ୍ତୁ।ଏହା ଆପଣଙ୍କ ରକ୍ତ ସଂଚାଳଙ୍କୁ ଅଧିକ କରିବ।ଏହା ଚେହେରାରେ ଥିବା ଦାଗ ଆଦିକୁ ଭଲ କରିଥାଏ।ଏହା ପରେ ଏଥିରେ ଆମେ କୌଣସି ବି ସବୁଜ ପରିବା ମିଶେଇ ପାରିବା।ଏଥିପାଇଁ ଆପଣ ପାଳକ ,ମେଥି ବା ଅନ୍ୟ କିଛି ନେଇ ପାରିବେ।କାରଣ ସବୁଜ ପରିବାର ଅଧିକ ଆଇରନ ଥାଏ ଯାହା ରକ୍ତକୁ ପରିଷ୍କାର କରିଥାଏ।

ଏହା ପରେ ଏହି ସବୁ ସାମଗ୍ରୀକୁ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ।ଏହାକୁ ଜୁସ କରି ଦିଅନ୍ତି।ଏହା ପରେ ଏହି ଜୁସ କୁ ଭଲସେ ଛାଣି ରଖନ୍ତି।ଏହାର ସ୍ୱାଦ ପାଇଁ ଆପଣ କିଛି ଅଲଗା ଜିନିଷ ମିଶାଇ ପାରିବେ।ଏବେ ଜାଣିବା ଏହି ଜୁସକୁ ପିଇବାର ସମୟ।ଏହାକୁ ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ସପ୍ତାହ ଲଗାତର ପିଇବେ ଆପଣ ନିଶ୍ଚୟ ଏହାର ପ୍ରଭାବ ଦେଖିବେ।କାରଣ ଯେବେ ଆମେ ଶୋଇଥାଉ ଆମେ ଉଠିବା ପରେ ଆମ ଶରୀରକୁ ପୋଷାକ ତ୍ୱତର ଆବଶ୍ୟକତା ଥାଏ।ଏହାକୁ ଥରେ ମାତ୍ର ବ୍ୟବହାର କରି ଆପଣ ଏହାର ଲାଭ ଦେଖି ପାରିବେ।

Leave a Reply

Your email address will not be published. Required fields are marked *